• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 22 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ଲକଡାଉନ ଆଣିଦେଲା ସଫଳତା: ଜିତିଲା ସୁଶ୍ରୀଙ୍କ ଜୀବନର ଲକ୍ଷ୍ୟ

ଚିତ୍ରକଳାକୁ ନିଜ ଜୀବନରେ ଲ‍କ୍ଷ୍ୟ ସଜେଇ ସେ ଏବେ କଟକରେ ପାଇଛନ୍ତି ସ୍ୱତନ୍ତ୍ର ପରିଚୟ। More
  • Chandan Shishu
  • 2 years ago

ଅନୁଭବଙ୍କ ବିରୋଧରେ ଏତଲା ଦେଲେ ବର୍ଷା

କୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଭିଡିଓ କରୁଛନ୍ତି। More
  • Chandan Shishu
  • 2 years ago

ବିରୋଧୀଙ୍କ ଦାବି: ତେଲ ଉପରୁ ଭାଟ୍ କମାଉ ରାଜ୍ୟ

ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଭାଟ କମାଇବାକୁ ଦାବି କରିଛନ୍ତି। More
  • Prangyan Parimita
  • 2 years ago

ରାତି ଅଧରେ ଶ୍ରୀମନ୍ଦିର ଚାରିକଡ଼େ ଜିପିଆର ସର୍ଭେକୁ ନେଇ ବିବାଦ: ପୁରୀ ସାଂସଦଙ୍କୁ ସମ୍ବିତ୍ ଓ ଅପରାଜିତାଙ୍କ ନିଶାନା

ରାଜ୍ୟ ସରକାରଙ୍କୁ ନରସିଂହ ମିଶ୍ର ମଧ୍ୟ ଟାର୍ଗେଟ୍ କରିଛନ୍ତି । ଶଙ୍କରାଚାର୍ଯ୍ୟ କହିଲେ, ତପଭୂମିକୁ ଭୋଗଭୂମି କରିବା ସରକାରଙ୍କ ଚିରାଚରିତ ଅଭ୍ୟାସ । More
  • Prangyan Parimita
  • 2 years ago

ଆଭ୍ୟନ୍ତରୀଣ ଓ ପଶ୍ଚିମରେ ନିଆଁ ବର୍ଷୁଛି, ହେଲେ ଉପକୂଳରେ ହଠାତ୍ ବଦଳିଲା ପାଗର ମିଜାଜ୍

କାଳବୈଶାଖୀ ପ୍ରଭାବରେ କେଉଁଠି ବର୍ଷା ତ କେଉଁଠି ମେଘୁଆ ଆକାଶ ।ପାଣିପାଗ ବିଭାଗ କହିଲା, ଉତ୍ତର ଆନ୍ଧ୍ର ପର୍ଯ୍ୟନ୍ତ ସକ୍ରିୟ ଘୂର୍ଣ୍ଣିବଳୟର ପଡ଼ିଛି ପ୍ରଭାବ । More
  • Prangyan Parimita
  • 2 years ago

ସତ ଧରାଇବ ସିସିଟିଭି ? ବାଇକ୍-ମିନିଟ୍ରକ୍ ଧକ୍କା ନୁହେଁ ଅଚାନକ ଦୁର୍ଘଟଣା, ଯୋଜନାବଦ୍ଧ ହତ୍ୟାକୁ ଷଡ଼ଯନ୍ତ୍ରର କ୍ଲୁ ମନେ କରୁଛି ପୋଲିସ

ଜମି ବିବାଦରୁ ଦୁଇ ପୁଅଙ୍କୁ ସମାନ ଢଙ୍ଗରେ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଲେ ବାପା... More
  • Satyendu Shekher Mishra
  • 2 years ago

ସୁବାସିନୀ ! ଯାହାଙ୍କ ବିଷୟରେ ଜାଣିଲେ ଆପଣ ବି କହିବେ ଆମର ବି ଏମିତି ନେତା ଦରକାର

ରାସ୍ତାରେ ଯାଉଥିବା ଲୋକଙ୍କଠାରୁ ଆରମ୍ଭ କରି ଗାଁର ମହିଳାଙ୍କ ସହ ମଧ୍ୟ ଭଲ ମନ୍ଦ ସୁବିଧା ଅସୁବିଧା ନେଇ ସବୁ ଆଲୋଚନାକ କରନ୍ତି । ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ମହିଳା ଜଣକ କିଏ ? କେଉଁ ନେତା ? More
  • Prangyan Parimita
  • 2 years ago

ସତ ହୋଇଥିଲେ ସାଙ୍ଘାତିକ : ଭୂତ ନେଉଛି କି ପିଡିଏସ ସାମଗ୍ରୀ ?

