• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Flood
ଥମୁନି ବର୍ଷା ! ଅଣାୟତ୍ତ ହେଲେଣି ଲୋକ, ମହାନଦୀ ଫୁଲିବାରୁ ମାଡ଼ି ଆସିଲାଣି ବନ୍ୟା

ଉପରମୁଣ୍ଡରେ ପ୍ରବଳ ବର୍ଷାରୁ ମହାନଦୀରେ ଆସୁଛି ବନ୍ୟା । ହୀରାଦୁଦରୁ ୩୪ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ । ଆଜି ମୁଣ୍ଡଳୀ ଅତିକ୍ରମ କରିବ ମହାନଦୀର ବନ୍ୟାଜଳ ।

Mahanadi
ଛତିଶଗଡ଼ କରୁନି ସହଯୋଗ ! ରାଜ୍ୟରେ ଦେଖାଦେଲାଣି ବନ୍ୟା ଆଶଙ୍କା, ବଢ଼ୁଛି ଜଳସ୍ତର

ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ପାଇଁ ଓଡ଼ିଶାକୁ ସହଯୋଗ କରୁନି ଛତିଶଗଡ଼ । ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ହୀରାକୁଦ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ସାହୁ ।

Mobile thief dupes businessman
ଜିନିଷ କିଣିଲା ଚୋର, ଫସିଲେ ବ୍ୟବସାୟୀ

ଚୋରା ମୋବାଇଲ୍‌ରୁ ଫୋନ୍ ପେ’ରେ ୪୬୦ ଟଙ୍କାର ପେମେଣ୍ଟ ଗ୍ରହଣ କରିବା ଯୋଗୁ ବ୍ୟବସାୟୀଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଯାଇଛି।

Niali paneer
ନିଆଳି ଛେନାକୁ ନେଇ ବଢ଼ୁଛି ସନ୍ଦେହ, ଲ୍ୟାବ୍‌କୁ ପଠାଗଲା ନମୁନା

ଛେନାର ମାନ ପରଖିଲା ସିଏମସି ସ୍ୱାସ୍ଥ୍ୟ ବିଭାଗ । ଲ୍ୟାବକୁ ପଠାଯିବ ନିଆଳି ଛେନାର ନମୁନା ।

Ratnabhandar
ଖୋଲିବ କି ରତ୍ନଭଣ୍ଡାର ? ଭିତର ଭଣ୍ଡାର ବିମ୍‌ରେ ଫାଟ, ଛାତରୁ ଗଳୁଛି ପାଣି

ରତ୍ନଭଣ୍ଡାରର ମରାମତି ପାଇଁ ASI ର ଚିଠିକୁ ନେଇ ଚର୍ଚ୍ଚା । ଚୂଡ଼ାନ୍ତ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ବିପଦପୂର୍ଣ୍ଣ ସ୍ଥିତିରେ ଅଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ।

Flood
ଆସୁଛି ଆଉ ଏକ ଲଘୁଚାପ, ବଢ଼ିଲା ବନ୍ୟା ଆଶଙ୍କା ! ୧୫ ଯାଏଁ ରାଜ୍ୟବ୍ୟାପୀ ପ୍ରବଳ ବର୍ଷା 

ହୀରାକୁଦର ୨୦ଟି ଗେଟ୍‌ରେ ହେଉଛି ଜଳ ନିଷ୍କାସନ । ଅବିଶ୍ରାନ୍ତ ବର୍ଷାରେ ଭୂସ୍ଖଳନ, ଜଳବନ୍ଦୀ ଆଶଙ୍କା  ।

Marriage
ନବ ବିବାହିତଙ୍କୁ ସରକାର ଦେବେ ଗିଫ୍ଟ ! କଣ୍ଡୋମ, ପ୍ରେଗ୍ନେନ୍‌ସି ଟେଷ୍ଟିଂ କିଟ୍ ଆଦି ରହିବ ପ୍ୟାକେଟ୍‌ରେ

ନ୍ୟାସନାଲ୍ ରୁରାଲ୍ ହେଲଥ୍ ମିଶନ୍-NRHM ଜରିଆରେ ଏହାକୁ ନବ ଦମ୍ପତିଙ୍କ ପାଖକୁ ପଠାଯିବ ।

Pipili Accident
ରାସ୍ତା ମଝିରେ ଓଲଟିଲା ଯାତ୍ରୀବାହି ବସ୍ ! ଜଣେ ମୃତ, ୧୫ ଆହତ

ଯାତ୍ରୀଙ୍କୁ ନେଇ ବସ୍‌ଟି ଭୁବନେଶ୍ୱରରୁ ପୁରୀ ଆଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

