• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bijay Shankar Das

Bijay Shankar Das
ଆବେଦନ ପତ୍ରରେ ତ୍ରୁଟି; ପ୍ରତ୍ୟୁଷାଙ୍କୁ ଏବେ ବିବାହ କରିପାରିବେନି ବିଜୟ ଶଙ୍କର

ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ କଲେ କଟକ ବିବାହ ପଞ୍ଜୀକରଣ ଅଧିକାରୀ ।

Girlfriend Somalika files objection against MLA Bijay Shankar marriage registration application
‘ପ୍ରତିବର୍ଷ ବିଜୟ ଶଙ୍କରଙ୍କ ନୂଆ ଝିଅ ଦରକାର, ତାଙ୍କ ନାଁରେ ମୋ ପାଖରେ ସବୁ ପ୍ରମାଣ ଅଛି’

ବିଜୟଙ୍କ ବୟସକୁ ନେଇ ସୋମାଲିକା ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ‘ବିଜୟଶଙ୍କର କ’ଣ ବୟସ ବଢୁନି ? ଗତବର୍ଷ ମୋ ସହ ବିବାହ ଆବେଦନ ବେଳେ ବୟସ ୩୦ ଥିଲା। ଏବେ ଦେଢ଼ ବର୍ଷ ପରେ ବୟସ ପୁଣି ସେହି ୩୦ ଲେଖିଛନ୍ତି। 

Tirtol MLA
ସୋମାଲିକା ନୁହେଁ, ଅନ୍ୟଜଣଙ୍କୁ ବାହା ହେବେ ବିଧାୟକ ବିଜୟ ଶଙ୍କର

ପୂର୍ବତନ ବାନ୍ଧବୀ ସୋମାଲିକା ଏନେଇ ବିବାହ ପଂଜୀକରଣ ଅଧିକାରୀଙ୍କଠାରେ ଅଭିଯୋଗ କରିବେ ବୋଲି କହିବା ସହ, ଥାନା ଓ କୋର୍ଟରେ ମାମଲା ସତ୍ତ୍ୱେ ପଦବୀ ଓ ପାୱାର ପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ଅଭିଯୋଗ କରିଛନ୍ତି ।

Tirtol MLA
ସୋମାଲିକା ନୁହେଁ, ଅନ୍ୟ ଜଣଙ୍କୁ ବାହା ହେବେ ବିଧାୟକ ବିଜୟ ଶଙ୍କର

ଜଣଙ୍କୁ ଧୋକ୍କା ଅନ୍ୟ ଜଣଙ୍କ ସହ ବିବାହ ଆବେଦନ ! ବାହା ହେବେ ବିଧାୟକ ବିଜୟ ଶଙ୍କର ଦାସ । ହେଲେ ପୂର୍ବତନ ବାନ୍ଧବୀ ସୋମାଲିକାଙ୍କୁ ନୁହେଁ, ଆଉ ଜଣଙ୍କୁ । କଟକ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ବିଜୟ ଶଙ୍କର ଓ ସଂପୃକ୍ତ ଯୁବତୀ ଏଥିପାଇଁ ଗତ ୨୧ ତାରିଖରେ ଆବେଦନ କରିଛନ୍ତି ।

MLA Bijay Shankar Das Marriage
ସୋମାଲିକାଙ୍କ ବଦଳରେ ଆଉ କାହାକୁ ବାହା ହେବେ ବିଜୟ ଶଙ୍କର ?

ସୋମାଲିକାଙ୍କ ବଦଳରେ ଅନ୍ୟ ଜଣେ ଯୁବତୀଙ୍କ ସହ ବିବାହ ପାଇଁ ଆବେଦନ କରିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ।

MLA Bijaya Shankar's estranged girlfriend Somalika tweets to CM Naveen demanding justice
ବଢ଼ୁଛି ବିଧାୟକ ବିଜୟ ଶଙ୍କରଙ୍କ ଅଡ଼ୁଆ, ଓଡ଼ିଶା ସରକାରଙ୍କ ବିରୋଧରେ ବର୍ଷିଲେ ବିଧାୟକଙ୍କ ଗର୍ଲଫ୍ରେଣ୍ଡ୍‌

ବାନ୍ଧବୀ ସୋମାଲିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ ମାମଲାରେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି।

