ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ସାରୁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଉଛି। ଧୀରେ ଧୀରେ ଏହା ଲୋକଙ୍କ ପ୍ରିୟ ପନିପରିବାରେ ପରିଣତ ହେଉଛି। ତେବେ ସାରୁର ଏହି ଲୋକପ୍ରିୟତା ପଛର କାରଣ ହେଉଛି ଏହାର ଔଷଧୀୟ ଗୁଣ ଯାହା ଏହାକୁ ସ୍ୱତନ୍ତ୍ର କରିଥାଏ।
ଘରେ ଥିବା ଅଳ୍ପ ସାମଗ୍ରୀରେ ଖୁବ୍ କମ୍ ସମୟରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମିଠା। ଏହା ଖାଇବାକୁ ଯେତେ ସ୍ୱାଦିଷ୍ଟ ପ୍ରସ୍ତୁତ କରିବା ସେତେ ସହଜ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ସାଧାରଣତଃ ପିଠା ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ । ଆମ ଓଡ଼ିଆ ଘରର ପିଠା ରେସିପିର ସ୍ୱାଦ ପୂରା ନିଆରା । ସ୍ନାନ ପୂର୍ଣ୍ଣିମାରେ ଆଜି ପ୍ରସ୍ତୁତ କରିବା ‘ପୁର ଦିଆ ଆରିସା ପିଠା’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଆପଣ କେବେ ‘ଚିକେନ୍ ପୋସ୍ତ ରେସିପି ଖାଇଛନ୍ତି କି ? ଯଦି ଖାଇ ନାହାନ୍ତି ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଚିକେନ ପୋସ୍ତ’ । ତେବେ ଚାଲନ୍ତୁ ଜାଣିବା ‘ଚିକେନ ପୋସ୍ତକୁ ଘରେ କିପରି ସହଜରେ ପ୍ରସ୍ତୁତ କରି ପାରିବେ ।
ସିଙ୍ଗଡ଼ା ବା ସମୋସା ସମସ୍ତଙ୍କୁ ପସନ୍ଦ । ଆଜି ଆମେ ଆପଣଙ୍କ ପାଇଁ ଏକ ନିଆରା ଶୈଳୀରେ ସିଙ୍ଗଡ଼ା ବା ସମୋସାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ରୁଟି ସମୋସା’ ।
ଆଜି ଆମେ ମାଛର ଏକ ଦେଶୀ ଶୈଳୀରେ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଇଲିସି ମାଛ ଟକ୍’। ଏହି ରେସିପିଟିକୁ ଆମେ ଅତି ସହଜ ଓ ଦେଶୀ ଉପାୟରେ ବନେଇ ପାରିବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଆପଣ ସଂଧ୍ୟା ଜଳଖିଆ ପାଇଁ କ’ଣ ପ୍ରସ୍ତୁତ କରିବେ ସେ ନେଇ ଚିନ୍ତିତ ଅଛନ୍ତି କି ? ତା’ହେଲେ ଆଜି ହିଁ ଘରେ ବନାନ୍ତୁ ଚଟପଟା ‘ପଣସ କଟ୍ଲେଟ୍’ । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ ।
ହୋଟେଲ୍ରେ ହେଉ ଅବା ଘରେ ଆପଣ ଚିକେନର ବିଭିନ୍ନ ରେସିପି ଖାଇଥିବେ । ତେବେ କେବେ ଆପଣ ଘରେ ଚିକେନର ଏହି ରେସିପି ଖାଇଛନ୍ତି କି ? ଏହି ରେସିପିର ନାଁ ହେଉଛି ‘ଚିକେନ୍ ପତ୍ର ପୋଡ଼ା’ । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ଆସନ୍ତୁ ବନେଇବା ଚିକେନ୍ ପତ୍ର ପୋଡ଼ା’ ।
