ଓଡ଼ିଶାର ଅନେକ ମୁଖ୍ୟ ଓଷା ମଧ୍ୟରେ ଗୋଟିଏ ହେଉଛି ବଡ଼ଓଷା। ଏହି ଅବସରରେ ମହାଦେବଙ୍କୁ ସ୍ୱତନ୍ତ୍ରଭାବେ ପୂଜା କରାଯାଏ। ଆସନ୍ତୁ ଜାଣିବା ଏହା ପଛରେ ଥିବା କାହାଣୀ
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଡିସେମ୍ବର ମାସ ୮ ତାରିଖରେ ବରଗଡ ଜିଲ୍ଲା ସୋହେଲା ଠାରେ ଏକ ରାଜ୍ୟ ସ୍ତରୀୟ କୃଷକ ସମାବେଶ ଆୟୋଜନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କୃଷକ ମାନଙ୍କୁ ଧାନର କୁଇଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ପ୍ରଦାନ କରିବେ।
ସୀମା ଭିତରେ ରହିବାକୁ ସବ୍ୟସାଚୀଙ୍କ ଜବାବ । କଥା ନୁହେଁ କାମରେ କରି ଦେଖାଇବାକୁ ସରଘରିଆଙ୍କ ଆହ୍ବାନ ।
ଲିଙ୍କ୍ ଛୁଇଁଦେଲେ ନିମିଷକେ ଚାଲିଯାଉଛି ବ୍ୟକ୍ତିଗତ ତଥ୍ୟ । ଟ୍ରାନ୍ସଫର ସହ ଗୋଲ୍ ହୋଇଯାଇ ପାରେ ଆକାଉଣ୍ଟ ।
ନିଯୁକ୍ତି ପରୀକ୍ଷା ସଂକ୍ରାନ୍ତରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ସରକାରୀ ଚାକିରି ନିଯୁକ୍ତି ପରୀକ୍ଷାରେ ଅନିୟମିତତା କଲେ ଜେଲ୍ ଓ ଜରିମାନା ହେବ ବୋଲି କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି ।
ଆକାଉଣ୍ଟକୁ କାହିଁକି ଆସୁନି ସୁଭଦ୍ରା ଟଙ୍କା ? କେଉଁଠି ରହୁଛି ସମସ୍ୟା ? କଣ କଲେ ଏହାର ହୋଇପାରିବ ସମାଧାନ ? ଏନେଇ ଆବେଦନକାରୀଙ୍କୁ ଟିପ୍ସ ଦେଇଛନ୍ତି ବ୍ୟାଙ୍କିଂ ବିଶେଷଜ୍ଞ । ଜାଣନ୍ତୁ...
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ନେଲେ ନିଷ୍ପତ୍ତି। ଉପକୃତ ହେବେ ଜମି ହରାଇଥିବା ପ୍ରାୟ ୬ ହଜାର ଚାଷୀ । ବିଜେଡି ସରକାର ସମୟରେ ୨୦୦୬ରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
ଟେଷ୍ଟ କ୍ରିକେଟ୍ରେ ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମାଙ୍କ ଠାରୁ ଉତ୍ତମ ଅଧିନାୟକ ଥିଲେ ବିରାଟ କୋହଲି । ତାଙ୍କ ନେତୃତ୍ୱରେ ଘରେ ସମସ୍ତ ଟେଷ୍ଟ ସିରିଜ୍ ଜିତିଛି ଟିମ୍ ଇଣ୍ଡିଆ । ଟିମ୍କୁ ବିଶ୍ୱ ମାନ୍ୟତା ଶୀର୍ଷରେ ପହଞ୍ଚାଇବା ସହ ଅଷ୍ଟ୍ରେଲିଆରେ ପ୍ରଥମ ଥର ସିରିଜ୍ ଜିତାଇବାର ଗୌରବ ବି ଅର୍ଜନ କରିଛନ୍ତି କିଙ୍ଗ୍ କୋହଲି।
ନରହରି ମଉସା ଆଜି ସିନା ବୁଢା ହେଲେଣି । ହେଲେ ନୂଆ ନୂଆ ନିଶ କଅଁଳୁଥିବା ବୟସରେ ତାଙ୍କ କଲମରୁ ଉତୁରିଥିଲା, ଏଇ କବିତା ଖଣ୍ଡକ ।
ଏହା ପୂର୍ବରୁ ୧୦ ବର୍ଷ ପରେ ହିଁ ଜଣେ ଏସ୍ଆଇ ଇନ୍ସପେକ୍ଟରକୁ ପଦୋନ୍ନତି ହେଉଥିଲେ । କିନ୍ତୁ ଏବେ ଏହି ନିୟମରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ୭ ବର୍ଷ ପରେ ପଦୋନ୍ନତି ହେବା ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଖୁବଶୀଘ୍ର ବେଦାନ୍ତ ପାଇଥିବା ଜମିକୁ ଲୋକଙ୍କୁ ଫେରସ୍ତ କରାଯିବ । ପୁରୀ ବେଦାନ୍ତ ଜମି ପ୍ରସଙ୍ଗରେ ଏହି ବଡ଼ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ମୁଁ ମୋ ପାଇଁ କହୁନି, ଆଗାମୀ ପିଢ଼ି ପାଇଁ ମୁଁ କହୁଛି । ଆଗାମୀ ପିଢ଼ି ଆମକୁ ଗାଳି ନ ଦେଉ । ସେଥିପାଇଁ ମୁଁ କହିବି । ଅନ୍ୟପକ୍ଷରେ ନାଁ ନେଇ କିଛି ନିର୍ମାତା, ନିର୍ଦ୍ଦେଶକଙ୍କୁ ଟାର୍ଗେଟ କରିଛନ୍ତି ଓଡ଼ିଆ ଅଭିନେତା ମନୋଜ ମିଶ୍ର ।