Lord Lingaraj continues to remain hungry
ଖାଡ଼ା ଉପାସରେ ବାବା ଲିଙ୍ଗରାଜ

ବଡ଼ୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ବିବାଦ ପରେ ଗତକାଲି ବାବା ଲିଙ୍ଗରାଜଙ୍କ କୌଣସି ବି ନୀତିକାନ୍ତି ହୋଇନି। ଫଳରେ ଗତକାଲି ବାବାଙ୍କ ଚତୁର୍ଦ୍ଦଶୀ ତିଥିରେ ଉଠି ପାରିନି ମହାଦୀପ। 

Charchit Mishra
ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତଙ୍କ ଜାମିନ ଆବେଦନ ଖାରଜ, ରହିବେ ଜେଲ୍‌ରେ

ବିଲ୍ଡର୍ ଶିଶିର ଦାସଙ୍କୁ ଜାମିନ ମିଳିଛି । ପାରାଦୀପ ପୋର୍ଟ ଲାଞ୍ଚ କାରବାରରେ ଗିରଫ ହୋଇଥିବା ୭ ଜଣଙ୍କ ମଧ୍ୟରୁ ୬ ଜଣ ବିଚାର ବିଭାଗୀୟ ହାଜତରେ ରହିବେ ।

Gold Biscuit
ଗଞ୍ଜେଇ ରେଡ୍ ବେଳେ, ବାହାରିଲା ୨୩ ସୁନା ବିସ୍କୁଟ୍‌ ! ୧ କୋଟି ୨୨ ଲକ୍ଷ ନଗଦ ବି ଜବତ

ଜୁଏଲାରୀ ଦୋକାନରେ ଚଢ଼ଉ ବେଳେ ୨୩ ସୁନା ବିସ୍କୁଟ୍ ଜବତ । ମାମଲାରେ ଆୟକର ଓ ଜିଏସ୍‌ଟି ବିଭାଗର ଖୋଳତାଡ଼ ।

Adani Group
କାଶୀପୁରରେ ହେବ ଆଲୁମିନା ରିଫାଇନାରୀ ପ୍ଲାଣ୍ଟ, ୭୫ ହଜାର କୋଟି ଖର୍ଚ୍ଚ କରିବ ଆଦାନୀ

କଳିଙ୍ଗନଗରରେ ଷ୍ଟିଲ ଓ ସିପିପି ପ୍ଲାଣ୍ଟ କରିବ ଓଡ଼ିଶା ଆଲୟଜ୍ ଷ୍ଟିଲ୍ । ଉଭୟ ପ୍ଲାଣ୍ଟରେ ନିବେଶ ହେବ ୮ ହଜାର କୋଟି ଟଙ୍କା । ଆଉ ଏଥିରେ ୫ ହଜାର ଜଣ ନିଯୁକ୍ତି ପାଇବେ । 

Secretariate
କଡ଼ା ପଦକ୍ଷେପ ! ଦୁର୍ନୀତି ଅଭିଯୋଗରେ ୯ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଏବେ ସୁଦ୍ଧା ଏହି ୯ ଜଣଙ୍କୁ ମିଶାଇ ୧୭୩ ଅଧିକାରୀଙ୍କ ପ୍ରତି ହେଲାଣି କାର୍ଯ୍ୟାନୁଷ୍ଠାନ ।

Sunil Bansal
ବଦଳୁଛି ରଣନୀତି ! ବଦଳିଲେ ବିଜେପି ରାଜ୍ୟ ପ୍ରଭାରୀ, ସୁନୀଲ ବଂଶଲଙ୍କୁ ମିଳିଲା ଦାୟିତ୍ୱ

ଓଡ଼ିଶା ସହିତ ପଶ୍ଚିମବଙ୍ଗ ଓ ତେଲେଙ୍ଗାନାର ପ୍ରଭାରୀ ଦାୟିତ୍ୱ ସମ୍ଭାଳିବେ ସୁନୀଲ ବଂଶଲ ।

Paradip
ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲା, ୭ ଅଭିଯୁକ୍ତ କୋର୍ଟରେ ହାଜର

ମହିମା ମିଶ୍ର ଓ ତାଙ୍କ ପୁଅ ଚନ୍ଦନଙ୍କୁ ମଧ୍ୟ ଜେରା କରିଥିଲା CBI ।

Heavy Rain
ଆଉ ଏକ ଲଘୁଚାପ ! ୧୩ରୁ ଅତି ପ୍ରବଳ ବର୍ଷା

ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି ଆଦି ଜିଲ୍ଲା ପ୍ରବଳ ବର୍ଷିବ ।

Heavy Rain
ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା ! ରାସ୍ତା ଘାଟ ବନ୍ଦ, ଉଛୁଳୁଛି ନଈ ନାଳ

ମାଲକାନଗିରି-ନବରଙ୍ଗପୁର-ଗଜପତିର ବହୁ ଗାଁ ଜଳବନ୍ଦୀ, ଯୋଗାଯୋଗ ଠପ୍ । ଅବପାତରେ ପରିଣତ ହେଲା ଲଘୁଚାପ ।