ଚିଙ୍ଗୁଡିରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ। ଆଜି ଆମେ ଚିଙ୍ଗୁଡିର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି ‘ଚିଙ୍ଗୁଡ଼ି ଜହ୍ନି ରାଇ’ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।
ଘରେ ଚିକେନର ଭିନ୍ନ ଭିନ୍ନ ରେସିପି ତିଆରି କରାଯାଏ । ଆଜି ଆମେ ଚିକେନର ଏକ ସୁଆଦିଆ ରେସିପି ତିଆରି କରିବୁ । ଏହି ରେସିପିର ନାଁ ହେଉଛି ‘ଖୁଆ ଚିକେନ୍’ । ଏହାକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଆପଣ ଲଞ୍ଚ୍ରେ କଣ ଖାଇବା ପ୍ରସ୍ତୁତ କରିବେ ସେ ନେଇ ଚିନ୍ତିତ କି ? ତେବେ ବିଲ୍କୁଲ୍ ବି ଚିନ୍ତା କରନ୍ତୁ ନାହିଁ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଚିକେନର ଏକ ସୁଆଦିଆ ରେସିପି । ଆଜି ବୁଧବାର ରାନ୍ଧଣାରେ ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ‘ଟମାଟୋ ଚିକେନ୍’ ।
ଖାଇବାରେ ଚିଙ୍ଗୁଡ଼ିର ରେସିପି ପ୍ରାୟତଃ ସମସ୍ତଙ୍କୁ ପସନ୍ଦ ଆସିଥାଏ । ସେଥିପାଇଁ ଘରେ ଆମେ ଚିଙ୍ଗୁଡ଼ିର ବିଭିନ୍ନ ରେସିପି ବନେଇ ଖାଇଥାଉ । ଆଜି ଆମେ ଆପଣଙ୍କ ପାଇଁ ଚିଙ୍ଗୁଡ଼ିର ଏକ ସୁଆଦିଆ ଦେଶୀ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ପୋଇ ଚିଙ୍ଗୁଡ଼ି ରସା’ ।
ସାଧାରଣତଃ ଆଳୁରେ ତିଆରି ରେସିପି ସମସ୍ତଙ୍କୁ ପସନ୍ଦ ଆସିଥାଏ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଆଳୁର ଏକ ସୁଆଦିଆ ରେସିପି । ଆଜି ଆମେ ପ୍ରସ୍ତୁତ କରିବା ‘ଆଳୁ ମଖନି’ । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଆଜି ଆମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୬ ଭୋଗରୁ ଏକ ଭୋଗ ବିଷୟରେ କହିବାକୁ ଯାଉଛୁ । ଏହି ମିଠା ରେସିପିର ନାଁ ହେଉଛି ‘ତାଡ଼ିଆ’। ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।
ସାଧାରଣତଃ ଛୋଟ ପିଲାମାନେ ସ୍ନାକ୍ସ ଖାଇବାକୁ ବେଶୀ ପସନ୍ଦ କରଥାନ୍ତି । ପିଲାମାନଙ୍କ ପାଇଁ ଆଜି ଆମେ ଆଳୁରେ ତିଆରି ଏକ ସହଜ ଓ ଚଟପଟା ସ୍ନାକ୍ସ ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ପଟାଟୋ ଷ୍ଟିକ୍ ଲଲିପପ୍ ’। ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ ।
ଅଧିକାଂଶ ଲୋକ ମିଠା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ଆମ ଖାଦ୍ୟରେ ମିଠା ନଥିଲେ ଖାଇବା ଅଧୁରା ଲାଗେ । ସାଧାରଣତଃ ଆପଣ ମାନେ ଜାଣିଥିବେ ଛେନାରୁ ବିଭିନ୍ନ ପ୍ରକାରର ମିଠାର ରେସିପି ତିଆରି ହୋଇଥାଏ । କିନ୍ତୁ ଆଗରୁ କେବେ ଡାଲିରେ ମିଠାର ରେସିପି ପ୍ରସ୍ତୁତ କରିଛନ୍ତି କି ? ଆଜି ଆମେ ଆପଣଙ୍କୁ ଏକ ସୁସ୍ୱାଦୁ ମିଠା ରେସିପି ବିଷୟରେ କହିବାକୁ ଯାଉଛୁ ।
