ଶ୍ରୀମନ୍ଦିର ଚାରିପଟେ କଣ ହେଉଛି ତାହା ପ୍ରଥମେ ପୁରୀ ସାଂସଦଙ୍କୁ ଜଣାନ୍ତୁ ସରକାର, ଏହାପରେ ଅନ୍ୟ ମାନଙ୍କୁ ଜଣାଇବେ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ।
କେମିତି ହୋଇଥିଲା ବଲାଙ୍ଗିର ଆର୍ଟିଓ ଛକରେ ଦୁର୍ଘଟଣା ? ଜାଣିଶୁଣି କରାଯାଇଥିଲା କି ଦୁର୍ଘଟଣା ? କାରଣ ଘଟଣା ସମୟର ସିସିଟିଭି ଫୁଟେଜ୍ ଏବେ ସାମ୍ନାକୁ ଆସିଛି।
ରାଜ୍ୟର ବିଭିନ୍ନ DHH, PHC ଓ CHCରେ ଡାକ୍ତର ଏବଂ ଅନ୍ୟାନ୍ୟ ମୌଳିକ ସୁବିଧାର ଅଭାବକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ ।
ରଥଖଳାରେ କୁନି ହାତ ଶିଖୁଛି ବିଶ୍ୱ ନିୟନ୍ତାଙ୍କ ରଥ ନିର୍ମାଣ କଳା । କୁନି ମୁଗୁର, କୁନି ନିହାଣ ଧରି ରୂପସଜ୍ଜା ଶିକ୍ଷାରେ ବ୍ୟସ୍ତ ଆଗାମୀ ଦିନର ରଥଶିଳ୍ପୀ ।
କିଛିଦିନ ପୂର୍ବେ ଅନୁଭବ ପ୍ରଥମ ଭିଡିଓରେ ନିଜ ମନର କ୍ଷୋଭ ପ୍ରକାଶ କରିବା ପରେ ଗତକାଲି ଦ୍ୱିତୀୟ ଭିଡିଓରେ ସିଧାସଳଖ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ନାଁ ନେଇ ତାଙ୍କ ବୈବାହିକ ଜୀବନରେ ଝଡ ସମ୍ପର୍କରେ ମୁହଁ ଖୋଲିଛନ୍ତି।
ଜୋର ଜବରଦସ୍ତ ବିବାହ କରିବା ପାଇଁ ଯୁବତୀଙ୍କୁ ଅନ୍ୟ ରାଜ୍ୟକୁ ଚାଲଣ ଅଭିଯୋଗ । ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି...
ସାଂସଦ ପିନାକୀ ମିଶ୍ର ଓଡ଼ିଶାବାସୀଙ୍କୁ ମିସ୍ଲିଡ୍ କରୁଛନ୍ତି । ଆମେ ଢ଼ୋଙ୍ଗୀ ନା ଆପଣ ଢ଼ୋଙ୍ଗୀ ? ଶ୍ରୀମନ୍ଦିର ଚାରିପଟେ ଏବେ GPRS କରାଯାଉଛି । ଗତ ଦୁଇ ଦିନ ହେବ GPRS କାମ ଚାଲିଛି ।
ବଜ୍ରାଘାତରେ ୨ ଜଣଙ୍କ ମୃତ ହୋଇଥିବାବେଳେ ୩ ଗୁରୁତର ହୋଇଛନ୍ତି ।
ଆଜି ସକାଳୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି । କାଳବୈଶାଖୀ ପ୍ରଭାବ ଦ୍ୱାରା ରାଜ୍ୟରେ ବର୍ଷା ହେଉଥିବା ସମ୍ଭାବନା...
