• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ସୁଭଦ୍ରା ଯୋଜନା: ପୁଣି ଆସିବ ନୂଆ ଗାଇଡଲାଇନ୍‌
Subhadra Yojana 3rd Phase Money: ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, ଖୁବଶୀଘ୍ର ମିଳିବ ‘ସୁଭଦ୍ରା’ର ତୃତୀୟ ଦଫା ଟଙ୍କା

ଅଯୋଗ୍ୟ ହୋଇଥିବା ହିତାଧିକାରୀଙ୍କୁ କେମିତି ପୁଣି ଥରେ ସୁଭଦ୍ରା ଯୋଜନାରେ ସାମିଲ କରାଯିବ । ସେନେଇ ନୂଆ ଗାଇଡ୍‌ଲାଇନ୍‌ ଆସିବ ।

80-Year-Old Woman Seeks Government Aid
Odisha Woman Seeks Govt Aid: ବୟସ ସିନା ଛୁଇଁଲାଣି ୮୦, କିନ୍ତୁ ମିଳୁନି ସରକାରୀ ସହାୟତା

ଅଣ୍ଟା ଭାଙ୍ଗି ପଡ଼ିଲାଣି... ଚମ ବି ଧୁଡ଼ୁଧୁଡ଼ୁ ହୋଇଗଲାଣି । ବୟସ ସିନା ୮୦ ଛୁଇଁଲାଣି ତଥାପି ଏ ବୃଦ୍ଧା ସରକାରୀ ସହାୟତାରୁ ବଞ୍ଚିତ । ଘର ଦେଖି ଆପଣ ସବୁକଥା ବେଶ୍ ବୁଝିପାରୁଥିବେ ।

no secret chamber inside ratna bhandar: Odisha law minister Prithviraj Harichandan
Puri Srimandir Ratna Bhandar Row: ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, ରତ୍ନଭଣ୍ଡାରରେ ନାହିଁ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ

ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି, ନୂଆବର୍ଷରୁ ରତ୍ନଭଣ୍ଡାର ଗଣତି ମଣତି ହେବ ।

Panchang
Panchang Today 1st November 2024: ଆଜିର ପଞ୍ଚାଙ୍ଗ,ଜାଣନ୍ତୁ ଶୁଭ ଓ ଅଶୁଭ ସମୟ...

ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Fire Erupts at Unit-1 Market Building
୧ନଂ ହାଟ ଭୂତଳ ମାର୍କେଟ୍‌ରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ଶାଢ଼ୀ

ଏହି ଅଗ୍ନିକାଣ୍ଡରେ ୨ଟି ଶାଢୀ ଦୋକାନ ସଂପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଦୁଇଟି ଅଗ୍ନିଶମ ଟିମ୍ ପ୍ରାୟ ୬ ଘଣ୍ଟାର କସରତ ପରେ ନିଆଁ ଆୟତ୍ତ କରିଛନ୍ତି ।

ଶ୍ରୀମନ୍ଦିରରେ ଆଜି ଦୀପାବଳି
ଶ୍ରୀମନ୍ଦିରରେ ଆଜି ଦୀପାବଳି, ବଡ଼ବଡ଼ିଆଙ୍କ ପାଇଁ କାଉଁରିଆ କାଠି ଜାଳିବେ ଭକ୍ତ

ପଞ୍ଜିକା-ପଞ୍ଜିକା ଭିତରେ ଅସାମଞ୍ଜସ୍ୟ ଓ କ୍ୟାଲେଣ୍ଡରରୁ କ୍ୟାଲେଣ୍ଡରରେ ଭିନ୍ନ ଭିନ୍ନ ସୂଚନାରୁ କିଏ ଗତକାଲି ଦୀପାବଳି ସାଙ୍ଗକୁ ବଡ଼ବଡ଼ୁଆ ଡାକିଛନ୍ତି, ତ କିଏ ଆଜି ପୟାଶ୍ରାଦ୍ଧ ଦେବାକୁ ଯାଉଛନ୍ତି ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 01 November 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Friday, 01 November 2024
Farmers Demand Compensation
ବାତ୍ୟା ପ୍ରଭାବିତ ଅଞ୍ଚଳର ଚାଷୀଙ୍କ ଦ୍ବନ୍ଦ; କେଉଁ ହାରରେ ମିଳିବ ଧାନ ଫସଲର କ୍ଷତି ପୂରଣ ?

