• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Conditions favorable for monsoon in Odisha in next 48 hours
୪୮ ଘଣ୍ଟାରେ ଓଡ଼ିଶା ଛୁଇଁବ ମୌସୁମୀ !

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି। ୪୮ ଘଣ୍ଟା ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। 

Raja Sankranti
ରଜ ସଂକ୍ରାନ୍ତିରେ ଜମିବ ଦୋଳି ଖେଳ, ଖିଲିପାନ ଓ ପୋଡ଼ପିଠାର ଆସର

ଆଜି ହେଉଛି ରଜ ସଂକ୍ରାନ୍ତି । ବିନା ପାନରେ କଣ ରଜ ଉତ୍ସବ ସମ୍ଭବ । ମିଠା ପାନ ହିଁ ରଜରେ ଆଉ ଟିକେ ମିଠା ଭରି ଦେଇଥାଏ । ଏଣୁ ବଜାରଘାଟରେ ଲାଗିଲାଣି ରଜପାନର ପସରା ।

Navigation equipment for boats & ships washes ashore at sea beach
ସମୁଦ୍ରରେ ଭାସି ଆସି କୂଳରେ ଲାଗିଲା, ଭୟଭୀତ ଲୋକେ...

ଅସ୍ତରଙ୍ଗ ଉପକୂଳରୁ ଏକ ଭାସମାନ ଦିଗ ନିର୍ଣ୍ଣୟ ଯନ୍ତ୍ର ମିଳିଛି। ଅସ୍ତରଙ୍ଗ ଉପକୂଳ ଅଣକଣ ତଣ୍ଡାରେ ଏହା ଲାଗିଥିବା ଦେଖିବାକୁ ମିଳିଛି।

Alarnath Temple
ଅଣସର ଦର୍ଶନ ପାଇଁ ଆଜିଠୁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଆଜିଠୁ ଅଲାରନାଥ ପୀଠରେ ଅଣସର ଦର୍ଶନ ଆରମ୍ଭ ହୋଇଛି। ପରମ୍ପରା ଅନୁଯାୟୀ ରାତି ପ୍ରାୟ ସାଢ଼େ ତିନିଟାରୁ ଦ୍ୱାର ଖୋଲାଯାଇ ମଙ୍ଗଳ ଆଳତି, ତଡ଼ପ ଲାଗି, ଅବକାଶ ବେଶ କରାଯାଇଛି। ସକାଳ ପ୍ରାୟ ସାଢ଼େ ପାଞ୍ଚଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି।

Daily Horoscope
Daily Horoscope 15th June 2022 : ଆଜି କ'ଣ ରହିଛି ଆପଣଙ୍କ ଭାଗ୍ୟରେ ଜାଣନ୍ତୁ..

ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ବୁଧବାର ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 15 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Wednesday, 15 June 2022
Raja celebration in social media
ହ୍ଵାଟ୍ସଆପ୍‌ ଆଉ ଫେସ୍‌ବୁକ୍‌ରେ ରଜ

ଆଉ କ’ଣ ଅଛି ଆଗ ଭଳି ରଜ? ରଜ ଆସିଲେ ମନରେ ଯେଉଁ ପୁଲକ ଜାଗି ଉଠୁଥିଲା ଆଉ ସେ ପୁଲକ ଅଛି କି? ଆଧୁନିକତାର ସ୍ପର୍ଶରେ ଏ ସବୁ ଫିକା ପଡିଯାଇନି ତ…

Suhagrat paan, price 11,000
ଭୁବନେଶ୍ୱରରେ ମିଳୁଛି ସୁହାଗରାତ୍ ପାନ୍; ଗୋଟାକୁ ୧୧ହଜାର

ରଜପାନ ତ ଖାଇଥିବେ। ଖାଇଛନ୍ତି କି କେବେ ଗୁପ୍‌ଚୁପ୍ ପାନ। ଗୋଟାକୁ ୧୧ହଜାର ଟଙ୍କା ପର୍ଯ୍ୟନ୍ତ ଅଛି। ଏହା ଭୁବନେଶ୍ୱରରେ ମିଳୁଛି।

Rahul evacuation
ହାତ ପାଆନ୍ତାରେ ରାହୁଲ; ଆଉ ମାତ୍ର ୮ ଇଞ୍ଚ୍‌

ବୋରୱେଲରେ ଫସିଥିବା ରାହୁଲକୁ ଉଦ୍ଧାର ପାଇଁ ଜାନ୍ ଲଗାଇ ଦେଇଛି NDRF । ଅଣଓସାରିଆ ସୁଡ଼ଙ୍ଗରେ ରାହୁଲ ପାଖରେ ପହଞ୍ଚିବାକୁ କେବଳ ୮ ଇଞ୍ଚ୍‌ର ଦୂରତା ରହିଛି ।

