ଖଣି ଦୁର୍ନୀତି ମାନିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଖଣି ଦୁର୍ନୀତିକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରେସମିଟ୍ ।
ରାଜ୍ୟ ସରକାର ଲୋକଙ୍କ ଭ୍ରମିତ କରି ରଖିଛନ୍ତି, ଏଣୁ ଚାଉଳ କିଏ ଦେଉଛି ଜାଣିବା ଦରକାର ବୋଲି କହିଛନ୍ତି ଅପରାଜିତା ।
ପଦ୍ମପୁରରେ ପଦ୍ମ ଫୁଟାଇ ଉପ ନିର୍ବାଚନ ଜିତିବାକୁ ବିଜେପିର ଜୋରଦାର କସରତ । ପ୍ରଚାରର ଶେଷ ପର୍ଯ୍ୟାୟରେ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ମୈଦାନ୍ରେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭେଉଁରିଆ, ପୁରେଣା, ଲୁହାରପାଲି, ବାରିକେଳ ପଦ୍ମପୁର ବ୍ଲକର ଚାରି ଚାରିିଟି ସ୍ଥାନରେ ମାରଥନ ପ୍ରଚାର ଆଉ ସବୁଠି ନିଶାନାରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର । ଆଉ ତା ସାଙ୍ଗକୁ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ।
ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିୟନ-IPU ନିର୍ବାଚନରେ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ବିଜୟୀ ହେବା ପରେ ଭୁବନେଶ୍ୱର ଫେରିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ।
ବିଜେପିକୁ ଏତେ ଭୟ କାହିଁକି ପଚାରିଲେ ଅପରାଜିତା । ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀ, ଭୁବନେଶ୍ୱରରେ ଦଳୀୟ କାର୍ଯ୍ୟକ୍ରମ କାହିଁକି ?
ଭୁବନେଶ୍ୱର, କଟକରେ ଜନସାଧାରଣଙ୍କ ଯାତାୟାତକୁ ସରଳ ସୁବିଧା କରିବା ପାଇଁ ମେଟ୍ରୋ ସେବା ଆରମ୍ଭ କରିବା ଆବଶ୍ୟକ ରହିଛି ବୋଲି ସାଂସଦ ଅପରାଜିତା ମତବ୍ୟକ୍ତ କରିଛନ୍ତି।
ଶାହା କମିଟି ରିପୋର୍ଟରୁ ୬୫ ହଜାର କୋଟି ଟଙ୍କାର ଭ୍ରଷ୍ଟାଚାର ବାବଦରେ ଜଣାପଡ଼ିଥିଲା। କିନ୍ତୁ ରାଜ୍ୟ ସରକାର ଶାହା କମିଶନ ରିପୋର୍ଟକୁ ଗୁରୁତ୍ୱ ଦେଇନଥିଲେ।
ନେତାଙ୍କୁ ଘାରିଛି ଚାଷୀଙ୍କ ଭୋଟ୍ ମୋହ। ଓଡିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ମହିଳା ନେତୃତ୍ୱଙ୍କୁ ଚାଷୀମାନଙ୍କ ଗହଣରେ କ୍ଷେତରେ ଦେଖିବାକୁ ମିଳୁଛି। ନିର୍ବାଚନ ସମୟ ଆସିଗଲେ ଏମିତି ଲୋକ ଦେଖାଣିଆ ଭାବ ହାଇଡ୍ରାମା ନୁହେଁ କି…
ସରକାର ଯେଉଁ ନିର୍ଦ୍ଦେଶନାମା ଦେଇଛନ୍ତି ତୁରନ୍ତ ପ୍ରତ୍ୟାହାର କରନ୍ତୁ
ରାଜ୍ୟ ସରକାରଙ୍କ ବନ ମହୋତ୍ସବ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇନଥିବା ନେଇ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ସରକାରୀ କାର୍ଯ୍ୟକ୍ରମକୁ ଡକାଯାଇନଥିବା ନେଇ ଟ୍ୱିଟ୍ କରି କ୍ଷୋଭ ପ୍ରକାଶ କଲେ ଅପରାଜିତା । ଭୁବନେଶ୍ୱରରେ ଆୟୋଜିତ ହେଉଛି ୭୩ ତମ ବନ ମହୋତ୍ସବ ।
