ବର୍ଷା ଘର ଛାଡ଼ନ୍ତୁ, ତାଙ୍କ ରହିବା ଲାଗି ଭଲ ବ୍ୟବସ୍ଥା କରିବୁ । ଭରଣ ପୋଷଣ ପାଇଁ ଇନକମ୍ ସାର୍ଟିଫିକେଟ୍ ଦିଅନ୍ତୁ । ପତ୍ନୀ ବର୍ଷାଙ୍କ ତରଫରୁ ଦାୟର ଘରୋଇ ହିଂସା ମାମଲାରେ ଅନୁଭବଙ୍କ ପକ୍ଷରୁ କରାଯାଇଥିବା ଏହି ଦୁଇଟି ପିଟିସନ ଉପରେ ଆଜି ଶୁଣାଣି ହୋଇଛି ।
ସର୍ଭେରେ ନିୟୋଜିତ ଅଧିକାରୀ କହିଛନ୍ତି-ଓବିସିସି ଚିଠି ପରେ ଗାନ୍ଧିନଗର IIT ପକ୍ଷରୁ ସର୍ଭେ ହୋଇଛି ଓ ଖୁବଶୀଘ୍ର ରିପୋର୍ଟ ଦିଆଯିବ ।
ଆଗେ ଆଗେ ପ୍ରେମିକ, ପଛେ ପଛେ ପ୍ରେମିକା । ପରସ୍ପରକୁ ନିବିଡ଼ ଭାବେ ଭଲ ପାଉଥିଲେ, ହେଲେ ଜଣେ ଜଣକୁ ଅଧା ରାସ୍ତାରେ ଛାଡ଼ି ଚାଲିଯିବାରୁ ଆର ଜଣକ ମଧ୍ୟ ବାଛିନେଲେ ସମାନ ରାସ୍ତା ।
ଠାକୁରଙ୍କ ଜମିରେ ପୋଲିସ କ୍ୱାର୍ଟର୍ସ, ବସଷ୍ଟାଣ୍ଡ, ପୌରପାଳିକା କାର୍ଯ୍ୟାଳୟ, ବ୍ୟାଙ୍କ, ବିବାହ ମଣ୍ଡପ, ହୋଟେଲ ସହ ମାର୍କେଟ୍ କମ୍ପ୍ଲେକ୍ସ ।
କାଳ ବୈଶାଖୀ ପ୍ରଭାବରେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ବିଭିନ୍ନ ଗାଁରେ କୁଆପଥର ସହ ବର୍ଷା ହୋଇଛି । ଲୋକମାନେ ଖରାରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି । କ୍ଷୟକ୍ଷତିର କୌଣସି ସୂଚନା ମିଳିନି ।
ନୟାଗଡ଼ ଶରଣକୁଳର ପ୍ରସିଦ୍ଧ ପ୍ରଭୁ ଲଡ଼ୁବାବାଙ୍କ ଚାପ ବେଳେ ଓଲଟି ପଡ଼ିଲା ଡଙ୍ଗା। ଏପରି ଅଘଟଣ ଗତକାଲି ସନ୍ଧ୍ୟାରେ ଘଟିଥିବା ବେଳେ ଏଥିରେ କିଛି କ୍ଷୟକ୍ଷତି ହୋଇ ନଥିବା ଜଣାଯାଇଛି।
ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଅଲମ୍ପିକ୍ସ ସମ୍ପର୍କିତ ଶିକ୍ଷା କାର୍ଯ୍ୟକ୍ରମ । ପ୍ରାଥମିକ ଭାବେ ରାଜ୍ୟର ଦୁଇ ସ୍ମାର୍ଟ ସିଟିର ୯୦ ସ୍କୁଲରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ।
ସଂସ୍କୃତି ଗବେଷକ ପ୍ରଫୁଲ୍ଲ ରଥ, ଅନୀଲ ଧୀର ମଧ୍ୟ ଭେଟିଲେ । ପ୍ରତିନିଧି ଦଳଙ୍କ ସହ ଅଛନ୍ତି ASIର ଅତିରିକ୍ତ ଅଧୀକ୍ଷକ ଚିତ୍ତରଂଜନ ଦାସ ।
ଅସଦାଚରଣ ପରେ ଲୋକଲଜ୍ଜା ଭୟରେ ଜଣେ ନାବାଳିକା ଆତ୍ମହତ୍ୟା କରିଛନ୍ତି ।
ଅନ୍ୟପଟେ ଏବେ ଯେଉଁ ସର୍ଭେ ହେଉଛି, ତାହା ମଧ୍ୟ ଏଏସ୍ଆଇ କରୁନି । ଏହା ଛଡ଼ା ଏବେ ସମସ୍ତେ କେବଳ ରାଜନୈତିକ ବୟାନବାଜି କରୁଥିବାରୁ ତାକୁ ସେ ନାପସନ୍ଦ କରିଛନ୍ତି । ଶ୍ରୀଜଗନ୍ନାଥଙ୍କୁ ଖେଳନା କରାନଯାଉ ବୋଲି ବୋଲି କହିଛନ୍ତି ବିଜୟ ।