Deba Snana Purnima
ସ୍ନାନବେଦୀରେ ଶ୍ରୀଜିଉଙ୍କ ଦିବ୍ୟସ୍ନାନ ନୀତି ଆରମ୍ଭ

ସୁନା କୂଅକୁ ଆସିଥିବା ଜଳରେ ଚାଲିଛି ଦିବ୍ୟସ୍ନାନ

Special Story | Villagers adopt ‘desi’ technique to clean well
ପୂରା ଦେଶୀ ଷ୍ଟାଇଲ୍‌; ଶଗଡ଼ ଚକ, ଦୌଡ଼ି ସାହାଯ୍ୟରେ କୂଅରୁ ଉଠିଲା ପଙ୍କ

ପୂରା ଦେଶୀ ଷ୍ଟାଇଲ୍‌। ଗୋଟିଏ ଶଗଡ଼ ଚକ, ଦୌଡ଼ି, ଟିଣକୁ ବ୍ୟବହାର କରି କୂଅରୁ ଖାଲି ହୋଇଗଲା ସବୁ ପଙ୍କ। ବିନା କୌଣସି ଖର୍ଚ୍ଚରେ ନିଜସ୍ୱ ବୁଦ୍ଧିରେ କୂଅରୁ ବାହାରିଲା ପଙ୍କ। ଦେଶୀ ଯୁଗାଡ଼କୁ ଦେଖିବା ପାଇଁ ଲୋକଙ୍କର ଲାଗିଲା ଗହଳି...ଦେଖନ୍ତୁ କେମିତି କଢା ଯାଉଛି ପଙ୍କ

Elephant Died
ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟୁ, ବାଜିଥିଲା ୬ଟି ଗୁଳି

୮ ଦିନ ତଳେ ଆହତ ହାତୀ ଠାବ ପରେ ଚିକିତ୍ସା ଆରମ୍ଭ ହୋଇଥିଲା । ହାତୀର ଶରୀରରେ ମୋଟ ୬ଟି ଗୁଳି ବାଜିଥିବା ଜଣାପଡ଼ିଥିଲା ।

Odisha Man Grows Apple
୪୨ ଡିଗ୍ରୀ ତାପମାତ୍ରାରେ ବି ଗଛରେ ଫଳୁଛି ଲାଲ ଟହଟହ ଆପେଲ୍‌

ପ୍ରବଳ ଗୁଳୁଗୁଳି, ପ୍ରଚଣ୍ଡ ତାତି। ତାପମାତ୍ରା ପାଖାପାଖି ୪୨ ଡିଗ୍ରୀ ହେବ। ହେଲେ ଓଡିଶାର ଏଇଠି ପ୍ରଚୁର ପରିମାଣରେ ଫଳୁଛି ଆପେଲ। ପେନ୍ଥା ପେନ୍ଥା ଝୁଲିଛି ସେଓ। ଲାଲ ଟହଟହ ସେଓ ଦେଖିଲେ ଆପଣଙ୍କ ପାଟିରେ ବି ଆସିଯିବ ଲାଳ। ଜାଣନ୍ତୁ ଏତେ ଖରାରେ କେମିତି ହେଉଛି ଆପେଲ ଚାଷ।

snana purnima
ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ କ’ଣ ରହିଛି ସମ୍ପୂର୍ଣ୍ଣ ନୀତିକାନ୍ତି ? ଜାଣନ୍ତୁ..

ପୂର୍ବରୁ ସୂର୍ଣ୍ଣକୂପର ସଂସ୍କାରାଦି ପରେ ସ୍ନାନବେଦୀ ସୁସସ୍କୃତ ହୋଇ ଚନ୍ଦ୍ରାତପାଦି ଦ୍ୱାରା ସୁସଜିତ ଥାଏ । ଶ୍ରୀ ସୁଦର୍ଶନ, ଶ୍ରୀ ବଳଭଦ୍ର, ଶ୍ରୀ ଶୁଭଦ୍ରା, ଶ୍ରୀ ଜଗନ୍ନାଥ  ଯଥାକ୍ରମେ ସ୍ନାନବେଦୀକୁ ଯାତ୍ରା କରିବା ପରେ ଶ୍ରୀ ମଦନ ମୋହନ ବିଜେ ହୁଅନ୍ତି । ଦେବବିଗ୍ରହ ଯାତ୍ରା ମାନଙ୍କର ଏହି ବିଜେ ଯାତ୍ରାକୁ ପହଣ୍ଡି ବିଜେ କୁହାଯାଏ ।

Spring Water
ଦିନେ ପାଣି ପାଇଁ ଡହଳ ବିକଳ ହେଉଥିଲେ, ଏବେ ବିନା ମୋଟର୍‌ରେ ମିଳୁଛି ୨୪ ଘଣ୍ଟା ପାଣି

ୟାକୁ କହନ୍ତି ବୁଦ୍ଧିର କରାମତି । ବିନା ମୋଟର ବିନା ଇଲେକ୍ଟ୍ରିରେ ଘରକୁ ଅନବରତ ଆସୁଛି ପାଣି । ଆଉ ନାହିଁ ପୂର୍ବର ଜଳକଷ୍ଟ । ଇଏ ପୁଣି ଆଦିବାସୀ ଇଲାକାରେ ।

