• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Babuhan
ପୁଣି ଗଣମାଧ୍ୟମ ସାମ୍ନାକୁ ଆସିଲେ ବାବୁସାନ୍‌, କହିଲେ ପରିବାର ସହ ପାଳିବେ ଜନ୍ମ ଦିନ

ଦୀର୍ଘ ସମୟ ଧରି ସାମ୍ବାଦିକ ମାନେ ତାଙ୍କ ଘର ସାମ୍ନରେ ରହିଥିବାରୁ, ଅଯଥା କଷ୍ଟ ନକରି ଘରକୁ ଫେରିଯିବାକୁ ସେ ଅନୁରୋଧ କରିଥିଲେ । ନିଜ ନିଜ ଘରକୁ ଫେରିଯାଇ ବିଶ୍ରାମ ନେବାକୁ ସାମ୍ବାଦିକଙ୍କୁ ଅନୁରୋଧ କଲେ । 

Cancer hospital to be established at NISER Bhubaneswar campus
୬୫୦ କୋଟି ଟଙ୍କାରେ ଓଡ଼ିଶାରେ ପ୍ରତିଷ୍ଠା ହେବ ଆଉ ଏକ କ୍ୟାନ୍ସର ହସ୍ପିଟାଲ୍‌

୬୫୦ କୋଟି ଟଙ୍କା ବ୍ୟୟରେ ନାଇଜର ଭୁବନେଶ୍ୱର ଠାରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ୍‌। ଆସନ୍ତା ୩ ବର୍ଷ ମଧ୍ୟରେ ହସ୍ପିଟାଲ ନିର୍ମାଣ କାର୍ଯ୍ୟକୁ ଶେଷ କରିବାକୁ ଲକ୍ଷ୍ୟ।

Actor Babushaan arrives in Bhubaneswar
‘ପ୍ରଥମେ ମୋ ବାପା,ମା’ଙ୍କ ପାଖକୁ ଯିବାକୁ ଦିଅନ୍ତୁ’

ଭୁବନେଶ୍ୱରରେ ପହଞ୍ଚିଲେ ଅଭିନେତା ବାବୁସାନ ମହାନ୍ତି। ଚେନ୍ନାଇରୁ ବିମାନ ଯୋଗେ ଆସି ଆଜି ସକାଳେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। 

 Actor Babushaan Mohanty Spotted At Chennai Airport, Doesn’t Land In Bhubaneswar
ଆସିଲା ବିମାନ, ହେଲେ ଆସିଲେନି ବାବୁସାନ...

ଗତକାଲି ଚେନ୍ନାଇ ଏୟାରପୋର୍ଟରେ ଅଭିନେତା ବାବୁସାନ ମହାନ୍ତିଙ୍କୁ ଦେଖିବାକୁ ମିଳିଥିଲା। ହେଲେ ଏହାପରେ ବି ସେ ଭୁବନେଶ୍ୱର ଫେରି ନାହାନ୍ତି।

Babushaan, Prakruti Mishra Viral Video Case
ରାଜରାସ୍ତାରେ ଓଡ଼ିଆ ଷ୍ଟାରଙ୍କ ଘର କଳି: ଅଭିନେତା ବାବୁସାନଙ୍କୁ ଅଟକାଇ ପତ୍ନୀ କଲେ ଝଗଡ଼ା

ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତିଙ୍କ ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଭିନେତା ବାବୁସାନଙ୍କ ପତ୍ନୀ ଝଗଡ଼ା କରୁଥିବା ଏକ ଭିଡିଓ ଭାଇରାଲ ହେଉଛି। 

L&T
ସରକାର ଦେଲେନି ଟଙ୍କା, ସରକାରୀ କାର୍ଯ୍ୟାଳୟରୁ ଜିନିଷ ଉଠାଇନେଲା L&T

ଘରୋଇ କମ୍ପାନୀର ବାକି ସୁଝି ପାରିଲେନି ସରକାର । ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଉପକରଣ ନେଇଗଲା କମ୍ପାନୀ ।

