ଏ କେମିତିକା ପ୍ରେମ । ଯେତେବେଳେ ମା’ର ମମତା ବି ପ୍ରେମ ଆଗରେ ଫିକା ପଡ଼ିଯାଏ ।
ଆମ କାହାଣୀରେ ଜଣେ ଯୁବକକୁ ତାର ଗାର୍ଲପ୍ରେଣ୍ଡ ଇନ୍ସଲ୍ଟ କଲା । ଆଉ ବ୍ରେକ୍ଅପ୍ କରିଦେଲା । ଗାର୍ଲଫ୍ରେଣ୍ଡର ଏହି ଇନ୍ସଲ୍ଟ ବଦଳାଇଦେଲା ଯୁବକଙ୍କ ଜୀବନ ଶୈଳି ।