କେଉଁ କେଉଁ କାର୍ଯ୍ୟ ଆଗାମୀ ଦିନରେ କରିବାକୁ ଅଛି ତାହା ମଧ୍ୟ ଜଣାଇଲେ
ବେଷ୍ଟ ଚଏସ୍କୁ ସମସ୍ତେ ସମର୍ଥନ ଦେବେ । ଯେଉଁମାନେ ସମର୍ଥନ ଦେଇଛନ୍ତି ଧନ୍ୟବାଦ ଦେବି ।
’ସବୁ ଜିନିଷ ପ୍ରାଞ୍ଜଳ ଭାବେ ଦିଶୁଛି, ସିବିଆଇ ତଦନ୍ତ ହେଲେ କଣ ହେବ’
ଶ୍ରୀମନ୍ଦିର ଚାରିପଟେ କଣ ହେଉଛି ତାହା ପ୍ରଥମେ ପୁରୀ ସାଂସଦଙ୍କୁ ଜଣାନ୍ତୁ ସରକାର, ଏହାପରେ ଅନ୍ୟ ମାନଙ୍କୁ ଜଣାଇବେ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ।
୭୮ କିଲୋମିଟର ଦୀର୍ଘ ପ୍ରାଚୀ ନଦୀ, ଖୋର୍ଦ୍ଧା-କଟକ-ପୁରୀ ଜିଲ୍ଲାର ୬ଟି ବ୍ଲକ ବାଲିଅନ୍ତା, ବାରଙ୍ଗ, କଣ୍ଟାପଡା, ନିଆଳି, କାକଟପୁର ଏବଂ ଅସ୍ତରଙ୍ଗ ଦେଇ ଯାଇଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଘନଉଥିବା ବେଳେ ଜଣେ ପ୍ରଶାସନିକ ଅଧିକାରୀ ତିନି ତିନିଟି ଗୁରୁତ୍ୱପୂର୍ଣ୍ଣ ପଦରେ ରହିବାକୁ ନେଇ ପ୍ରଶ୍ନ । ଆଇଏଏସ୍ ଅଫିସର୍ ବୀର ବିକ୍ରମ ଯାଦବ ପୂର୍ତ୍ତ ସଚିବ ସହ ଓବିସିସିର ଅଧ୍ୟକ୍ଷ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି, ଯାହାକୁ ନେଇ କଡ଼ା ଆପତ୍ତି ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।
SJTA ନାଁରେ ଟେଣ୍ଡର ଡାକି ଓବିସିସି ନାଁରେ ପାଉଥିବା ଅଭିଯୋଗ
ସରକାର ଭୁଲ ମାନିଛନ୍ତି, ଆଉ ନିଜ ଭୁଲକୁ ସ୍ୱୀକାର କରି ଆଗକୁ ସଠିକ୍ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଲେଖିଛନ୍ତି ଅପରାଜିତା ।
ଶ୍ରୀଜଗନ୍ନାଥଙ୍କ ବିପୁଳ ଜମି ଜବରଦଖଲ ହୋଇଛି । ସେଗୁଡ଼ିକୁ ଫେରାଇ ଅଣାଯାଉ ବୋଲି କହିଥିଲେ ଅପରାଜିତା ।
ଏଏସ୍ଆଇକୁ ଟାର୍ଗେଟ କରିବା ସହ ପ୍ରତ୍ନତତ୍ତ ବିଭାଗ ତଥା ASIକୁ ବଦମାସ୍ ବୋଲି କହିଛନ୍ତି ଜୟନ୍ତ ।
ଅପରାଜିତାଙ୍କ ପୁରୀ ଗସ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେଡି ସାଂସଦ ମୁନା ଖାଁ । ସମସ୍ତେ ନିୟମ ମାନିବା ଉଚିତ୍ କହିଲେ ମୁନା ଖାଁ । ପୁରୀରେ କୌଣସି ବେଆଇନ କାର୍ଯ୍ୟ ହୋଇନି ବୋଲି ମୁନା ଖାଁ ପ୍ରତିକ୍ରିୟା ରଖିଛନ୍ତି ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପରେ ଅପରାଜିତାଙ୍କ ପ୍ରତିକ୍ରିୟା ମିଳିଛି । ବହୁ ଘାତ ପ୍ରତିଘାତ, ଅବରୋଧ ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରିଛୁ ବୋଲି ସେ କହିଛନ୍ତି ।
ଟମାଟୋ ଫିଙ୍ଗିଥିବା ସଂପୃକ୍ତ ବ୍ୟକ୍ତି ଯୁବ କଂଗ୍ରେସର ଜଣେ କର୍ମୀ ବୋଲି ସୂଚନା ମିଳିଛି ।