Mid Day Meal
ବଲାଙ୍ଗୀର-କୋରାପୁଟ ପରେ ଏବେ ଗଞ୍ଜାମ-କେନ୍ଦ୍ରାପଡ଼ାରେ ବି ମହାଲୁଟ୍, ସାରା ରାଜ୍ୟକୁ ଲମ୍ବିଛି ଚେର

ପୁଣି କ୍ୟାମେରା ସାମ୍ନାରେ ଧରା ପଡ଼ିଗଲା ସତ । ଏମଡିଏମ ଚାଉଳ ବାଟମାରଣାର ବାସ୍ତବ ଚିତ୍ର । ଗଞ୍ଜାମ ଜିଲ୍ଲା ପାଳିବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍କୁଲକୁ ଆସୁଥିବା ଚାଉଳରେ ହେରେଫେର ହେଉଥିବା ଖବର ପ୍ରଚାରିତ ହେବା ପରେ ଓଜନ ମେସିନ ମଗାଇ ସତ୍ୟତା ପରଖିଥିଲେ ସ୍କୁଲ କତ୍ତୃପକ୍ଷ ।

Draupadi Murmu
ଦ୍ରୌପଦୀଙ୍କ ବିପୁଳ ବିଜୟ ପରେ ତେଜିଛି ସେଲିବ୍ରେସନ୍ ରାଜନୀତି, ଶ୍ରେୟ ନେବାକୁ ପ୍ରାଣପଣେ ଉଦ୍ୟମ

ବିଜେପି ପକ୍ଷରୁ ଜୋରଦାର ଉତ୍ସବ ପାଳନ ବେଳେ ଶ୍ରେୟ ନେବାକୁ କଳବଳ ଲଗାଇଛି ବିଜେଡି । ୨୫ରେ ଶପଥ ଉତ୍ସବରେ ଯୋଗଦେବାକୁ ଆଗୁଆ ଦିଲ୍ଲୀ ଯିବାକୁ ସଜବାଜ ନବୀନ ।

Rajeswari
ଯୁବା ବୟସରେ ରୋଗ ଛଡ଼େଇନେଲା ଆୟୂଷ, କ୍ୟାନ୍ସର ସହ ଦୀର୍ଘଦିନ ଜୁଝିବା ପରେ ଆଖିବୁଜିଲେ ରାଜେଶ୍ୱରୀ

ଟେଲି ଅଭିନେତ୍ରୀ ରାଜେଶ୍ୱରୀଙ୍କ ପରଲୋକ । ଭୁବନେଶ୍ୱରର ଘରୋଇ ହସ୍ପିଟାଲ୍‌ରେ ରାଜେଶ୍ୱରୀଙ୍କ ପରଲୋକ । ସିନେମା ଓ ସିରିୟଲ ଜଗତରେ ଶୋକର ଛାୟା ।

OTDC staff siphons off Rs 17.50 lakh from ‘Nimantran Restaurant’ accounts; 2 held
‘ନିମନ୍ତ୍ରଣ’ରେ ମହା ଘୋଟାଲା: ମିଳିମିଶି ଚଳୁ କରିଦେଲେ ସାଢେ ୧୭ ଲକ୍ଷ ଟଙ୍କା

ରାଜଧାନୀର ଓଟିଡିସି ରେଷ୍ଟୁରାଂଟ୍ ନିମନ୍ତ୍ରଣର ମ୍ୟାନେଜର ଓ ଆସିଷ୍ଟାଣ୍ଟ ମ୍ୟାନେଜର ମିଶି ଚଳୁକରିଦେଲେ ସାଢେ ୧୭ ଲକ୍ଷ ଟଙ୍କା...