କେଉଁ ହାରରେ ମିଳିବ ବାତ୍ୟା ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ଖରିଫ ଧାନ ଫସଲର କ୍ଷତି ପୂରଣ ? ନୂଆ ନା ପୁରଣା ? ଏହାକୁ ନେଇ ଦ୍ବନ୍ଦ୍ବରେ ଅଛନ୍ତି ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦ୍ରାପଡା ଭଳି ବାତ୍ୟା ପ୍ରଭାବିତ ଅଞ୍ଚଳର ଚାଷୀ।

BJD Confident of Regaining Power
ଭାଙ୍ଗୁଛି ବିଜେଡି, ଦମ୍ଭୋକ୍ତି ଛାଡୁନାହାଁନ୍ତି ଦଳୀୟ ନେତା; ଦେବାଶିଷଙ୍କ ପରେ ମୁନ୍ନାଙ୍କ ଅଦ୍ଭୁତ ଗଣିତ

ବିଜେଡି ପାଦ ତଳୁ ମାଟି ଖସୁଥିବା ବେଳେ ସାଂସଦ ମୁନ୍ନା ଖାଁଙ୍କ ବୟାନ ରାଜନୀତିକୁ ଆହୁରି ସରଗରମ କରିଛି । ୧୪ ବିଜେପି ବିଧାୟକ ଏବେ କୁଆଡେ ବିଜେଡି ସଂପର୍କରେ ଅଛନ୍ତି। ଖୁବ ଶୀଘ୍ର ବିଜେଡି କ୍ଷମତାକୁ ଫେରିବ ବୋଲି କହି କର୍ମୀଙ୍କ ଆଗରେ ଦମ୍ଭୋକ୍ତି ବାଢିଛନ୍ତି । 

Computer Education in Odishas 5T Schools
ଚକାଚକ୍ କମ୍ପ୍ୟୁଟର କ୍ଲାସ ରୁମ୍, କିନ୍ତୁ ନାହାନ୍ତି ଶିକ୍ଷକ

ସ୍କୁଲର କମ୍ପ୍ୟୁଟର କ୍ଲାସରେ ପ୍ରସ୍ତୁତ ହୋଇ ରହିଛି କଂପ୍ୟୁଟର । ଭିତ୍ତିଭୂମି ବି ପ୍ରସ୍ତୁତ । ବୈଷୟିକ ଶିକ୍ଷା ଲାଗି ଛାତ୍ରଛାତ୍ରୀ ବି ବେଶ୍ ଆଗ୍ରହୀ ଅଛନ୍ତି । କିନ୍ତୁ କମ୍ପ୍ୟୁଟର ପାଠ ପଢାଇବାକୁ ନାହାନ୍ତି ଶିକ୍ଷକ ।

Confusion Over Calendar and Almanac for Diwali
ପଞ୍ଜିକା ଓ କ୍ୟାଲେଣ୍ଡରରେ ବିଭେଦତାକୁ ନେଇ ଦୂର ହେଲାନି ଦ୍ବନ୍ଦ୍ବ; ଶ୍ରୀମନ୍ଦିରରେ ଆସନ୍ତାକାଲି ଦୀପାବଳି 

ହଟିଲାନି ଦ୍ବନ୍ଦ୍ବ,ଦୂର ହେଲାନି ବିଭ୍ରାନ୍ତି। ଅମାବାସ୍ୟା ନ ପଶୁଣୁ ଶ୍ରୀମନ୍ଦିର ସାମ୍ନାରେ କାଉଁରିଆ କାଠି ଜଳିଲା। ପୟାଶ୍ରାଦ୍ଧ କରି ପିତୃପୁରୁଷଙ୍କୁ ସ୍ବସ୍ଥାନକୁ ଯିବାକୁ ଆଲୋକ ଦେଖାଇଲେ ଶ୍ରଦ୍ଧାଳୁ। 

Minor Girl Gang Raped in Bhubaneswar
ରାଜଧାନୀରେ ପୁଣି ଲଜ୍ଜା, ଥଣ୍ଡା ପାନୀୟରେ ନିଶା ଦେଇ ନାବାଳିକାକୁ ଗଣଦୁଷ୍କର୍ମ !

