/odishatv-khabar/media/post_attachments/uploadimage/library/16_9/16_9_0/Panchanga_1730944682.jpg)
Panchanga
ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୭ ତାରିଖ ଗୁରୁବାର ଚନ୍ଦ୍ର- ଧନୁ ସନ୍ଧ୍ୟା ୦୫.୫୩ ଗତେ ମକର ତିଥି-୬ଷ୍ଠୀ ରାତ୍ରି ୧୨.୩୫ ଗତେ ୭ମୀ ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ସନ୍ଧ୍ୟା ୦୫.୫୩ ଗତେ ସିଂହ ରାଶିର ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ଦିବା ୧୧.୪୫ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୧୨.୩୫ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳ କାଞ୍ଚନଦାନ
Advertisment
ଶୁଭସମୟ-
ପ୍ରାତଃ– ୦୫.୫୪ ରୁ ୦୭.୨୪
ସନ୍ଧ୍ୟା-୦୫.୫୭ ରୁ ୦୯.୨୨
ରାତ୍ରି- ୦୧.୦୬ ରୁ ୦୩.୨୧
ରାତ୍ରି- ୦୪.୧୨ ରୁ ୦୫.୫୫
ଅଶୁଭସମୟ-
ରାହୁକାଳ- ଦିବା ୧୨.୫୪ ରୁ ୦୨.୧୮
କାଳବେଳା-ଦିବା ୦୨.୧୮ ରୁ ୦୩.୪୧
ବାରବେଳା-ଦିବା ୦୩.୪୧ ରୁ ୦୫.୦୫
କାଳରାତ୍ରି- ରାତ୍ରି ୧୧.୩୦ ରୁ ୦୧.୦୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)