ରିଟ୍ ପିଟିସନରେ ସେବାୟତ ଦର୍ଶାଇଛନ୍ତି ଯେ, କିଛି ମୁଷ୍ଟିମେୟ ବ୍ୟକ୍ତି ଓ ରାଜନୈତିକ ଦଳ ଏବେ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି, ଯାହାକି ଜନସ୍ୱାର୍ଥ ବିରୋଧୀ ଓ ସେବାୟତଙ୍କ ସୁରକ୍ଷାକୁ ଉପେକ୍ଷା ।
ଗଛ କାଟିବା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ଲକ୍ଷ ଲକ୍ଷ ଟଙ୍କାର କାଠରେ ନିଆଁ ଲଗାଇ ଦେଉଛନ୍ତି। ବନ ବିଭାଗ ପାଖରେ ଖବର ଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ୍...
ଘର କଳି ଏବେ ସୋସିଆଲ ମିଡିଆରେ । ସିଧାସଳଖ କଥା ନହୋଇ ପରସ୍ପର ବିରୋଧରେ ବିଷୋଦଗାର କରୁଛନ୍ତି ବର୍ଷା ଓ ଅନୁଭବ ।
ଆଜି କୋର୍ଟରେ ଆତ୍ମସମର୍ପଣ କରିଥିଲେ ପ୍ରଶାନ୍ତ।
ଡେଙ୍ଗା ମୁଣ୍ଡରେ ଠେଙ୍ଗା। ଯିଏ ଅଧିକ ହାଇଲାଇଟ ଥାଏ, ଯିଏ ଉପରେ ଥାଏ, ତାକୁ ତଳକୁ କରିବା ପାଇଁ ତା ପଛରେ ବହୁତ ଲୋକ ଗୋଡ଼ାନ୍ତି।
ତାଳଚେରରେ ଗଢ଼ି ଉଠିଛି ବହୁ ଶିଳ୍ପାନୁଷ୍ଠାନ। ଏଥି ପାଇଁ ଦିନରାତି ପରିବହନ ହେଉଛି କୋଇଲା। ହେଲେ ନିୟମକୁ ଫୁ କରି ଟ୍ରକ ଓ ରେଳ ୱାଗନଗୁଡିକରେ ବିନା ପାଲରେ କୋଇଲା ପରିବହନ ହେଉଥିବାରୁ ଅକଥନୀୟ ସମସ୍ୟା ଭୋଗୁଛନ୍ତି ତାଳଚେରବାସୀ...
ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ବିଦାୟୀ ସଭାପତି ନିରଞ୍ଜନଙ୍କ ଶୁଭେଚ୍ଛା । ନୂଆ ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ସଫଳତା ପାଇବା ନେଇ ଆଶାବାଦୀ ଅଛନ୍ତି ନିରଞ୍ଜନ ।
ପାଣି ଟୋପେ ପାଇବା ପାଇଁ ସଂଘର୍ଷ
ସ୍ଵାଧୀନତାର ୭୫ ବର୍ଷ ପରେ ରାସ୍ତା ଦେଖିଲେ ଗାଁଲୋକେ। ଘରକୁ ଯିବାକୁ ହେଲେ ଆଉ ପାହାଡ ଚଢିବାକୁ ହେବନି କି ଜଙ୍ଗଲ ଡେଇଁବାକୁ ପଡିବନି। ଏବେ ଗାଁକୁ ଗଡିବ ଗାଡିମଟର।
ଓଡ଼ିଶାର କଂଗ୍ରେସର ମଙ୍ଗ ଧରିଲେ ଶରତ
ଭୁବନେଶ୍ୱର ଲୋକସଭା ଆସନରୁ ବହୁବାର ନିର୍ବାଚିତ ହୋଇଥିଲେ।
କଟକ ମେୟର ସୁବାସ ସିଂହଙ୍କୁ ଚାରିଆଡ଼େ ବିରୋଧ କରାଯାଉଛି। ନିକଟରେ ସୁବାସ ସିଂହ ଏମିତି ଏକ ବୟାନ ଦେଇଥିଲେ, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି।