ଭୂତ ଖାଉଛି ପିଡିଏସ ସାମଗ୍ରୀ। ହିତାଧରକାରୀଙ୍କ ମୃତ୍ୟୁର ୫ ବର୍ଷ ପରେ ବି ପରିବାରକୁ ଅନ୍ଧାରରେ ରଖି ପିଡିଏସ ସାମଗ୍ରୀ ଉଠାଣ ହୋଇଥିବା ଅଭିଯୋଗ ଆସିଛି। ଏବେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ତଦନ୍ତ ଆରମ୍ଭ ହୋଇଯାଇଛି... More
  • Prangyan Parimita
  • 2 years ago

ଏନଏଚ କଡରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର : ବିପଦଜନକ ସ୍ଥିତିରେ ପାଠ ପଢ଼ୁଛନ୍ତି କୁନି କୁନି ପିଲା

ସକାଳ ହେଲେ କୁନି କୁନି ପିଲା ଭବିଷ୍ୟତ ଗଢ଼ିବାକୁ ଏଠାକୁ ଆସୁଛନ୍ତି। ହେଲେ ଏ ଅଙ୍ଗନୱାଡ଼ି କେନ୍ଦ୍ର ସୁରକ୍ଷିତ ନୁହେଁ। ନିଇତି ଏହାର ଆଖପାଖରେ ଘଟୁଛି ବଡ଼ ବଡ଼ ଦୁର୍ଘଟଣା। ଯେହାକୁ ନେଇ ଭୟଭିତ ପିଲା, ଚିନ୍ତାରେ ଅଭିଭାବକ... More
  • Satyendu Shekher Mishra
  • 2 years ago

BDO ଓ ସରପଞ୍ଚଙ୍କ ନାଁରେ ଫୌଜଦାରୀ ମାମଲା

IPC ଦଫା ୪୬୫, ୪୬୬, ୪୭୧, ୧୭୧-G ଏବଂ ୩୪ ରେ କାଗଜପତ୍ର ଜାଲିଆତି ଭଳି ସଙ୍ଗୀନ ଅଭିଯୋଗ ଲାଗିଛି । More
  • Satyendu Shekher Mishra
  • 2 years ago

ପରିକ୍ରମା ପ୍ରକଳ୍ପ ନେଇ ମୁହଁ ଖୋଲିଲେ ଜଗଦ୍‌ଗୁରୁ, ସରକାରଙ୍କ କାର୍ଯ୍ୟକୁ କଲେ ସମାଲୋଚନା

ତପଭୂମିକୁ ଭୋଗଭୂମି କରିବା ସରକାରଙ୍କ ଚିରାଚରିତ ଅଭ୍ୟାସ । ଏହାସହ ଏତେ ସବୁ ନିର୍ମାଣ କାମ ପୂର୍ବରୁ ପ୍ରଶାସନ ତାଙ୍କ ସହ ଥରେ ବି ଆଲୋଚନା କରିନାହିଁ । More
  • Satyendu Shekher Mishra
  • 2 years ago

ଥମୁନି ବିବାଦ, ଆହୁରି ତେଜିବ ! ସମ୍ବିତ ପାତ୍ରଙ୍କୁ ପାଲଟା ଜବାବ ଦେଲା ବିଜେଡି

ସେବାୟତମାନେ ଜମି ଦେଇଛନ୍ତି, ସେମାନେ କେବେ ବି ସମ୍ବିତଙ୍କୁ କ୍ଷମା କରିବେ ନାହିଁ । ସମ୍ବିତଙ୍କୁ ନିୟମିତ ଭାବେ ମିଥ୍ୟା ଓ ବିଭ୍ରାନ୍ତିକର ମନ୍ତବ୍ୟ ପାଇଁ କ୍ଷମା କରିବେ ନାହିଁ । More
  • Rajalaxmi Sahoo
  • 2 years ago

ମହାପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଇବେ ହ୍ୟୁମାନ ସାଗର

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଜନ ଗାଇବେ ହ୍ୟୁମାନ ସାଗର। ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭଜନ ପ୍ରସ୍ତୁତ ହେଉଥିବା ହ୍ୟୁମାନ ସୂଚନା ଦେଇଛନ୍ତି । More
  • Prangyan Parimita
  • 2 years ago

ମେଡିକାଲ ଆସୁନାହାଁନ୍ତି ଡାକ୍ତର, ଫାର୍ମାସିଷ୍ଟ କରୁଛନ୍ତି ଚିକିତ୍ସା

ମେଡିକାଲ କୋଠାକୁ ସୁନ୍ଦର କରି ଦେଲେ ହେବ ନାହିଁ। ଡାକ୍ତରଙ୍କଠାରୁ ଉତ୍ତମ ସ୍ୱାସ୍ଥ୍ୟସେବା ମିଳିବା ଦରକାର। ଯଦି ଏତକ ନ ମିଳେ ସେ ମେଡିକାଲରେ ଗଣା ହେବ କେମିତି? ପାରଳାଖେମୁଣ୍ଡି ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦେଖିଲେ ଏହା ସ୍ପଷ୍ଟ ବାରି ହୋଇପଡୁଛି More
  • Pramod Behera
  • 2 years ago

ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା

ଆଜି ମହାପ୍ରଭୁଙ୍କର ପବିତ୍ର ଭଉଁରୀ ଯାତ୍ରା । ଏହି ଦିନ କ’ଣ ହୁଏ? ଜଗନ୍ନାଥ ପରମ୍ପରାରେ କ’ଣ ରହିଛି ଏହାର ବିଧି ଆସନ୍ତୁ ଜାଣିବା… More
  • Prangyan Parimita
  • 2 years ago

ଗଛମୂଳେ ଚାଲିଛି ସରକାରୀ ସ୍କୁଲ୍ : ଖୋଲା ଆକାଶ ତଳେ ପାଠ ପଢୁଛନ୍ତି ପିଲା

ସ୍କୁଲ ଘରଟିଏ ନଥିବାରୁ ଗଛ ପାଲଟିଛି ପିଲାଙ୍କ ସାହା ଭରସା। ଖରା, ବର୍ଷା ହେଉ କି ଶୀତ ସବୁବେଳେ ଗଛ ମୂଳେ ଚାଲିଥାଏ ପାଠପଢା More
  • Prangyan Parimita
  • 2 years ago

ପୁଅଝିଅଙ୍କ ଚିନ୍ତାରେ ବୃଦ୍ଧ ଦମ୍ପତି : ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ଗୁହାରୀ

ଏମାନଙ୍କୁ ସାହା ହୁଅ ସରକାର। ଦୁଇ ପିଲାଙ୍କୁ ନେଇ ଅଭାବ ଅନାଟନରେ ଦିନ କାଟୁଛନ୍ତି ଏ ବୃଦ୍ଧ ଦମ୍ପତି... More
  • Rajalaxmi Sahoo
  • 2 years ago

କେନ୍ଦ୍ର କମାଇଲା ତୈଳ ଦର, କେବେ ଭାଟ୍‌ ଛାଡ଼ିବେ ଓଡ଼ିଶା ସରକାର ?

ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ର ସରକାର ଏକସାଇଜ୍ ଡ୍ୟୁଟି ହ୍ରାସ କରିବା ପରେ ଏବେ ରାଜ୍ୟ ସରକାରଙ୍କ ପାଳି। ପେଟ୍ରୋଲ ଉପରୁ ଲିଟର ପିଛା ୮ ଟଙ୍କା କମିଥିବା ବେଳେ, ଡିଜେଲ ଉପରୁ ଲିଟର ପିଛା ୬ ଟଙ୍କା କମିଛି। More
  • Prangyan Parimita
  • 2 years ago

ବିଜୁ ଜନତା ଦଳରେ ନାହାନ୍ତି ତଥାଗତ ଶତପଥୀ : ନିଜେ କହିଲେ ପୂର୍ବତନ ସାଂସଦ

ବିଜେଡିରେ ନଥିବା କଥା ନିଜେ କହିଛନ୍ତି ଢେଙ୍କାନାଳର ପୂର୍ବତନ ସାଂସଦ ତଥାଗତ ଶତପଥୀ । More
  • Satyendu Shekher Mishra
  • 2 years ago

‘କାହିଁକି ଡରୁଛନ୍ତି ରାଜ୍ୟ ସରକାର ? ରାତି ଅଧିଆ GPRS କାହିଁକି ?’

