• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: People

President Droupadi Murmu
President Droupadi Murmu: ମହାମହିମଙ୍କ ଓଡ଼ିଶା ଗସ୍ତର ଶେଷ ଦିନ, ଅପରାହ୍ଣରେ ଫେରିଯିବେ ଦିଲ୍ଲୀ

ଓଡ଼ିଶା ଗସ୍ତର ଆଜି ଶେଷ ଦିନରେ ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ ।

President Droupadi Murmu
President Droupadi Murmu: ଜନ୍ମମାଟି ମୋହରେ ଭାବବିହ୍ୱଳ ମହାମହିମ; ମଜିଲେ ସାନ୍ତାଳି ନାଚରେ, ବଖାଣିଲେ ବାଲ୍ୟ ସ୍ମୃତି

କେଉଁଠି ସାନ୍ତାଳୀ ନୃତ୍ୟ ସଂଗୀତରେ ଝଙ୍କୃତ ହେଉଛି ଗାଁ ଦାଣ୍ଡ ତ ଆଉ କେଉଁଠି ଝଟକୁଛି ହାତ ଅଙ୍କା ଝୋଟି । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଉପରବେଡ଼ା ଗାଁର ପ୍ରତିଟି ମଣିଷଙ୍କ ଛାତି କୁଣ୍ଢେମୋଟ...ଗର୍ବିତ...ଉତଫୁଲ୍ଲିତ ।

Fly Ash Hill
Fly Ash Hill: ଲୋକଙ୍କ ସ୍ୱାର୍ଥକୁ ଭୁଲି କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା! ପୋତା ଚାଲିଛି ଶିଳ୍ପାନୁଷ୍ଠାନ ପାଉଁଶ

ସମ୍ବଲପୁର ଡେଭଲପମେଣ୍ଟ ଅଥୋରିଟି ଦ୍ୱାରା ୯୦ ଦଶକରେ ବିକ୍ରି ହୋଇଥିବା ପ୍ଲଟରେ ଫିଲିଂ ନାଁରେ ପକାଉଛି ଫ୍ଲାଏ ଆଶ୍ ।

PESA Act
PESA Act: ଲାଗୁ ହେବ ପେସା ଆଇନ୍, ପଲ୍ଲୀସଭାରେ ନିଆଯିବ ମତାମତା; ଆଦିବାସୀଙ୍କୁ ଅଧିକାର ଦେବେ ମୋହନ ସରକାର

ଆଦିବାସୀଙ୍କ ପାଇଁ ଖୁସି ଖବର । ବହୁ ପ୍ରତୀକ୍ଷିତ ପେସା ଆଇନ ପାଇଁ ଏଣିକି ସେମାନଙ୍କୁ ପ୍ରତିବାଦ କରିବାକୁ ପଡିବନି ।

Residential Building
ଆପଣ ଜାଣନ୍ତି କି, ବିଶ୍ୱର ସବୁଠାରୁ ବଡ଼ ଆପାର୍ଟମେଣ୍ଟରେ ରୁହନ୍ତି କେତେ ଲୋକ ?

ଆପଣ କେବେ ଭାବିଛନ୍ତି.. ଗୋଟେ ଆପାର୍ଟମେଣ୍ଟରେ କେତେ ଲୋକ ରହିପାରିବେ । ବିଶ୍ୱର ସର୍ବବୃହତ ଆପାର୍ଟମେଣ୍ଟ କେଉଁଠାରେ ରହିଛି .. ସେଠାରେ କେତେ ଲୋକ ବାସ କରୁଥିବେ ।

Unique Village
ଏହି ଗାଁର ଲୋକେ ଦୁଇଟି ଦେଶରେ ରୁହନ୍ତି...ବେଡ୍‌ରୁମ ଅଛି ଭାରତରେ, ରୋଷେଇ ଘର...

ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଘରର ଗୋଟେ ପଟ ଗୋଟେ ଦେଶ ଓ ଅନ୍ୟ ଗୋଟେ ପଟ ଆଉ ଗୋଟେ ଦେଶର ହେଲେ କେମିତି ହେବ ।

Chicken Pakoda
ମାନିଲେନି ବାର୍ଡଫ୍ଲୁ, ଖାଇଗଲେ ୨ କ୍ୱିଣ୍ଟାଲ ମାଗଣା ଚିକେନ୍ ପକୋଡା !!

