ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବାଲେଶ୍ୱର ଜିଲ୍ଲା ରେମୁଣା ଗାଁ । ଅଗ୍ନିକୁ ସାକ୍ଷୀ ରଖି ହାତକୁ ଦିହାତ ହେଲେ ବର କନ୍ୟା । ପଣ୍ଡିତଙ୍କ ମନ୍ତ୍ରପାଠ ପରେ ବେଦୀ ଉପରେ ହସ୍ତଗଣ୍ଠି ପଡ଼ିଲା । ଠିକ୍ ଏତିକି ବେଳକୁ କନ୍ୟା କାଢ଼ି ପକାଉଛନ୍ତି ଶଙ୍ଖା, ଚୁଡ଼ି ସହ ସୁନା ମୁଦି ।
ରାଜ୍ୟ କ୍ୟାବିନେଟରେ ମିଶନ ଶକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ମିଶନ ଶକ୍ତି ମହିଳାଙ୍କ ପାଇଁ ୫ ବର୍ଷରେ ୪,୯୭୩ କୋଟି ଟଙ୍କା ଖର୍ଚ୍ଚ ହେବ ।
ପୁରୀ ଏମାର୍ ମଠ ପରିସରରେ ଖୋଳାପୋତାରେ ଲୋଟୁଥିବା ଭଙ୍ଗା ଐତିହ୍ୟ ସିଂହର ଭବିଷ୍ୟତ କଣ? ତାହା ଏବେ ବି ଅସ୍ପଷ୍ଟ ଥିବାବେଳେ ଗତକାଲି ଏଏସ୍ଆଇ ଅଧିକାରୀ ଏହାକୁ ଗଙ୍ଗବଂଶ ରାଜତ୍ୱ ସମୟର ବୋଲି କହିବା ପରଠୁ ସୃଷ୍ଟି ହୋଇଛି ଆଲୋଡ଼ନ ।
ବିଜୁଳି କାଟ ସମସ୍ୟାର ସମାଧାନ ଲାଗି ଟାଇମ ମ୍ୟାନେଜମେଣ୍ଟ ସହ ବର୍ଷାଦିନ ପୂର୍ବରୁ ମେଣ୍ଟେନାନ୍ସ କାମ ସାରିବାକୁ ବିତରଣ କମ୍ପାନିଙ୍କୁ ନିର୍ଦ୍ଦେଶ ଦେଇଛି ଶକ୍ତି ସମ୍ପର୍କିତ ଷ୍ଟାଣ୍ଡିଂ କମିଟି । ଏମିତିକି ବିଦ୍ୟୁତ୍ ବିଲ୍ ସମ୍ପର୍କିତ ସମସ୍ୟାକୁ ଜିଲ୍ଲାସ୍ତରରେ ବିଜୁଳି ଅଦାଲତ ମାଧ୍ୟମରେ ସମାଧାନ କରିବାକୁ କମିଟି ପରାମର୍ଶ ଦେଇଛି ।
ଭବ୍ୟ ଦିବ୍ୟ ସୁନ୍ଦର ତାରାତାରିଣୀ ପୀଠର ନବକଳେବରରେ ଉତ୍ସବମୁଖର । ରୂଷିକୂଲ୍ୟା ନଦୀ ତଟ କୁମାରୀ ପାହାଡ଼ର ସର୍ବୋଚ୍ଚ ଶିଖରରେ ମାଙ୍କ ମନ୍ଦିର । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ହୋଇଛି । କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନବନିର୍ମିତ ମନ୍ଦିରର ଲୋକାର୍ପଣ କରାଯାଇଛି । ସାରା ରାଜ୍ୟରେ ମନ୍ଦିର ବିକାଶକୁ ରାଜ୍ୟ ସରକାର ଫୋକସ କରିଥିବାବେଳେ ଏହାକୁ ନେଇ ତେଜିଛି ରାଜନୀତି ।
ବିନିକାର ଗାନ୍ଧିନଗରପଡାର ୮୦ ବର୍ଷିୟା ବୃଦ୍ଧା ସୂର୍ଯ୍ୟ ସିନ୍ଦ୍ରିଆ ରିକ୍ସାରେ ଭତ୍ତା ନେବାକୁ ପ୍ରତିମାସରେ, ଏମିତି ପ୍ରତି ମାସରେ ଟ୍ରଲିରେ ବୁହା ହୋଇ ଯାଆନ୍ତି ସରକାରୀ ଭତ୍ତା ଆଣିବାକୁ ।
ସ୍ତ୍ରୀର ନିର୍ଯାତନାରେ ଅତିଷ୍ଠ ହେଲାଣି ସ୍ୱାମୀ । ମାମଲା ଏତେ ବଢିଗଲାଣି ଯେ, ଏମିତି ସ୍ତ୍ରୀ ସାଙ୍ଗରେ କେମିତି ରହିବେ ସେ କଥା ଚିନ୍ତା କରୁଛନ୍ତି ନିରଞ୍ଜନ ।
ବାପାଙ୍କ ମୃତ୍ୟୁ ପରେ ଇଚ୍ଛା ନଥାଇ ପାଠ ଛାଡ଼ିଦେଲା ବଡ଼ ଝିଅ । ସରକାର ଦେଉଥିବା ୨୦ କିଲୋ ଚାଉଳ ଏବେ ଏମାନଙ୍କ ପାଇଁ ସବୁକିଛି ।
ସେ ଟ୍ୱିଟ୍ କରି କହିଛନ୍ତି ଯେ, GPRS କରାଯାଇଛି, ଏ ସଂପର୍କିତ କାଗଜାତ ପ୍ରଦର୍ଶନ ହେବ । ବିନା GPRSରେ ଖନନ କରାଯାଇଥିବା ଅଭିଯୋଗ ଭିତ୍ତିହୀନ ।