MLA SON
ଚର୍ଚ୍ଚାରେ ଦୁଇ ବିଷ୍ଣୁଙ୍କ ଦୁଇ ବିଧାୟକ ପୁଅ

ଦିବଙ୍ଗତ ବିଜେଡ଼ି ନେତା ବିଷ୍ଣୁ ଦାସଙ୍କ ପୁଅ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର। ଆଉ ଦିବଙ୍ଗତ ବିଜେପି ନେତା ବିଷ୍ଣୁ ସେଠୀଙ୍କ ପୁଅ ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ। ଉଭୟଙ୍କ ବୟସ ପ୍ରାୟ ସମାନ। ଦୁହେଁ ବି ଏବେ ଅଧିକାଂଶ ସମୟ ଚର୍ଚ୍ଚାରେ ରହୁଛନ୍ତି। କିନ୍ତୁ ଚର୍ଚ୍ଚାର କାରଣ ଅଲଗା ଅଲଗା। ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ଏଇ କଂଚା ବୟସରେ ନିଜର ରାଜନୈତିକ ପଟୁତା ପାଇଁ ଲୋକଙ୍କ ଭିତରେ ଚର୍ଚ୍ଚାରେ ରହୁଥିବା ବେଳେ, ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ନିଜର ପ୍ରେମ ଜନିତ ବିବାଦ ପାଇଁ ଏବେ ଚର୍ଚ୍ଚାରେ ରହୁଛନ୍ତି।

Somalika files written complaint in Jagatsinghpur after receiving threats
ବିଧାୟକଙ୍କ ବିରୋଧରେ ଗର୍ଲଫ୍ରେଣ୍ଡ୍‌ଙ୍କ ସାଂଘାତିକ ଅଭିଯୋଗ-‘ଫେସ୍‌ବୁକ୍‌ରୁ ଫଟୋ ଆଣି ବଦ୍‌ନାମ କରାଯାଉଛି’

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୋମାଲିକା କହିଛନ୍ତି, ‘ଏତେ ସବୁ ଘଟଣା ଘଟିଲା ପରେ ବିଜୟ ଶଙ୍କର ଫେସ୍‌ବୁକ୍‌ରୁ ମୋ ଫଟୋ ନେଇ ସୋସିଆଲ୍‌ ମିଡିଆରେ ଶେୟାର କରି ମୋତେ ବଦ୍‌ନାମ କରୁଛନ୍ତି। ଫଟୋ ସବୁ ୨୦୧୯ ମସିହାର ବ୍ୟାଚ୍‌ ଫିଷ୍ଟ୍‌ ସମୟର।’

Somalika Das
ରଫା ଦଫା କରିବାକୁ ସୋମାଲିକାଙ୍କୁ ଆସୁଛି ଅଜଣା କଲ, ଶୁଣନ୍ତୁ...

ତାଙ୍କୁ ଫୋନ୍ ଯୋଗେ ପରାମର୍ଶ ଦେଉଥିବା ବ୍ୟକ୍ତି ଜଣକ କିଏ ସେନେଇ ତାଙ୍କ ନିକଟରେ କିଛି ସୂଚନା ନଥିବା ସୋମାଲିକା କହିଛନ୍ତି ।

BJD MLA
ସୋମାଲିକାଙ୍କ ପରେ ପୁଣି ଜଣେ ମହିଳାଙ୍କ ସହ ବିଜେଡି ବିଧାୟକଙ୍କ ଫଟୋ ଭାଇରାଲ

ଭାଇରାଲ ଫଟୋକୁ ନେଇ ବିଜେଡିର ଯୁବ ବିଧାୟକ ପାଇଁ ବଢୁଛି ଅଡୁଆ । ସୋମାଲିକା ଦାଶଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଥାନା ପର୍ଯ୍ୟନ୍ତ ମାମଲା ଯାଇଥିଲା । ମାମଲା ଥମିନଥିବା ବେଳେ ଏବେ ଆଉ ଜଣେ ମହିଳାଙ୍କ ସହ ତାଙ୍କର ଫଟୋ ଭାଇରାଲ ହେଉଛି।

