ମାଲକାନଗିରି ବିଜେଡି ଜିଲ୍ଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା । ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝୀଙ୍କ ସହ ୨ ଜଣଙ୍କ ନାଁରେ ଏତଲା ।
ଚାକିରୀ ଦେବା କହି ଆଦାୟ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଦଲାଲ ଲଗାଇ ଟଙ୍କା ଆଦାୟ ପରେ, କୋଟି କୋଟି ଟଙ୍କାର ମାଲିକ ହେଉଛନ୍ତି ମାଷ୍ଟର ମାଇଣ୍ଡ ।
ବ୍ୟାଙ୍କରେ ଚାକିରି କରାଇ ଦେବାକୁ କହି ଠକିଦେଲେ । ଚାକିରି ଲୋଭ ଦେଖାଇ ଠକି ସାରିଲେଣି ୨ କୋଟି ଊର୍ଦ୍ଧ୍ୱ ଟଙ୍କା। ୫୦ରୁ ଅଧିକ ବ୍ୟକ୍ତିଙ୍କୁ ଠକିଛନ୍ତି ବ୍ୟବସାୟୀ ।
ମାଙ୍କଡ଼ ହାତରେ ଶାଳଗ୍ରାମ। ଯାହାକୁ ଗର୍ବରେ ମୁଣ୍ତରେ ମୁକୁଟ ପିନ୍ଧାଇ ହିରୋ ଭାବେ ବସାଇଥିଲେ। ସେ ହିଁ ବାହାରିଲା ଠକ। ପୋଲିସ ପରୀକ୍ଷାରେ ଟପ୍ କରିଥିବା ଯୁବକ ଏବେ ଜେଲ୍ କୋଠରୀରେ ଦିନ କାଟୁଛି।
ବିଦେଶରେ ବଡ଼ ଚାକିରି କରାଇ ଦେବାର ଆଶା ଦେଖାଇ ଶତାଧିକ ଲୋକଙ୍କୁ ଠକେଇ । ଗଞ୍ଜାମ ଜିଲ୍ଲାର ୧୦୦ରୁ ଅଧିକ ଲୋକଙ୍କୁ ଚୂନ ଲଗାଇ ପ୍ରାୟ ୧୦ ଲକ୍ଷ ଟଙ୍କା ଠକି ନେଇଛନ୍ତି ୩ ଠକ ।
ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ । ଟଙ୍କା ଦିଅ, ଚାକିରି ନିଅ ସ୍କିମରେ ନିର୍ବାଚନୀ ପାଣ୍ଠି ଯୋଗାଡ଼ କହିଲେ ବିରୋଧୀ ।
ସୁନ୍ଦରଗଡ ସରକାରୀ ମେଡିକାଲ କଲେଜ ନାଁରେ ଠକେଇ କରାଯାଇଛି ।
ଓଡ଼ିଶାରେ ଲମ୍ବିଛି ଜବ୍ ଫ୍ରଡର ମାୟାଜାଲ। ନକଲି ୱେବସାଇଟ୍ କରି ହଜାର ହଜାର ଚାକିରି ଆଶାୟୀଙ୍କୁ କୋଟି କୋଟି ଟଙ୍କାର ଚୁନା ଲଗାଉଛନ୍ତି ଠକ। କେବେ ସରକାରୀ ଢାଞ୍ଚାରେ ଅନଲାଇନରେ ବିଜ୍ଞାପନ ଦେଇ ତ କେବେ ଓଡ଼ିଆ ଖବର କାଗଜରେ ନିଯୁକ୍ତି ସୂଚନା ଦେଇ ଲୁଟିଛନ୍ତି ଯୁବକ ଯୁବତୀଙ୍କୁ।
ଓଡ଼ିଶାରେ ଲମ୍ବିଛି ଜବ୍ ଫ୍ରଡର ମାୟାଜାଲ। ନକଲି ୱେବସାଇଟ୍ କରି ହଜାର ହଜାର ଚାକିରି ଆଶାୟୀଙ୍କୁ କୋଟି କୋଟି ଟଙ୍କାର ଚୁନା ଲଗାଉଛନ୍ତି ଠକ। କେବେ ସରକାରୀ ଢାଞ୍ଚାରେ ଅନଲାଇନରେ ବିଜ୍ଞାପନ ଦେଇ ତ କେବେ ଓଡ଼ିଆ ଖବର କାଗଜରେ ନିଯୁକ୍ତି ସୂଚନା ଦେଇ ଲୁଟିଛନ୍ତି ଯୁବକ ଯୁବତୀଙ୍କୁ।