ପ୍ରଥମେ ନାବାଳିକାକୁ ମୃଦ୍ୟୁପାନୀୟରେ ନିଶାଦ୍ରବ୍ୟ ମିଶାଇଲେ । ଏବଂ ପରବର୍ତ୍ତୀ ସମୟରେ ନାବାଳିକା ସହ କଲେ ଗଣଦୁଷ୍କର୍ମ । ଆଉ ଏହି ସମୟର ଭିଡିଓ ରେକର୍ଡିଂ କରି ଭାଇରାଲ ମଧ୍ୟ କରିଦେଲେ ।

BJD is a Puppet Party
‘ବିଜେଡି ଏକ ଦାସତ୍ୱ ପାର୍ଟି, ସେ ଦଳର ଆୟୁଷ ବହୁତ କ୍ଷୀଣ’

ବିଜେଡିରେ ନେତୃତ୍ୱ ସଙ୍କଟ ଦେଖାଦେଇଛି । କିଏ ଲିଡ୍‌ କରିବ, କିଏ ନେତୃତ୍ୱ ନେବ ଏ ସବୁ କଥାକୁ ନେଇ ବିଜେଡି ନେତାମାନେ ଏବେ ବହୁତ ଚିନ୍ତିତ ଅଛନ୍ତି ।

14 BJP MLAs in touch with us: Munna Khan
ରାଜ୍ୟସଭା ସାଂସଦ ମୁନ୍ନା ଖାନଙ୍କ ଦମ୍ଭୋକ୍ତି, ଅଳ୍ପ ଦିନ ମଧ୍ୟରେ କ୍ଷମତାକୁ ଫେରିବ ବିଜେଡି

ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ୨୨ ନେତା ବିଜେପିରେ ଯୋଗ ଦେଇଥିଲେ, ସେମାନେ ଏବେ ବିଧାୟକ ହୋଇଛନ୍ତି । ସେଥିରୁ ୧୪ ବିଧାୟକ ଏବେ ବିଜେଡି ଲିଙ୍କ୍‌ରେ ଅଛନ୍ତି, ତେଣୁ ବିଜେଡି କ୍ଷମତାକୁ ଫେରିବା ରାସ୍ତା ଖୋଲୁଛି ବୋଲି କହିଛନ୍ତି ମୁନ୍ନା ଖାଁ ।

sundargarh murder
ଯାଯାବର ହତ୍ୟା ଘଟଣାର ତନାଘନା; ୧୩ ଜଣଙ୍କୁ ଅଟକ ରଖିଲା ପୋଲିସ

ସୁନ୍ଦରଗଡ଼ ମର୍ଡରର ତନାଘନା କରୁଛି ପୋଲିସ। କାଲିଠାରୁ ଅଭିଯୁକ୍ତଙ୍କୁ ଧରିବାକୁ ଜାଲ ବିଛାଇଛି। ତେବେ ଏହି ଘଟଣାରେ ମୋଟ୍ ୧୩ ଜଣଙ୍କୁ ଅଟକ ରଖିଛି ପୋଲିସ ।

diwali cm
ବଜାର ଗଲେ, ଦୀପ କିଣିଲେ ମୁଖ୍ୟମନ୍ତ୍ରୀ; ଜଣାଇଲେ ଦୀପାବଳିର ଶୁଭେଚ୍ଛା

ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଟୁଇଟ୍‌ ଜରିଆରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଅବସରରେ ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।

Panchang
Panchang Today 31st October 2024: ଆଜିର ପଞ୍ଚାଙ୍ଗ, ଦୀପାବଳିରେ ଜାଣନ୍ତୁ ଶୁଭ ଓ ଅଶୁଭ ସମୟ...

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୩୧ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 31 October 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Thursday, 31 October 2024
Amresh Jena
‘ମୁଁ-ବିରଞ୍ଚି ସଁବାଳୁଆ, ଯେତେ ଅଲଗା କଲେ ବି ଆମେ ହେବୁନି'

କର୍ପୋରେଟର ଅମରେଶ ଜେନାଙ୍କ ରୋଚକ ବୟାନ ।

Crime
Viral Audio: କୋହଭରା କାହାଣୀ ! ବଡ଼ ଭାଇକୁ ଫାରମାଲିନ୍‌ ଦେଇ ମାରିଦେଲା ସାନ ଭାଇ..

ବିଚଳିତ କରୁଛି ମୃତ୍ୟୁପୂର୍ବର ୨ ଭାଇଙ୍କ କଥାବାର୍ତ୍ତାର ଭାଇରାଲ୍ ଅଡ଼ିଓ । ଅଭିଯୋଗ ସତ୍ତ୍ବେ ଘସିପୁରା ପୋଲିସର ନିରବତାକୁ ନେଇ ଉଠିଲା ପ୍ରଶ୍ନ ।

  • Wednesday, 30 October 2024
  • Murder
Jollywood
ଯାତ୍ରାରେ ଅଶ୍ଳୀଳତା ପ୍ରଦର୍ଶନରେ ଲାଗିବ କି ରୋକ୍ ?

