• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 19 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ବଢୁଛି ବିଜେଡି ବିଧାୟକ ବିଜୟ ଶଙ୍କରଙ୍କ ଅଡୁଆ ! ଠକେଇ-ପ୍ରତାରଣା-ସେକ୍ସ ରାକେଟ୍ ଚଳାଉଥିବା ଅଭିଯୋଗ

ପ୍ରେମିକାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ, ପୋଲିସର ତଦନ୍ତ । ଅଭିଯୋଗ ଖଣ୍ଡନ କଲେ ତିର୍ତ୍ତୋଲ ବିଧାୟକ, ଘେରିଲେ ବିରୋଧୀ । More
  • Satyendu Shekher Mishra
  • 2 years ago

ଗର୍ଲଫ୍ରେଣ୍ଡଙ୍କୁ ବାହା ହେବା ପାଇଁ ରାଜି, କହିଲେ ବିର୍ତ୍ତୋଲ ବିଧାୟକ ବିଜୟଶଙ୍କର

ଆହୁରି ୬୦ ଦିନ ବାକି ଅଛି, ଭଲ ସମୟ ଦେଖି ବାହା ହେବାକୁ ତାଙ୍କୁ କହିଥିଲେ ବିଜୟଶଙ୍କର । More
  • Rajalaxmi Sahoo
  • 2 years ago

ସରକାରୀ ଜମିକୁ ନେଇ ଆଦିବାସୀ-ବଙ୍ଗାଳି ସମ୍ପ୍ରଦାୟ ମୁଁହାମୁହିଁ

ସରକାରୀ ଜମିକୁ ନେଇ ଆଦିବାସୀ ସମ୍ପ୍ରଦାୟ ଓ ବଙ୍ଗାଳି ସମ୍ପ୍ରଦାୟ ମଧ୍ୟରେ ମୁଁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। କୁନାରଗୁଡା ଏବଂ ଏମ୍‌ପିଭି-୨ ମଧ୍ୟରେ ଥିବା ଏକ ବନ୍ଧର ହିଡକୁ ଆଜି ସକାଳେ ଶତାଧିକ ଆଦିବାସୀ କାଟି ଦେଇଥିଲେ।  More
  • Satyendu Shekher Mishra
  • 2 years ago

ଆଗାମୀ ୨୦ ବର୍ଷ ଯାଏଁ ରଥକାଠ ପାଇଁ ସମସ୍ୟା ନାହିଁ

ଜଗନ୍ନାଥ ବନ ପ୍ରକଳ୍ପରେ ଥିବା ଗଛ ବ୍ୟବହାର ହୋଇପାରିବ । ସମୀକ୍ଷା ପରେ ସୂଚନା । More
  • Satyendu Shekher Mishra
  • 2 years ago

ଓଡ଼ିଶା ବଜାରରେ ଆନ୍ଧ୍ର ସରକାରଙ୍କ ଶସ୍ତା କ୍ଷୀର ପ୍ୟାକେଟ୍

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବାରୁ ଅଣଓଡ଼ିଆଙ୍କ ଆଗ୍ରହ ବଢ଼ୁଛି । ଓଡ଼ିଶା ଦୁଗ୍ଧ ଚାଷୀ ପ୍ରଭାବିତ ହେବାର ଆଶଙ୍କା । More
  • Rajalaxmi Sahoo
  • 2 years ago

‘ଛୁଆକୁ ଫେରି ପାଇଲେ ମୁଁ ବହୁତ ଖୁସି ହେବି, ୮ ବର୍ଷ ହେଲାଣି ମୋ ଛୁଆକୁ ମୁଁ ଦେଖିନି’

କାହା ପାଖରେ ରହିବ ଝିଅ ? କିଏ କହୁଛି ପ୍ରକୃତ ସତ ? କ’ଣ ହେବ ଝିଅର ଭବିଷ୍ୟତ ? ୯ ବର୍ଷର ଝିଅକୁ ପାଇବା ପାଇଁ ପାଳିତା ମା’ ଓ ଜନ୍ମ କଲା ମା’ ମଧ୍ୟରେ ବିବାଦ ଦେଖାଦେଇଛି। More
  • Satyendu Shekher Mishra
  • 2 years ago

ବୋହୂର କାଠଫାଳିଆ ମାଡ଼ରେ ଶ୍ୱଶୁର ମୃତ

ପାରିବାରିକ କଳହରୁ କିଶୋରଚନ୍ଦ୍ରପଲ୍ଲୀ ଗାଁରେ ଅଭାବନୀୟ ଘଟଣା । ଘଟଣାସ୍ଥଳରେ ପହଞ୍ଚି ଆସିକା ଥାନା ପୋଲିସର ତଦନ୍ତ । More
  • Rajalaxmi Sahoo
  • 2 years ago

ଆକାଶରୁ ଖସିଲା ମୃତ୍ୟୁ, ନେଲା ୪ ଜୀବନ

ଆକାଶରୁ ଖସିଲା ମୃତ୍ୟୁ, ନେଲା ୪ ଜୀବନ। ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ମଲ୍ଲିକମୁଣ୍ତା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।  More
  • Chandan Shishu
  • 2 years ago

ମାନସିକ ରୋଗୀଙ୍କୁ ଅପରାଧୀ ସଜାଇ ଜେଲ୍‌ରେ ରଖିଥିଲା ବଲାଙ୍ଗିର ପୋଲିସ

ରାଜୁ କୌଣସି ଅପରାଧୀ ନଥିଲେ। ସେ ଜଣେ ମାନସିକ ରୋଗୀ। More
  • Otv Khabar Bureau
  • 2 years ago

