ଅମ୍ଲାନଙ୍କ କଲେଜ୍ ଫି ଓ ବାର୍ଷିକ ହଷ୍ଟେଲ୍ ଫି ବାବଦ ସମସ୍ତ ରାଶି ଦିଆଯାଇଛି ।
କେତେବେଳେ ପୁରସ୍କାର ତ କେତେବେଳେ ଲଟେରୀ ଆଦିର ମଧ୍ୟ ଅଫର ଦେଇପାରନ୍ତି ଠକମାନେ । ତେଣୁ ଏଥିପ୍ରତି ସାବଧାନ ରୁହନ୍ତୁ ଲୋକେ । ତେବେ ଏମିତି କିଛି ଅଫର ଦେଖାଇ ସାଇବର ଠକ ପ୍ରଥମେ OTP ମାଗିପାରନ୍ତି ।
ଏହାର ଉଚ୍ଚତା ମଧ୍ୟ କମ କରିବାକୁ ଏନ୍ଏମ୍ଏ ପ୍ରସ୍ତାବ ଦେଇଛି । ଏନ୍ଏମ୍ଏର ସୁପାରିଶ ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ୱସ୍ତି ଦେଇଛି ।
‘ମୋ ବସ୍’ରେ ଜଣେ କ୍ୟାନ୍ସର ରୋଗୀଙ୍କଠାରୁ ୧୫ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏମ୍ସ ହସ୍ପିଟାଲ୍ରୁ କଟକ OMP ଛକ ଯାଉଥିବା ୧୯ ନମ୍ବର ‘ମୋ ବସ୍’ରେ ଏହି ଚୋରି ହୋଇଛି।
ରାଜଧାନୀରେ ମଦ ତିଆରିର ଗୁପ୍ତ କୋଠରୀ ଖୁଲାସା। ସାଲିଆସାହି ଇଡ୍କୋ ବସ୍ତିରେ ସୁଡ଼ଙ୍ଗ ଭିତରେ ଚାଲିଥିଲା ଦେଶୀ ମଦ ଭାଟି। ଚଢ଼ାଉ କରି ଖୁଲାସା କଲା କମିଶନରେଟ ପୋଲିସ। ହଜାର ହଜାର ଲିଟର ମଦ ସହ ପୋଚ ଜବତ ହୋଇଛି।
ଚଢ଼ାଉରେ ସାମିଲ ହୋଇଛନ୍ତି ନିଜେ DCP ଓ ସ୍ୱତନ୍ତ୍ର ସ୍କ୍ୱାଡ୍
ସଚେତନ ପାଇଁ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ।
ରାଜଧାନୀର ଅଧିକାଂଶ ମଣ୍ଡପ ରାଜପଥ କଡ଼ରେ ଏବଂ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବାରୁ ଭିଡ଼ ନିୟନ୍ତ୍ରଣ କରିବା କମିଶନରେଟ୍ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିବ ।
ରାଜଧାନୀରେ ଛାତ୍ର ଓ ଛାତ୍ରୀ ମୃତ୍ୟୁ ବଢ଼ିବା ନେଇ ବିଭିନ୍ନ ସ୍ତରରେ ଉଦ୍ବେଗ ବଢ଼ି ଚାଲିଛି।
ଗାଡ଼ିର ସ୍ପିଡ୍ ଏତେ ଅଧିକ ଥିଲା ଯେ, ବିଜେଡି ନେତାଙ୍କ ଘରର ପାଚେରି ଭାଙ୍ଗି କ୍ୟାମ୍ପସ ଭିତରକୁ କାର୍ ପଶି ଯାଇଥିଲା।
ଖାଲି ଚେକିଂ ହେବ ତାହା ନୁହେଁ ବରଂ ଯେଉଁମାନେ ନିୟମ ଖିଲାପ କରିଥିବେ ସେମାନଙ୍କ ପାଖରୁ ମୋଟା ଅଙ୍କର ଫାଇନ୍ କଟାଯିବ ।
ଭୁବନେଶ୍ୱରରେ ଦିଗବିଜୟ ସିଂହ ଓ ଜୟରାମ ରମେଶ । ଭାରତ ଯୋଡ଼ୋ ଅଭିଯାନର ରୂପରେଖ ପ୍ରସ୍ତୁତ ହେବ ।