ସାଧାରଣତଃ ପାରମ୍ପରିକ ଖାଦ୍ୟର ଚାହିଦା ବେଶୀ ଥାଏ । ସେହିପରି ଏକ ପାରମ୍ପରିକ ରେସିପି ହେଉଛି ଦହିବରା। ସାଧାରଣତଃ ଆମ ଘର ମାନଙ୍କରେ ବିରି ବରାରେ ଦହିବରା ପ୍ରସ୍ତୁତ କରାଯାଇଥାଏ । କିନ୍ତୁ ଆପଣ ମାନେ କେବେ ବ୍ରେଡରେ ଦହିବରା ପ୍ରସ୍ତୁତ କରିଛନ୍ତି କି, ତାହେଲେ ଚାଲନ୍ତୁ ଜାଣିବା ବ୍ରେଡ୍ ଦହିବରା ବନେଇବାର ପଦ୍ଧତି । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ ।
ବର୍ଷାଦିନରେ ସାଧାରଣତଃ ଘରେ ଘରେ ସକାଳ ଓ ସଂଧ୍ୟା ସମୟରେ ଘରେ ଘରେ ସ୍ନାକ୍ସ ତିଆରି କରାଯାଏ । ସଂଧ୍ୟା ସମୟରେ ଚା’ ସହ କିଛି ସ୍ନାକ୍ସ ହୋଇଗଲେ ଖାଇବାର ମଜା ଦୁଇ ଦୁଣ ବଢିଯାଏ । ଘରେ ଛୋଟପିଲାମାନେ ମଧ୍ୟ ସ୍ନାକ୍ସ ଖାଇବା ପାଇଁ ବେଶୀ ପସନ୍ଦ କରନ୍ତି । ତେବେ ଆଜି ଆମେ ଆପଣମାନଙ୍କୁ ସୋୟାବିନର ଏକ ସହଜ ଓ ଚଟପଟା ସ୍ନାକ୍ସ ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ସୋୟାବିନ୍ କବାବ୍’।
How to Prepare Kalara Patra Alu Besara: ଆବଶ୍ୟକ ସାମଗ୍ରୀ: କଟା କଲରା ପତ୍ର ସିଝା ଆଳୁ ସୋରିଷ-ରସୁଣ ବଟା ଶୁଖିଲାଲଙ୍କା ବଟା କଟା ପିଆଜ କଟା ଟମାଟୋ ଲୁଣ ଓ ତେଲ ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ଗରମ କରି ସେଥିରେ କଟା ପିଆଜ, କଟା ଟମାଟୋ, ଶୁଖିଲାଲଙ୍କା ବଟା ପକାଇ ଭାଜନ୍ତୁ। ଅଳ୍ପ ଭାଜି ହୋଇଗଲା ପରେ ରଖା ଯାଇଥିବା ସିଝା ଆଳୁ ଓ କଟା କଲରା ପତ୍ର ପକାଇ ଅଳ୍ପ […]
ଭୁବନେଶ୍ୱର: ଆଜି ଆମେ ଆପଣଙ୍କୁ ସ୍ୱାଦିଷ୍ଟ ‘ ପନୀର୍ ପଲାଉ’ର ପ୍ରସ୍ତୁତି ସମ୍ପର୍କରେ ଟିପ୍ସ୍ ଦେବୁ। How to Make Paneer Pulao Recipe ଆବଶ୍ୟକ ସାମଗ୍ରୀ: ବାସୁମତୀ ଚାଉଳ, ଛୋଟ ଛୋଟ ଖଣ୍ଡ ପନିର୍ ଏକ କପ୍, କଟା ପିଆଜ, ଟମାଟୋ ପେଷ୍ଟ୍, ଗରମ ମସଲା ପାଉଡର୍, ଅଦା- ରସୁଣ ବଟା, ଘିଅ, ଧନିଆ ପତ୍ର, ପୁଦିନା, ଡାଳଚିନି, ଲବଙ୍ଗ ଓ ଗୁଜୁରାତି, କାଜୁ ବଟା ଓ ସ୍ୱାଦ ଅନୁସାରେ ଲୁଣ। ପ୍ରଣାଳୀ: ପ୍ରଥମେ ବାସୁମତୀ ଚାଉଳକୁ ଧୋଇ ଅଧ ଘଣ୍ଟା ଯାଏ ବତୁରାଇ ରଖନ୍ତୁ। ଏହାପରେ […]