ଶ୍ରୀମନ୍ଦିର ଚାରିପଟେ କଣ ହେଉଛି ତାହା ପ୍ରଥମେ ପୁରୀ ସାଂସଦଙ୍କୁ ଜଣାନ୍ତୁ ସରକାର, ଏହାପରେ ଅନ୍ୟ ମାନଙ୍କୁ ଜଣାଇବେ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ । More
  • Rajalaxmi Sahoo
  • 2 years ago

ଦୁର୍ଘଟଣା ପଛରେ ବଡ଼ ଷଡ଼ଯନ୍ତ୍ର ! ସାମ୍ନାକୁ ଆସିଲା CCTV ଫୁଟେଜ୍‌

କେମିତି ହୋଇଥିଲା ବଲାଙ୍ଗିର ଆର୍‌ଟିଓ ଛକରେ ଦୁର୍ଘଟଣା ? ଜାଣିଶୁଣି କରାଯାଇଥିଲା କି ଦୁର୍ଘଟଣା ? କାରଣ ଘଟଣା ସମୟର ସିସିଟିଭି ଫୁଟେଜ୍ ଏବେ ସାମ୍ନାକୁ ଆସିଛି। More
  • Satyendu Shekher Mishra
  • 2 years ago

ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ନେଇ ହାଇକୋର୍ଟଙ୍କ ଚିନ୍ତା

ରାଜ୍ୟର ବିଭିନ୍ନ DHH, PHC ଓ CHCରେ ଡାକ୍ତର ଏବଂ ଅନ୍ୟାନ୍ୟ ମୌଳିକ ସୁବିଧାର ଅଭାବକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ । More
  • Satyendu Shekher Mishra
  • 2 years ago

ଚାକିରିରୁ ଛୁଟି ନେଇ ରଥ କାମ ଶିଖୁଛନ୍ତି ସେବକଙ୍କ କଷ୍ଟଆକାଉଣ୍ଟାଣ୍ଟ- ଡିପ୍ଲୋମା ଇଞ୍ଜିନିୟର୍ ପୁଅ !

ରଥଖଳାରେ କୁନି ହାତ ଶିଖୁଛି ବିଶ୍ୱ ନିୟନ୍ତାଙ୍କ ରଥ ନିର୍ମାଣ କଳା । କୁନି ମୁଗୁର, କୁନି ନିହାଣ ଧରି ରୂପସଜ୍ଜା ଶିକ୍ଷାରେ ବ୍ୟସ୍ତ ଆଗାମୀ ଦିନର ରଥଶିଳ୍ପୀ । More
  • Rajalaxmi Sahoo
  • 2 years ago

ଅନୁଭବଙ୍କ ଭିଡିଓରେ ଓଲିଉଡ୍‌ ଇମୋସନାଲ୍‌, ସିଦ୍ଧାନ୍ତ ଓ ସବ୍ୟସାଚୀ କହିଲେ....

କିଛିଦିନ ପୂର୍ବେ ଅନୁଭବ ପ୍ରଥମ ଭିଡିଓରେ ନିଜ ମନର କ୍ଷୋଭ ପ୍ରକାଶ କରିବା ପରେ ଗତକାଲି ଦ୍ୱିତୀୟ ଭିଡିଓରେ ସିଧାସଳଖ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ନାଁ ନେଇ ତାଙ୍କ ବୈବାହିକ ଜୀବନରେ ଝଡ ସମ୍ପର୍କରେ ମୁହଁ ଖୋଲିଛନ୍ତି।  More
  • Otv Khabar Bureau
  • 2 years ago