ରାଜ୍ୟରେ କାୟା ମେଲାଇ ଚାଲିଛି ବାର୍ଡଫ୍ଲୁ । ଏପରି ଅବସ୍ଥାରେ ସାଧାରଣ ଲୋକେ ଚିକେନ୍ ଖାଇବା ପ୍ରାୟତଃ ଛାଡ଼ିଦେଇଛନ୍ତି । କିନ୍ତୁ ପୁରୀ ଜିଲ୍ଲାରେ ଆଜି ମାଗଣା ଚିକେନ୍ ଖାଇବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

Organ Donation
ମୃତ୍ୟୁ ପରେ ବି ଅମର ହୋଇଗଲେ

ଅଙ୍ଗଦାନ ଦେଲା ନୂଆ ଜୀବନ। ଏସସିବି ମେଡିକାଲରେ ପୁଣି ହେଲା ସଫଳ କାଡାଭେରିକ କିଡନୀ ପ୍ରତିରୋପଣ। ଜୁନିଅର ଡାକ୍ତର ମାନେ ଆନ୍ଦୋଳନରେ ଥିବା ବେଳେ ଏହି ସଫଳ ପ୍ରତିରୋପଣ କରାଯାଇଛି। ଜଣେ ମହିଳାଙ୍କ ମୃତ୍ୟୁ ପରେ ଦୁଇ ଜଣ ନୂଆ ଜୀବନ ପାଇଛନ୍ତି।

90-Year-Old Man
ବୟସ ସିନା ୯୦ ବର୍ଷ, ଏବେ ବି ଚେରମୂଳୀରେ କରୁଛନ୍ତି ରୋଗୀ ସେବା

ପରିଣତ ବୟସରେ ହାର ମାନି ନାହାଁନ୍ତି ବୈଦ୍ୟରାଜ ଗୋଲେଖ ସାହୁ । ଚାକିରି ଛାଡି ସେବାକୁ ବ୍ରତ ଭାବେ ଆପଣେଇ ନେଇଛନ୍ତି ୯୦ ବର୍ଷୀୟ ବୃଦ୍ଧ । ରାଜ୍ୟ ତଥା ଦେଶରେ ସାଉଁଟିଛନ୍ତି ଅନେକ ପ୍ରଶଂସା ।

PM Modi
ଓଡ଼ିଆରେ ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ଓଡ଼ିଆରେ ମୋଦି କହିଲେ, ଏଠାରେ ଉପସ୍ଥିତ ଥିବା ଭାଇ ଭଉଣୀମାନଙ୍କୁ ମୋର ନମସ୍କାର ଜୁହାର । ତାପରେ ଯାହା କହିଲେ, ତାହା ଶୁଣିଲେ ଆପଣଙ୍କ ଶରୀରରେ ଶିହରଣ ଖେଳିଯିବ ।

Student Death
ଚିନ୍ତାରେ କିଶୋର ଆତ୍ମହତ୍ୟା; ପରୀକ୍ଷା ଚାପରେ ଝୁଲି ପଡ଼ୁଛନ୍ତି ଛାତ୍ରଛାତ୍ରୀ !

ଅସମୟରେ ଓ ଅକାଳରେ ଝଡ଼ିଯାଉଛି କଅଁଳ ଜୀବନ। ଚପଳମତି ପିଲାଟିଏ କିଶୋର ବୟସରେ ଯେ ଜୀବନ ହାରିଦେବ, ଭାବିଲେ କେବଳ ଅଭିଭାବକ କାହିଁକି, ପ୍ରତ୍ୟେକଙ୍କ ମନ ଓ ପ୍ରାଣ ଚହଲିଯାଉଛି।

Khandagiri Mela
ଖଣ୍ଡଗିରି କୁମ୍ଭମେଳାରେ ବବାଙ୍କ ଚମତ୍କାରୀ; ଫୁଙ୍କି ଦେଲେ ଫୁ ମାରୁଛି ରୋଗ !

ବୋତଲେ ପାଣି ପିଇଦେଲେ ଛୁ ମାରୁଛି ମାରାତ୍ମକ ରୋଗ। ଦେହ ଆଉଁସି ତେଲ ଘଷି ଦେଲେ ଉଭେଇ ଯାଉଛି ପୁରୁଣା ବାତ। ଖଣ୍ଡଗିରି କୁମ୍ଭମେଳାର ଏଭଳି ଚମତ୍କାରୀ ବାବା ମାନଙ୍କ ଶିବିରରେ ଲୋକଙ୍କ ଲାଗୁଛି ଗହଳି। ତେବେ ବାବା ମାନଙ୍କ ଦାବି କେତେ ସତ କେତେ ମିଛ, ତାହା ତ ଜଣାନାହିଁ।

Governor
ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଲେ ରାଜ୍ୟପାଳ, ଜିଲ୍ଲାପାଳ-ବିଡିଓଙ୍କୁ କଲେ ତାଗିଦ୍

ନୀଳଗିରି ଗସ୍ତରେ ରାଜ୍ୟପାଳ । ମର୍ଦ୍ଦରାଜପୁର ଗାଁକୁ ଯାଇ ଗ୍ରାମବାସୀଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି ରାଜ୍ୟପାଳ ରଘୁବର ଦାସ ।

Lord Jagannath
ପାଦ ତଳେ ମହାପ୍ରଭୁଙ୍କ ଚିତ୍ର.. ଏ କି ଭକ୍ତି !

