ରେଳ ଭିତ୍ତିଭୂମି ଏତେ ବଢ଼ାଯିବ ଯେ, ଆଉ ୱେଟିଂ କରିବାକୁ ପଡ଼ିବନି । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ପ୍ରଧାନମନ୍ତ୍ରୀ ଏହି ପ୍ରତିଶ୍ରୁତି ଦେଇଥିବା ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।
ସପ୍ତାହକୁ ଦୁଇ ଦିନ ପାଇଁ ମେଡିକାଲ ଖୋଲୁଥିବା ବେଳେ, ଆଗାମୀ ଦିନରେ ପୂର୍ଣ୍ଣକାଳୀନ ଡାକ୍ତର ନିଯୁକ୍ତି ପାଇଁ ସେ ପ୍ରୟାସ କରିବେ ବୋଲି କହିଛନ୍ତି ଅଶ୍ୱିନୀ ।
ନୀଳଗିରିରେ ପାସେଞ୍ଜର ଟ୍ରେନ୍ ଲୋକାର୍ପଣ ପାଇଁ ଆସିଥିବାବେଳେ ଅଶ୍ୱିନୀ ଏହା କହିଛନ୍ତି । ମୁଣ୍ଡ ପିଛା ମାଗଣା ୫ କେଜି ଚାଉଳ ପଠାଉଛି କେନ୍ଦ୍ର ।
ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ପୂର୍ବରୁ ପିଏମ୍ଓ ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲା । ତେବେ ମୋଟ୍ ମୃତକଙ୍କ ପରିବାରୁ କେନ୍ଦ୍ର ସରକାର ୧୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।
ପୂର୍ବରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଧଳାରଙ୍ଗରେ ଦେଖିବାକୁ ମିଳୁଥିଲା । ଧଳା ରଙ୍ଗ ସହ ସବୁଜ ରଙ୍ଗରେ ନଜର ଆସୁଥିଲା ବନ୍ଦେ ଭାରତ । ହେଲେ ବର୍ତ୍ତମାନ ଏହାର ରଙ୍ଗରେ ପରିବର୍ତ୍ତନ କରାଯାଇଛି ।
ସ୍ୱୟଂକୃତ, ଏକକ ନିୟନ୍ତ୍ରିତ ପ୍ରବେଶ ଦ୍ୱାର ରହିଛି । ମୁଖ୍ୟ ପ୍ରବେଶ ଦ୍ୱାର ବନ୍ଦ ନହେବା ଯାଏଁ ଗଡ଼ିବନି ଟ୍ରେନ୍ । ପ୍ରତି କୋଚରେ ୬ଟି ଲେଖାଏଁ କ୍ୟାମେରା ଲାଗିଛି । ସବୁ କ୍ୟାମେରାରେ ୨୪ ଘଣ୍ଟିଆ ଲାଇଭ୍ ରେକର୍ଡିଂ ।
ଉତ୍କଣ୍ଠା ଓ ପ୍ରତୀକ୍ଷାର ଅନ୍ତ ହେଲା ।ପୁରୀରୁ ଦୌଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ । ଦିଲ୍ଲୀରୁ ଭର୍ଚୁଆଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ପତାକା ଦେଖାଇବା ପରେ ଜଗନ୍ନାଥଙ୍କ ଧାମ ପୁରୀରୁ ପଶ୍ଚିମବଙ୍ଗର ହାୱଡ଼ା ଅଭିମୁଖେ ଗଡ଼ିଥିଲା ବନ୍ଦେ ଭାରତ ଏକ୍ସପ୍ରେସ ।
ଦେଶରେ ଆରମ୍ଭ ହୋଇଥିବା ନୂଆ କରି ଭିଷ୍ଟାଡୋମ୍ ଟ୍ରେନ୍ ବଗିକୁ ପରଖିଲେ ରେଳମନ୍ତ୍ରୀ । ଟ୍ରେନ୍ରେ ବୁଲି ନିଜେ ସ୍ଥିତି ପରଖିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ସାଂସଦ ଓ ବିଧାୟକ ଗୋଟିଏ ପାଦ ବଢ଼ାଇଲେ ରେଳ ମନ୍ତ୍ରଣାଳୟ ଆଉ ୧୦ ପାଦ ଆଗକୁ ବଢ଼ାଇବ।
ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମାଲକାନଗିରି ଡିଆର୍ଡିଏ କନ୍ଫରେନ୍ସ ହଲରେ ସେ ବିଭିନ୍ନ ଯୋଜନାର ସମୀକ୍ଷା କରିବେ ।
ରେଳମନ୍ତ୍ରୀ ଓ ଅନ୍ୟ ଅତିଥିଙ୍କ ପାଇଁ ସାଂସଦଙ୍କ ଭଙ୍ଗା ଚାଳଘରେ ପ୍ରସ୍ତୁତ ହୋଇଥିଲା ସୁଦ୍ଧ ଶାକାହାରୀ ସୁସ୍ୱାଦୁ ବ୍ୟଞ୍ଜନ ଭାତ, ଡାଲି, ପଲାଉ, ଖିରି ସହ ଫୁଟି ଗୁଡ଼ ତରକାରୀ ଏବଂ ପୋଡ଼ପିଠା ଆଦି ପ୍ରସ୍ତୁତ ହୋଇଥିଲା।
ପୁରୀର ନାଁ ବଦଳିବା ଦାବି ଜୋର ଧରିବା ଭିତରେ ରେଳ ଷ୍ଟେସନର ନାଁ ବଦଳିବା ପ୍ରକ୍ରିୟାକୁ ପ୍ରାଥମିକ ସଫଳତା ପରେ ଉତ୍ସାହିତ ହୋଇପଡ଼ିଛନ୍ତି।
ରେଳକୁ ଅପେକ୍ଷା କଲେ ରେଳ ମନ୍ତ୍ରୀ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତକାଲି ଓଡିଶାର ଏକ ରେଳ ଷ୍ଟେସନରେ ବସି ଟ୍ରେନକୁ ଅପେକ୍ଷା କରିଥିବା ଜଣାପଡ଼ିଛି । କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରେଳମନ୍ତ୍ରୀଙ୍କ ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ହାଇକ୍ଲାସ୍ ୱେଟିଂ ହଲ୍ରେ ନ ବସି ସାଧାରଣ ଯାତ୍ରୀଙ୍କ ସହ ଟ୍ରେନକୁ ଅପେକ୍ଷା କରିଥିଲେ ଅଶ୍ୱିନୀ। ଏମିତିକି ବିନା ଗଦି ବାଲା କାଠ ବେଂଚ୍ରେ ବସିଥିଲେ ରେଳମନ୍ତ୍ରୀ।