ନିଜ ଦଳର ମହିଳା କାଉନସିଲରଙ୍କୁ ବି ଦୁର୍ବ୍ୟବହାର କରିବାକୁ ପଛାଉନାହାନ୍ତି ଖୋଦ୍ ବିଜେଡି କାଉନସିଲର। ଏଭଳି ଅଭିଯୋଗ ଆଣିଛନ୍ତି ବାଲେଶ୍ବର ପୌରପାଳିକାର ୨୩ ନମ୍ବର ୱାର୍ଡ ବିଜେଡି କାଉନସିଲର ଶଶିରେଖା ମହାନ୍ତି ।
ଯଦି ଆପଣ ଖାଦ୍ୟପେୟକୁ ନେଇ ସଚେତନ ରହୁଛନ୍ତି ତଥା ସେହି ସମ୍ପର୍କିତ ଭିଡ଼ିଓମାନ ଦେଖିବା ଜାରି ରଖିଛନ୍ତି, ତେବେ ଗୋଟିଏ ପଦ ଆପଣଙ୍କ ଆଖିରେ ନିଶ୍ଚୟ ପଡ଼ିଥିବ, ତାହା ହେଲା- ମାଇଣ୍ଡ୍ଫୁଲ୍ ଇଟିଂ ବା ମନପ୍ରାଣ ଦେଇ ଖାଦ୍ୟଗ୍ରହଣ କରିବା।
ବ୍ୟାଙ୍କ ଆକାଉଣ୍ଟ, ଆଧାର ଓ ମୋବାଇଲ ନମ୍ବର ମଧ୍ୟରେ ସମନ୍ୱୟ ନଥିବାରୁ ସେମାନେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହେଉଛନ୍ତି। ତେବେ ସୁଭଦ୍ରା ଟଙ୍କା ପାଇନଥିବା ମହିଳା କିପରି ଟଙ୍କା ପାଇବେ ସେନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
ଜାନୁଆରୀରେ ନୂଆ ରାସନ କାର୍ଡ ମିଳିବା ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଯମଲୋକରୁ ଆଉଥରେ ମୃତ ଶରୀରକୁ ଫେରି ହୁଏନି। କିନ୍ତୁ ଅସମ୍ଭବ ଲାଗୁଥିଲେ ବି କେମିତି ରୁରୁ ମୃତ୍ୟୁଲୋକରୁ ଫେରାଇ ଆଣିଲେ ତାଙ୍କ ବାଗଦତ୍ତା ପ୍ରମଦବରାଙ୍କୁ ଓ କେଉଁ କାରଣରୁ ତପସ୍ବୀ ସହସ୍ରପାତ ପାଲଟିଲେ ବିଷହୀନ ସର୍ପ ଦୁନ୍ଦୁଭା ?
ବିପଦରେ ବିରଳ ପ୍ରଜାତିର ଦୁର୍ଲଭ ନୀଳରକ୍ତ କଙ୍କଡ଼ା। ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ସଚେତନତା ଅଭାବ ଏହି କଙ୍କଡା ବଂଶ ହ୍ରାସର ମୁଖ୍ୟ କାରଣ ପାଲଟିଛି।
ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
କେବଳ ସିଂହଦ୍ୱାର ବାଟ ଦେଇ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ । ଶ୍ରୀଜିଉଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ କଲେ ଲକ୍ଷାଧିକ ଭକ୍ତ ।
ସରକାରୀ ବାବୁଙ୍କ ଉପରେ କଟକଣା କଷିଲେ ମୁଖ୍ୟ ସଚିବ । ଆଉ ଏପଟେ ତେଜିଲା ରାଜନୀତି । ଅଫିସରଙ୍କୁ ନେଇ ଲବି କିଛି ନୂଆ ନୁହେଁ ।
ମାଲକାନଗିରିର ମୋଟୁରେ ଶହେ ଏକର ଜଙ୍ଗଲ ଜମି ଜବରଦଖଲ ଘଟଣାରେ NGTଙ୍କ ରିପୋର୍ଟ ତଲବ । ନିଜ ଆଡୁ ମାମଲା କରି PCCF ଓ ସେଠିକା ଜିଲ୍ଲାପାଳଙ୍କୁ କରିଛନ୍ତି ନୋଟିସ୍ ।
ସଂପର୍କରେ ମନୋଜ ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।