ଶ୍ରୀମନ୍ଦିରରେ ପ୍ରସ୍ତୁତ ମହାପ୍ରସାଦର ମାନ ଯାଞ୍ଚ ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ଅସନ୍ତୋଷ ପ୍ରକାଶ ପାଇଛି ।
ଫ୍ରେଣ୍ଡ୍ ପବ୍ଲିଶର କଟକ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ଅନୁଗୋଳ ଜିଲ୍ଲାର କୋଡିଏଟି ଲୋକକଥା ସ୍ଥାନ ପାଇଛି ।
ଖୁବଶୀଘ୍ର ନିଯୁକ୍ତ ହେବେ ବୋର୍ଡ ଓ ନିଗମ ଅଧ୍ୟକ୍ଷ । ସଦସ୍ୟତା ଅଭିଯାନ ସରିବା ପରେ ଦିଆଯିବ ନିଯୁକ୍ତି ।
ନାଁ ନନେଇ ବିଜେଡିର ୩ ନେତାଙ୍କୁ ଟାର୍ଗେଟ କରିଛନ୍ତି ମୋହନ ମାଝୀ । ବିଜେଡିକୁ ଟାର୍ଗେଟ କରି କହିଛନ୍ତି ଯେ ବିକାଶ ନାଁରେ ୩ ପରିବାର ଯାଜପୁରକୁ ଲୁଟିଛନ୍ତି ।
ଦୁଃଖ ଛଡ଼ା ସୁଖ ତାଙ୍କ ଜୀବନକୁ ଛୁଇଁଲାନି । ଆଖିରେ ଅସରାଏ ଲୁହ ଓ ପେଟରେ ମେଞ୍ଚାଏ ଭୋକ ଛଡ଼ା ଆଉ ଏବେ ଯେମିତି କିଛି ନାହିଁ । ଏ ହେଉଛନ୍ତି ନୂଆପଡା ଜ଼ିଲ୍ଲା ବୋଡେ଼ନ ବ୍ଲକ ଖଇରଭାଡ଼ି ଗାଁର ପାର ହଂସ । ସେ ସିନା ଦିବ୍ୟାଙ୍କ... ହେଲେ ସଂସାର ଦୁଃଖର ପାହାଡ଼ଟା ଯେମିତି ତାଙ୍କ ମୁଣ୍ଡ ଉପରେ ଛିଡ଼ିପଡ଼ିଛି ।
ଗାଁ ଭିତରରେ ପାଦ ପଡ଼ିଲେ ଶୁଭେ ଠନଠାନ୍ ଶବ୍ଦ । ମୁଣ୍ଡଝାଳ ତୁଣ୍ଡରେ ମାରି ପରିବାର ଚଳାଇବା ପାଇଁ ନିଆଁ ଚୂଲିରେ କଂସା ପିତଳ ଆଉଟୁଥାଏ ଏଇ ଗାଁର କାରିଗର । ଏହି କାରିଗରଙ୍କ ହାତ ତିଆରି କଂସା, ପତିଳ ବାସନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ଏହି ଗାଁର ବେଶ୍ ନାଁ ରହିଛି ।
ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିବେ ।
ବିନିକା ପୋଲିସ ଗାଡ଼ିକୁ ଜବତ କରିଛ ତଦନ୍ତ କରୁଛି । ତେବେ ଦୁର୍ଘଟଣା ପରେ କାର ଡ୍ରାଇଭର ଫେରାର ହୋଇଯାଇଛି ।
କେନ୍ଦ୍ରାପଡ଼ାରେ ସାମ୍ନାକୁ ଆସିଲା ରାସ୍ତା ଦୂରବସ୍ଥାର ଚିତ୍ର । ହଳଦିଆଗଡ଼-ପାଟକୁରା ମୁଖ୍ୟ ରାସ୍ତାରୁ ଧସିଲା ମାଟି ।
୨ଟି ଆଡିବନ୍ଧ ସତ୍ତ୍ବେ ଓଡ଼ିଶା ଚାଷୀଙ୍କ ଜମିକୁ ଯାଉନି ପାଣି । ଲୋକଙ୍କ ଅଭିଯୋଗ, ତ୍ରୁଟିପୂର୍ଣ୍ଣ ନିର୍ମାଣରୁ କାମ ଦେଉନି ପ୍ରକଳ୍ପ ।
ପୋଲିସ ବ୍ୟାରିକେଡକୁ ପିଟି ଗାଡ଼ିଟି ଭାଙ୍ଗିରୁଜି ଯାଇଛି । ଗାଡ଼ିକୁ ଜବତ କରି ଥାନା ନିଆଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି ।
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ଅଭିନେତ୍ରୀ, ମଡେଲ ତଥା କୋରିଓ ଗ୍ରାଫର ଡେଜି ଶାହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
