• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: People

Student Death
ଚିନ୍ତାରେ କିଶୋର ଆତ୍ମହତ୍ୟା; ପରୀକ୍ଷା ଚାପରେ ଝୁଲି ପଡ଼ୁଛନ୍ତି ଛାତ୍ରଛାତ୍ରୀ !

ଅସମୟରେ ଓ ଅକାଳରେ ଝଡ଼ିଯାଉଛି କଅଁଳ ଜୀବନ। ଚପଳମତି ପିଲାଟିଏ କିଶୋର ବୟସରେ ଯେ ଜୀବନ ହାରିଦେବ, ଭାବିଲେ କେବଳ ଅଭିଭାବକ କାହିଁକି, ପ୍ରତ୍ୟେକଙ୍କ ମନ ଓ ପ୍ରାଣ ଚହଲିଯାଉଛି।

Khandagiri Mela
ଖଣ୍ଡଗିରି କୁମ୍ଭମେଳାରେ ବବାଙ୍କ ଚମତ୍କାରୀ; ଫୁଙ୍କି ଦେଲେ ଫୁ ମାରୁଛି ରୋଗ !

ବୋତଲେ ପାଣି ପିଇଦେଲେ ଛୁ ମାରୁଛି ମାରାତ୍ମକ ରୋଗ। ଦେହ ଆଉଁସି ତେଲ ଘଷି ଦେଲେ ଉଭେଇ ଯାଉଛି ପୁରୁଣା ବାତ। ଖଣ୍ଡଗିରି କୁମ୍ଭମେଳାର ଏଭଳି ଚମତ୍କାରୀ ବାବା ମାନଙ୍କ ଶିବିରରେ ଲୋକଙ୍କ ଲାଗୁଛି ଗହଳି। ତେବେ ବାବା ମାନଙ୍କ ଦାବି କେତେ ସତ କେତେ ମିଛ, ତାହା ତ ଜଣାନାହିଁ।

Governor
ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଲେ ରାଜ୍ୟପାଳ, ଜିଲ୍ଲାପାଳ-ବିଡିଓଙ୍କୁ କଲେ ତାଗିଦ୍

ନୀଳଗିରି ଗସ୍ତରେ ରାଜ୍ୟପାଳ । ମର୍ଦ୍ଦରାଜପୁର ଗାଁକୁ ଯାଇ ଗ୍ରାମବାସୀଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି ରାଜ୍ୟପାଳ ରଘୁବର ଦାସ ।

Lord Jagannath
ପାଦ ତଳେ ମହାପ୍ରଭୁଙ୍କ ଚିତ୍ର.. ଏ କି ଭକ୍ତି !

ଜଗତ ଗୋସାଇଁଙ୍କ ଚିତ୍ର କଲ.. ମୁହଁ ଉପରେ ଚଢିଗଲ ? ନେତାଙ୍କ ଆଗରେ ମହାପ୍ରଭୁଙ୍କର ଏଇ ଅବସ୍ଥା

Israel hamas War
ଥମୁନି ଯୁଦ୍ଧ, ସରୁନି ଯନ୍ତ୍ରଣା; ଇସ୍ରାଏଲ-ହମାସ ଯୁଦ୍ଧକୁ ପୁରିଲା ମାସେ

ଅକ୍ଟୋବର ୭ରୁ ନଭେମ୍ବର ୭ । ଇସ୍ରାଏଲ-ହମାସ ଯୁଦ୍ଧକୁ ପୂରିଛି ମାସେ ।

Sans Bridge, People Risk Their Lives To Cross River In Odisha
ଶୁଣିଲାନି ନବୀନ ସରକାର, ଲୋକେ ବାନ୍ଧିଲେ ବାଉଁଶ ପୋଲ

ନେତା, ମନ୍ତ୍ରୀ, ସରକାରୀ ବାବୁ ସମସ୍ତଙ୍କୁ କହି କହି ଥକିଗଲେ। କେହି ଟିକେ ଶୁଣିଲେନି। ଲୋକେ ନିଜ ଘରକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ପାଇଲେନି। ଶେଷରେ ୨୨ ବର୍ଷର ଏ ସ୍ଥିର ସରକାର ଉପରୁ ଆଶା ବିଶ୍ୱାସ ତୁଟାଇ ନିଜେ ବାନ୍ଧିଲେ ବାଉଁଶ ପୋଲ। କଦଳୀ ଗଛ ବାନ୍ଧିଛନ୍ତି। ନବୀନ ବାବୁ ଆସିବେ କି ଉଦଘାଟନ କରିବା ପାଇଁ?

Omicron Tension | Qurantine Mandatory In Odisha For People Coming From Foreign Countries
ନୂଆ ଭାରିଆଣ୍ଟ ନେଇ ନୂଆ ଗାଇଡଲାଇନ

ବିଦେଶରୁ ଆସିଲେ କ୍ୱାରେଣ୍ଟିନ୍ ବାଧ୍ୟତାମୂଳକ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆତଙ୍କ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡ୍ ଲାଇନ୍ ଜାରି ହୋଇଛି।

North Korea Bans Leather Coats To Stops Its People From Copying Kim Jong Un\'s Style
ଲେଦର ଜ୍ୟାକେଟ ପିନ୍ଧିପାରିବେନି ଉତ୍ତର କୋରିଆବାସୀ

ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନଙ୍କ ଆଉ ଏକ ଅଜବ ନିୟମ। ଏଣିକି ଲେଦର ଜ୍ୟାକେଟ ପିନ୍ଧିପାରିବେନି ଉତ୍ତର କୋରିଆବାସୀ। ତେବେ କାହିଁକି ଏଭଳି ନିୟମ କରିଛନ୍ତି କିମ୍ ଜଙ୍ଗ, ଭିଡିଓରୁ ଜାଣି ନିଅନ୍ତୁ ।

covid vaccine
ଦ୍ଵିତୀୟ ଡୋଜ ନେବାକୁ ଭୁଲି ଯାଉଛନ୍ତି କି ଲୋକେ!

କରୋନା ଟିକାକରଣ ଅଭିଯାନରେ ଶିଥିଳତା । ଆଶାନୁରୂପ ଚାଲିନି ଦ୍ୱିତୀୟ ଡୋଜ୍ ଟିକାକରଣ । ପ୍ରଥମ ଡୋଜ୍ ନେବାର ୩ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଲୋକେ ଦ୍ୱିତୀୟ ଡୋଜ୍ ନେଉ ନାହାନ୍ତି ।