Mid Day Meal Scam
ମିଡ୍‌ ଡେ’ ମିଲ୍‌ ଚାଉଲ ହରିଲୁଟ୍‌ ପ୍ରସଙ୍ଗ, ଡିଇଓଙ୍କୁ ରିପୋର୍ଟ ତଲବ

CRCC ମାନଙ୍କୁ ନେଇ କମିଟି କରି ରିପୋର୍ଟ ଦେବେ ବିଇଓ । ବିଇଓମାନଙ୍କ ରିପୋର୍ଟ ପରେ ଠିକା ସଂସ୍ଥାକୁ ପଚରାଯିବ କହିଲେ ଡିଇଓ ।

Mohan Majhi
କେବଳ ମୋକିମ୍‌ ନୁହନ୍ତି ଆଉ ଜଣେ କଂଗ୍ରେସ ବିଧାୟକ ବି କରିଛନ୍ତି କ୍ରସ୍‌ ଭୋଟିଂ: ମୋହନ ମାଝି

ବିଜେପି ନେତା ମୋହନ ମାଝି କହିଛନ୍ତି ମୋକିମ୍‌ଙ୍କ ବ୍ୟତୀତ ଆଉ ଜଣେ ନେତା ବି ଦ୍ରୌପଦୀଙ୍କୁ ଦେଇଛନ୍ତି ଭୋଟ ।

Vibrio Cholerae
ହଇଜା କବଳରେ କାଶୀପୁର ! ଶହେ ପାର୍ ଝାଡ଼ାବାନ୍ତି ସଂକ୍ରମିତଙ୍କ ସଂଖ୍ୟା, ଗଲାଣି ୭ ଜୀବନ

୫୦ ପ୍ରତିଶତ ନମୁନାରେ ମାରାତ୍ମକ ଭିବ୍ରିଓ କଲେରା ଜୀବାଣୁ । ପୁଣି ମନେ ପଡ଼ିଲା ୨୦୦୭ର ଝାଡ଼ାବାନ୍ତି ଭୟାବହତା ।

IT Hub Odisha
ଏଥର ଓଡ଼ିଶା ପାଲଟିବ ତ IT ହବ୍ ? ନୂଆ IT ନୀତିିକୁ ଅନୁମୋଦନ କଲା ରାଜ୍ୟ କ୍ୟାବିନେଟ୍

ଆଗ୍ରହୀ କମ୍ପାନିକୁ ନିବେଶ ଅର୍ଥର ୨୫ ପ୍ରତିଶତ ଦେବେ ରାଜ୍ୟ ସରକାର । ସରକାରଙ୍କୁ ଉଦ୍ୟୋଗୀ କହିଲେ ଯୋଗାଇ ଦିଅ ମାଗଣା ଜମି ।

Mohammed Moquim
BJDରେ ମିଶିବେ କି ମୋକିମ୍ ? କ୍ରସ୍ ଭୋଟିଂ ପରେ ପଲିଟିକାଲ କ୍ୟାରିୟରକୁ ନେଇ ଚର୍ଚ୍ଚା

ମୋକିମ୍ କହିଲେ କଂଗ୍ରେସରେ ଅଛି ରହିବି । କାର୍ଯ୍ୟାନୁଷ୍ଠାନ ଦାବି କଲେ ତାରା-ସୁର । ଶରତ କହିଲେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା ।

Class with Students
ଏଥର ନାହିଁ ଛାଡ଼ ! ଶତପ୍ରତିଶତ ସିଲାବସ୍‌ରେ ହେବ ପାଠପଢ଼ା ଆଉ ପରୀକ୍ଷା

କରୋନା ପାଇଁ ଗତବର୍ଷ ଯୁକ୍ତ ୨ ସିଲାବସ୍‌କୁ ହ୍ରାସ କରାଯାଇଥିଲା । ୭୦ ପ୍ରତିଶତ ସିଲାବସରେ ପାଠ ପଢା ସହ ପରୀକ୍ଷା ବି ହୋଇଥିଲା ।

Sarat Pattnaik
ମୋକିମ୍‌ଙ୍କ କ୍ରସ୍‌ ଭୋଟିଂକୁ ପିସିସି ସଭାପତିଙ୍କ ନିନ୍ଦା, କହିଲେ ହାଇକମାଣ୍ଡକୁ କରାଯାଇଛି ଅବଗତ

ମାଟିର ଝିଅ କଥାକୁ ଖଣ୍ଡନ କଲେ ତାରାପ୍ରସାଦ ବାହିନୀପତି । ଯଶୱନ୍ତ ସିଂହ୍ନା ବିହାରର, ତାଙ୍କୁ ବିଜେପି ଭୋଟ ଦେଲା କି ?