ମହାପ୍ରଭୁ ଜଗନ୍ନାଥଙ୍କର ରହିଛି ୨୪ ମୁଖ୍ୟ ବେଶ। ପ୍ରତିବର୍ଷ ୨୨ଟି ବେଶ ହୋଇଥାଏ, ଅନ୍ୟ ଦୁଇଟି ବେଶ ବିରଳ ମୂହୁର୍ତ୍ତରେ ସମ୍ପନ୍ନ ହୋଇଥାଏ। ଏହି ଦୁଇଟି ବିରଳ ବେଶ କ’ଣ ଆଉ କିପରି ହୁଏ ଆସନ୍ତୁ ଜାଣିବା।
୭ ମାସର ପୁଅକୁ ବଞ୍ଚାଇବାକୁ ଦରକାର ୧୫ ଲକ୍ଷ ଟଙ୍କା। ଆଭାସ୍ର ଅପରେସନ୍ ନହେଲେ ଜୀବନ ପ୍ରତି ବିପଦ ଥିବା କହୁଛନ୍ତି ଡାକ୍ତର। ପୂର୍ବରୁ ଦୁଇ ପୁଅଙ୍କୁ ହରାଇଥିବା ସଞ୍ଜୀବଙ୍କ ପାଖରେ ଏଇ ପୁଅର ଚିକିତ୍ସା ପାଇଁ ଟଙ୍କା ବି ନାହିଁ। କୁନି ପୁଅକୁ ବଞ୍ଚାଇବା ପାଇଁ କାନ୍ଦି କାନ୍ଦି ଏମିତି ପ୍ରାର୍ଥନା କରୁଛି ମାଆ…
ଆଜି ବାହାର ଚନ୍ଦନ ଯାତ୍ରାର ଶେଷ ଦିନ...ଶ୍ରୀକ୍ଷେତ୍ରରେ ପାଳନ କରାଯିବ ଭଉଁରୀ ଯାତ୍ରା ।
ବଲାଙ୍ଗିର ଲରମ୍ଭା ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ ହୋଇଛନ୍ତି ।
ଲୁଚା ଛପା ଓ ରାତି ଅଧିଆ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର GPR ସର୍ଭେ। OBCC ଚଞ୍ଚକତା କରି ରାତି ଅଧରେ GPR ସର୍ଭେ କରୁଥିବା ଅଭିଯୋଗ ହୋଇଛି।
ଏ କେମିତିକା ଶାଶୂଘର ? ମାଆକୁ ରାସ୍ତାରେ ବାଡ଼େଇ ଦୁଇ ପିଲାଙ୍କୁ ମାଆ କୋଳରୁ ନେଇ ଆସିଲେ। ପୁଅ ଚାଲିଯିବା ପରେ ସବୁ ସମ୍ପର୍କ ତୁଟାଇ ଅନ୍ୟତ୍ର ବାହା ହୋଇଥିଲେ ରୀନା। ହେଲେ ଏବେ ମାଆ କୋଳରୁ ଦୁଇ ଛୁଆଙ୍କୁ ନେଇ ଆସିଲେ ଶାଶୂଘର ଲୋକ…
କିଛି ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଆଦର୍ଶ ଗୁରୁକୁଳ ପାଇଁ ସୋସାଇଟି ଗଠନ ନେଇ ମଧ୍ୟ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି।
କୁନି ହାତ ଶିଖୁଛି ରଥ ନିର୍ମାଣ କଳା। କୁନି ମୁଗୁର, କୁନି ନିହାଣ ଧରି ରୂପସଜ୍ଜା ଶିକ୍ଷାରେ ବ୍ୟସ୍ତ ଆଗାମୀ କାଲିର ରଥଶିଳ୍ପୀ। ବାପ ଅଜାମାନେ ହାତ ଧରେଇ ଶିଖଉଛନ୍ତି କଳା।
ଗତକିଛି ଦିନ ହେବ ରାଜ୍ୟରେ ଡ୍ରପ୍ ଆଉଟ୍ ହାର ବଢିଥିବାନେଇ ଚର୍ଚ୍ଚା ଜୋର ଧରିଛି।
ବଢ଼ୁଥିବା ଦରଦାମରେ ଘାଣ୍ଟି ହେଉଥିବା ଲୋକଙ୍କ ଦୁର୍ଦ୍ଦଶା ଦେଖି ଦର କମାଯାଇଛି।
କାହା ସ୍ୱାର୍ଥରେ ରାଜ୍ୟ ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନା ? ଉଠିଲା ପ୍ରଶ୍ନ
ପତି-ପତ୍ନୀ ଉଭୟ ଗୋଟିଏ ରୁମରେ ଏକାଠି ରହୁଥିଲେ।
ନିଖୋଜ ହୋଇଗଲା ପ୍ରିୟ ବିଲେଇ । ଭାଙ୍ଗି ପଡ଼ିଗଲେ ପରିବାର ଲୋକ । ଶେଷରେ ତା’ର ଆତ୍ମାର ସଦଗତି ପାଇଁ ନାମଯଜ୍ଞର ଆୟୋଜନ କରିଛନ୍ତି ।
ପିଟି ପିଟି ବୃଦ୍ଧ ବ୍ୟକ୍ତିଙ୍କୁ ମାରିଦେଲେ କି ?