ଭୁବନେଶ୍ବରର ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାର ହେବ ବିଚାର ବିଭାଗୀୟ ତଦନ୍ତ । ମଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
NGRI ଶ୍ରେଷ୍ଠ ଜ୍ଞାନ କୌଶଳ ବ୍ୟବହାର କରି ସର୍ଭେ କରିଛି। ଉକ୍ତ ସର୍ଭେ ରିପୋର୍ଟ ASIକୁ ହସ୍ତାନ୍ତର ସହ ରାଜ୍ୟ ସରକାରଙ୍କୁ ବି ପ୍ରଦାନ କରାଯିବ।
ବର୍ଷା ଦିନ ଆସିଲେ ଆପ୍ରୋଚ ରୋଡରେ ଲହଡ଼ି ଭାଙ୍ଗୁଛି ପାଣି । ଅନ୍ୟ ଦିନେ ଧୂଳିଧୂଆଁ। ଖାଲଖମା ରାସ୍ତାରେ ଯାଆସରେ ନୟାନ୍ତ ହେଲେଣି ଅଞ୍ଚଳବାସୀ।
ପ୍ରବାସୀ ଓଡ଼ିଆଙ୍କୁ ଘାରିଛି ରାସନକାର୍ଡ କେୱାଇସି ଅପଡେଟ୍ ଚିନ୍ତା । ରାଜ୍ୟ ବାହାରେ ପେଟପାଟଣା ପାଇଁ ଖଟୁଥିବା ଲୋକେ ଛୁଟି ନେଇ ଖର୍ଚ୍ଚାନ୍ତ ହୋଇ ଗାଁକୁ ଆସିବା ସମ୍ଭବ ହେଉ ନଥିବା ବେଳେ କିଛି ଡିଲର ସେମାନଙ୍କ ପାଖେ ପହଞ୍ଚି ଶୋଷଣ କରିବା ଆରମ୍ଭ କଲେଣି ।
କେତେବାଟ ଆଗେଇଲା ଭରତପୁର ଥାନା କାଣ୍ଡର ତଦନ୍ତ? ଏଭଳି ସମ୍ବେଦନଶୀଳ ଘଟଣାରେ କେବଳ ପୋଲିସ ଅଧିକାରୀଙ୍କ ନିଲମ୍ବନରେ କାର୍ଯ୍ୟାନୁଷ୍ଠାନ ଅଟକିଯିବ, ନା ଆଗକୁ ବଢ଼ିବ ?
ଉଦଘାଟନ ଦିନ ମାଲକାନଗିରି ବିମାନବନ୍ଦରକୁ ନେଇ ଯାହା ଆଶଙ୍କା କରାଯାଉଥିଲା, ତାହା ସତ ପ୍ରମାଣିତ ହୋଇଛି । ମାଲକାନଗିରିରେ ବାସ୍ତବରେ କ’ଣ ଉଦଘାଟନ ହୋଇଥିଲା, ଏୟାରପୋର୍ଟ ନା ଏୟାରଷ୍ଟ୍ରିପ୍ ?
'କଂଗ୍ରେସ୍ ସହ ହାତ ମିଳେଇବା, ରାଜ୍ୟରେ ସରକାର କରିବା' । ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଦଳୀୟ ସଭାରେ ଏଭଳି ବକ୍ତବ୍ୟ ପରେ ରାଜ୍ୟ ରାଜନୀତିରେ ବଢ଼ିଛି ଚର୍ଚ୍ଚା ।
ସୁଭଦ୍ରା ରାଲି ଆୟୋଜନ କଲେ ବୋଲି ବାଲେଶ୍ୱରରେ ଅଙ୍ଗନୱାଡି କର୍ମୀଙ୍କୁ ଗଛରେ ବାନ୍ଧି ବାଡେଇଲେ । ଭୁବନେଶ୍ୱରରେ 'ମୋ ସେବା' କେନ୍ଦ୍ର ପରିଚାଳକ ବିଜେଡି ସମର୍ଥିତ ହୋଇଥିବାରୁ ବାହାନା ବାଜି କରି ସାଧାରଣ ମହିଳାଙ୍କୁ ଯୋଜନାରୁ ବଞ୍ଚିତ କରୁଥିବା ଅଭିଯୋଗ ହୋଇଛି ।
ରାଜଧାନୀରେ ବସ୍ତି ବାସିନ୍ଦାଙ୍କୁ ସହଜରେ ବାସ ସ୍ଥାନ ଯୋଗାଇ ଦେବାକୁ ସରକାର ଆରମ୍ଭ କରିଥିଲେ ଆଫୋର୍ଡେବଲ୍ ହାଉସିଂ ପ୍ରୋଜେକ୍ଟ । ରାଜୀବ ଆୱାସ ଯୋଜନାରେ ଘର ପ୍ରଦାନ କରାଗଲା ହେଲେ ଘର ମିଳିବାର ୬ ମାସ ପରେ ସାମ୍ନାକୁ ଆସିଛି କେଳେଙ୍କାରୀ ।
ସନ୍ତରଣକାରୀ ପ୍ରତ୍ୟାଶା ରାୟ ପାଇବେ ୩୨ ତମ ଏକଲବ୍ୟ ପୁରସ୍କାର ।
ଶଙ୍ଖଭବନରେ ହଙ୍ଗାମା । ଭୁବନେଶ୍ୱର ସ୍ଥିତ ବିଜେଡି ମୁଖ୍ୟାଳୟରେ ହରତାଳ ପ୍ରସ୍ତୁତି ବୈଠକ ବେଳେ ହଙ୍ଗାମା । ଭରତପୁର ଥାନାରେ ନିର୍ଯାତନା ଅଭିଯୋଗ ଘଟଣାରେ ବିଜେଡି ୨୪ ତାରିଖରେ ହରତାଳ ଡାକରା ଦେଇଛି ।
ରାଜ୍ୟରେ କାୟା ମେଲାଇ ଚାଲିଛି ବାର୍ଡଫ୍ଲୁ । ଏପରି ଅବସ୍ଥାରେ ସାଧାରଣ ଲୋକେ ଚିକେନ୍ ଖାଇବା ପ୍ରାୟତଃ ଛାଡ଼ିଦେଇଛନ୍ତି । କିନ୍ତୁ ପୁରୀ ଜିଲ୍ଲାରେ ଆଜି ମାଗଣା ଚିକେନ୍ ଖାଇବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।