bijay Shankar das
ବିରୋଧୀଙ୍କ ଦାବି; ବିଜୟଶଙ୍କରଙ୍କୁ ଗିରଫ କର

ବିରୋଧୀ ବିଜେପି ଓ କଂଗ୍ରେସ ଦଳ ତରଫରୁ ଶୋଭାଯାତ୍ରା ଓ ବିକ୍ଷୋଭପ୍ରଦର୍ଶନ କରି ବିଜୟଶଙ୍କରଙ୍କ ଗିରଫ ଦାବି କରାଯାଇଥିଲା । ଗତ ୨ ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ, ବିଧାୟକଙ୍କ ବାନ୍ଧବୀ ସୋମାଲିକା ଦାଶ ଜଗତସିଂହପୁର ସଦର ଥାନାରେ ସାନି ଏତଲା ଦେଇଥିଲେ ।

bjd mla issue
ଅଡୁଆରେ ତିର୍ତ୍ତୋଲ ବିଧାୟକ, ସୋମାଲିକାଙ୍କ ସାନି ଏତଲା

ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଗୁରୁବାର ସନ୍ଧ୍ୟାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା ଦାଶ ତାଙ୍କ ଓକିଲଙ୍କ ସହିତ ଜଗତସିଂହପୁର ସଦର ଥାନାରେ ପହଞ୍ଚି ପୁଣିଥରେ ଏତଲା ଦେଇଛନ୍ତି

MLA Bijay Shankar Das
ପ୍ରେମ ପାଇଁ...ଅଡୁଆରେ ବିଜେଡି ବିଧାୟକ

ମହଙ୍ଗା ପଡିଲା ପ୍ରେମ ସଂପର୍କ। ଧୋକା ଖାଇବା ପରେ ବିଜେଡି ବିଧାୟକଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଥିଲେ ପ୍ରେମିକା। ବାରମ୍ବାର ଦଉଡିବା ପରେ ବି ମାମଲା ରଖୁନଥିଲା ପୋଲିସ୍‌। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ମାମଲା ରଖିଲେ ଆଇଆଇସି। ପ୍ରେମିକାଙ୍କ ମାମଲାରେ ବନ୍ଧା ହେବେ କି ବିଧାୟକ?

Tirtol MLA Bijaya Shankar Das' rumoured girlfriend Somalika files fresh case after High Court order
ବଢ଼ିଲା ତିର୍ତ୍ତୋଲ ବିଧାୟକଙ୍କ ଅଡ଼ୁଆ, ଗର୍ଲଫ୍ରେଣ୍ଡ୍‌ଙ୍କ ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ

ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ଅଡ଼ୁଆ। ବାନ୍ଧବୀ ସୋମାଲିକାଙ୍କ ଆବେଦନକୁ ହାଇକୋର୍ଟ ଗ୍ରହଣ କରିଛନ୍ତି।

Bijay Shankar Das
ପ୍ରେମିକାକୁ ପ୍ରତାରଣା ବିିବାଦରେ ଛନ୍ଦିହୋଇ ପଡିଛନ୍ତି ବିଜେଡିର ଯୁବ ବିଧାୟକ ବିଜୟ ଶଙ୍କର ଦାସ

ବିଜୟଶଙ୍କରଙ୍କ ନାଁରେ ପ୍ରେମିକା ସୋମାଲିକା ଦାସ ଜଗତସିଂହପୁର ଥାନାରେ ଏତଲା ଦେବା ପରେ ତାଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।

Bijay Shankar Das
ବଢୁଛି ବିଜେଡି ବିଧାୟକ ବିଜୟ ଶଙ୍କରଙ୍କ ଅଡୁଆ ! ଠକେଇ-ପ୍ରତାରଣା-ସେକ୍ସ ରାକେଟ୍ ଚଳାଉଥିବା ଅଭିଯୋଗ

ପ୍ରେମିକାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ, ପୋଲିସର ତଦନ୍ତ । ଅଭିଯୋଗ ଖଣ୍ଡନ କଲେ ତିର୍ତ୍ତୋଲ ବିଧାୟକ, ଘେରିଲେ ବିରୋଧୀ ।

MLA Bijay shankar Das
ପ୍ରେମିକାଙ୍କୁ ଠକିଦେଲେ ବିଧାୟକ ! ବାହା ହେବାକୁ ଆସିଲେନି ସବ୍‌ରେଜିଷ୍ଟ୍ରୀ ଅଫିସ୍‌

ଆହୁରି ୬୦ ଦିନ ବାକି ରହିଛି ବୋଲି କହିଲେ ବିଧାୟକ ବିଜୟ । ଆଜି ବିବାହ ପଞ୍ଜୀକରଣ ନେଇ ତାଙ୍କୁ କେହି କିଛି କହିନାହାନ୍ତି କହିଲେ ବିଜୟ ।