IT Policy
IT ପଲିସିକୁ କ୍ୟାବିନେଟ ମଂଜୁରୀ, ବିଦ୍ୟୁତ ବିଲ୍‌ରେ ମିଳିବ ୩୦% ରିହାତି

IT କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ବିଶେଷ ପ୍ରୋତ୍ସାହନ ଘୋଷଣା । ସ୍ଥାୟୀ ପୁଞ୍ଜିନିବେଶ ନିମନ୍ତେ କଂପାନୀଗୁଡ଼ିକୁ ନିବେଶର ୨୫% ଯୋଗାଇ ଦିଆଯିବ ।

narasingha
କାଶୀପୁରରେ ଝାଡ଼ାବାନ୍ତି ନା ହଇଜା ? କମ୍ପିଲା ବିଧାନସଭା, ନରସିଂହ କହିଲେ ସରକାର ସ୍ପଷ୍ଟ କରନ୍ତୁ

କାଶୀପୁର ଘଟଣାକୁ ନେଇ କଂଗ୍ରେସର ଉଦବେଗ୍ । ରାଜ୍ୟ ସରକାରଙ୍କୁ ନରସିଂହ ମିଶ୍ରଙ୍କ ଟାଗେର୍ଟ ।

Naveen Patnaik
ଚର୍ଚ୍ଚାରେ ନବୀନଙ୍କ ୨ ଭଉଣୀଙ୍କ ପ୍ରତି ଆଦର-ଅନାଦର

NDAର ରାଷ୍ଟ୍ରପତି ପ୍ରାର୍ଥୀ ପରେ ପୁଣି ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ କାହିଁକି ସମର୍ଥନ କଲେ ନବୀନ ? ସିବିଆଇ ଭୟ ନା ଆଉ କିଛି ?

Miscreants loot Rs 1.2 lakh from youth
ମହଙ୍ଗା ପଡ଼ିଲା ଇନଷ୍ଟାଗ୍ରାମ ଚାର୍ଟିଂ; ଲୁଟିନେଲେ ୨.୫ ଲକ୍ଷ ଟଙ୍କା

ସେୟାର ମାର୍କେଟ ନାଁରେ ବିଟେକ୍ ଛାତ୍ରଙ୍କ ଠାରୁ ଅଢେଇ ଲକ୍ଷ ଟଙ୍କା ଠକେଇ...ଆମେରିକାରେ ରହୁଥିବା ମହିଳା ଜଣଙ୍କ ଠକିଥିବା ଅଭିଯୋଗ...

48th Junior National Aquatic Championship Kick Starts In Bhubaneswar
ଜାତୀୟ ଜୁନିୟର ଆକ୍ୱାଟିକ ଚାମ୍ପିଅନସିପ ଆରମ୍ଭ: ପରାକ୍ରମ ଦେଖାଉଛନ୍ତି ସନ୍ତରଣକାରୀ

ଭୁବନେଶର ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍‌ରେ ଜାତୀୟ ଜୁନିୟର ଆକ୍ୱାଟିକ ଚାମ୍ପିଅନସିପ ଆରମ୍ଭ ...

Electric Bus Begins Trial Run In Bhubaneswar
ଏଣିକି ରାଜଧାନୀରେ ଗଡିବ ପ୍ରଦୂଷଣ ମୁକ୍ତ ଇଲେକ୍ଟ୍ରିକ୍‌ ବସ୍

ରାଜଧାନୀରେ ଗଡିବ ବହୁ ପ୍ରତିକ୍ଷୀତ ପ୍ରଦୂଷଣ ମୁକ୍ତ ଇଲେକ୍ଟ୍ରିକ୍‌ ବସ୍...

BMC asks owners of business establishments to put up no mask no goods' signages
ଏଣିକି ମାସ୍କ ନପିନ୍ଧିଲେ ଜିନିଷ ମନା

ମାସ୍କ କଟକଣା କଡ଼ା ପାଇଁ ଆଉ ଏକ ପଦକ୍ଷେପ ନେଲା ବିଏମ୍‌ସି ।