ଜଗତ ଗୋସାଇଁଙ୍କ ଚିତ୍ର କଲ.. ମୁହଁ ଉପରେ ଚଢିଗଲ ? ନେତାଙ୍କ ଆଗରେ ମହାପ୍ରଭୁଙ୍କର ଏଇ ଅବସ୍ଥା

Israel hamas War
ଥମୁନି ଯୁଦ୍ଧ, ସରୁନି ଯନ୍ତ୍ରଣା; ଇସ୍ରାଏଲ-ହମାସ ଯୁଦ୍ଧକୁ ପୁରିଲା ମାସେ

ଅକ୍ଟୋବର ୭ରୁ ନଭେମ୍ବର ୭ । ଇସ୍ରାଏଲ-ହମାସ ଯୁଦ୍ଧକୁ ପୂରିଛି ମାସେ ।

Sans Bridge, People Risk Their Lives To Cross River In Odisha
ଶୁଣିଲାନି ନବୀନ ସରକାର, ଲୋକେ ବାନ୍ଧିଲେ ବାଉଁଶ ପୋଲ

ନେତା, ମନ୍ତ୍ରୀ, ସରକାରୀ ବାବୁ ସମସ୍ତଙ୍କୁ କହି କହି ଥକିଗଲେ। କେହି ଟିକେ ଶୁଣିଲେନି। ଲୋକେ ନିଜ ଘରକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ପାଇଲେନି। ଶେଷରେ ୨୨ ବର୍ଷର ଏ ସ୍ଥିର ସରକାର ଉପରୁ ଆଶା ବିଶ୍ୱାସ ତୁଟାଇ ନିଜେ ବାନ୍ଧିଲେ ବାଉଁଶ ପୋଲ। କଦଳୀ ଗଛ ବାନ୍ଧିଛନ୍ତି। ନବୀନ ବାବୁ ଆସିବେ କି ଉଦଘାଟନ କରିବା ପାଇଁ?

Omicron Tension | Qurantine Mandatory In Odisha For People Coming From Foreign Countries
ନୂଆ ଭାରିଆଣ୍ଟ ନେଇ ନୂଆ ଗାଇଡଲାଇନ

ବିଦେଶରୁ ଆସିଲେ କ୍ୱାରେଣ୍ଟିନ୍ ବାଧ୍ୟତାମୂଳକ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆତଙ୍କ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡ୍ ଲାଇନ୍ ଜାରି ହୋଇଛି।

North Korea Bans Leather Coats To Stops Its People From Copying Kim Jong Un\'s Style
ଲେଦର ଜ୍ୟାକେଟ ପିନ୍ଧିପାରିବେନି ଉତ୍ତର କୋରିଆବାସୀ

ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନଙ୍କ ଆଉ ଏକ ଅଜବ ନିୟମ। ଏଣିକି ଲେଦର ଜ୍ୟାକେଟ ପିନ୍ଧିପାରିବେନି ଉତ୍ତର କୋରିଆବାସୀ। ତେବେ କାହିଁକି ଏଭଳି ନିୟମ କରିଛନ୍ତି କିମ୍ ଜଙ୍ଗ, ଭିଡିଓରୁ ଜାଣି ନିଅନ୍ତୁ ।

covid vaccine
ଦ୍ଵିତୀୟ ଡୋଜ ନେବାକୁ ଭୁଲି ଯାଉଛନ୍ତି କି ଲୋକେ!

କରୋନା ଟିକାକରଣ ଅଭିଯାନରେ ଶିଥିଳତା । ଆଶାନୁରୂପ ଚାଲିନି ଦ୍ୱିତୀୟ ଡୋଜ୍ ଟିକାକରଣ । ପ୍ରଥମ ଡୋଜ୍ ନେବାର ୩ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଲୋକେ ଦ୍ୱିତୀୟ ଡୋଜ୍ ନେଉ ନାହାନ୍ତି ।