ଅଧିକାଂଶ ଲୋକଙ୍କୁ ଚିକେନ୍ ଖାଇବାକୁ ଭଲଲାଗେ। କେହି କେହି ଚିକେନ୍କୁ ଝୋଳ କରି ଖାଆନ୍ତି କରିଥାନ୍ତି ତ ଆଉ କେହି ଏହାକୁ କଷା କରି ଖାଆନ୍ତି। କିନ୍ତୁ କେବେ ମାଟି ହାଣ୍ଡି ପୋସ୍ତ ଚିକେନ୍ ଖାଇଛନ୍ତି କି ? ଏହା ପାଟିକୁ ବହୁତ ସୁଆଦିଆ ଲାଗିଥାଏ। How to Prepare Mati Handi Posta Chicken ଆବଶ୍ୟକ ସାମଗ୍ରୀ… ଚିକେନ୍, ପୋସ୍ତ ବଟା, ଅଦା-ରସୁଣ-ଜିରା-ସୋରିଷ ପେଷ୍ଟ, ଅଦା-ରସୁଣ-ପିଆଜ ପେଷ୍ଟ, କଟା ପିଆଜ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, […]
ଆବଶ୍ୟକ ସାମଗ୍ରୀ: ପାମ୍ପଲେଟ୍ ମାଛ, ସୋରିଷ ବଟା, ଅଦାରସୁଣ ବଟା, ଲେମ୍ବୁ, ଗରମ ମସଲା, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ସୋରିଷ ତେଲ, ଆଚାର, ଖାଇବା ଲାଲ୍ ରଙ୍ଗ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପାମ୍ପଲେଟ୍ ମାଛରୁ ପିତ୍ତକୁ ବାହାର କରି ଦିଅନ୍ତୁ। ଏହାପରେ ମାଛର ଉପରି ଭାଗକୁ ଛୁରୀରେ ଦୁଇ ଭାଗ କରି କାଟି ଦିଅନ୍ତୁ। ମାଛକୁ ଭଲ ଭାବରେ ଧୋଇ ସଫା କରି ଦିଅନ୍ତୁ। ବର୍ତ୍ତମାନ ଗୋଟିଏ ପାତ୍ରରେ ଅଦା-ରସୁଣ ବଟା, ଲେମ୍ବୁରସ, […]
ଆବଶ୍ୟକ ସାମଗ୍ରୀ: ମଇଦା, ଖାଇବା ସୋଡ଼ା, ଚିନି, ଦହି, ରିଫାଇନ୍ ତେଲ, ଅଲିଭ୍ ଅଏଲ୍, ପିଜ୍ଜା ସସ୍, କଟା ପିଆଜ, କଟା କ୍ୟାପ୍ସିକମ୍, କଟା ଜଲ୍ପେନୋ(ଏକ ପ୍ରକାରର ଲଙ୍କା), କପ୍ କଟା ବ୍ଲାକ୍ ଅଲିଭ୍, ମୋଜାରେଲା ଚିଜ୍, ଇଟାଲିୟାନ ମସଲା ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ମଇଦା, ଖାଇବା ସୋଡ଼ା, ଲୁଣ, ଚିନି ଓ ଦହି ଭଲ ଭାବେ ମିଶାନ୍ତୁ। ଏବେ ଏଥିରେ ଅଳ୍ପ ଅଳ୍ପ ପାଣି ଦେଇ ନରମ ହେଲା ଯାଏ ଚକଟନ୍ତୁ। ଚକଟି ସାରିବା ପରେ […]
How To Prepare Murg Jafrani: ଆବଶ୍ୟକ ସାମଗ୍ରୀ: ଚିକେନ, ଘିଅ, ଗୋଟା ଗରମ ମସଲା, ପିଆଜ ବଟା, ଅଦା-ରସୁଣ ବଟା, କଟା କଞ୍ଚାଲଙ୍କା, ଦହି, ଚିକେନ୍ ମସଲା ପାଉଡ଼ର, କାଜୁ ବଟା, ଗୁଜୁରାତି ଗୁଣ୍ଡ, କେଶର, ସିଝା ଅଣ୍ଡା, ଧନିଆ ପତ୍ର ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ଘିଅ ଗରମ କରି ସେଥିରେ ଗୋଟା ଗରମ ମସଲା ପକାଇ ଭାଜନ୍ତୁ। ତା’ପରେ ପିଆଜ ବଟା, ଅଦା-ରସୁଣ ବଟା ଓ କଞ୍ଚାଲଙ୍କା କଟା ପକାଇ […]
How to Prepare Achari Chicken ଆବଶ୍ୟକ ସାମଗ୍ରୀ: ଚିକେନ୍, କଟା ପିଆଜ, ପିଆଜ-ଅଦା-ରସୁଣ ବଟା, ଟମାଟୋ, କାଜୁ ପେଷ୍ଟ୍, ତେଲ, ଲବଙ୍ଗ, ଗୁଜୁରାତି, ଡାଲଚିନି, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଆମଚୁର ପାଉଡର, ଦହି, ଚାଟ୍ ମସଲା, ଆଚାର ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍କୁ ଭଲ ଭାବେ ଧୋଇ ସାରିବା ପରେ ଏଥିରେ ଲୁଣ, ହଳଦୀ ଓ ଅଳ୍ପ ଦହି ଗୋଳାଇ ମ୍ୟାରିନେଟ୍ କରି ରଖନ୍ତୁ। ତା’ପରେ […]