• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Archana Nag
ଏବେ ଜେଲ୍‌ରେ ନାଗ-ଚାନ୍ଦ ଦମ୍ପତି, ୱାର୍ଡରଙ୍କ ଉପସ୍ଥିତିରେ ହେବ ଭେଟାଭେଟି

ମହିଳା ୱାର୍ଡର ଏବଂ ପୁରୁଷ ୱାର୍ଡରଙ୍କ ଉପସ୍ଥିତିରେ ଅର୍ଚ୍ଚନା ଏବଂ ଜଗବନ୍ଧୁ ଦେଖା କରିପାରିବେ ବୋଲି ସୂଚନା ମିଳିଛି ।

Archana Nag
ଜଗବନ୍ଧୁ ଡାଏରୀକୁ ନେଇ ବଢ଼ିଲାଣି ସସ୍‌ପେନ୍ସ, ପୋଲିସ କହିବ ତ କାହା ନାଁ ରହିଛି ସେଥିରେ..

ଜଗବନ୍ଧୁ ଘରୁ ଡାଏରୀ ସହ ମିଳିଛି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ । ୪ଟି ମୋବାଇଲ, ଗୋଟିଏ ଲାପ୍‌ଟପ୍ ସହ ମିଳିଛି ଡାଏରୀ ।

Crackers
ବାଣ ବେପାରୀ ହତାଶ ! ବାତ୍ୟା ଭୟକୁ ଚଢ଼ା ଦର, ଦୋକାନ ମୁହଁ ମାଡ଼ୁ ନାହାନ୍ତି ଗ୍ରାହକ

ବାଣ ବଜାର ଉପରେ ବାତ୍ୟା ଓ ବର୍ଷା ଆଶଙ୍କାର ପ୍ରଭାବ । ବାତ୍ୟା ଭୟ ଯୋଗୁଁ ମାନ୍ଦା ପଡ଼ିଛି ବାଣ ବ୍ୟବସାୟ ।

Cyclone Sitrang
ବାତ୍ୟା ସିତ୍ରାଙ୍ଗ ପ୍ରଭାବ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଓଡ଼ିଶାକୁ ନଛୁଇଁ ଉପକୂଳର କିଛି ଦୂରରୁ ବଙ୍ଗ ଯିବ ବାତ୍ୟା । ପାଣିପାଗ ବିଭାଗର ସୂଚନା, ରାଜ୍ୟରେ ପବନ କମ୍, ଅଧିକ ବର୍ଷା

Lady blackmailer case: Accused Archana Nag's husband Jagabandhu Chand picked up by police
ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଉଠାଇ ନେଲା ପୋଲିସ୍‌

ଲେଡି ବ୍ଲାକମେଲର୍‌ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ପୋଲିସ୍‌ ଉଠାଇ ନେଇଥିବା ସୂଚନା ମିଳିଛି। କମିଶନରେଟ୍ ପୋଲିସ୍‌ ଏକ ସ୍ୱତନ୍ତ୍ର ଟିମ୍ ଜଗବନ୍ଧୁଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି।

IMD DG On Cyclone
ବାତ୍ୟା ନେଇ IMD ଡିଜିଙ୍କ ବଡ଼ ସୂଚନା, ଓଡ଼ିଶା ଛୁଇଁବନି ବାତ୍ୟା ! ଶୁଣନ୍ତୁ...

ପଶ୍ଚିମବଙ୍ଗ-ବାଂଲାଦେଶ ଉପରେ ଏହାର ସର୍ବାଧିକ ପ୍ରଭାବ ରହିବ । ତେବେ ବାତ୍ୟାର ତୀବ୍ରତା କେତେ ରହିବ ବର୍ତ୍ତମାନ ଯାଏଁ ଆକଳନ କରାଯାଇନାହିଁ ।

Cyclone
ବଡ଼ ଅପ୍‌ଡେଟ୍ ! ଓଡ଼ିଶା ଛୁଇଁ ଚାଲିଯିବ ବାତ୍ୟା

ବୈଠକରେ ଏସ୍‌ଆର୍‌ସିଙ୍କ ସମେତ ବରିଷ୍ଠ ଅଧିକାରୀ ଯୋଗଦେବେ ।

Bhakta Das
ଅର୍ଚ୍ଚନା ମାମଲାରେ ସରକାରଙ୍କୁ ଭକ୍ତଙ୍କ ଟାର୍ଗେଟ୍ ! କହିଲେ ସତ୍‌ସାହସ ଅଛି ତ ସରକାର ଭାଙ୍ଗି ନର୍ବାଚନ କରାନ୍ତୁ