ବିଜେପି ସରକାରର ଶହେ ଦିନର ପୂର୍ତ୍ତି ଅବସରରେ ୩ ଦିନିଆ କେନ୍ଦୁଝର ଓ ମୟୂରଭଂଜ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ । ଆଜି ଶେଷ ଦିନରେ ରାଇସୁଆଁ ଏୟାରଷ୍ଟ୍ରିପରୁ ବାରିପଦା ଅଭିମୁଖେ ବାହାରିବା ବେଳେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା ।
ଭୁବନେଶ୍ୱର ଭରତପୁର ଥାନାରେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ କ୍ୟାପଟେନ୍ ଗୁରୁବଂଶ ସିଂଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା । ଭୁବନେଶ୍ୱର ୧୨୦ ବାଟାଲିଅନରେ ଗୁରୁବଂଶଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ।
ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍ କହିଛନ୍ତି, ବିଜେଡି ସହ ମେଣ୍ଟ କରିବାର ଆଦୌ ପ୍ରଶ୍ନ ଉଠୁନି। କଂଗ୍ରେସ ଦକ୍ଷ ବିରୋଧୀ ଦଳ ଭାବେ ଗୃହରେ ଓ ବାହାରେ କାର୍ଯ୍ୟ କରୁଛି।
ଆସନ୍ତା ୨୪ ତାରିଖ ମଙ୍ଗଳବାର ଦିନ ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା ଦେଇଛି ବିଜେଡି। ଏନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର।
କେବଳ ଓଡ଼ିଶା ନୁହେଁ ବାହାର ରାଜ୍ୟରୁ ମଧ୍ୟ ପ୍ରତିଦିନ ଶତାଧିକ ସଂଖ୍ୟାରେ ପର୍ଯ୍ୟଟକ ଦେଓମାଳିକୁ ଆସୁଛନ୍ତି। ହେଲେ କୁନ୍ଦୁଲି ହାଟ ଠାରୁ ଦେଓମାଳିକୁ ସଂଯୋଗ କରୁଥିବା ରାସ୍ତାକୁ ଦେଖି ସେମାନେ ମୁହଁ ଫେରୁଛନ୍ତି।
ଜବତ ଗାଡ଼ିକୁ ଛାଡ଼ିବା ପାଇଁ ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ। ୪ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ୨ ପୋଲିସ ଅଧିକାରୀ ।
ଶତାଧିକ ପରିବାର ଏବେବି ନିଜ ଘରକୁ ଫେରିପାରି ନାହାଁନ୍ତି । କିଏ ନଦୀ ବନ୍ଧରେ ଖୋଲା ଆକାଶ ତଳେ ଜରିପାଲ ଟାଣି ପଡିଛି ତ ଆଉ କିଏ ପିଲା ଛୁଆଙ୍କୁ ଧରି ସ୍କୁଲ ଘରେ ପଡ଼ିରହିଛନ୍ତି ।
ବାଲେଶ୍ବର ପୌରପାଳିକା ଅନ୍ତର୍ଗତ ବାଲିଘାଟ ବସ୍ତିରେ ୨୦୨୩ରୁ ନିର୍ମାଣ ହେଉଥିବା ‘ଆମ ଶୌଚାଳୟ’ ଅସମ୍ପୂର୍ଣ୍ଣ ହୋଇ ପଡିରହିଛି । ନିକଟରେ ସହର ତଳି ଅଞ୍ଚଳରେ ବନ୍ୟା ସ୍ଥିତି ଯୋଗୁଁ ଶୌଚ ସମସ୍ୟା ଦ୍ୱିଗୁଣିତ ହୋଇଥିବା ଅଭିଯୋଗ ହୋଇଛି।
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ବାଲେଶ୍ବର ଗ୍ରାମ୍ୟ ନିର୍ମାଣ ମଣ୍ଡଳର ମୁଖ୍ୟଯନ୍ତ୍ରୀ ଏନ. ଭି. ହରିହର ରାଓ।
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ଆସନ୍ତାକାଲି ସୁଦ୍ଧା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି।
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ରବିବାର। ଚନ୍ଦ୍ର- ମେଷ ପ୍ରାତଃ ୦୬.୦୯ ଗତେ ବୃଷ । ତିଥି- ୫ମୀ ଦିବା ୦୩.୪୩ ଗତେ ୬ଷ୍ଠୀ ଘାତଚନ୍ଦ୍ର- ମେଷ ରାଶିର , ପ୍ରାତଃ ୦୬.୦୯ ଗତେ ବିଛା ରାଶିର।