ଜାଣନ୍ତୁ କଣ ରହିଛି ଅଭିଯୋଗ
ରାଜ୍ୟ ସରକାର ଓ ASIକୁ ପକ୍ଷଭୁକ୍ତ କରି ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରାଯାଇଛି
ପିଲାଙ୍କ ଭବିଷ୍ୟତ ଆରମ୍ଭ ହେଉଛି ଗଛ ମୂଳରୁ... ଏ କଥା ଟିକିଏ ଅଡୁଆ ଲାଗୁଥିଲେ ବି ସତ। ଘର ଖଣ୍ଡେ ନ ଥିବାରୁ ଟାଇଁ ଟାଇଁ ଖରାରେ ଗଛ ମୂଳେ ପଢୁଛନ୍ତି କୁନି କୁନି ପିଲା। ଆଉ ବର୍ଷା ହେଲେ କାହା ପିଣ୍ଢା ହିଁ ସାରା ଭରସା।
ଆଇନଜୀବୀଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ଚାର୍ଜସିଟ୍ ଦାଖଲ କରାଯାଇଛି
ମହଙ୍ଗା ମାଡ଼ରୁ ରାଜ୍ୟବାସୀଙ୍କୁ ମିଳିବ କି ଆଶ୍ୱସ୍ତି ?
ବିବାଦ ଆରମ୍ଭ ହେବାର ଦିନ କେଇଟାରେ ଦର୍ଶକମାନେ ଶୁଣିଲେ ହ୍ୟୁମାନଙ୍କ କଣ୍ଠରୁ ଜଗନ୍ନାଥ ଭଜନ
ନନ୍ଦନକାନନ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ୩ ଅଭିଯୁକ୍ତ...
ଗତ ଶନିବାର ଅପେକ୍ଷା ଆଜି ପୁଣି ବଢ଼ିଛି ସୁନା ଦର, ଜାଣନ୍ତୁ କେତେ...
ବଲାଙ୍ଗିର ଆର୍ଟିଓ ଛକର ସିରିଜ୍ ଦୁର୍ଘଟଣା ଏକ ପ୍ରି ପ୍ଲାନ୍ ମର୍ଡର ଥିଲା। ହତ୍ୟା ଉଦ୍ୟମ କରି ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା ହୋଇଥିଲା।
ଗୋ ମାଫିଆଙ୍କ ଦ୍ୱାରା ଗୋ ସୁରକ୍ଷା କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ଓ ଗୁଳିମାଡ ଘଟଣାରେ ୫ ଘଣ୍ଟିଆ ବନ୍ଦ ଡାକରା ।
ପର୍ଯ୍ୟଟକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ନନ୍ଦନକାନନ ଉପନିର୍ଦ୍ଦେଶକ ।
ହଷ୍ଟେଲ୍ ଭିତରେ କଙ୍କାଳ । ନୂଆପଡ଼ା ସମଲେଶ୍ୱରୀ ହାଇସ୍କୁଲର ବନ୍ଦ ପଡ଼ିଥିବା ଛାତ୍ରୀ ନିବାସ ଭିତରୁ ଏକ କଙ୍କାଳ ଠାବ ହୋଇଛି ।
ବଲାଙ୍ଗିର ଆର୍ଟିଓ ଛକରେ ସିରିଜ୍ ଦୁର୍ଘଟଣାର ଆଉ ଏକ ନୂଆ ଭିଡିଓ ଓଟିଭି ହାତରେ ଲାଗିଛି। ଏହି ଭିଡିଓରୁ ସ୍ପଷ୍ଟ ଭାବେ ଜଣାପଡୁଛି, ହତ୍ୟାକାରୀ ହିଁ ମିନି ଟ୍ରକ୍ର ଡ୍ରାଇଭର୍ ସିଟ୍ରେ ବସିଥିଲେ।