ଅନ୍ୟ ରାଜ୍ୟରେ ଏଭଳି ହୋଇଥିଲେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇସାରନ୍ତେଣି । କିନ୍ତୁ ଆମ ରାଜ୍ୟରେ ସେମିତି କିଛି ଦେଖିବାକୁ ମିଳୁନି ।

Srimandir
ଆମିକସ୍‌କ୍ୟୁରୀଙ୍କ ରିପୋର୍ଟରେ ଶ୍ରୀମନ୍ଦିର ନେଇ ସାଂଘାତିକ ତଥ୍ୟ !

ପୂର୍ବ ଓ ଦକ୍ଷିଣ ପୂର୍ବ ଦିଗରେ ଏହି ଫାଟ ଯାହା ନାଟମଣ୍ଡପରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ।

Pradeep panigrahi
ଏଯାଏଁ ଛିଣ୍ଡିନି ଅଡ଼ୁଆ ! EDରେ ହାଜର ହେଲେ ପ୍ରଦୀପଙ୍କ ପତ୍ନୀ

ପୂର୍ବତନ IFS ଅଭୟ ପାଠକଙ୍କ ଅର୍ଥ କାରବାର ମାମଲାରେ ତାଙ୍କୁ ଇଡିରେ ହାଜର ହେବାକୁ ନୋଟିସ ଦିଆଯାଇଥିଲା ।

crime in capital
ପୋଲିସ ମିତ୍ର କହି ମାଗଣା ଖାଉଥିଲେ, ଟଙ୍କା ମାଗିବାରୁ ମାରି ଗୋଡ଼ାଇଲେ

କ୍ରାଇମର ହଟସ୍ପଟ ପାଲଟି ଗଲାଣି ରାଜଧାନୀ । ଅପରାଧ ନିୟନ୍ତ୍ରଣ ନେଇ କମିଶନରେଟ ପୋଲିସ ବାହାସ୍ପୋଟ ମାରୁଥିଲେ ହେଁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। କଥା କଥାକେ ଏଠି ବୁଲୁଛି ଖଣ୍ଡାକାତି। 

Cyclone
ପୁଣି ବାତ୍ୟା ! ଉତ୍ତର ଆନ୍ଧ୍ର କିମ୍ବା ଉତ୍ତର ଓଡ଼ିଶା ଉପକୂଳରେ ମାଡ଼ ଆଶଙ୍କା

୨୩ କିମ୍ବା ୨୪ରେ ବଙ୍ଗୋପସାଗରରେ ସାଇକ୍ଲୋନ୍ ଆଶଙ୍କା । ଆଇଏମଡିର ସୂଚନା, ସ୍ପଷ୍ଟ ହୋଇନି ଲ୍ୟାଣ୍ଡଫଲ୍ ସ୍ଥଳ । ବିଭିନ୍ନ ପାଣିପାଗ ମଡେଲର ଆକଳନକୁ ନେଇ ନାନା ଚର୍ଚ୍ଚା ।

Cyclone Sitrang
ଏଥର ବାତ୍ୟା ନେଇପାରେ ମହାବାତ୍ୟାର ରୂପ ! ହେଲେ କେଉଁଠି କରିବ ଲ୍ୟାଣ୍ଡଫଲ୍ ?

ବଙ୍ଗୋପସାଗରରେ ଚଳିତ ବର୍ଷର ଏହା ଦ୍ୱିତୀୟ ସାମୁଦ୍ରିକ ଝଡ଼ । ଏହାପୂର୍ବରୁ ଗତ ମେ’ ମାସରେ ବାତ୍ୟା ଅସାନୀ ସଂଘଟିତ ହୋଇଥିଲା ।

Srinibas
ଗରିବ ପିଲା କେମିତି ଶିଖିବେ ଇଂରାଜୀ ? ତାର ବାଟ ଖୋଲିଛନ୍ତି ଶ୍ରୀନିବାସ

ଓଡିଶା ସମେତ ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଅନେକ ସ୍କୁଲ ନିର୍ମାଣ କରିସାରିଲେଣି ।