Pray For Rahul
ପୁଅକୁ ଫେରି ପାଇବା ପାଇଁ ଖୁବ୍ ଆଶାବାଦୀ, ରାହୁଲଙ୍କ ବାପା

ଖୁବ୍ କମ୍ ସମୟ ଭିତରେ ରାହୁଲ ଉଦ୍ଧାର ହେବ ବୋଲି ଆଶ କରାଯାଉଛି । ତେବେ ରାହୁଲକୁ ଉଦ୍ଧାର କିରବା ପରେ ଗ୍ରୀନ୍ କରିଡର ଜରିଆରେ ବିଳାସପୁର ନିଆଯିବ ବୋଲି ସୂଚନା ମିଳିଛି ।

snana purnima
କାହିଁକି ପାଳନ କରାଯାଏ ସ୍ନାନପୂର୍ଣ୍ଣିମା ? କେଉଁଠୁ ଆସିଥାଏ ୧୦୮ ଗରା ସୁବାସିତ ଜଳ ?

ଦେବସ୍ନାନ ପୂର୍ଣ୍ଣିମା ପାଇଁ କେଉଁଠୁ ଆସିଥାଏ ୧୦୮ ଗରା ସୁବାସିତ ଜଳ ? ଜାଣନ୍ତି କି ?

Special story
ଆଉ ଅଳ୍ପ ସମୟ : ଉଦ୍ଧାର ହେବ ରାହୁଲ !

ରାହୁଲ ଜୀବନ ବଞ୍ଚାଇବାକୁ ବୋରେୱଲରେ ସଂଘର୍ଷ ଜାରି ରଖିଛି

Ratha Jatra 2022
ମହାପ୍ରଭୁଙ୍କ ପତିତପାବନ ଲୀଳା

ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ । ସେତେବେଳେ ସ୍ନାନମଣ୍ଡପ ନଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନବିଧି ସମାପନ ହୋଇଥିଲା ।

Special story
ରାତିରୁ କିଛି ଖାଇନି ରାହୁଲ, ଶେଷ ପର୍ଯ୍ୟାୟରେ ଉଦ୍ଧାର କାର୍ଯ୍ୟ

ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ କହିଲେ ସ୍ଥାନୀୟ ଜିଲ୍ଲାପାଳ

Snana Jatra
ସ୍ନାନବେଦୀରେ ଚତୁର୍ଦ୍ଧାମୂରତି, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ

ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା । ଭକ୍ତଙ୍କୁ ହାତୀବେଶରେ ଦେଖାଦେବେ କାଳିଆ ଠାକୁର । ବଡ଼ଦାଣ୍ଡରୁ ଭକ୍ତ ଦେଖିବ ଚତୁର୍ଦ୍ଧା ମୂରତି। ପବିତ୍ର ସ୍ନାନଯାତ୍ରାର ଟିକିନିକି ଖବର ଓ ଭିଡିଓ ଦେଖନ୍ତୁ ଓଟିଭିର ଏହି ଲାଇଭ୍ ପେଜ୍‌ରେ ।

Snana Yatra 2022 Live Updates
Live Updates: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା

ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା । ଭକ୍ତଙ୍କୁ ହାତୀବେଶରେ

  • Tuesday, 14 June 2022
breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 14 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Tuesday, 14 June 2022
Bee-fence and Elephant Herds
ହାତୀପଲ୍ଲଙ୍କୁ ଘଉଡାଇବ ମହୁମାଛି

ହାତୀ-ମଣିଷ ଲଢେଇ ରୋକିବେ ମହୁମାଛି । ଏଥିପାଇଁ ଆଠମଲ୍ଲିକ ବନଖଣ୍ଡର ଦୁଇଟି ଗାଁରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରୋଜେକ୍ଟ । ରେଡ୍ୟୁସିଙ୍ଗ ଏଲିଫ୍ୟାଣ୍ଟ ହ୍ୟୁମାନ ଆଟାକ୍ସ ୟୁଜିଙ୍ଗ ବିଜ୍ ବା ରି-ହ୍ୟାବ୍ ପ୍ରୋଜେକ୍ଟରେ ଗାଁ ମୁହାଁ ହାତୀଙ୍କୁ ଘଉଡାଇବା ସହଜ ହେବ ବୋଲି ଆଶା ରଖିଛି ବନ ବିଭାଗ ।

Raja
ଏଥର ଜମିବ ରଜ ! ଲାଗିଲାଣି ଦୋଳି, କିଣା ସରିଲାଣି ଫଳ ସାଙ୍ଗକୁ ନୂଆ ପୋଷାକ

ରଜ ଗୀତ ଓ ଓଡ଼ିଆ ଆଧୁନିକ ଗୀତର ତାଳେ ତାଳେ ନାଚଗୀତ ଆରମ୍ଭ କଲେଣି କଟକ, ସାଲେପୁର ଅଞ୍ଚଳର କୁନି କୁନି ପଲାମାନେ । ଭଳିକି ଭଳି ଡିଜାଇନର ମେହେନ୍ଦି ସାଙ୍ଗକୁ ଅଳତା ବି ନାଇଛନ୍ତି ପାଦରେ ।