ବାହାର ରାଜ୍ୟରେ ବିକ୍ରି ହେଉଥିଲେ ଓଡ଼ିଆ ଯୁବତୀ; ସୁନ୍ଦରଗଡ଼ ପୋଲିସ ଦ୍ୱାରା ଯୋଜନା ପଣ୍ଡ

ଜୋର ଜବରଦସ୍ତ ବିବାହ କରିବା ପାଇଁ ଯୁବତୀଙ୍କୁ ଅନ୍ୟ ରାଜ୍ୟକୁ ଚାଲଣ ଅଭିଯୋଗ । ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି... More
  • Satyendu Shekher Mishra
  • 2 years ago

ସାଂସଦ ପିନାକୀଙ୍କୁ ସମ୍ବିତଙ୍କ କାଉଣ୍ଟର ଆଟାକ୍‌ ! କହିଲେ କିଏ ଢ଼ୋଙ୍ଗୀ ? ରାତି ଅଧରେ ଏବେ କ’ଣ ଚାଲିଛି ?

ସାଂସଦ ପିନାକୀ ମିଶ୍ର ଓଡ଼ିଶାବାସୀଙ୍କୁ ମିସ୍‌ଲିଡ୍‌ କରୁଛନ୍ତି । ଆମେ ଢ଼ୋଙ୍ଗୀ ନା ଆପଣ ଢ଼ୋଙ୍ଗୀ ? ଶ୍ରୀମନ୍ଦିର ଚାରିପଟେ ଏବେ GPRS କରାଯାଉଛି । ଗତ ଦୁଇ ଦିନ ହେବ GPRS କାମ ଚାଲିଛି । More
  • Otv Khabar Bureau
  • 2 years ago

ବଜ୍ରପାତରେ ୨ ମୃତ, ୩ ଗୁରୁତର

ବଜ୍ରାଘାତରେ ୨ ଜଣଙ୍କ ମୃତ ହୋଇଥିବାବେଳେ ୩ ଗୁରୁତର ହୋଇଛନ୍ତି । More
  • Otv Khabar Bureau
  • 2 years ago

ଗୁଳୁଗୁଳିରୁ ମିଳିଲା ଆଶ୍ୱସ୍ତି; କଟକ, ଭୁବନେଶ୍ୱର, ପୁରୀ, ଭଦ୍ରକରେ ବର୍ଷା

ଆଜି ସକାଳୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି । କାଳବୈଶାଖୀ ପ୍ରଭାବ ଦ୍ୱାରା ରାଜ୍ୟରେ ବର୍ଷା ହେଉଥିବା ସମ୍ଭାବନା... More
  • Otv Khabar Bureau
  • 2 years ago

୭ ମାସର ପୁଅର ଅପରେସନ୍‌ ପାଇଁ ୧୫ ଲକ୍ଷ ଦରକାର, କାନ୍ଦି କାନ୍ଦି ସାହାଯ୍ୟ ମାଗୁଛି ମାଆ...

୭ ମାସର ପୁଅକୁ ବଞ୍ଚାଇବାକୁ ଦରକାର ୧୫ ଲକ୍ଷ ଟଙ୍କା। ଆଭାସ୍‌ର ଅପରେସନ୍‌ ନହେଲେ ଜୀବନ ପ୍ରତି ବିପଦ ଥିବା କହୁଛନ୍ତି ଡାକ୍ତର। ପୂର୍ବରୁ ଦୁଇ ପୁଅଙ୍କୁ ହରାଇଥିବା ସଞ୍ଜୀବଙ୍କ ପାଖରେ ଏଇ ପୁଅର ଚିକିତ୍ସା ପାଇଁ ଟଙ୍କା ବି ନାହିଁ। କୁନି ପୁଅକୁ ବଞ୍ଚାଇବା ପାଇଁ କାନ୍ଦି କାନ୍ଦି ଏମିତି ପ୍ରାର୍ଥନା କରୁଛି ମାଆ… More
  • Otv Khabar Bureau
  • 2 years ago