୨୦ ବେଳକୁ ଲଘୁଚାପରେ ପରିଣତ ହୋଇପାରେ ଘୂର୍ଣ୍ଣିବଳୟ । ୨୦ ଓ ୨୧ରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ।
ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି । ମାମଲାର ତ୍ୱରିତ ବିଚାର ଲାଗି ଫାଷ୍ଟ ଟ୍ରାକ୍ କୋର୍ଟ ବସେଇବାକୁ ଉଲ୍ଲେଖ ।
ଭୁବନେଶ୍ୱର ନାରାୟଣୀ ବସ୍ତିରେ ଥିବା ଲେଡି ଡ୍ରଗ୍ସ ମାଫିଆ ରଞ୍ଜୁର ଘର ଆଜି ପୋଲିସ୍ ଭାଙ୍ଗି ଦେଇଛି। ହାତୁଡ଼ିରେ ପିଟି ଡ୍ରୋଜର ଚଢ଼ାଇ ପୋଲିସ୍ ରଞ୍ଜୁର ଘର ଭାଙ୍ଗିଛି।
ଓଟିଏମ୍ ପୁନରୁଦ୍ଧାର ପ୍ରସଙ୍ଗକୁ ନେଇ ବର୍ଷିଲେ ବିରୋଧୀ ।
ଏକ ହୋଇ ଲଢ଼ିବାକୁ ସୁରେଶଙ୍କ ଟ୍ବିଟ୍କୁ ନେଇ ଚର୍ଚ୍ଚା । ନବୀନଙ୍କ ୨୫ ବର୍ଷ ସେବାର ବାର୍ତ୍ତା ପହଞ୍ଚାଇବାକୁ ଶଙ୍ଖର ଯୋଜନା।
ଯାହାକୁ ବଢେଇ କୁଢେଇ ଦୁନିଆ ଦେଖାଇଥିଲା, ଆଜି ସିଏ ଯେତେବେଳେ ଦୁନିଆ ଛାଡି ପଳାଇଲା ସେତେବେଳେ କୋଉ ମାଆର ବା ଧୈର୍ଯ୍ୟ ରହିବ ?
ଆଉ କିଛି ଘଣ୍ଟା ପରେ ଭୁବନେଶ୍ୱର ଆକାଶରେ ନିଜ ଶକ୍ତି ଓ ସାମର୍ଥ୍ୟ ପ୍ରଦର୍ଶନ କରିବେ ବାୟୁ ବୀର। ଶହ ଶହ ଲୋକ ବାୟୁ ବୀରଙ୍କ ଏହି ଜଲ୍ୱା ଦେଖିବେ।
ମୁମ୍ବାଇ ଇନଭେଷ୍ଟର୍ସ ମିଟ୍କୁ ନେଇ ବିଜେପିର ସମାଲୋଚନା । ଓଡିଶାବାସୀଙ୍କୁ ଭକୁଆ ବନାଉଛନ୍ତି ରାଜ୍ୟ ସରକାର ବୋଲି କହିଲେ ଜୟନାରାୟଣ ।
ନେତାଙ୍କୁ ଗୁରୁମନ୍ତ୍ର ଦେଲେ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ. ସନ୍ତୋଷ । ବିଜେଡି ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଅସ୍ତ୍ର କରିବାକୁ ଆହ୍ବାନ ।
ବିଏମ୍ସି ପକ୍ଷରୁ କୁହାଯାଇଥିଲା କିଶୋର ହୋଟେଲ୍ରେ ଖାଦ୍ୟର ମାନ ଓ ସ୍ୱଚ୍ଛତା ଠିକ୍ ନଥିବାରୁ ଏହାକୁ ସିଲ୍ କରାଯାଇଥିଲା। ତେବେ ଆଜି ପୁଣି ସବୁଦିନ ଭଳି ହୋଟେଲ୍ରେ ଖାଦ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି।
ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ୧୨ଶହ ଲୋକ ଦେଖିବା ଭଳି ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରାୟ ୫୦ ହଜାର ଲୋକ ସୂର୍ଯ୍ୟକିରଣ ଶୋ’ ଏଠି ଦେଖିପାରିବେ। ୨ଟି ହକ୍ ବିମାନ ଆକାଶ ମାର୍ଗରେ ମ୍ୟାପିଂ କରୁଛନ୍ତି।