• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Chhath Puja

ଦେଶବ୍ୟାପୀ ଛଟ୍‌ର ଛିଟା
କୁଆଖାଇ ନଦୀପଠାରେ ଛଟ୍‌ର ଛିଟା: ପରିବାରର ସୁଖ ସମୃଦ୍ଧି ପାଇଁ ସୂର୍ଯ୍ୟଙ୍କୁ ଉପାସନା

ପବିତ୍ର ଛଟ ପର୍ବରେ ପରିବାରର ସୁଖ ସମୃଦ୍ଧି ପାଇଁ ଉଦୀୟମାନ ସୂର୍ଯ୍ୟଙ୍କୁ ଉପାସନା କରିଛନ୍ତି ବିହାରୀ ସଂପ୍ରଦାୟ ଲୋକେ। ଏଥିପାଇଁ ଆଜି ସକାଳ ନହେଉଣୁ ଭୁବନେଶ୍ୱର କୁଆଖାଇ ନଦୀପଠାରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁ ଓ ବ୍ରତ ଉପାସକମାନେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରିବା ସହ ଆରାଧନା କରିଛନ୍ତି।

foreigner in chhat puja
ଟାଣିଲା ଛଟ୍‌ ପୂଜା: ବିଦେଶରୁ ବିହାର ଆସିଲେ ମହିଳା

ବିହାର, ଝାଡଖଣ୍ଡ, ପୂର୍ବ ଉତ୍ତର ପ୍ରଦେଶରେ ଏହି ପର୍ବ ବେଶି ପାଳନ କରାଯାଇଥାଏ। ହେଲେ ଏବେ ଏହି ପର୍ବ ଯେମିତି ବିଶ୍ୱବ୍ୟାପି ହୋଇଗଲାଣି । ଛଟ ପୂଜା ଦେଖିବା ପାଇଁ ଜଣେ ବିଦେଶୀ ଇଟାଲିରୁ ବିହାର ଆସିଥିବା ଖବର ସାମ୍ନାକୁ ଆସିଛି ।

Massive Fire During Chhath Puja At Bihar
ଛଟ୍‌ ପୂଜା ପାଇଁ ଚାଲିଥିଲା ପ୍ରସାଦ ପ୍ରସ୍ତୁତି, ଗ୍ୟାସ୍‌ ସିଲିଣ୍ଡର ଫାଟି ଲାଗିଲା ନିଆଁ...

ପରିବାର ସଦସ୍ୟମାନେ ଛଟ୍‌ ପୂଜା ପାଇଁ ପ୍ରସାଦ ପ୍ରସ୍ତୁତ କରୁଥିବା ବେଳେ ଗ୍ୟାସ୍‌ ସିଲିଣ୍ଡର ଫାଟି ଯାଇଥିଲା। ଏହାପରେ ସର୍ଟ ସର୍କିଟ୍‌ ହୋଇ ନିଆଁ ଲାଗି ଧୀରେ ଧୀରେ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା।

delhi
ବିଷାକ୍ତ ଯମୁନା : ଫେଣରେ ଛଟପୂଜା ପାଳନ

ବାୟୁ ପ୍ରଦୂଷଣରେ ନିଶ୍ୱାସ ନେଇପାରୁ ନଥିବା ଦିଲ୍ଲୀରେ ବର୍ତ୍ତମାନ ଜଳ ମଧ୍ୟ ଦୂଷିତ ହେବାରେ ଲାଗିଛି ।