ଆଜି ଶ୍ରୀକ୍ଷେତ୍ରରେ ପାଳିତ ହେବ ଭଉଁରୀ ଯାତ୍ରା

ଆଜି ବାହାର ଚନ୍ଦନ ଯାତ୍ରାର ଶେଷ ଦିନ...ଶ୍ରୀକ୍ଷେତ୍ରରେ ପାଳନ କରାଯିବ ଭଉଁରୀ ଯାତ୍ରା । More
  • Otv Khabar Bureau
  • 2 years ago

ଲାଞ୍ଚ ନେଇ ସସ୍‌ପେଣ୍ଡ ହେଲେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ

ବଲାଙ୍ଗିର ଲରମ୍ଭା ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ ହୋଇଛନ୍ତି । More
  • Rajalaxmi Sahoo
  • 2 years ago

ପୁରୀରେ ରାତି ଅଧିଆ GPR ସର୍ଭେ !

ଲୁଚା ଛପା ଓ ରାତି ଅଧିଆ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର GPR ସର୍ଭେ। OBCC ଚଞ୍ଚକତା କରି ରାତି ଅଧରେ GPR ସର୍ଭେ କରୁଥିବା ଅଭିଯୋଗ ହୋଇଛି। More
  • Otv Khabar Bureau
  • 2 years ago

ଅସହ୍ୟ ଗ୍ରୀଷ୍ମରେ କାଳବୈଶାଖୀର ସମ୍ଭାବନା; ମିଳିବ କି ତାତିରୁ ତ୍ରାହି ?

କିଛି ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । More
  • Chandan Shishu
  • 2 years ago

ଚାଲୁ ରହିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ: ସେବାୟତ ଆବାସ ପାଇଁ ୬ ଏକର ଚିହ୍ନଟ

 ଆଦର୍ଶ ଗୁରୁକୁଳ ପାଇଁ ସୋସାଇଟି ଗଠନ ନେଇ ମଧ୍ୟ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି।   More
  • Pramod Behera
  • 2 years ago

କୁନି ହାତ ଶିଖୁଛି ବିଶ୍ୱ ନିୟନ୍ତାଙ୍କ ରଥ ନିର୍ମାଣ କଳା

କୁନି ହାତ ଶିଖୁଛି ରଥ ନିର୍ମାଣ କଳା। କୁନି ମୁଗୁର, କୁନି ନିହାଣ ଧରି ରୂପସଜ୍ଜା ଶିକ୍ଷାରେ ବ୍ୟସ୍ତ ଆଗାମୀ କାଲିର ରଥଶିଳ୍ପୀ। ବାପ ଅଜାମାନେ ହାତ ଧରେଇ ଶିଖଉଛନ୍ତି କଳା। More
  • Chandan Shishu
  • 2 years ago

ପଛରେ ପଡିଛି ଡିଜିଟାଲ୍ ଶିକ୍ଷା: ରାଜ୍ୟରେ ୮୪% ସ୍କୁଲରେ ନାହିଁ କମ୍ପ୍ୟୁଟର

ଗତକିଛି ଦିନ ହେବ ରାଜ୍ୟରେ ଡ୍ରପ୍ ଆଉଟ୍ ହାର ବଢିଥିବାନେଇ ଚର୍ଚ୍ଚା ଜୋର ଧରିଛି। More
  • Chandan Shishu
  • 2 years ago

ଉଜ୍ଜ୍ୱଳା ହିତାଧିକାରୀଙ୍କ ଲାଗି ଗ୍ୟାସ ଦର କମାଇଲା କେନ୍ଦ୍ର

ବଢ଼ୁଥିବା ଦରଦାମରେ ଘାଣ୍ଟି ହେଉଥିବା ଲୋକଙ୍କ ଦୁର୍ଦ୍ଦଶା ଦେଖି ଦର କମାଯାଇଛି। More
  • Prangyan Parimita
  • 2 years ago

ଦାଦନ ଗଡ଼ ବଲାଙ୍ଗିରର ଦୟନୀୟ କାହାଣୀ : ୧୦ ଦିନରେ ରାଜ୍ୟ ବାହାରୁ ଆସିଲାଣି ଦଶ ଶ୍ରମିକଙ୍କ ଶବ

କାହା ସ୍ୱାର୍ଥରେ ରାଜ୍ୟ ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନା ? ଉଠିଲା ପ୍ରଶ୍ନ More