ମେଘନାଦ ପାଚେରି ଚାରିପଟୁ ଦୁର୍ବଳ । ଖାଲି ସିଂହଦ୍ୱାର ପଟ ନୁହେଁ, ପଶ୍ଚିମ ଓ ଦକ୍ଷିଣ ଦ୍ୱାର କଡ଼ କାନ୍ଥରୁ ବି ଝରୁଛି ପାଣି ।
କାଲି ଦିନତମାମ AICC ନେତାଙ୍କ ମାନସ ମନ୍ଥନ ପରେ ବି ଚିତ୍ର ଅସ୍ପଷ୍ଟ । ନିଷ୍କର୍ସ ଆସିବା ଆଗରୁ ବାହାରିଲାଣି ନେତାଙ୍କ ଗୋଡ଼ ଟଣାଟଣି ରୋଗ ।
ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଦେବଦତ୍ତ ପଟ୍ଟନାୟକ । କାଳି ପୂଜା ଛୁଟିରେ ସାର ଯାଇଛନ୍ତି ଗାଁକୁ । ଘରେ ତାଲା ପଡ଼ିଛି । ଦୁବୃର୍ତ୍ତଙ୍କୁ ଏ ଖବର ମିଳିବା ପରେ ସେମାନେ ନିଜ ଅଭିଯାନ ଆରମ୍ଭ କରନ୍ତି ।
ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା ନନ୍ଦନକାନନ ଏକ୍ସପ୍ରେସ । ତେବେ ଏହି ଟ୍ରେନ୍ଟି ଆଜି ମଧ୍ୟାହ୍ନ ସମୟରେ ଭଦ୍ରକ ଷ୍ଟେସନ ଅତିକ୍ରମ କରୁଥିଲା । ନନ୍ଦନକାନନ ଏକ୍ସପ୍ରେସ୍ ଭଦ୍ରକ ଷ୍ଟେସନରୁ ଛାଡ଼ୁଥିବା ବେଳେ ହଠାତ୍ ଦୁଇ ରାଉଣ୍ଡ ଗୁଳିମାଡ଼ ହୋଇଥିଲା ।
ଜାଣିଶୁଣି ମନ୍ଦିରକୁ ଭାଙ୍ଗିଦେଲେ ବୋଲି ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି । ପରିକ୍ରମା ପ୍ରକଳ୍ପ କାମ ବେଳେ ଜେସିବି ଲଗାଇ ଭାଙ୍ଗିଦେଲେ । ଚାରିକଡ଼ ମଠ, ମନ୍ଦିର, ଘର ସବୁ ଜେସିବିରେ ଭାଙ୍ଗିଦେଲେ । ଏହାଦ୍ବାରା ମନ୍ଦିର ଚାରିକଡ଼ୁ ସପୋର୍ଟ ସବୁ କମିଗଲା ।
କେତେ ବିରୋଧ, କେତେ ଆପତ୍ତି । ତଥାପି ନଭେମ୍ବର ୯ ଅଦିନିଆ ରଥଯାତ୍ରା ଆୟୋଜନ ଜିଦ୍ ଛାଡୁନି ଇସ୍କନ । ଆମେରିକା ହ୍ୟୁଷ୍ଟନରେ ସେଦିନ ରଥଯାତ୍ରା କରିବାକୁ ମାତିଛି ସଂସ୍ଥା ।
ମୈଦାନରେ ୨ ପ୍ରତିଦ୍ୱନ୍ଦ୍ୱୀଙ୍କ ଘମାଘୋଟ ଲଢ଼େଇ। ଉପରାଷ୍ଟ୍ରପତି କମଲା ହାରିସ୍ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଟକ୍କର।
ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ବେପରୁଆ ଗାଡ଼ି ଚାଳନାରେ ଉଡ଼ିଲା ଟ୍ରାଫିକ ପୋଷ୍ଟ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ଡମଣା ଛକରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣା ୨ ଗୁରୁତର ହୋଇଛନ୍ତି । ସେହିପରି ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଛଣପୋଖରୀ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ ଓଡ଼ିଶା ଛାଡ଼ି ଆନ୍ଧ୍ର ପ୍ରଦେଶ ମୁହାଁ ହୋଇଥିବା ନେଇ ବିଜେଡିର ଆରୋପ ପରେ କଡ଼ା କାଉଣ୍ଟର କରିଛନ୍ତି ରାଜ୍ୟ ସରକାର ।
ଆଖି ତରାଟିଲା ଭଳି କାହିଁକି ଟିକେଟ୍ ଦର ଏଭଳି ବୃଦ୍ଧି କରିଛି OCA ? ଓସିଏ ସଂପାଦକ କହିଛନ୍ତି, ବାରବାଟୀ ଟିକେଟ ଦାମ ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଛି।
