ଅରୁଣାଚଳ ପ୍ରଦେଶ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
ଗତକିଛି ଦିନ ତଳେ ଆମ ଆଦମୀ ପାର୍ଟିକୁ ଜାତୀୟ ଦଳର ମାନ୍ୟତା ପାଇଁ କର୍ଣ୍ଣାଟକ ହାଇକୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା।
ଡଃ ଫିଲିପ୍ସ ହାଇସ୍କୁଲର ଏକାଦଶ ଏବଂ ଦ୍ୱାଦଶ ପିଲାଙ୍କୁ ଏକ ବିଷୟ ପଢ଼ାଇବା ବେଳେ ଶିକ୍ଷକ କହିଥିଲେ ଏଭଳି କିଛି ଲେଖିବାକୁ ।
ସେ ୱିକେଣ୍ଡରେ ରିଲାକ୍ସ କରୁଥିବା ବେଳେ ଏଭଳି ପୋଜ ଦେଇ ଫଟୋ ପୋଷ୍ଟ କରିଛନ୍ତି ।
ପ୍ରାୟ ୧୫,୬୮୦,୦୦୦ ପାସ୍ୱାର୍ଡକୁ ନେଇ PassGAN ବୋଲି ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରୁ ପ୍ରାୟ ୫୧ ପ୍ରତିଶତ ପାସ୍ୱାର୍ଡକୁ ୧ ମିନିଟ୍ରୁ କମ୍ ସମୟ ମଧ୍ୟରେ ହ୍ୟାକର ମାନେ ପାଇପାରିବେ ।
ପଶ୍ଚିମବଙ୍ଗ ମିଦିନାପୁରର ପ୍ରଶାନ୍ତ କୁମାର ମଣ୍ଡଳଙ୍କ ଛାଡ଼ପତ୍ର ଆବେଦନକୁ କୋର୍ଟ ଗ୍ରହଣ କରିଥିଲେ ।
ବର୍ତ୍ତମାନ ସୁନା ଦରକୁ ନେଇ ଆସିଥିବା ଏହି ଖବର ସୁନାପ୍ରେମୀଙ୍କୁ ଚିନ୍ତାରେ ପକାଇଛି । ନିକଟରେ ବଜାରରେ ସୁନା ବିକ୍ରି ହେବାକୁ ନେଇ ସରକାର କିଛି ପ୍ରତିବନ୍ଧକ ଲଗାଇଛନ୍ତି ।
ହ୍ୱାଟ୍ସ ଆପ୍ର ନୂଆ ଫିଚର୍କୁ ୟୁଜର୍ସ ମନରେ ଉତ୍କଣ୍ଠା।
ପୁଣି ବିବାଦରେ ଦଲାଇଲାମା । କୁନି ପିଲାକୁ ନିଜ ଜିଭ ଚୁଚୁମିବାକୁ କହି କ୍ଷମା ମାଗିଲେ । ପୂର୍ବରୁ ମଧ୍ୟ ଦଲାଇଲାମା ଦେଇଥିବା ବୟାନ୍ ପାଇଁ ବିବାଦ ଉପୁଜିଥିଲା ।
ୟୁପିର ରିଭଲଭର୍ ରାଣୀ । ବାହା ମଣ୍ଡପରେ ଏମିତି ଗୁଳି ଫୁଟାଇଲେ, ବର ମୁହଁରେ ବାର୍ ବାଜିଗଲା ।
ଗାଡ଼ି ଟାୟାର ଅବସ୍ଥା ଠିକ୍ ନଥିଲେ ଏଣିକି ଗଣିବେ ମୋଟା ଅଙ୍କର ଫାଇନ୍ । ତେବେ ଜାଣନ୍ତୁ କେଉଁଠି ଲାଗୁ ହୋଇଛି ଏହି ନିୟମ..
ସୋସିଆଲ୍ ମିଡିଆ ସେନ୍ସେସନ୍ ପାଲଟିଯାଇଛନ୍ତି କୋଲକାତା ନାଇଟ ରାଇଡର୍ସର ବାମହାତୀ ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂ । କାଲିର ମ୍ୟାଚ୍ ପରେ ଡ୍ରେସିଂ ରୁମରୁ ନେଇ ଡ୍ରଇଂରୁମ ପର୍ଯ୍ୟନ୍ତ ସବୁଠି ରିଙ୍କୁଙ୍କ ଚର୍ଚ୍ଚା । ରିଙ୍କୁଙ୍କୁ ଏହି ସଫଳତା ରାତାରାତି ମିଳିନାହିଁ । ବରଂ ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି । ଜାଣନ୍ତୁ..
ସମସ୍ତଙ୍କ ସାମ୍ନାରେ ପୋଷାକ ଖୋଲି ମେଟ୍ରୋରେ ଗାଧୋଇଲେ ଯୁବକ । ଏହା ଦେଖି ପାଖରେ ବସିଥିବା ମହିଳା ଓ ଜଣେ ବ୍ୟକ୍ତି ସେଠାରୁ ଉଠି ଚାଲିଯିବାକୁ ବାଧ୍ୟ ହେଲେ ।
‘ମୋତେ ଓ ମୋ ପୁଅକୁ ଗୋଟିଏ କୋକେଇରେ ନେବ ଓ ଗୋଟିଏ ସ୍ଥାନରେ ପୋତିବ । ମୁଁ ମଲା ପରେ ତାର ଯତ୍ନ ନେବାକୁ କେହି ନାହାନ୍ତି ’। ସ୍ତ୍ରୀ ଛାଡ଼ି ଚାଲିଯିବା ପରେ ସେ ଗତ କିଛି ଦିନ ହେଲା ଚାପଗ୍ରସ୍ତ ଥିଲା...