ବାପା-ମାଆଙ୍କ ପରି ହେବାର ସେ ସୁନେଲୀ ସ୍ୱପ୍ନ ଦେଖୁଥିଲା । କିନ୍ତୁ ଆଜି ସବୁ ଚୁରମାର ହୋଇଗଲା । ମୁଁ ନିଜେ ଡାକ୍ତର ହୋଇ ମଧ୍ୟ ତା ରୋଗ ଚିହ୍ନିପାରିଲିନି ।’
ରାଉରକେଲା ରେଳଷ୍ଟେସନ ନିକଟରେ ଥିବା କ୍ରସ୍ରୋଡ୍ ମଲ୍ରେ ଏଭଳି ଘଟଣା ଘଟିଛି । ଜଣେ ଯୁବତୀ ମଲ୍କୁ ବୁଲିବାକୁ ଆସିଥିଲେ ବୋଲି କହିଛନ୍ତି ।
ସିଆର୍ପି ଛକରେ ଗୁଳିକାଣ୍ଡ ଘଟଣାରେ ନୂଆ ଖୁଲାସା । ସ୍ତ୍ରୀ ନାଁରେ ଥିବା ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଅଭିଯୁକ୍ତ ବିନୟ ଆଚାର୍ଯ୍ୟ ଗୁଳି କରିଥିବା ସୂଚନା ମିଳିଛି ।
ସେ ସୁସ୍ଥ ହେଲେ ଭୁଲ ଔଷଧ ଖାଇବା ପଛର କାରଣ ଜଣାପଡ଼ିବ ବୋଲି ବିଧାୟକ କହିଛନ୍ତି।
ପ୍ରଜାକୋର୍ଟରେ ଜଣକୁ ପିଟିପିଟି ହତ୍ୟା କରାଯାଇଛି । ଗୁଣି ଗାରେଡ଼ିକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି
ଏମାର ମଠରୁ ସିଂହ ମୂର୍ତ୍ତି ବାହାରିବା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର...
ବର ବେହୋସ ହୋଇ ପଡ଼ିଯିବାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।
ଭୁବନେଶ୍ୱର ବରମୁଣ୍ଡାର ତ୍ରିନାଥ ମନ୍ଦିର ରୋଡ଼ରେ ଥିବା ଗୋଟିଏ ଗଛରେ ଝୁଲନ୍ତା ମୃତଦେହ ଠାବ ହୋଇଛି ।
ଭୁବନେଶ୍ୱର ସିଆରପି ଛକରେ ଗୁଳିକାଣ୍ଡ...ଗୁଳିକାଣ୍ଡରେ ଛାତ୍ର କଂଗ୍ରେସ ନେତା ବିଭୂ ପ୍ରସାଦ ଜେନା ଅଳ୍ପକେ ବର୍ତ୍ତିଛନ୍ତି ।
ରେଲେୱେ ପୋଲିସ ଆସିବା ଆଗରୁ ପରିବାର ଲୋକେ ପୁଅର ଅନ୍ତିମ ସଂସ୍କାର କରି ଦେଇଥିଲେ।
ରାଜ୍ୟର ବିଭିନ୍ନ ସ୍ଥାନରେ କେଉଁଠି ବଜ୍ରପାତରେ ଲୋକଙ୍କ ପ୍ରାଣ ଯାଇଛି ତ ଆଉ କେଉଁଠି ଝଡ଼ ପବନ ମାଡ଼ରେ ବିଜୁଳି ଭିତ୍ତିଭୂମି ଉପୁଡ଼ି ଯାଇଛି ।
ମହାପ୍ରଭୁ ଜଗନ୍ନାଥଙ୍କ ଅନେକ ନୀତି ରହିଛି। ସେଥିରୁ ରୋଷଘର ନୀତି ଅନ୍ୟତମ। ଦେବତାଙ୍କୁ ନୈବେଦ୍ୟ ସମର୍ପିତ ହେବା ପରେ ନିବେଦିତ ବସ୍ତୁକୁ 'ଭୋଗ' ବୋଲାଯାଏ ଓ ଭୋଗ ହେବା ପୂର୍ବରୁ ତାକୁ 'ଅମୁଣିଆ' ବୋଲାଯାଏ । ତେବେ ଆସନ୍ତୁ ଜାଣିବା ମହାପ୍ରଭୁଙ୍କ ଭୋଗରେ କେଉଁସବୁ ପନିପରିବା ବ୍ୟବହୃତ ହୁଏ ଓ କ’ଣ ନ ହୁଏ।
ପୁରୀ ବଡ଼ଦାଣ୍ଡରେ ମୁକୁଳା ଡ୍ରେନ୍ରେ ପଡ଼ି ଯୁବକ ମୃତ । ପୁରୀ ମାର୍କେଟ ଛକ ନିକଟ ମୁକୁଳା ଡ୍ରେନ୍ରେ ପଡ଼ି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।
କଟକ ବିଡ଼ାନାସୀ କୃଷକ ବଜାରରେ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି । ମାର୍କେଟରେ ଥିବା ପାଣି ଟାଙ୍କି ତଳେ ଏକ ମୃତଦେହ ପଡ଼ି ରହିଛି ।
ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟା ବେଳେ ବସିବ ଏହି ବୈଠକ ।