କିଶୋର ବୈଜ୍ଞାନିକ ମାନଙ୍କର ଏହି ନୂତନ ଆବିଷ୍କାର ସବୁକୁ ମୂଲ୍ୟାୟନ କରିଥିଲେ ବିଶିଷ୍ଟ ନିର୍ଣ୍ଣାୟକ ମଣ୍ଡଳୀ। ଯେଉଁଥିରେ ଥିଲେ IIT ପ୍ରଫେସର, ଉଦ୍ୟୋଗପତି ଏବଂ ବିଶେଷଜ୍ଞ।
ଗଂଜେଇ ଚୋରା ଚାଲାଣର ହବ୍ ପାଲଟିଛି କି ଓଡିଶା ? ଗତକାଲି ଗଂଜାମରୁ ଗିରଫ ନିଲୁ ପ୍ରଧାନ ହେଉ ଅବା ପାଣ୍ଡି ବ୍ରଦର୍ସ ।
ଉତ୍ତର ପ୍ରଦେଶର ଆଗ୍ରାରେ ଭାରତୀୟ ବାୟୁସେନାର ମିଗ-୨୯ ଯୁଦ୍ଧ ବିମାନ କ୍ରାସ୍ । ଦୁର୍ଘଟଣା ପରେ ବିମାନଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି ।
ଓଡ଼ିଶାର ଅନେକ ରାଜନେତା ଅତୀତରେ ପ୍ରାକୃତିକ ବିପର୍ଯ୍ୟୟକୁ ରାଜନୀତିର ଆଧାର କରି ନିଜର କ୍ୟାରିୟର ତିଆରି କରିଛନ୍ତି । ଓଡ଼ିଶାରେ ନିକଟ ଅତୀତରେ ମରୁଡି ହୋଇନାହିଁ । ତେଣୁ ମରୁଡି ନେଇ ରାଜନୀତି ଦେଖିବାକୁ ମିଳିନାହିଁ ।
ଆସିଲା ବାତ୍ୟା ଦାନାର କ୍ଷୟକ୍ଷତି ରିପୋର୍ଟ । ବାତ୍ୟା ଦାନା ଘଟାଇଥିବା କ୍ଷୟକ୍ଷତିର ରିପୋର୍ଟ ଆସିବା ପରେ ଜଣା ପଡ଼ିଲା ବାତ୍ୟାର ପ୍ରକୋପ ।
ମନ୍ତ୍ରୀଙ୍କ ମୁହଁରେ ସିଂଘମ ଡାଏଲାଗ । ଯୋଗାଣ ସହାୟକ ବୈଠକରେ ସହାୟକ ମାନଙ୍କୁ ସିଙ୍ଘମ ଫିଲ୍ମ ଡାଇଲଗ ଶୁଣାଇ ଉପଦେଶ ଦେଲେ ଯୋଗାଣ ମନ୍ତ୍ରୀ ।
PCC ଚୟନ କମିଟି ମୁଖ୍ୟ ଚରଣ ଦାସ ମହନ୍ତ ଏବଂ ମିନାକ୍ଷୀ ନଟରାଜନଙ୍କ ଉପସ୍ଥିତିରେ କଂଗ୍ରେସ ଷ୍ଟିୟରିଂ କମିଟିର ସମସ୍ଥ ୨୧ ସଦସ୍ୟଙ୍କ ସହ ୧୪ ଜଣ ବିଧାୟକଙ୍କୁ ନେଇ ଏହି ବୈଠକ ବସିବ ।
କଟକ ଚଣ୍ଡୀ ମନ୍ଦିର ନବୀକରଣ କାର୍ଯ୍ୟର ଅହେତୁକ ବିଳମ୍ବକୁ ନେଇ ଅସନ୍ତୋଷ। ଦୀର୍ଘ ୨ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ ଚାଲୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମୂର୍ଣ୍ଣ ହୋଇ ପାରିନାହିଁ। ଯାହାକୁ ନେଇ ଅସନ୍ତୋଷ ବଢୁଛି।
କଟକର ଐତିହାସିକ ବାଲିଯାତ୍ରା ଆୟୋଜନକୁ ନେଇ ବଢ଼ିଲା ଦ୍ଵନ୍ଦ୍ବ । କେଉଁଠି ହେବ ବାଲିଯାତ୍ରା ? ତଳ ପଡ଼ିଆରେ ହେବ ନା ଉପର ପଡ଼ିଆରେ। ଦ୍ବନ୍ଦ୍ବ ଦୂର ପାଇଁ ଆଜି ବସୁଛି ଜିଲ୍ଲା ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ।
ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ସୋମବାର। ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ଖୁବଶୀଘ୍ର ଆସିବ ନିର୍ଦ୍ଦେଶାବଳୀ। ଏନେଇ ଖୁବଶୀଘ୍ର ଆଇନ ଆସିବାକୁ ଯାଉଛି। ଏହି ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
କଟକରେ କାଳୀ ମେଢ଼ ଭସାଣ ବେଳେ ଦୁଇଗୋଷ୍ଠୀ ମୁହାଁମୁହିଁ। ଏଥିରେ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ କଟକ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।