ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀ ତଥା ଫିଲ୍ମ ନିର୍ମାତା ବୋନି କପୁରଙ୍କ ସାନ ଝିଅ ଖୁସି କପୁର ସୋସିଆଲ ମିଡିଆରେ ବହୁତ ସକ୍ରିୟ। ‘ଦି ଆର୍ଚିଜ୍’ ତାରକା ପ୍ରାୟତଃ ନିଜ ଫଟୋ ସେୟାର କରି ନିଜ ପ୍ରଶଂସକଙ୍କୁ ନିଜ ବିଷୟରେ ଅପଡେଟ୍ ପ୍ରଦାନ କରିଥା’ନ୍ତି।
ଯେତେବେଳେ ଜାହ୍ନବୀ ତାଙ୍କ ମା’ଙ୍କଠାରୁ ବ୍ରା ମାଗିଥିଲେ, ସେ ମନା କରିଦେଇଥିଲେ। ଜାହ୍ନବୀ କପୁର ନିଜେ ଏକ ସାକ୍ଷାତକାର ସମୟରେ ଏହି କଥା କହିଛନ୍ତି। ଆଉ କହିଛନ୍ତି କିଏ ତାଙ୍କୁ ପ୍ରଥମେ ବ୍ରା ସହିତ ପରିଚିତ କରେଇଥିଲେ।
ଚେନ୍ନାଇରେ ଥିବା ଦିବଂଗତ ଶ୍ରୀଦେବୀଙ୍କ ଘରେ ବର୍ତ୍ତମାନ ଯିଏ ଚାହିଁବ ସିଏ ରହିପାରିବ। ଭାରତ ଏବଂ ବିଦେଶରୁ ଚେନ୍ନାଇ ଆସୁଥିବା ଯେକେହି ବି ଏହି ବଙ୍ଗଳାରେ ଅତିଥି ଭାବରେ ରହିପାରିବେ। ସେମାନେ ଏଠାରେ ହୋମ୍-ଷ୍ଟେ କରିପାରିବେ।
ଗୋଟିଏ ସମୟରେ ଶ୍ରୀଦେବୀ ଏବଂ ଅମିତାଭ ବଚ୍ଚନଙ୍କ ଯୋଡି ଥିଲା ହିଟ୍। ଉଭୟ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। କିନ୍ତୁ ଏମିତି କ’ଣ ହେଲା ଯେ ଅମିତାଭଙ୍କ ସହ କାମ ନ କରିବାକୁ ଶ୍ରୀଦେବୀ ମନସ୍ଥ କରିନେଲେ? ଆସନ୍ତୁ ଜାଣିବା…
ନିଜ କାମ ପାଇଁ ଶ୍ରୀଦେବୀ ସବୁବେଳେ ଦାୟିତ୍ୱବାନ ଥିଲେ। ବାସ୍ତବ ଜୀବନରେ ସେ ଯେତେ ଚ୍ୟାଲେଞ୍ଜ୍ର ସମ୍ମୁଖୀନ ହୋଇଥିଲେ ବି ରିଲ୍ ଲାଇଫ୍ରେ ସେ ସମସ୍ୟାଗୁଡ଼ିକୁ ନିଜ କାମରେ ଆସିବାକୁ ଦେଇ ନଥିଲେ। ୧୦୩ ଜରକୁ ବି ଖାତିର ନ କରି ଗୀତ ପାଇଁ ବର୍ଷାରେ ଭିଜିଥିଲେ।