୪ ଦିନ ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ ନର୍ସିଂ ଅଫିସର । ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ।
ଆଗାମୀ ୫ ବର୍ଷରେ ୧୪୨୩ କୋଟି ଟଙ୍କାର ସହାୟତା ରାଶିକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏଥିସହ ହାଇକୋର୍ଟ କର୍ମଚାରୀଙ୍କ ପାଇଁ ୫୫୦ ଷ୍ଟାଫ୍ କ୍ବାର୍ଟର୍ସ ନିର୍ମାଣ ହେବ ।
ଓଡ଼ିଶାରେ ବାଜିମାତ୍ ପରେ, ପଡ଼ୋଶୀ ଝାଡ଼ଖଣ୍ଡ ଉପରେ ବିଜେପିର ନଜର। ସେଠାରେ ବହୁ ସଂଖ୍ୟକ ଓଡ଼ିଆ ଭୋଟର ଥିବାରୁ, ବିଜେପିର ଝାଡ଼ଖଣ୍ଡ ଷ୍ଟ୍ରାଟେଜିରେ ଓଡ଼ିଶା ନେତାଙ୍କର ରହିପାରେ ଗୁରୁତ୍ବପୂର୍ଣ୍ଣ ଭୂମିକା।
ନର୍ସିଂ ସଂଘ ସଭାପତି ମଧ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା ଫଳପ୍ରଦ ହୋଇଛି ବୋଲି କହିଛନ୍ତି । ଦାବି ପୂରଣ ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ହସପିଟାଲ ବାହାରେ ଧାରଣାରେ ନର୍ସ, ଭିତରେ ଯନ୍ତ୍ରଣାରେ ଛଟପଟ ରୋଗୀ। ନର୍ସଙ୍କ ଆନ୍ଦୋଳନ ଯୋଗୁଁ କେଉଁଠି ଅପରେସନ୍ ହୋଇପାରୁନି ତ ଆଉ କେଉଁଠି ରୋଗୀଙ୍କୁ ଇଞ୍ଜେକସନ୍ ଓ ସାଲାଇନ୍ ଦିଆଯାଇପାରୁନି।
ବିପର୍ଯ୍ୟୟର ଗୋହି ଖୋଳୁଥିବା ନେତାଙ୍କୁ କାଉଣ୍ଟର । ପରାଜିତ ନେତାଙ୍କୁ ବିଧାୟକ ଦିଶାରୀଙ୍କ କଡ଼ା ଜବାବ । ସମାଲୋଚନା କରୁଥିବା ନେତା ପାର୍ଟି ଛାଡ଼ି ଦିଅନ୍ତୁ କହିଲେ ପ୍ରଦୀପ ।
ଜିଲ୍ଲାପାଳ-ଏସପିଙ୍କ ସମ୍ମିଳନୀରେ ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ । 'ବ୍ୟବହାର ସୁଧାର, ବନ୍ଧୁଟିଏ ଭଳି ଲୋକଙ୍କ ଅଭିଯୋଗ ଶୁଣ' ।
ଯେଉଁମାନେ କଲେଜ ତିଆରି କରି ନାମ ଦେଇଥିଲେ, ତାକୁ କିଏ ବଦଳାଇଲା । ମୟୂରଭଞ୍ଜ ମହାରାଜାଙ୍କ ସନ୍ଦେହଜନକ ମୃତ୍ୟୁର ଗବେଷଣା ଦରକାର ।
ସମ୍ବଲପୁର ଜିଲ୍ଲା ଗସ୍ତରେ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା । ଅଁଳାପାଲିରେ ବୈଜୟନ୍ତଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ।
ଆଗାମୀ ଦିନରେ ଦଳକୁ ସୁଦୃଢ କରିବାକୁ ପଦକ୍ଷେପ ନେବା କଥା । ହାରିଯିବା ପରେ ଦୁର୍ବଳ ମନୋଭାବ କି ଅସନ୍ତୋଷ ଦେଖାଇବା ଠିକ୍ ନୁହଁ ।
ଓଡ଼ିଶାରେ ୫ ବର୍ଷ ନୁହେଁ, ଅନେକ ବର୍ଷ ଧରି କାର୍ଯ୍ୟ କରିବ ବିଜେପି ସରକାର । ବିଜେଡି ଖତମ୍ ହେଇସାରିଛି । ଦଳର ଆଉ ଦମ ନାହିଁ ।