ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା । ଏଥିରେ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ।
ସମ୍ପତ୍ତି ପାଇଁ ମାଆ ଓ ଉଭଣୀଙ୍କୁ ହତ୍ୟା। ଦୁଇ ଜଣଙ୍କୁ ପୋଡ଼ି ମାରିଦେଇଥିଲେ ବାପା ପୁଅ। ହତ୍ୟାକୁ ଦେଇଥିଲେ ଆତ୍ମହତ୍ୟାର ରୂପ ।
କଟକରେ ଡ୍ରଗ୍ସ କଣ୍ଟ୍ରୋଲ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ବେଳେ ବିପୁଳ ପରିମାଣର ବେଆଇନ୍ କଫ୍ ସିରପ ଜବତ ହୋଇଛି ।
ସହରରେ ରହୁଥିବା ଲକ୍ଷାଧିକ ବିହାରୀ ସଂପ୍ରଦାୟର ଲୋକୋ ଛଟି ମାତାଙ୍କ ପୂଜା କରୁଛନ୍ତି। ବଜାରରେ ପୂଜା ସାମଗ୍ରୀ କିଣାକିଣି ପାଇଁ ପ୍ରବଳ ଭିଡ ଲାଗିଛି।
ବାହା ହେବାକୁ ମନା କରିବାରୁ ଅଙ୍ଗନବାଡି କର୍ମୀଙ୍କୁ ଫାର୍ସାରେ ହାଣି ନିର୍ମମ ହତ୍ୟା ଅଭିଯୋଗ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଜୁଲୁମବାହାଲ ପୁରୁଣା ଗାଁରେ ଅଙ୍ଗନବାଡି କର୍ମୀଙ୍କୁ ହତ୍ୟା ଘଟଣାର ତନାଘନା କରୁଛି ପୋଲିସ।
ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୭ ତାରିଖ ଗୁରୁବାର ଚନ୍ଦ୍ର- ଧନୁ ସନ୍ଧ୍ୟା ୦୫.୫୩ ଗତେ ମକର ତିଥି-୬ଷ୍ଠୀ ରାତ୍ରି ୧୨.୩୫ ଗତେ ୭ମୀ ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ସନ୍ଧ୍ୟା ୦୫.୫୩ ଗତେ ସିଂହ ରାଶିର ଘାତବାର- ତୁଳା ଓ କୁମ୍ଭ ରାଶିର
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଦେବେନ୍ଦ୍ରଙ୍କ କଣ୍ଟାବାଞ୍ଜି ବାଣ ପରେ ନବୀନଙ୍କ ସ୍ପଷ୍ଟୀକରଣ । ବଢ଼ିଲା ଷଡ଼ଯନ୍ତ୍ର ଥିଓରି ଚର୍ଚ୍ଚା ।
ବାବୁଙ୍କ ଗେଟ୍ ଖୋଲେ ରିମୋଟ୍ ଚିପିଲେ । ବାବୁଙ୍କ ଲକର୍ ଫିଟେ ପାସୱାର୍ଡ ଦେଲେ । ବାଥରୁମରେ ବାବୁ ଗାଧାନ୍ତି ମିନେରାଲ୍ ୱାଟରରେ । ମନ୍ଦିର ଚୂଳ ସହ ନେତ ଦିଶେ ବାବୁଙ୍କ ଦୁଆର ଖୋଲିଲେ।
ଆଗାମୀ ୩ ବର୍ଷ ମଧ୍ୟରେ ଗଡ଼ିବ ମେଟ୍ରୋ ଟ୍ରେନ୍। ୨୦୨୭ ସରୁ ସରୁ ସରିଯିବ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ କାମ।
ତେବେ ଆରୋପ ଉପରେ ଜବାବ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ଚାଉଳ ଆଗୁଆ ଦିଆଯାଇଛି । ତେଣୁ ଚାଉଳ ବିନା ସେମାମେ ଆମ୍ବ ଟାକୁଆ ଖାଇବା ଅଭିଯୋଗ ଭୁଲ ।
ଭିଜିଲାନ୍ସ ଜାଲରେ ପଡ଼ିଥିବା କୁବେର ଇଡକୋ ମ୍ୟାନେଜର ବିଜୟ କୁମାର ଉଦୟମ ସିଂଙ୍କ ଅଚଳାଚଳ ସମ୍ପତ୍ତି । ଆଜି ଏକକାଳୀନ ୬ଟି ସ୍ଥାନରେ ଚଢାଉ କରିବା ପରେ ଭିଜିଲାନ୍ସ ଜବତ ସମ୍ପତ୍ତି ସମ୍ପର୍କରେ ତଥ୍ୟ ରଖିଛି ।
