ବଜ୍ରାଘାତରେ ୨ ଜଣଙ୍କ ମୃତ ହୋଇଥିବାବେଳେ ୩ ଗୁରୁତର ହୋଇଛନ୍ତି ।
ରାଜ୍ୟରେ ଗତ ୪ ବର୍ଷରେ ବଜ୍ରପାତ ଯୋଗୁଁ ୧୬୨୧ ଜଣଙ୍କ ମୃତ୍ୟୁ ହୋଇଛି। ବଜ୍ରପାତଜନିତ ମୃତ୍ୟୁ ନେଇ ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ଏପରି ଉତ୍ତର ରଖିଛନ୍ତି। ୨୦୧୮ରୁ ଏଯାଏଁ ମୋଟ ୧୬୨୧ଟି ବଜ୍ରପାତ ଜନିତ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ।