ବେଳେ ବେଳେ ରଜେକ୍ଟ ହେବା ବି ଭଲ.. ଯେମିତି ଇଏ ୧୮ ବର୍ଷୀୟ ଯୁବକ୧୬ ଥର ରିଜେକ୍ଟ ହେବା ପରେ ପାଇଲେ ସୁବର୍ଣ୍ଣ ସୁଯୋଗ.. ସିଧା ଗୁଗଲ୍ ତାଙ୍କୁ ବଢାଇଲା ଅଫର୍..
ଗୁରୁପୂର୍ଣ୍ଣିମା ଅବସରରେ ସମୂହ ଗୀତା ପାଠ ହୋଇଛି । ଆଉ ଏଥିରେ ପ୍ରାୟ ୧୦ ହଜାର ଲୋକ ଏକତ୍ରିତ ହୋଇ ଗୀତାପାଠ କରିଛନ୍ତି ।
ଆଲେଫ୍ ଏରୋନେଟିକ୍ସର ଫ୍ଲାଇଙ୍ଗ୍ କାର୍କୁ ଆକାଶରେ ଉଡ଼ିବା ନେଇ ଅନୁମତି ମିଳିଛି । ସରକାରଙ୍କ ପକ୍ଷରୁ ଉଡ଼ାଣ ପାଇଁ ଆଲେଫ୍ ଏରୋନେଟିକ୍ସର ଫ୍ଲାଇଙ୍ଗ୍ କାର୍କୁ ଆଇନଗତ ଅନୁମୋଦନ ଦିଆଯାଇଛି ।
ରୁଷିଆ ପ୍ରବେଶ ଉପରେ ବ୍ୟାନ୍ ଲଗାଇଲେ ପୁଟିନ୍ ସରକାର । ରାଷ୍ଟ୍ରପତି ବାଇଡେନଙ୍କ ରୁଷିଆ ବିରୋଧୀ ନୀତିକୁ ନେଇ କଟକଣା ।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କରାଯିବାର ଘଣ୍ଟାଏ ମଧ୍ୟରେ ଜାମିନ ମିଳିଛି। ଗତକାଲି ଡୋନାଲ୍ଡ ଟ୍ରମ୍ପଙ୍କୁ ପୋଲିସ ଗିରଫ କରିଥିଲା।
ଭିଡିଓରେ ଦେଖିବାକୁ ମିଳିଛି ଏକ ନଦୀ ମଝିରେ ଦମ୍ପତି ରହିଛନ୍ତି । ହାତରେ କିଛି ଖାଦ୍ୟ ଧରି କୁମ୍ଭୀରକୁ ଦେବାକୁ ଡାକୁଛନ୍ତି । ପରେ ପରେ କୁମ୍ଭୀରଟି ଖାଦ୍ୟ ଖାଇବାକୁ ତାଙ୍କ ନିକଟକୁ ଆସୁଛି ।
ସୌଭାଗ୍ୟବଶତଃ ଅମନଙ୍କର ବିଶେଷ କିଛି କ୍ଷତି ହୋଇନଥିଲା ।
ଗୋଟିଏ ମଂଚରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ପର୍ଯ୍ୟାଲୋଚନା ଓ ନିଷ୍କର୍ସ ବାହାର କରିବାର ପ୍ରୟାସ । ବିଗତ ବର୍ଷଗୁଡ଼ିକ ଭଳି ଏଥର ବି ଓଟିଭି ଫୋରସାଇଟରେ ହୋଇଥିଲା ସେମିତି ଉଦ୍ୟମ । ବିଜନେସ ସେସନରେ ଭାଗ ନେଇଥିଲେ ଦେଶର ଦୁଇ ପ୍ରତିଷ୍ଠିତ ଉଦ୍ୟୋଗୀ- ତେତନା ସିହ୍ନା ଓ ପ୍ରକାଶ ଗୁହା ।
ଗୋଟିଏ ମଂଚରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ପର୍ଯ୍ୟାଲୋଚନା ଓ ନିଷ୍କର୍ସ ବାହାର କରିବାର ପ୍ରୟାସ । ବିଗତ ବର୍ଷଗୁଡ଼ିକ ଭଳି ଏଥର ବି ଓଟିଭି ଫୋରସାଇଟରେ ହୋଇଥିଲା ସେମିତି ଉଦ୍ୟମ । ବିଜନେସ ସେସନରେ ଭାଗ ନେଇଥିଲେ ଦେଶର ଦୁଇ ପ୍ରତିଷ୍ଠିତ ଉଦ୍ୟୋଗୀ- ତେତନା ସିହ୍ନା ଓ ପ୍ରକାଶ ଗୁହା ।
ଏଭଳି କିଛି ଟ୍ୱିଟ୍କୁ ନେଇ ଏବେ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି ।
ବରଫ ପାହାଡ଼ ତଳେ ଦେଶର ୬୦% । ପଶ୍ଚିମ ନ୍ୟୁୟର୍କର ବୁଫାଲୋ ସହର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।
ହଠାତ୍ ମାଇନସ୍ ୪୮ ତଳକୁ ଖସିଗଲା ତାପମାତ୍ରା.. ସତେ ଯେମିତି ହିମଯୁଗ.. ରକ୍ତ ଜମାଇ ଦେବାଭଳି ଶୀତର ପ୍ରକୋପ.. ଏ ହିମ ବିପତ୍ତିକୁ କହୁଛନ୍ତି ବମ୍ବ ସାଇକ୍ଲୋନ୍ ।
ସମୁଦ୍ର ଅଶାନ୍ତ ରହିବା ସାଙ୍ଗକୁ ତାପମାତ୍ରା ମାଇନସ୍ ୪୫ରୁ ମାଇନସ୍ ୪୮ ଡିଗ୍ରୀ ସେଲସିୟସକୁ ଖସି ଆସିଛି
ପାକିସ୍ତାନର ୬ଟି କଂପାନୀ ଉପରେ ଲାଗିଲା କଟକଣା, ଆମେରିକାଠୁ କୌଣସି ଯନ୍ତ୍ରାଂଶ ପାଇବେନି କଂପାନୀ
ଆମେରିକା ଉପରେ ପରମାଣୁ ବୋମା ପକାଇବାକୁ ଧମକ ଦେଇଛି ଉତ୍ତର କୋରିଆ...
ୟୁକ୍ରେନ-ଋଷିଆ ମଧ୍ୟରେ ଲାଗିଛି ଯୁଦ୍ଧ। ସମୁଦ୍ରରେ ମୁହାଁମୁହିଁ ହେଲେ ଋଷିଆ-ଆମେରିକା। ହ୍ୱାଇଟ୍ ହାଉସ କହିଲା, ଆମେ କେଉଁଠି ରଖିଛୁ ଆଣବିକ ଜାହାଜ କହିବାକୁ ବାଧ୍ୟ ନୁହେଁ...ଋଷିଆ କହିଲା ଆମେ...
ଋଷିଆ-ୟୁକ୍ରେନ ଯୁଦ୍ଧରେ ୟୁକ୍ରେନକୁ ଧୋକା ଦେଲା ଆମେରିକା। ଅସ୍ତ୍ରଶସ୍ତ୍ରରେ କୌଣସି ସାହାଯ୍ୟ କଲାନି କି ରାଷ୍ଟ୍ରପତି ପୁଟିନ୍ଙ୍କ ସହ ଥରେ ବି ଆଲୋଚନା କଲାନି। କେବଳ ଋଷିଆ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ଚୁପ୍ ବସିଗଲେ ବାଇଡ଼େନ୍
ରଷିଆ ସହ ସମସ୍ତ ବ୍ୟବସାୟିକ ସମ୍ପର୍କ, ଆର୍ଥିକ ସହାୟତା ଉପରେ ଆମେରିକା କଟକଣା ଲଗାଇଛି। ଖାଲି ଏତିକି ନୁହେଁ ପଶ୍ଚିମ ଦେଶରୁ ମିଳୁଥିବା ଆର୍ଥିକ କଟକଣା ସହ ପ୍ରତିରକ୍ଷା କ୍ଷେତ୍ରରେ ବି ପ୍ରତିବନ୍ଧକ ଲାଗିବ।
ଭାରତ ଉପରେ ଆକ୍ରମଣ କରିବ କି ଚାଇନା? ସୀମାରେ ଜୋରସୋରରେ ପ୍ରସ୍ତୁତି ଚଲାଇଥିବା ନେଇ ହ୍ୱାଇଟ୍ ହାଉସ ଦେଲା ସୂଚନା। କହିଲା, ସତର୍କ ଥାଅ, କେଉଁ ମୁହୂର୍ତ୍ତରେ ବି ହୋଇପାରେ ଆକ୍ରମଣ…
ଆମେରିକା ଛାତିରେ ତାଣ୍ଡବ କରିଛି ଟର୍ଣ୍ଣାଡୋ । ଭୟଙ୍କର ଟର୍ଣ୍ଣାଡ଼ୋରେ ଛିନଭିନ୍ ଆମେରିକାର କେଣ୍ଟୁକି । ଦେଖନ୍ତୁ ଏହାର ଭୟଙ୍କର ରୂପ ।
ଭାରତୀୟ ବଂଶୋଦ୍ଭବ କମଲା ହାରିସଙ୍କୁ ଆମେରିକା ରାଷ୍ଟ୍ରପତି ଦାୟିତ୍ୱ ଦିଆଯାଇଛି.. ରାଷ୍ଟ୍ରପତି ଜୋ ବାଇଡେନ୍ ଅସୁସ୍ଥ ଥିବାରୁ ଏକ ଘଣ୍ଟା ୨୫ ମିନିଟ୍ ପାଇଁ ଆମେରିକାର ରାଷ୍ଟ୍ରପତି ଦାୟିତ୍ୱ ନେଇଛନ୍ତି କମଲା ହାରିସ୍
ରିପୋର୍ଟରେ କୁହାଯାଇଛି ଯେ ଧନୀ ତାଲିକାର ପ୍ରଥମ ସ୍ଥାନରେ ଥିବା ଚାଇନା ଓ ଦ୍ୱିତୀୟ ସ୍ଥାନରେ ଥିବା ଆମେରିକାରର ମୋଟ ସମ୍ପତ୍ତିର ଗୋଟିଏ ବଡ଼ ଅଂଶ କେବଳ କିଛି ଧନୀ ଲୋକଙ୍କ ମଧ୍ୟରେ ସୀମିତ ରହିଛି ।
ଟେକ୍ସାସ୍ର ଜଣେ ବ୍ୟକ୍ତି କରୋନା ପରୀକ୍ଷା କରିବା ପରେ ହତବାକ୍ ହୋଇଗଲେ। କୋଭିଡ ଟେଷ୍ଟର ରିପୋର୍ଟକୁ ନୁହେଁ ବରଂ ବିଲ୍କୁ ଦେଖି ଚକିତ ହୋଇଗଲେ। ସମ୍ପୃକ୍ତ ବ୍ୟକ୍ତିଙ୍କର କୋଭିଡ ରିପୋର୍ଟ ନେଗେଟିଭ୍ ଆସିଥିଲା ସତ କିନ୍ତୁ ବିଲ୍ ଆସିଥିଲା ୪୦ ଲକ୍ଷ ଟଙ୍କା।