• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Father

 Sanju samson Father Accused Dhoni
Sanju Samson Father Accused Dhoni: ସଞ୍ଜୁ ସାମ୍‌ସନଙ୍କ ବାପାଙ୍କ ବିସ୍ପୋରକ ବୟାନ; କହିଲେ-ଧୋନି, ବିରାଟ ଓ ରୋହିତ ମୋ ପୁଅର କ୍ୟାରିୟର ନଷ୍ଟ କରିଦେଲେ

ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପାଇଁ ମୋ ପୁଅର କ୍ୟାରିୟର ପ୍ରାୟ ଏକ ଦଶନ୍ଧି ପାଇଁ ନଷ୍ଟ ହୋଇଗଲା । ଏମିତି ବିସ୍ପୋରକ ବୟାନ ଦେଇଛନ୍ତି  କ୍ରିକେଟର ସଞ୍ଜୁ ସାମ୍‌ସନଙ୍କ ବାପା ସାମ୍‌ସନ ବିଶ୍ୱନାଥ । 

Scooter Ride
ନା ବୟସ ହୋଇଛି, ନା ହେଲମେଟ୍‌ ଅଛି! ଝିଅକୁ ଗାଡ଼ି ଚଲା ଶିଖାଉଛି ବାପା

୧୮ ବର୍ଷ ନହେବା ଯାଏଁ କୌଣସି ନାବାଳକ କିମ୍ବା ନାବାଳିକାଙ୍କୁ ଗାଡ଼ି ଚଳାଇବାକୁ ଅନୁମତି ନାହିଁ । ତେବେ ଅନେକ ସମୟରେ ଏହାର ବ୍ୟତିକ୍ରମ ହେଉଥିବା ପରିଲକ୍ଷିତ ହୁଏ ।

Odisha Crime
ପାଞ୍ଚ ବର୍ଷର ଝିଅକୁ ମାରିବା ପରେ ନିଜେ ମଲା, ଘରୁ ମିଳିଲା ବାପା-ଝିଅଙ୍କ ମୃତଦେହ

ନୟାଗଡ଼ରେ ଚାଞ୍ଚଲ୍ୟକର ଘଟଣା । ଦେବୋତ୍ତର ଲେନ୍ ୪ରେ ଘଟିଛି କିଛି ହୃଦୟବିଦାରକ ଘଟଣା ।

Odisha Crime
ଟଙ୍କା ସାରିଦେଲା ସମ୍ପର୍କ! ପୁଅ ପାଲଟିଲା ପିତୃହନ୍ତା, ଋଣ ଭାରରେ ବୁଡ଼ି ଥିବାରୁ ଚରମ ନିଷ୍ପତ୍ତି

ସାମାନ୍ୟ ଟଙ୍କା ପାଇଁ ରକ୍ତ ସଂପର୍କରେ ରକ୍ତର ଛିଟା । ପୁଅ ପାଲଟିଗଲା ପିତୃହନ୍ତା ।

Woman attack
ପାଗଳ କଲା ମୋବାଇଲ୍‌ ନିଶା; ବାପା-ମା’ଙ୍କୁ ହାଣିଦେଲା ଝିଅ

ବାଲେଶ୍ୱର ଜିଲ୍ଲା ସୋର ଥାନା ହାତିଗାଡ଼ିଆରେ ଏହି ଘଟଣା ଘଟିଛି । ଗୁରୁତର ସ୍ୱାମୀ ସ୍ତ୍ରୀ ହେଲେ ରଂଜିତ ସିଂ ଓ ସ୍ତ୍ରୀ ବୁଦୁନି ସିଂ । ଉଭୟଙ୍କୁ ପ୍ରଥମେ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

Traffic police
ପୁଅକୁ କୋଳରେ ବସାଇ ଗାଡ଼ି ଶିଖାଉଥିଲେ ବାପା; ଭାଇରାଲ ହେଲା ଭିଡିଓ, ଗଣିଲେ ଜରିମାନା

ଭିଡିଓଟି ସୋସିଆଲ ମିଡିଆ ‘x’ରେ ଭାଇରାଲ ହେଉଛି । ଜଣେ ବ୍ୟକ୍ତି ଭିଡିଓଟିକୁ ପୋଷ୍ଟ କରିବା ସହ ଏହା ଟ୍ରାଫିକ୍‌ ନିୟମର ଖୁଲ୍ଲମଖୁଲା ଉଲ୍ଲଂଘନ କରୁଥିବା ଲେଖିଥିଲେ ।

bhadrak father daughter
କୁନି ଝିଅକୁ ଧରି କାହିଁକି ନଦୀକୁ ଡେଇଁଲେ ବାପା ?

ଛୋଟ ଝିଅକୁ ଧରି ନଦୀକୁ କାହିଁକି ଡେଇଁଲେ ସ୍ୱାମୀ ? ପତ୍ନୀ ମୃତ୍ୟୁରୁ ଅବସାଦ ନା ଅନ୍ୟ କୌଣସି କାରଣ ପାଇଁ ଚରମ ପଦକ୍ଷେପ ନେଲେ ସ୍ୱାମୀ। ତାକୁ ନେଇ ନାନା ଚର୍ଚ୍ଚା ହେଉଛି...

Kidney disease
ଭାଇରାଲ ହେଉଛି କୁନିଝିଅର କୋହଭରା ଭିଡିଓ; ‘ମୋ ବାପାଙ୍କୁ ବଞ୍ଚାଇ ଦିଅ’

ଗୋଟିଏ ପଟେ ପରିବାରର ବୋଝ ତ ଅନ୍ୟ ପଟେ ନିଜର ଚିକିତ୍ସା ଖର୍ଚ୍ଚ । ଏହାରି ଭିତରେ ପେଷି ହେଉଛନ୍ତି ଗଣେଶ । ୨୦୧୩ ମସିହାରେ ଗଣେଶ ବିବାହ କରିଥିଲେ । ବାହାଘରର ଠିକ ଦୁଇବର୍ଷ ପରେ ଗଣେଶଙ୍କ ପାଦ ଫୁଲିବା ଆରମ୍ଭ ହୋଇଥିଲା ।

14-year-old hangs self to death in Palghar
ଝିଅକୁ ଯୌନ ଶୋଷଣ କରୁଥିଲା ବାପା; ବେକରେ ରଶି ଲଗାଇ ଝୁଲିପଡ଼ିଲା ନାବାଳିକା

ନାବାଳିକା ଜଣକ ପୂର୍ବରୁ ଏନେଇ ତାଙ୍କ ମା’ଙ୍କୁ କହିଥିଲେ । ହେଲେ ତାଙ୍କ ମା’ ଏ ବିଷୟରେ ବେଶି କିଛି ଆଲୋଚନା ନକରିବା ସହ କୌଣସି ପଦକ୍ଷେପ ନେଇନଥିଲେ । ଫଳରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

elderly man spends night on road side
ବଳ ଗଲା, ଅର୍ଥ ବି ଗଲା... ଏବେ ବାପାଙ୍କୁ ରଖି ଲାଭ କଣ ?

ନାରାୟଣ ନିଜର ସମସ୍ତ ସମ୍ପତ୍ତିକୁ ପରିବାର ପାଇଁ ଖର୍ଚ୍ଚ କରିଛନ୍ତି। ପିଲାଙ୍କୁ ପାଠ ପଢ଼ାଇବାଠୁ ଆରମ୍ଭ କରି ବଡ଼ କରିବା ଯାଏଁ ସବୁ କିଛି ସେ ବୁଝିଛନ୍ତି।

Father-Daughter
ବାପା ଯେମିତି ଝିଅ ସେମିତି, କେହି କାହାଠୁ କମ୍‌ ନୁହେଁ ! ଗୋଟିଏ ଟୁର୍ଣ୍ଣାମେଣ୍ଟରେ ଜିତିଲେ ସ୍ୱର୍ଣ୍ଣ ପଦକ

ଗୋଟିଏ ଟୁର୍ଣ୍ଣାମେଣ୍ଟରେ ବାପ-ଝିଅଙ୍କୁ ଗୋଲ୍ଡ ମେଡାଲ । ଷ୍ଟେଟ୍ ପାଓ୍ୱାରଲିଫ୍ଟିଂ ଚାମ୍ପିୟନସିପରେ ଉଭୟ ଜିତିଲେ ସ୍ବର୍ଣ୍ଣ ଚର୍ଚ୍ଚାରେ ଜୟପୁରର ବାପା-ଝିଅ ଯୋଡ଼ି, ଛୁଟୁଚ୍ଛି ଶୁଭେଚ୍ଛାର ସୁଅ ।

Apana Eka Nuhanti | Financial constraint a huddle in father’s treatment, family suffers
ନବୀନ ବାବୁଙ୍କ ମାଳ ମାଳ ଯୋଜନା ଏଇଠି ମାଡ଼ ଖାଇଲା

କୁହ ନବୀନ ବାବୁ, କୁଆଡ଼େ ଗଲା ତୁମ ବିଜୁ ସ୍ୱାସ୍ଥ୍ଯ କାର୍ଡ। ଏଇ କଣ ତୁମ ଗରିବ କଲ୍ଯାଣ ଯୋଜନାର ହିତାଧିକାରୀ ହେବାକୁ ଯୋଗ୍ଯ ନୁହଁନ୍ତି? ଛେଳି ଚରେଇ ପରିବାର ପୋଷୁଥିଲେ। ସେଇଥିରେ ବି ଛୁଆଙ୍କୁ ପାଠ ପଢ଼ାଇଥିଲେ। ହେଲେ ଏବେ ଅଜଣା ରୋଗରେ ଆକ୍ରାନ୍ତ। ଏବେ କରିବେ କଣ?

Apana Eka Nuhanti | Financial constraint a huddle in father’s treatment, family suffers
ନବୀନ ବାବୁଙ୍କ ମାଳ ମାଳ ଯୋଜନା ଏଇଠି ମାଡ଼ ଖାଇଲା

କୁହ ନବୀନ ବାବୁ, କୁଆଡ଼େ ଗଲା ତୁମ ବିଜୁ ସ୍ୱାସ୍ଥ୍ୟ କାର୍ଡ। ଏଇ କଣ ତୁମ ଗରିବ କଲ୍ୟାଣ ଯୋଜନାର ହିତାଧିକାରୀ ହେବାକୁ ଯୋଗ୍ଯ ନୁହଁନ୍ତି? ଛେଳି ଚରେଇ ପରିବାର ପୋଷୁଥିଲେ। ସେଇଥିରେ ବି ଛୁଆଙ୍କୁ ପାଠ ପଢ଼ାଇଥିଲେ। ହେଲେ ଏବେ ଅଜଣା ରୋଗରେ ଆକ୍ରାନ୍ତ। ଏବେ କରିବେ କଣ?

Apana Eka Nuhanti | Son & Daughter Taking Care Of Father Suffering From Rare Disease In Bhadrak
କ୍ୟାନସର ରୋଗରେ ପଡ଼ିଛନ୍ତି ବାପା, କାନ୍ଦି କାନ୍ଦି ସେବା କରୁଛନ୍ତି ପୁଅ-ଝିଅ...

ଯେଉଁ ବୟସରେ ଖେଳିବା କଥା ସେହି ବୟସରେ ବାପାର ସାହାରା ପାଲିଟିଛନ୍ତି ଛୋଟ ପୁଅ-ଝିଅ। ଦିନରାତି ବାପାଙ୍କ ସେବାରେ ବ୍ୟସ୍ତ ପୁଅ...ସେପଟେ ବାପା-ମାଆ-ଭାଇଙ୍କ ପାଇଁ ରୋଷେଇ କରୁଛି ଏଇ କୁନି ଝିଅ। କ୍ୟାନସର ପୀଡ଼ିତ ବାପାଙ୍କୁ ଭଲ କରିବା ପାଇଁ ସରକାରଙ୍କୁ କରୁଛନ୍ତି ଗୁହାରି

Angry Over Son, Father Gives His Property Worth Rs 3 Crore To District Magistrate
ଟଙ୍କା ପାଇଁ ନାଟ କଲା ପୁଅ, ଜିଲ୍ଲାପାଳଙ୍କୁ ୨ କୋଟି ଟଙ୍କାର ସମ୍ପତ୍ତି ଦେଇଦେଲେ ବାପା...

ବୁଢା ବୟସରେ ଟଙ୍କା ପାଇଁ ହଇରାଣ କରୁଥିଲା କୁଳାଙ୍ଗାର ପୁଅ। ଶେଷରେ ଜିଲ୍ଲାପାଳଙ୍କ ନାଁରେ ୨ କୋଟି ଟଙ୍କାର ସମ୍ପତ୍ତି କରିଦେଲେ ବାପା। ଆଉ ତା’ପରେ...

Bride Asks Father to Use Dowry to Build Girls Hostel In Rajasthan
ଯୌତୁକରେ ବାପା ଦେଇଥିଲେ ୭୫ ଲକ୍ଷ, ବ୍ୟାଙ୍କରେ ଟଙ୍କା ନରଖି ହଷ୍ଟେଲ ତିଆରି କରିଦେଲେ ଝିଅ

ଏମିତି ଝିଅଙ୍କୁ ଶହେ ସଲାମ। ଯୌତୁକରେ ବାପା ଦେଇଥିଲେ ୭୫ ଲକ୍ଷ ଟଙ୍କା ଉପହାର। ହେଲେ ଏହାକୁ ଖର୍ଚ୍ଚ ନକରି କି ବ୍ୟାଙ୍କରେ ନରଖି ଝିଅପିଲାଙ୍କ ପାଇଁ ହଷ୍ଟେଲ ତିଆରି କରିଦେଲେ ନବ ବିବାହିତା। ଦେଖନ୍ତୁ ଏ ଭିଡ଼ିଓ...