Heavy Rain
ନନ୍‌ଷ୍ଟପ ବର୍ଷାରେ ବେହାଲ ପଶ୍ଚିମରୁ ଦକ୍ଷିଣ ଓଡ଼ିଶା, ପାଣିପାଗ ବିଭାଗ କହିଲା ଆହୁରି ୫ ଦିନ ବର୍ଷିବ

ରାୟଗଡ଼ା ଓ କଳାହାଣ୍ଡିରେ ଧୋଇଗଲା ରାସ୍ତା, ଚାଷଜମିରେ ପାଣି । ନୃସିଂହନାଥରେ ଫସିଲେ କାଉଡ଼ିଆ । ବନ୍ୟା ଆଶଙ୍କାକୁ ଏଡ଼ାଇ ହେବନି କହିଲା ପାଣିପାଗ ବିଭାଗ ।

Amit Shah
ଶାହଙ୍କ ଗସ୍ତରେ ବିଜେପି କର୍ମୀଙ୍କ ବଢ଼ିଲା ଉତ୍ସାହ, ବାଟ ସାରା ଫୁଲ ବର୍ଷା

ଦଳୀୟ, ସାମାଜିକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ଥିଲେ ଶାହ । ଅମିତ ଶାହଙ୍କ ଗସ୍ତକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ।

Amit Shah
ମନ୍ତ୍ର ଫୁଙ୍କିଲେ ଶାହ, କହିଲେ ଓଡ଼ିଶାର ଅଛେଦିନ୍‌ ଆସିଗଲା..

ପୂରା ଓଡ଼ିଶା ଖଣିଜ ସଂପଦରେ ଭରପୂର ରହିଛି । ତେଣୁ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ମୁଁ ଦେଖିପାରୁଛି ।

Amit Shah On Odisha
ଶାହଙ୍କ ବଡ଼ ବୟାନ ! ‘ଓଡ଼ିଶାରେ ହେବ ଆମ ସରକାର’

ଓଡ଼ିଶା ଗସ୍ତରେ ଆସିଥିଲେ ଶାହ । କଟକରେ ଏକ ଖବରକାଗଜର ବାର୍ଷିକୋତ୍ସବରେ ଯୋଗଦେଇଥିଲେ ଶାହ । ସେଠାରୁ ଆସିବା ପରେ ମୋଦି @୨୦-ଡ୍ରିମ୍‌ସ ମିଟ୍ ଡେଲିଭରି ପୁସ୍ତକର ଲୋକାର୍ପଣରେ ସାମିଲ ହୋଇଥିଲେ ।

Weaver Familly Distress
ଜାତୀୟ ହସ୍ତତନ୍ତ ଦିବସ: ଛାଡ଼ି ହେଉନି କି ରଖି ହେଉନି

ସ୍ୱଦେଶୀ ପ୍ରଚାର ପ୍ରସାର ଲକ୍ଷ୍ୟରେ ପାଳନ ହେଉଛି ସ୍ୱତନ୍ତ୍ର ଦିନ। ପ୍ରୋତ୍ସାହନ ଅଭାବରୁ ଦୁର୍ଦ୍ଦିନରେ ରାଜ୍ୟର ହସ୍ତତନ୍ତ କାରିଗର। ଆର୍ଥିକ କି ସାମାଜିକ ଅବସ୍ଥାରେ ଆସିପାରୁନି ପରିବର୍ତ୍ତନ।

Newly-wed woman found hanging in Mancheswar
ଜୁନ୍‌ରେ ବାହାଘର, ଅଗଷ୍ଟରେ ଆତ୍ମହତ୍ୟା...ବାହାଘରର ୨ ମାସ ପରେ ଜୀବନ ହାରିଲେ ନବବଧୂ

ଶାଶୁ ଘର ଲୋକଙ୍କ ନିର୍ଯାତନା ସହିନପାରି ଶେଷରେ ଜୀବନ ହାରିଲେ ନବବଧୂ। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନୀରୁ ଏଭଳି ଅଭିଯୋଗ ଆସିଛି। 

Niti Ayog
ନୀତି ଆୟୋଗ ବୈଠକରେ ଓଡ଼ିଶାର ରଖିଲା ଗୁରୁତ୍ୱପୂର୍ଣ୍ଣ ଦାବି

ଟେଲିକମ୍, ରେଲୱେ ଓ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଲାଗି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Home Guard
ଖୁସି ଖବର ! ବଢ଼ିଲା ହୋମ୍‌ଗାର୍ଡଙ୍କ ଦରମା

ପୂର୍ବରୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ପୂର୍ବବତ୍ ବଳବତ୍ତର ରହିବ ।