ପ୍ରତି 'ମୋ ବସ୍ 'ର ସ୍ପିଡ୍ ୪୦ରୁ କମ୍ ରହିବ। ବେପରୁଆ ଗାଡ଼ି ଚାଳନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ମେଟ୍ରୋ ଟ୍ରେନ୍ ପ୍ରତି ୧୦ ମିନିଟ ବ୍ୟବଧାନରେ ଚାଲିବ । ସେଥିପାଇଁ ୩ କୋଚ୍ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ୍ କିଣିବାକୁ ଯୋଜନା ହୋଇଛି ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସୁନନ୍ଦା ଦାସ ବିଜେପିରେ ସାମିଲ ହୋଇଛନ୍ତି ।
ଘର ଭିତରେ ଶୋଇଥିବା ବେଳେ ଲାଗିଗଲା ନିଆଁ । ମାଆ ଓ ଝିଅ ଜୀବନ୍ତ ଦଗ୍ଧ ।
ଆଜି ଜାଣିବା ସ୍ୱର୍ଗର ଅପ୍ସରୀ ଉର୍ବଶୀ କାହିଁକି ଆସିଥିଲେ ପୃଥିବୀକୁ ଓ କଣ ପାଇଁ ସେ ସବୁବେଳେ ମେଣ୍ଢା ଛୁଆ ଗୋଟେ ସାଙ୍ଗରେ ରଖୁଥିଲେ ଏବଂ କେମିତି ରାଜା ପୁରୁ୍ରବା ପ୍ରେମପାଇଁ ଶେଷକୁ ଗନ୍ଧର୍ବ ହେଲେ ।
ହାତୀଙ୍କ ପାଇଁ ଛୋଟ ପଡ଼ିଲାଣି ଓଡ଼ିଶା । ଆମର ଏଠି ଜଙ୍ଗଲର କ୍ଷମତାଠୁ ବାସ କରୁଛନ୍ତି ୪୦୦ ଅଧିକ ହାତୀ ।
ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ କ୍ଲିନ୍ ସୁଇପ୍ ହୋଇଛି ଟିମ୍ ଇଣ୍ଡିଆ । ଏହାପରେ ଡବ୍ଲ୍ୟୁଟିସିରେ ଭାରତର କ୍ରମାଗତ ତୃତୀୟ ଥର ଫାଇନାଲ୍ରେ ପ୍ରବେଶ ଉପରେ ଲାଗିଯାଇଛି ପ୍ରଶ୍ନଚିହ୍ନ । ଅଧିନାୟକ ରୋହିତ ଶର୍ମାଙ୍କ ସହ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ବି ହୋଇଛନ୍ତି କଡ଼ା ସମାଲୋଚନାର ଶରବ୍ୟ । ଏବେ ଗମ୍ଭୀରଙ୍କ ପାଇଁ ଏସିଡ୍ ଟେଷ୍ଟ ହେବ ନଭେମ୍ବର ୨୨ରୁ ଆରମ୍ଭ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ।
ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଆଗୁଆ ଚାଉଳ ପାଇଁ ନିର୍ଦ୍ଦେଶ ।
ପ୍ରାଥମିକ ଭାବେ ଶିଉଳି ଛଡ଼ା, ପାଣି ଝରିବା ବନ୍ଦ ପଦକ୍ଷେପ ନିଆଯାଇଛି । ଆନନ୍ଦବଜାରର ଡ୍ରେନେଜ ବ୍ୟବସ୍ଥା ସୁଧାରିବାକୁ ଉଦ୍ୟମ କରିଛୁ ।
ଯାତ୍ରାରେ ଅଶ୍ଳୀଳତାକୁ ନେଇ ଯାତ୍ରା ମାଲିକ ଓ କମିଟି ତୁତୁ ମେମେ । ମଂଚରେ ଅଙ୍ଗ ପ୍ରଦର୍ଶନ ସୀମା ଟପୁଥିବା ବେଳେ ଏଥିପାଇଁ ଯାତ୍ରା କମିଟିକୁ ଦୋଷ ଦେଇଥିଲେ ମାଲିକ ।
ସବୁ ସୀମା ସରହଦ ଟପିଲେ ଦୁର୍ବୃତ୍ତ । ପୂର୍ବରୁ ଚଳନ୍ତା ଟ୍ରେନକୁ ଢେଲା ଫୋପାଡୁ ଥିବା ବେଳେ ଏବେ ସିଧା ଗୁଳି ମାଡ଼ ।