Advertisment

ରାଜଧାନୀରେ ମାତିଛି ପାଗଳା ଷଣ୍ଢ; ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ

ଦୁଇ ଦିନ ହେବ ପଟିଆରେ ପାଗଳ ଷଣ୍ଢ ଆତଙ୍କ ଖେଳାଇଛି ।

author-image
Manoranjan Behera
Stray ox

Stray ox

ରାଜଧାନୀରେ ମାତିଛି ପାଗଳ ଷଣ୍ଢ । ପଟିଆ ପଦ୍ମକେଶରପୁରରେ ପାଗଳ ଷଣ୍ଢ ଏବେ ଆତଙ୍କ ଖେଳାଇଛି । ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ, ଏକାଧିକ ଆହତ ହୋଇଛନ୍ତି । ଦୁଇ ଦିନ ହେବ ଷଣ୍ଡ ମାତିଥିବା ବେଳେ, ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ । ସମସ୍ୟା ନେଇ ବିଏମସିକୁ ଅବଗତ କରାଇଛନ୍ତି ସ୍ଥାନୀୟ ଲୋକ । ପାଗଳ ଷଣ୍ଡକୁ ଧରିବାକୁ ଉଦ୍ୟମ କରାଯାଉଥିବା ସୂଚନା ମିଳିଛି ।

Advertisment
Advertisment
Advertisment