ପୋଲିସ ହାତରେ ଠକ-୪୨୦। କେତେବେଳେ ନିଜକୁ କ୍ରାଇମବ୍ରାଞ୍ଚ ଅଧିକାରୀ ତ ଆଉ କେତେବେଳେ ଡାକ୍ତର ପୁଣି କେତେବେଳେ ଥାନା ଅଧିକାରୀର ପରିଚୟ ଦେଇ ଲୋକଙ୍କଠୁ ଲୁଟ୍ କରିଥିଲେ।
ଯୁବକ, ଯୁବତୀଙ୍କୁ ଚାକିରି ଦେବା ନାଁରେ ଏକ ପ୍ଲେସ୍ମେଣ୍ଟ୍ ଏଜେନ୍ସି ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି।
ଭୁବନେଶ୍ୱରରେ ରହୁଥିବା ଜଣେ ମହିଳା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସୁନା ଦୋକାନରେ ଚାକିରି ଦେବାକୁ କହି ବର୍ଷା ଓ ତାଙ୍କର ଜଣେ ସହଯୋଗୀ ଆୟୁଷି ତାଙ୍କ ଠାରୁ ୩୦ ହଜାର ଟଙ୍କା ନେଇଥିବା ସେ ଅଭିଯୋଗ କରିଛନ୍ତି।
ସାମ୍ନାକୁ ଆସିଲା ଚୀନର ଆଉ ଏକ ସାଂଘାତିକ ଠକେଇ। ଭାରତୀୟ ଯୁବକଙ୍କ ଚାକିରୀ ନାଁରେ କିପରି ଶୋଷଣ କରୁଛି ତାହାର ଲୋମଟାଙ୍କୁରା କାହାଣୀ ଏବେ ପଦାକୁ ଆସିଛି। ଦାଦନ ଶ୍ରମିକଙ୍କ ପରି ନିର୍ଯାତନା ଦେଇ ଦେଶଦ୍ରୋହ କାମରେ ଲଗାଉଛି। ଭାରତୀୟ ଯୁବଗୋଷ୍ଠୀଙ୍କୁ ପ୍ରଲୋଭନ ଦେଖାଇ ଫସାଇବା ପାଇଁ ଚୀନର ଏକ ରାକେଟ କାମ କରୁଛି। ଏହି ରାକେଟ ବିଭିନ୍ନ ଦେଶରେ ବୁଲୁଛନ୍ତି। ଚାକିରୀ ନାଁରେ ଏମାନେ ବେକାର ଭାରତୀୟ ଯୁବକଙ୍କୁ ଏକ ପ୍ରକାର ବନ୍ଧକ ରଖୁଛନ୍ତି। ଏମାନଙ୍କ କବଳରୁ ଖସି ଆସିଥିବା ଜଣେ ଯୁବକ ବଖାଣିଛନ୍ତି ନିଜର ଅଙ୍ଗେନିଭା କାହାଣୀ ।
ଚାକିରି ଦେବାର ଆଳ ଦେଖାଇ କିଛି ଲାଭଖୋର ବ୍ୟକ୍ତି ବିଭିନ୍ନ ସଂସ୍ଥା ଖୋଲି ନିଯୁକ୍ତି ସୁଯୋଗ ଦେବା ନାଁରେ ଯୁବକଙ୍କ ଠାରୁ ହଜାର ହଜାର ଟଙ୍କା ଠକି ନେଉଛନ୍ତି। ଚାକିରି ପାଇବା ଆଶାରେ ଶେଷରେ ଯୁବକ, ଯୁବତୀ ଠକାମିର ଶିକାର ହେଉଛନ୍ତି।
ଆକାଶ ପାଠକଙ୍କୁ ଜେଲରେ ଜେରା କରିବ ଇଡି। ଚାକିରି କରାଇବା ନାଁରେ ଠକେଇ ନେଇ ହୋଇଥିଲା ଅଭିଯୋଗ। ଆକାଶ ପାଠକଙ୍କୁ ଆଜି ହେବ ଜେରା।