2 bus staff sustain critical injuries in clash over movement of vehicles
ଭୁବନେଶ୍ୱର ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ହଣାକଟା । ବସଷ୍ଟାଣ୍ଡରେ ଦୁଇ ବସ୍ କର୍ମଚାରୀଙ୍କ ମଧ୍ୟରେ ସାଧାରଣ ବଚସାରୁ ଗଣ୍ଡଗୋଳ ହୋଇଥିଲା । ଯାହା ଉଗ୍ର ରୂପ ନେବାରୁ ଉଭୟଙ୍କ ମଧ୍ୟରେ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି । ଏଥିରେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି ।
Advertisment
ତେବେ ବସ୍ ଆଗପଛ ଯିବାକୁ ନେଇ ବଚସା ପରେ ଆକ୍ରମଣ ହୋଇଥିବା ବେଳେ ଘଟଣାସ୍ଥଳରେ ଭରତପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)