• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Gangrape

Kolkata gang-rape Case
ସାଂସଦଙ୍କ ବିବାଦୀୟ ବୟାନ: ବାନ୍ଧବୀକୁ ଦୁଷ୍କର୍ମ ହେଲେ ପୋଲିସ କେମିତି ଜଗିବ ?

ଲ' କଲେଜ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ଆସିଥିଲା । ଏହି ମାମଲାରେ ୪ ଜଣ ଗିରଫ ହୋଇଛନ୍ତି । ସେପଟେ ଟିଏମସି ସାଂସଦଙ୍କ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି ।" ସାଙ୍ଗ ଯଦି ସାଙ୍ଗକୁ ଦୁଷ୍କର୍ମ କରେ ଆମେ କଣ କରିବୁ ? ଆମେ କ'ଣ ଏଥିପାଇଁ ସ୍କୁଲ, କଲେଜରେ ପୋଲିସ ରଖିବୁ?" ବୋଲି କହିଛନ୍ତି ସାଂସଦ ।  

Kolkata Gang-rape
Kolkata Gang-rape: ସିକ୍ୟୁରିଟି ଗାର୍ଡଙ୍କ ଉପସ୍ଥିତିରେ ହୋଇଥିଲା ଗଣଦୁଷ୍କର୍ମ ! ୪କୁ ବଢିଲା ଗିରଫଦାରୀ ସଂଖ୍ୟା

ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ୪କୁ ବଢିଲା ଗିରଫଦାରୀ ସଂଖ୍ୟା । ପୂର୍ବରୁ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଘଟଣାବେଳେ କ୍ୟାମ୍ପସରେ ଉପସ୍ଥିତ ଥିଲେ ସିକ୍ୟୁରିଟି ଗାର୍ଡ । ଦାୟିତ୍ୱରେ ଅବହେଳା ଅଭିଯୋଗରେ ସିକ୍ୟୁରିଟି ଗାର୍ଡ ଗିରଫ ।

Gopalpur Gangrape Case: Digital Evidence Secured, Says Crime Branch DG
ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ବଡ଼ ଅପଡେଟ୍

ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ବଡ଼ ଅପଡେଟ୍ । ସିସିଟିଭି, ମୋବାଇଲରୁ ମିଳିଛି ବଡ଼ ପ୍ରମାଣ। ଅଭିଯୁକ୍ତଙ୍କୁ ଦଣ୍ଡ ଦେବାକୁ ରହିଛି ଯଥେଷ୍ଟ ପ୍ରମାଣ। କଠୋରରୁ କଠୋର ଦଣ୍ଡ ପାଇଁ ସବୁ ପ୍ରୟାସ ହେବ। ଡିଜିଟାଲ୍ ପ୍ରମାଣ ବଡ଼ ତଥ୍ୟ ଦେଇଥିବା କହିଛନ୍ତି କ୍ରାଇମବ୍ରାଞ୍ଚ DG ବିନୟତୋଷ ମିଶ୍ର। 

Fact Finding Team
Gopalpur Gang-rape: ଗୋପାଳପୁର ଯିବ AICC ଟିମ୍, ଗଣଦୁଷ୍କର୍ମ ମାମଲାର କରିବ ତନାଘନା

ଗୋପାଳପୁର ଗଣଦୁଷ୍କର୍ମ ନେଇ ତନାଘନା କରିବ AICC । ଏନେଇ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ ହୋଇଛି । ଟିମ୍‌ରେ ୫ ଜଣ ସଦସ୍ୟ ରହିଛନ୍ତି । ଯେଉଁମାନେ ଓଡ଼ିଶାର ଗୋପାଳପୁର ଆସି କ୍ରାଇମ ସ୍ପଟ୍ ଭିଜିଟ୍ କରିବା ସହ ତନାଘନା କରିବେ ।

Girl Gangrape
୧୬ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ; ରଶି ଲଗାଇ ଆତ୍ମହତ୍ୟାକଲା ପୀଡ଼ିତା

ନାବାଳିକା ଜଣକ ରାତିରେ ତାଙ୍କ ଗୃହପାଳିତ ପଶୁଙ୍କୁ ଖାଇବାକୁ ଦେବାକୁ ଯିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଉଠାଇନେଇ ଦୁଷ୍କର୍ମ କରିଛନ୍ତି । ଦୁଷ୍କର୍ମ କରିସାରିବା ପରେ ଅଭିଯୁକ୍ତ ଯୁବକମାନେ ସେଠାରୁ ଚାଲିଯିବା ପରେ ପୀଡ଼ିତା ରଶି ରଗାଇ ଆତ୍ମହତ୍ୟା କେରିଛନ୍ତି ।

Woman Allegedly Gangraped During A B'Day Party Celebration In Bhubaneswar
ଭୁବନେଶ୍ୱରରେ ବାର୍ଥ ଡେ’ ପାର୍ଟିରେ ମହିଳାଙ୍କୁ ଗଣଦୁଷ୍କର୍ମ !

ବାର୍ଥ ଡେ’ ପାର୍ଟିରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ରାଜଧାନୀ ଭୁବନେଶ୍ୱରରୁ ଏଭଳି ଅଭିଯୋଗ ଆସିଛି। ପୋଲିସ୍‌ ଘଟଣାର ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି।

Hyderabad gang rape fourth accused taken into custody
ହାଇଦ୍ରାବାଦ୍ ନାବାଳିକା ଗଣଦୁଷ୍କର୍ମ ମାମଲା: ଗିରଫ ହେଲା ଚତୁର୍ଥ ଅଭିଯୁକ୍ତ

ହାଇଦ୍ରାବାଦ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି ।