ଘନକୁହୁଡି ନେଇ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ଗଂଜାମ, ଗଜପତି ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡି ଦେଖାଦେବ ।
ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ଗଂଜାମ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ଘନ କୁହୁଡି ଦେଖାଦେବ ।
ଭଦ୍ରକ ବାସୁଦେବପୁରର ଗୟାଧର ସାହୁ । ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନିଛି କର୍କଟ ରୋଗ ।
ଦୁର୍ଘଟଣାର ମାତ୍ରା ଏତେ ଅଧିକ ଥିଲା ଯେ, ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିଲା । କାରଟି ଧକ୍କା ଦେବା ପରେ କାନ୍ଥର କିଛି ଅଂଶ ଭାଙ୍ଗିଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ନୀଳଗିରି ଗସ୍ତରେ ରାଜ୍ୟପାଳ । ମର୍ଦ୍ଦରାଜପୁର ଗାଁକୁ ଯାଇ ଗ୍ରାମବାସୀଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି ରାଜ୍ୟପାଳ ରଘୁବର ଦାସ ।
ସେ ମୃତ୍ୟୁର ଗନ୍ଧ ବାରି ସାରିଥିଲେ । କିନ୍ତୁ ତାଙ୍କ ଉପରେ ନ୍ୟସ୍ତ ଥିଲା ୫୦ରୁ ଅଧିକ ଜୀବନ । କେମିତି ବା ମୃତ୍ୟୁ କବଳରେ ପଡ଼ି ଥାଆନ୍ତେ । ନିଜେ ଚାଲିଯିବା ଆଗରୁ ବଞ୍ଚାଇ ଦେଇଗଲେ ୫୦ରୁ ଜୀବନ ।
୬ ଶ୍ରମିକଙ୍କ ପ୍ରାଣହାନୀ, ୯ ଜଣଙ୍କ ଅବସ୍ଥା ଗୁରୁତର । ଡ୍ରାଇଭରର ବେପରୁଆ ଗାଡ଼ି ଚାଳନାକୁ ଦାୟୀ କଲେ ଆହତ ।
ଆସନ୍ତାକାଲି ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା । ରାମମୟ ହେଲାଣି ଅଯୋଧ୍ୟା । ଶ୍ରଦ୍ଧାଳୁ, ସନ୍ୟାସୀ ସମସ୍ତଙ୍କ ସୁଅ ଛୁଟିଛି ଅଯୋଧ୍ୟାକୁ । ଏପଟେ ଓଡ଼ିଶାର ଅଯୋଧ୍ୟାରେ ବି ଉତ୍ସାହ କିଛି କମ ନୁହେଁ । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକରେ ରହିଛି ଏହି ଅଯୋଧ୍ୟା ଗାଁ ।
ଆନ୍ତରାଜ୍ୟ ଲୁଟେରାଙ୍କ ଟାର୍ଗେଟରେ ବାଲେଶ୍ୱର । ଗୋଟିଏ ବର୍ଷ ଭିତରେ ୪ଟି ଏଟିଏମ ଲୁଟ କରି ପୋଲିସକୁ ଦେଇଛନ୍ତି ଖୋଲା ଚାଲେଞ୍ଜ ।
ସରକାର ପ୍ରତ୍ୟେକ ପଞ୍ଚାୟତକୁ ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ୫୦ ଲକ୍ଷ ଟଙ୍କା ଦେଉଛନ୍ତି l ତେଣୁ ଏହି କାମ କରିବାକୁ ପଞ୍ଚାୟତର ୩ଟି ଜାଗାରେ ଫଳକ ମରାଯାଇଥିଲା l
ବାଲେଶ୍ୱର ବସ୍ତାରେ ଜଳକା ନଦୀରୁ ଉଦ୍ଧାର । ନଦୀର ଡଲଫିନ୍ ପୋଖରୀରେ ଛାଡ଼ିଲେ ।
ବାଲେଶ୍ୱର ଜିଲ୍ଲା ସୋର ଥାନା ହାତିଗାଡ଼ିଆରେ ଏହି ଘଟଣା ଘଟିଛି । ଗୁରୁତର ସ୍ୱାମୀ ସ୍ତ୍ରୀ ହେଲେ ରଂଜିତ ସିଂ ଓ ସ୍ତ୍ରୀ ବୁଦୁନି ସିଂ । ଉଭୟଙ୍କୁ ପ୍ରଥମେ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ସପ୍ତାହକୁ ଦୁଇ ଦିନ ପାଇଁ ମେଡିକାଲ ଖୋଲୁଥିବା ବେଳେ, ଆଗାମୀ ଦିନରେ ପୂର୍ଣ୍ଣକାଳୀନ ଡାକ୍ତର ନିଯୁକ୍ତି ପାଇଁ ସେ ପ୍ରୟାସ କରିବେ ବୋଲି କହିଛନ୍ତି ଅଶ୍ୱିନୀ ।
ନୀଳଗିରିରେ ପାସେଞ୍ଜର ଟ୍ରେନ୍ ଲୋକାର୍ପଣ ପାଇଁ ଆସିଥିବାବେଳେ ଅଶ୍ୱିନୀ ଏହା କହିଛନ୍ତି । ମୁଣ୍ଡ ପିଛା ମାଗଣା ୫ କେଜି ଚାଉଳ ପଠାଉଛି କେନ୍ଦ୍ର ।
ଟ୍ରେନର ଶୁଭାରମ୍ଭ କରିବେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପ୍ରତିଦିନ ନୀଳଗିରିରୁ ବାଲେଶ୍ବର ଟ୍ରେନ ୩ ଥର ଚାଲିବ ।
ପିଲାଙ୍କ କ୍ୟାରିୟର ଆଗ ନା ସରକାରୀ କାର୍ଯ୍ୟକ୍ରମ ? ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ନା ସରକାରଙ୍କ ପ୍ରୋଗ୍ରାମ ? ସମ୍ବଲପୁର ଜିଏମ୍ ୟୁନିଭର୍ସିଟିର ଏକ ଅଜବ ନିଷ୍ପତ୍ତି ପରେ ଏବେ ଏଭଳି ପ୍ରଶ୍ନ ସବୁ ଛାତ୍ରଛାତ୍ରୀଙ୍କ ମନରେ ।
ଦୁଇଟି ଯାକ ଲୁଟ୍ରେ ବାହାର ରାଜ୍ୟର ଲୁଟେରା ସାମିଲ ଥିବା ସନ୍ଦେହ କରାଯାଉଥିବା ବେଳେ ଏଯାଏଁ କିନ୍ତୁ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ।
ତେଜିଲା ସ୍ୱରୂପ ଦାସ ଓ ରବୀନ୍ଦ୍ର ଜେନାଙ୍କ ମଧ୍ୟରେ ବିବାଦ ।
କିଛି ବିଜେଡି କର୍ମୀଙ୍କ ନାଁରେ ଏତଲା ଦେଇଛନ୍ତି । ପାଣ୍ଡିଆନଙ୍କ ଗସ୍ତ ବେଳେ ଶନିବାର ହୋଇଥିଲା ଗଣ୍ଡଗୋଳ ।
ସାଢେ ୪ କୋଟିର ହରିଲୁଟ୍, ସମିତିରେ ପଡିଲା ତାଲା । ଜମାକାରୀଙ୍କୁ ୧୫ ସୁଦ୍ଧା ପ୍ରଥମ କିସ୍ତି ମିଳିବ: ଜିଲ୍ଲାପାଳ ।
କଟକରେ ୩୨୦, ବାରିପଦାରେ ୩୧୬,ଭୁବନେଶ୍ୱରରେ ୩୧୧, କେନ୍ଦୁଝରରେ ୩୧୪, ରାଇରଙ୍ଗପୁରରେ ୩୦୮ ରହିଛି । ଏପଟେ ଅନୁଗୁଳରେ ୩ଶହ ଏବଂ ତାଳଚେରରେ AQI ଭାଲ୍ୟୁ ୨୫୧ ରହିଛି ।
ବାଲେଶ୍ବର ସୋର ଥାନା ରାଇପୁରରୁ ନିଖୋଜ ଶିଶୁପୁତ୍ରର ମିଳିଲା ମୃତଦେହ । ଘର ନିକଟ ପୋଖରୀରୁ ଅଗ୍ନିଶମ ବାହିନୀ ଦ୍ବାରା ମୃତଦେହ ଉଦ୍ଧାର କରାଯାଇଛି ।
ପୁଣି ଜଣେ ଶିଶୁ ନିଖୋଜ । ମିଳୁନି ବାଲେଶ୍ୱର ଜିଲ୍ଲା ସୋର ଥାନା ରାଇପୁର ଗାଁରେ ୩ ବର୍ଷୀୟ ଶିଶୁପୁତ୍ରର ପତ୍ତା । ନୂଆବର୍ଷର ପ୍ରଥମ ଦିନରେ ଏଭଳି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ତନ୍ମୟ ମହାନ୍ତିଙ୍କୁ ଛୁରାମାଡ଼ କରିଛନ୍ତି ଦୁଇ ଜଣ । ରେମୁଣା ବିଧାୟକ ସୁଂଧାଶୁ ପରିଡ଼ାଙ୍କୁ ଦାୟୀ କଲେ ।
ରାଜ୍ୟରେ ସଂକ୍ରମଣ ବଢ଼ିବା ଆଶଙ୍କାକୁ ନେଇ ସତର୍କତା । ନୂଆବର୍ଷ ଉତ୍ସବ ଘରେ ପାଳିବାକୁ ସ୍ବାସ୍ଥ୍ୟ ବିଭାଗର ଅପିଲ ।