AIIMS Doctor
ବାପାଙ୍କ ଚିକିତ୍ସା ପାଇଁ ଏମ୍‌ସ ଆଣିଥିଲା ଝିଅ, ପ୍ରେମରେ ଫସାଇଲେ ଡାକ୍ତର ! ଏବେ ଗିରଫ

ଭୁବନେଶ୍ୱର ମହିଳା ଥାନା ପୋଲିସ ଡାକ୍ତରଙ୍କୁ ଗିରଫ କରିଛି । ଗିରଫ ଡାକ୍ତରଙ୍କ ନାଁ ଜୟଦୀପ ଦାସଗୁପ୍ତା ।

Tara On Archana
ଖାଲି ଗିରଫ କରିଦେଲେ, ତାପରେ ଆଉ ତଦନ୍ତ ନାହିଁ ! ଖାଲି ଫଟୋ ବାହାରୁଛି..

ଅର୍ଚ୍ଚନାଙ୍କ ଲିଙ୍କରେ ବିଧାୟକ, ମନ୍ତ୍ରୀ, ପ୍ରଶାସକ ରହିଛନ୍ତି । ତେଣୁ ପୋଲିସ୍ ତଦନ୍ତ ସ୍ଥାଣୁ ପାଲଟିଛି । ଅର୍ଚ୍ଚନା ମାମଲାରେ ୭୦ କୋଟି ଟଙ୍କାର କାରବାର ହୋଇଛି ।

Thousands Of Farmers Stopped On Way To Bhubaneswar To Protest
ଚାଷୀଙ୍କୁ ଡରିଗଲେ କି ସରକାର ? କଳବଳ ଲଗାଇ ରାଜଧାନୀ ଭିତରକୁ ପୁରାଇ ଦେଲେନି

ଭୁବନେଶ୍ୱରରେ ହେବାକୁ ଥିବା ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନରେ ଯୋଗ ଦେବାକୁ ଆସୁଥିବା ଲକ୍ଷାଧିକ ଚାଷୀଙ୍କୁ ପୋଲିସ୍‌ ପ୍ରଶାସନ ଅଟକାଇଛି। କଳବଳ କୌଶଳ ଲଗାଇ ଶହ ଶହ ଚାଷୀଙ୍କୁ ସରକାର ଅଟକାଇଛନ୍ତି।

Traffic rules and penalties to be stricter from today
ସାବଧାନ ଗାଡ଼ି ଚାଳକ ! ଆଜିଠୁ ଟ୍ରାଫିକ ଧରପଗଡ଼, ଧରାପଡ଼ିଲେ ଗଣିବେ ଫାଇନ୍‌

ଆଜିଠୁ ୨୧ ତାରିଖ ଯାଏ ସକାଳ ୯ଟାରୁ ଅପରାହ୍ନ ୨ଟା ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ଯାଏ ରାଜ୍ୟ ରାଜପଥ ଏବଂ ଜାତୀୟ ରାଜପଥରେ ଚାଲିବ ଧରପଗଡ଼ ଅଭିଯାନ। ଅଭିଯାନରେ ପୋଲିସ୍‌ ମଧ୍ୟ ସାମିଲ ହେବ। 

Bhubaneswar Railway Station
ପ୍ରସ୍ତୁତ ହୋଇସାରିଲାଣି ନକ୍ସା, ଏଥର ଏୟାରପୋର୍ଟ ଭଳି ଚମକିବ ମାଷ୍ଟର କ୍ୟାଣ୍ଟିନ୍‌ ରେଳ ଷ୍ଟେସନ

ଷ୍ଟେସନକୁ ଯିବା ଆସିବା ଲାଗି ୪ଟି ଏକ୍ସାଲେଟର୍ ରହିବ । ଯାତ୍ରୀଙ୍କ ସୂଚନା ପାଇଁ ଡିସପ୍ଲେ ବୋର୍ଡ ଓ ଦିବ୍ୟାଙ୍ଗଙ୍କ ପାଇଁ ଅନୁକୂଳ ବ୍ୟବସ୍ଥା ରହିବ ।

Cuttack
କଟକରେ ତାଲିବାନୀ ଶାସନ ! ୧୫ ଶହ ଟଙ୍କା ପାଇଁ ଗାଡ଼ି ପଛରେ ବାନ୍ଧି ଦୌଡ଼ାଇଲେ

ଯୁବକଙ୍କୁ ସ୍କୁଟରରେ ବାନ୍ଧି ବିଚ୍ ରାସ୍ତାରେ ଦୌଡ଼ାଇଲେ ଅଭିଯୁକ୍ତ । ମାମଲାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଧରି ପୋଲିସର ଖୋଳତାଡ଼ । ବର୍ବରତାକୁ ସଭ୍ୟ ସମାଜର ନିନ୍ଦା ।

Education
CBSE ରାସ୍ତାରେ ମାଧ୍ୟମିକ ଶିକ୍ଷା ବୋର୍ଡ, ନବମ-ଦଶମ ପିଲାଙ୍କ ପାଇଁ ୪ ନୂଆ ବିଷୟ

ପିଲାଙ୍କ ବୌଦ୍ଧିକ ଓ ଶାରୀରିକ ବିକାଶ ଉଦ୍ଦେଶ୍ୟ । ଉଭୟ ନବମ ଓ ଦଶମ ଶ୍ରେଣୀ ପିଲା ପଢ଼ିବେ । ୧୦୦ ମାର୍କର ହେବ ପରୀକ୍ଷା ।

Contractual
ଠିକା ନିଯୁକ୍ତି ହଟିଲା, ଏବେ ଆସିବ ଢ଼େର ବାହାଘର ପ୍ରସ୍ତାବ

ଦରମା କଥା ଶୁଣିବା ପରେ ଝିଅ ଘର ଲୋକ କାଳେ କହୁଥିଲେ ପିଲା ୧୩ ହଜାର ପାଉଛି । ଏଥିରେ ସେ ନିଜେ ତ ଚଳିପାରୁନଥିବ ଝିଅକୁ ଚଳାଇବ କେମିତି ?

Cyclone Alert
ବିଭିନ୍ନ ମଡେଲ ଅନୁଧ୍ୟାନ ପରେ ବାତ୍ୟା ଆଶଙ୍କା !

ଏଣେ ଅକ୍ଟୋବରରେ ପୁଣି ବାତ୍ୟା ଆସୁଥିବା ଶୁଣି ଛାନିଆ ହେଲେଣି ସମୁଦ୍ର ଦାଢ଼ରେ ଚାଷ-ବାସ କରୁଥିବା ଲୋକମାନେ।

Bhubaneswar SDJM court to hear bail petition of Archana Nag
ଦିନେ ରାଜ ଉଆସରେ ରହୁଥିଲେ, ଆଜି ଜେଲ୍‌ରେ ଗଡ଼ାଉଛନ୍ତି ଲୁହ...

ପାପଧନ ଅର୍ଜନ କରି ଯିଏ ଦିନେ ବିଳାସମୟ କୋଠାରେ ରହୁଥିଲେ, ଆଜି ସେହି ଲେଡି ବ୍ଲାକ୍‌ମେଲର୍‌ ଏବେ ବିଚାରାଧିନ ବନ୍ଦୀ। କୁହାଯାଉଛି, କେତେବେଳେ ଜେଲ୍‌ ଭିତରେ ଅର୍ଚ୍ଚନା ଲୁହ ଗଡ଼ାଉଛନ୍ତି ତ ଆଉ କେତେବେଳେ ଗୁମ୍‌ସୁମ୍‌ ରହୁଛନ୍ତି। 

Odisha CM Naveen Patnaik turns 77
୭୭ ବର୍ଷରେ ପାଦ ଥାପିଲେ ନବୀନ ପଟ୍ଟନାୟକ, ରାଜ୍ୟ ରାଜନୀତିରେ ପାଲଟିଛନ୍ତି ଅପ୍ରତିଦ୍ୱନ୍ଦୀ ନେତା..

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ୭୬ ବର୍ଷ ପୂରି ୭୭ ବର୍ଷ ଚାଲିଲା। ପୱନ ଚାମ୍ଲିଙ୍ଗ ଓ ଜ୍ୟୋତି ବସୁଙ୍କ ପରେ ଲଗାତର ପାଞ୍ଚଥର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାରେ ନବୀନ ପଟ୍ଟନାୟକ ହେଉଛନ୍ତି ତୃତୀୟ ଭାରତୀୟ ରାଜନେତା।