ଶ୍ରୀଗୁଣ୍ଡିଚା ଯାତ୍ରାର ୯ ଦିନ ପରେ ସ୍ୱଗୃହକୁ ଫେରନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀବିଗ୍ରହମାନଙ୍କର ଫେରନ୍ତା ରଥଯାତ୍ରାକୁ ବାହୁଡା ବା ଦକ୍ଷିଣାଭିମୁଖୀ ଯାତ୍ରା କୁହାଯାଏ। କିପରି ଆରମ୍ଭ ହୁଏ ଠାକୁରଙ୍କ ଏହି ଯାତ୍ରା, ଶ୍ରୀଗୁଣ୍ଡିଚାରୁ ଶ୍ରୀମନ୍ଦିର ପହଞ୍ଚିବା ଭିତରେ ମହାପ୍ରଭୁଙ୍କ କ’ଣ ସବୁ ରହିଛି ରିତିନୀତି, ଜାଣିବା ପାଇଁ ପଢନ୍ତୁ…
ଓଡ଼ିଶାର ଏହି ପ୍ରତିଭାଶାଳୀ ଖେଳାଳିମାନେ ଜାତୀୟସ୍ତରରେ ମେଡ଼ାଲ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ।
୧୩ ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ପବନ ଓ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ
ମାତ୍ର ୨ବର୍ଷ ଆଠ ମାସରେ ଅଦିତି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ।
ହିନ୍ଦୁମାନଙ୍କ ଉତ୍ସବ ଭିତରେ ରଥଯାତ୍ରା ଏକ ପ୍ରଧାନ ଉତ୍ସବ। ଲୋକ ସମାଗମ ଓ ପବିତ୍ରତା ଦୃଷ୍ଟିରୁ ଭାରତ କାହିଁକି ସମଗ୍ର ବିଶ୍ୱରେ ମଧ୍ୟ ଏଭଳି ଯାତ୍ରା ଦେଖିବାକୁ ମିଳେନି। ରଥଯାତ୍ରା କହିଲେ ହିନ୍ଦୁ ଜଗତରେ ଓ ଭାରତ ବାହାରେ ପୁରୀର ରଥଯାତ୍ରାକୁ ହିଁ ବୁଝାଏ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ NMAର ଏନ୍ଓସି ନାହିଁ ବୋଲି କହିଲେ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ।
ବର୍ଷା ଯେଉଁଠି ଏବେ ରହୁଛନ୍ତି, ସେଠି ପୋଲିସ ସୁରକ୍ଷା ଦେଉଛି।
ଘରେ ଥିବା ବାପାମା’ଙ୍କ କଥା ବୁଝିବା ଦରକାର । ନହେଲେ ନା ମା’ ଶୁଣିବେ, ନା ପ୍ରଭୁ ଶୁଣିବେ । ଏବେ ବହୁତ ହୋଇଗଲା ବର୍ଷା । ମୁଁ ତୁମକୁ କହିବାକୁ ଚାହେଁ ଆମେ ଅଲଗା ହୋଇଯିବାର ସମୟ ଆସିଛି, ଏଥିରେ ଉଭୟଙ୍କର ହିଁ ଭଲ ହେବ ।
ବର୍ଷାଙ୍କ ଉପରେ ବର୍ଷିଲେ ଅନୁଭବ ମହାନ୍ତି । ଥାନାରେ ମିଛ ଏତଲା ଦେଉଛନ୍ତି ବର୍ଷା
ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହହ୍ଲାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କଂଗ୍ରେସରେ ଯେତିକି ଏକତା ରହିବା କଥା, ସେତିକି ଏକତା କି ଶୃଙ୍ଖଳା ନାହିଁ।
ପରୀକ୍ଷା ହଲ୍ରେ ଚାଲିଗଲା ଜୀବନ । ସୁନ୍ଦରଗଡ଼ ଜିଲ୍ଲା ବଣାଇରୁ ସାମ୍ନାକୁ ଆସିଛି ଏହି ଘଟଣା ।
ସମସ୍ତ ରୋଗୀ ୯ ବର୍ଷରୁ କମ ବୟସର।
ବଲାଙ୍ଗୀର ସହର ଲର୍କିପାଲି ସରକାରୀ ଆଇଟିଆଇ ହଷ୍ଟେଲରେ ଡାଲିରେ ଝିଟିପିଟି
ରାଜ୍ୟସଭା ଆସନ ପାଇଁ ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।