ମଝି ଆକାଶରେ ଉଡ଼ୁଥିଲା ଏୟାର ଇଣ୍ଡିଆର ବିମାନ। ଯାତ୍ରୀମାନଙ୍କୁ ନେଇ ବିମାନଟି ଲଣ୍ଡନ ଯାଉଥିଲା। ହେଲେ ଜଣେ ଯାତ୍ରୀ ବିମାନ ଭିତରେ ଦୁଇ ଜଣ କ୍ରୁ ସଦସ୍ୟଙ୍କ ସହ ଝଗଡ଼ା କରିବାରୁ ସ୍ଥିତି ଭୟଙ୍କର ରୂପ ନେଇଥିଲା। ଏହି କାରଣରୁ ଲଣ୍ଡନ ଯିବା ବଦଳରେ ବିମାନଟି ପୁଣି ଦିଲ୍ଲୀ ଫେରି ଆସିଥିଲା।
ଅନୈତିକ ସମ୍ପର୍କ ପାଇଁ ବର୍ବର କାଣ୍ଡ । ସ୍ତ୍ରୀ ଓ ପୁଅକୁ ମାରି ପକାଇଲା ଅଭିଯୁକ୍ତ ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୪୩୦ ଟଙ୍କା ହୋଇଛି।
ଆଜିକାଲି ଅଧିକାଂଶ ଲୋକଙ୍କୁ ବଗିଚା ନିଶା ଲାଗିଛି। ଏହା ଖାଲି ଘରର ଚାରିପାଖକୁ ସୌନ୍ଦର୍ଯ୍ୟ କରେ ନାହିଁ ବରଂ ପରିବେଶକୁ ମଧ୍ୟ ସୁସ୍ଥ ରଖିଥାଏ। ତେବେ ଏହି ବଗିଚା ଯଦି ବାସ୍ତୁମତେ ନ ହୁଏ ତେବେ ଅନେକ ଅଶୁଭ ଫଳ ମିଳିଥାଏ।
ମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ଉପରେ ପଡ଼ିଗଲା ଗଛ । ଏଥିରେ ୭ ଜଣ ପ୍ରାଣ ହରାଇଛନ୍ତି ।
ଗତକାଲି ଗୁଜୁରାଟ ଟାଇଟନ୍ସ ଓ କୋଲାକାତା ନାଇଟ ରାଇଡର୍ସ ମଧ୍ୟରେ ରୋମାଂଚକର ମ୍ୟାଚ୍ ଦେଖିବାକୁ ମିଳିଥିଲା । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେଲା ଧୂଆଁଧାର ଛକା ବର୍ଷା । ଶେଷ ଓଭରରେ ୫ ଛକା ମାରି କୋଲକାତା ନାଇଟ୍ ରାଇଡର୍ସକୁ ଦମଦାର ବିଜୟ ଭେଟି ଦେଇଛନ୍ତି ଯୁବ କ୍ରିକେଟର୍ ରିଙ୍କୁ ସିଂ ।
ସୈାର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଚୀନ୍ ସୀମାନ୍ତ ଅଂଚଳକୁ ନୂଆ ନାଁ ଦେବାକୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତଙ୍କ ମତ ଦେଇଛନ୍ତି । ଟ୍ୱିଟ୍ କରି ମତାମତ ଲୋଡିଛନ୍ତି ବୈଜୟନ୍ତ । ଚୀନ୍ ସୀମାନ୍ତ ଅଂଚଳର କିଛି ନାଁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି ।
ଆଜିକାଲି ବିବାହ ପାଇଁ ଗୋଟିଏ ଝିଅ ମିଳୁ ନଥିବା ବେଳେ ଜଣେ ବ୍ୟକ୍ତି ୧୦୦ରୁ ଅଧିକ ବିବାହ କରି ରେକର୍ଡ କରିଛନ୍ତି। ମାତ୍ର ୩୨ ବର୍ଷ ବୟସରେ ସେ ୧୪ଟି ଦେଶରେ ଜ୍ୱାଇଁ ହୋଇଥିଲେ। ଜାଣନ୍ତୁ ତାଙ୍କ ଟ୍ରିକ୍ସ…
ବିମାନ କମ୍ପାନୀ GoFirst ତାର ୧୭ ବର୍ଷ ପୂର୍ତ୍ତି ପାଳନ କରୁଛି । ଏହି ଅବସରରେ GoFirst ସେମାନଙ୍କ ଯାତ୍ରୀଙ୍କ ପାଇଁ ଦୁଇଟି ବିଶେଷ ଅଫର ଆଣିଛି । ଯାହାଦ୍ୱାରା ଯାତ୍ରୀମାନେ ଅନ୍ୟକିଛି ସୁବିଧା ପାଇବା ସହ ବିମାନ ଯାତ୍ରାର ମଧ୍ୟ ଲାଭ ପାଇପାରିବେ ।
୨୦୨୨ ବାଘ ଗଣନା ରିପୋର୍ଟ ଅନୁସାରେ ଦେଶରେ ଅଛନ୍ତି ୩ ହଜାର ୧୬୭ଟି ବାଘ । ୨୦୧୮ରେ ଏ ସଂଖ୍ୟା ଥିଲା ୨ ହଜାର ୯୬୭ । ବାଘ ସଂଖ୍ୟା ବଢ଼ିଥିବାରୁ ୨୦୨୨ ବାଘ ଗଣନା ରିପୋର୍ଟ ଉନ୍ମୋଚନ କରିବା ଅବସରରେ ଖୁସି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।