ଭୁବନେଶ୍ୱର ୟୁନିଟ-୬ ହାଇସ୍କୁଲ ପଡ଼ିଆରେ ୨ବର୍ଷ ପରେ ଓଡ଼ିଶା କେନେଲ୍ କ୍ଲବ ପକ୍ଷରୁ ଆୟୋଜିତ ହୋଇଛି ଜାତୀୟ ସ୍ତରୀୟ ଡଗ୍ ସୋ’ । ଆଜି ଦିନରେ ଜର୍ମାନ ସେଫର୍ଡ ପ୍ରଜାତିର କୁକୁର ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହା ଆଜିଠୁ ୩ଦିନ ଧରି ଚାଲିବ ।
ମୁଁ ରାଜନୀତି ଛାଡିଲେ ବି ରାଜନୀତି ମତେ ଛାଡିବ ନାହିଁ। ମୁଣ୍ଡଟା ତ ଅଛି, ସବୁବେଳେ ସେ କଥା ଗୁଡା ମୁଣ୍ଡରେ ପଶିବ। କୁକୁର ଯୋଉ କାମୁଡିଲା...ସେ ମାଲିକ ସେଥିପାଇଁ ଯାଉ ହେଲେ କୁକୁର ରହୁ
ଆସନ୍ତା ସପ୍ତାହ ସୁଦ୍ଧା ନିୟମ ଲାଗୁ ହେବା ନେଇ ବିଏମସି କମିଶନରଙ୍କ ସୂଚନା
କୁକୁର କାମୁଡା କଳିରୁ ମହାଭାରତ ପରେ ପ୍ରଶୁପ୍ରେମୀଙ୍କ ପାଇଁ ବଢିଲା ଅଡୁଆ । ଏଣିକି ରାଜଧାନୀରେ କେହି ପଶୁପ୍ରେମୀ ଘରେ କୁକୁର କିମ୍ବା ଅନ୍ୟ ଗୃହପାଳିତ ପଶୁ ରଖିଲେ, ମାନିବେ ବିଏମସିର ଗାଇଡଲାଇନ୍ସ । ବିଏମସି ଖୁବଶୀଘ୍ର ଆଣିବାକୁ ଯାଉଛି ଏ ସମ୍ପର୍କୀତ ନିୟମାବଳି ।
ବିଶ୍ୱସ୍ତ ଗୃହପାଳିତ ପଶୁ କଥା କହିଲେ କୁକୁର ସର୍ବପ୍ରଥମେ ଆସିଥାଏ । କୁକୁର କଦାପି ବେଇମାନି କରେ ନାହିଁ, ବରଂ ଜୀବନସାରା ମାଲିକର ସାଥ୍ ଦିଏ ।
ମଣିଷକୁ ଚେତାଇଲା କୁକୁର.. ପାଣି ବଞ୍ଚାଇ ସମାଜକୁ ଦେଲା ନିଆରା ବାର୍ତ୍ତା...
ପ୍ରାଣୀ ଚିକିତ୍ସାଳୟର କୁକୁରର ଗୋଡ଼, ବେକକୁ ମାଡ଼ି ବସି ଚାଲିଛି ଷ୍ଟିଜ୍। କୁକୁରଟି କଷ୍ଟ ସହି ନପାରି ଚିତ୍କାର କରୁଛି, ହେଲେ ଯେମିତି କାନ ବୁଜି ଦେଇଛନ୍ତି ଡାକ୍ତର ଓ ହସ୍ପିଟାଲ କର୍ମଚାରୀ।