ଡ୍ୟାନସ ବାରରେ ନାଚ ବନ୍ଦ ପରେ ଯାତ୍ରା ଉପରେ ହେବ କି ଆକ୍ସନ ? ଏକାଠି ହୋଇ ବିରୋଧ କରନ୍ତୁ ଯାତ୍ରାପାର୍ଟି ମାଲିକ କହିଲେ ଆଇନମନ୍ତ୍ରୀ ।

Husband Allegedly Poisoned Wife
ଜହ୍ଲାଦ ପାଲଟିଲା ଫାର୍ମାସିଷ୍ଟ ସ୍ବାମୀ; ଆନେସ୍ଥେସିଆ ଦେଇ ପତ୍ନୀକୁ କଲା ହତ୍ୟା 

୪ ବର୍ଷ ତଳେ ଯାହାକୁ ପ୍ରେମ ବିବାହ କରିବାକୁ ଘର ପରିବାରକୁ ପର କରି ଚାଲି ଆସିଥିଲେ। ସେଇ ମଣିଷଟା ଯେ, ଅନ୍ୟ ଦୁଇ ଝିଅଙ୍କ ପାଇଁ ତାଙ୍କ ଝିଅକୁ ଏମିତି ଢଙ୍ଗରେ ମାରିଦେବ ବିଶ୍ବାସ କରିପାରୁନାହାନ୍ତି । 

New Ration Card to be Provided from November
ସରିଲା ଅପେକ୍ଷା; ନଭେମ୍ବରରେ ମିଳିବ ନୂଆ ରାସନ କାର୍ଡ

ଦୀପାବଳି ପୂର୍ବରୁ ନୂଆ ରାସନ କାର୍ଡ ଆବେଦନକାରୀଙ୍କ ପାଇଁ ଆସିଲା ଖୁସି ଖବର। ନଭେମ୍ବର ମାସରେ ଯୋଗ୍ୟ ନୂଆ ହିତାଧିକାରୀଙ୍କୁ ମିଳିବ ରାସନ କାର୍ଡ । 

Former BJD MLA Sunanda Das: ବିଜେଡି ଛାଡିବା ପରେ ବିସ୍ଫୋରକ ବୟାନ ଦେଲେ ସୁନନ୍ଦା
‘ବିଶ୍ୱାସରେ ବିଷ ଦେଇଥିଲେ ବବି, ଜଗନ୍ନାଥ ତାଙ୍କୁ ଶାସ୍ତି ଦେଇଛନ୍ତି’

ଟିକେଟ କଟାର ଗୁମର ଖୋଲିବା ସହ ପରାଜୟର ବି ପୋଲ୍ ଖୋଲିଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। କହିଛନ୍ତି ଯଦି ଟିକେଟ ନବୀନ ବାଣ୍ଟିଥାନ୍ତେ ତାହାଲେ ବିଜେଡି ହାରି ନଥାନ୍ତା।

Tension Between 2 Brothers
Viral Audio: ଶେଷରେ ତୁ ମତେ ବିଷ ଦେଇଦେଲୁ? ଆସିଲା ବଡ଼ଭାଇର ମୃତ୍ୟୁ ପୂର୍ବର ଦେହଥରା ଅଡିଓ

କଥାରେ ଅଛି ଖିର ଯଦି ଖାଇବୁ ଘରେ ଥିବ ଗାଈ, ଯୁଦ୍ଧ ଯଦି ଲଢ଼ିବୁ ପାଖରେ ଥିବ ଭାଇ। କିନ୍ତୁ ଭାଇ-ଭାଇ ମଧ୍ୟରେ ସେ ପୁରୁଣା ସଂପର୍କ ଆଉ ଏବେ ନାହିଁ। କେନ୍ଦୁଝର ଜିଲ୍ଲାରୁ ଆସିଥିବା ଏକ ନୂଆ ଉଦାହରଣ ଆପଣଙ୍କୁ ହତବାକ କରିଦେବ। ବଡ଼ଭାଇର ମୃତ୍ୟୁ ପୂର୍ବର ଦେହଥରା ଫୋନ୍ କଲ୍ ଏବେ ଭାଇରାଲ୍ ହେଉଛି।