ଟ୍ରାକ୍ଟରକୁ ପିଟିଲା ଟ୍ରକ୍, ୨ ମୃତ ଓ ୨ ଗୁରୁତର

ଟ୍ରାକ୍ଟର-ଟ୍ରକ୍ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି । More
  • Otv Khabar Bureau
  • 2 years ago

ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ; ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ହଣାକଟା

ବସଷ୍ଟାଣ୍ଡରେ ଦୁଇ ବସ୍ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ । ଧାରୁଆ ଅସ୍ତ୍ରରେ ଆକ୍ରମଣରେ ୨ ଜଣ ଆହତ ହୋଇଥିବା ସୂଚନା। More
  • Otv Khabar Bureau
  • 2 years ago

ଖୁସିକୁ ମିଳିବ ପ୍ରକୃତ ଖୁସି; ଆଲିପୁର ଚିଡିଆଖାନାରୁ ନନ୍ଦନକାନନକୁ ଆସିପାରେ ନୂଆ ଅତିଥି

ଖୁସି ଜୀବନରେ ଫେରିବ ଖୁସି । ନନ୍ଦନକାନନରେ ନିସଙ୍ଗ ଜୀବନ ବିତାଉଥିବା ଜିରାଫ ଖୁସିକୁ ଖୁବଶୀଘ୍ର ମିଳିବ ଜୀବନସାଥି । ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ । ୨୦୨୨ ଶେଷ ସୁଦ୍ଧା ନିସଙ୍ଗ ଜୀବନ ବିତାଉଥିବା ଜିରାଫ ଖୁସି, ଆଫ୍ରିକ୍ରୀୟ ସିଂହୀ, ଚିଙ୍କାରା ଓ ୧୬ ପ୍ରଜାତିର ପକ୍ଷୀଙ୍କୁ ଜୀବନ ସାଥି ମିଳିବ... More
  • Chandan Shishu
  • 2 years ago

ଆଜି ସମବାୟ ନିର୍ବାଚନ: ୨୪୪ ସମ୍ବେଦନଶୀଳ ବୁଥ୍ ଚିହ୍ନଟ

ଭୋଟଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ ଟା ଯାଏଁ ଚାଲିବ।  More
  • Chandan Shishu
  • 2 years ago

ରେଡ୍ ପରେ ବିଡିଓଙ୍କ ହାତରୁ ଖସିଗଲା ତହସିଲଦାର ଦାୟିତ୍ୱ

ଚଢାଉ ବେଳେ ଲକ୍ଷେ ୭୦ ହଜାର ନଗଦ ଟଙ୍କା ସହ ୩୩୦ଗ୍ରାମ୍ ସୁନା ଓ ୧୧୦୦ ଗ୍ରାମ୍ ରୁପା ଅଳଙ୍କାର ଜବତ ହୋଇଛି।  More
  • Chandan Shishu
  • 2 years ago

୧୩ ଦିନିଆ ବିଦେଶ ଗସ୍ତ ପାଇଁ ଓଡ଼ିଶା ଛାଡ଼ିଲେ ନବୀନ

ଇଟାଲି ଓ ଦୁବାଇ ଗସ୍ତରେ ଯିବେ ନବୀନ। More
  • Prangyan Parimita
  • 2 years ago

ମହିଳା , ମୋହରା ଓ ଡ୍ରଗସ୍ : ରାଜଧାନୀର ନିଶା କାରବାରର ନୂଆ ଟ୍ରେଣ୍ଡ

ଲେଡି ପେଡଲରଙ୍କୁ ମୋହରା କରି ବସ୍ତିରୁ ଅପରେଟ୍ ହେଉଛି ଧଳାଜହର ବ୍ୟବସାୟ । More
  • Prangyan Parimita
  • 2 years ago

ବଢୁଛି ତିର୍ତ୍ତୋଲ ବିଧାୟକଙ୍କ ପାଇଁ ଅଡ଼ୁଆ : ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବାରୁ ଥାନାର ଦ୍ୱାରସ୍ଥ ହେଲେ ପ୍ରେମିକା

ଜଗତସିଂହପୁର ଥାନାରେ ଏତଲା ଦେଲେ ପ୍ରେମିକା ସୋମାଲିକା More
  • Otv Khabar Bureau
  • 2 years ago

ମହଙ୍ଗା ମାଡ଼ ପରେ ଦାଉ ସାଧୁଛି ତେଲ ଅଭାବ: ରାଜ୍ୟରେ କେଉଁଠି ମିଳୁନି ପେଟ୍ରୋଲ ତ କେଉଁଠି ମିଳୁନି ଡିଜେଲ

ରାଜ୍ୟର ବହୁ ଛୋଟ ସହର ଗ୍ରାମାଞ୍ଚଳରେ ବନ୍ଦ ରହିଛି ଅଧିକାଂଶ ପେଟ୍ରୋଲ ପଂପ୍, କେଉଁଠି ପେଟ୍ରୋଲ ତ କେଉଁଠି ମିଳୁନି ଡିଜେଲ... More
  • Prangyan Parimita
  • 2 years ago

ରାହୁଲକୁ ରେସ୍କ୍ୟୁ ପାଇଁ ହୋଇଥିଲା ଲୋମଟାଙ୍କୁରା ସଂଘର୍ଷ : ଅପରେସନ ବେଳର ସତ ବଖାଣିଲେ ଏନଡିଆରଏଫ୍ କମାଣ୍ଡାଣ୍ଟ

ଅପରେସନର ଶେଷ ୭୨ ଘଣ୍ଟା ଚ୍ୟାଲେଞ୍ଜିଂ, ଖାଉନଥିଲୁ କି ଶୋଉନଥିଲୁ More