ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅଙ୍କୁ ଧାମନଗର ଟିକେଟ୍ ସୂଯର୍ୟବଂଶୀଙ୍କୁ ଧାମନଗର ଯୋଦ୍ଧା ଘୋଷଣା କଲା ବିଜେପି ।
ଛୋଟ ସହରରୁ ଆସି ରାଜଧାନୀରେ ନାଗ-ଚାନ୍ଦ ଦମ୍ପତି ଛିଡ଼ା କରାଇଥିଲେ ଆଲିସାନ କୋଠା । ଆଖି ତରାଟିଲା ଭଳି ଇଣ୍ଟେରିୟର୍ ଡିଜାଇନ୍ । ଘରେ ଏକ ମିନିବାର୍ ମଧ୍ୟ ଦେଖିବାକୁ ମିଳିଛି । ସତେ ଯେମିତି ସିନେ ପରଦାର ରାଜପ୍ରାସାଦ ।
ଲେଡି ବ୍ଲାକ୍ମେଲର ଅର୍ଚ୍ଚନା ନାଗଫାଶରେ ମାଳ ମାଳ ନେତା । ସୋସିଆଲ୍ ମିଡିଆରେ ଭାଇରାଲ୍ ମନ୍ତ୍ରୀଙ୍କ ସହ ଫଟୋ ।
ମହିଳା କମିଶନ ଅଧ୍ୟକ୍ଷା ପଦ ବଜାୟ ରଖିଛନ୍ତି ମିନତୀ ବେହେରା । ଓଡ଼ିଶା ଖଦି ନିଗମର ଅଧ୍ୟକ୍ଷ ଦାୟିତ୍ୱ ନେଇଛନ୍ତି ସଂଗ୍ରାମ ପାଇକରାୟ ।
୨୬୨ ରାଙ୍କ ରଖି ସଫଳତା ପାଇଥିବା ବାଣପୁରର ଅଲାଇଡିହ ଗ୍ରାମର ପ୍ରସନ୍ନ କୁମାର ପଣ୍ଡା । ପରୀକ୍ଷାରେ ସଫଳତା ପରେ ଏବେ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ ।
କୋହ ଭରା କଣ୍ଠରେ କାନ୍ଦି କାନ୍ଦି ଜିଲ୍ଲାପାଳଙ୍କୁ ଗୁହାରି କରୁଛନ୍ତି ମହିଳା । ସବୁ କଥା ଶୁଣିବା ପରେ ଜିଲ୍ଲାପାଳ କହିଛନ୍ତି, ‘ମାଉସୀ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ।’
ଗେଣ୍ଡାଳିଆଙ୍କୁ ବି ବେଶ୍ ଆକର୍ଷଣୀୟ ଢଙ୍ଗରେ ସ୍ୱାଗତ କରନ୍ତି ସ୍ଥାନୀୟ ଲୋକ । କାରଣ ବିଶ୍ୱାସ ରହିଛି ଏମାନେ ରହୁଥିବା ସ୍ଥାନରେ ଭଲ ବର୍ଷା ହେବ ।
ଆଜି ଦୀନ ଦରିଦ୍ରଙ୍କ ବନ୍ଧୁ ଗୋପବନ୍ଧୁଙ୍କ ଜନ୍ମ ଦିନ। ନିଜ ଜୀବନକୁ ଦରିଦ୍ରଙ୍କ ସେବାରେ ଉତ୍ସର୍ଗ କରି ସେ ହେଇଗଲେ ଉତ୍କଳମଣି। ତେବେ ତାଙ୍କୁ କିଏ ଏହି ଉପାଧିରେ ଭୂଷିତ କରିଥିଲେ ଜାଣିବା ପାଇଁ ପଢନ୍ତୁ।
ଅଭିଯୋଗ ଅନୁଯାୟୀ, ଅର୍ଚ୍ଚନା ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିଗତ ଫଟୋ ରଖି ବ୍ଲାକ୍ମେଲ କରୁଥିଲେ । ଅର୍ଚ୍ଚନାଙ୍କ ନାଁରେ ୪୯୬//୨୨ରେ କେସ୍ ରୁଜୁ ହୋଇଛି । ୩୮୭, ୪୨୦, ୫୦୬ ଓ IT ଆକ୍ଟରେ ମାମଲା ରୁଜୁ ହୋଇଛି । ଏହି ଘଟଣାର ତଦନ୍ତ ମଧ୍ୟ ଜୋରସୋରରେ ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି ଡିସିପି ।
ମହିଳାଙ୍କୁ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ କରିବା ପାଇଁ କରୋନା ମହାମାରୀ ବେଳେ ସରକାର ଆରମ୍ଭ କରିଥିବା ମୋ ଉପକାରୀ ବଗିଚା ଯୋଜନା ଏବେ ବାଟବଣା
ଯୁବତୀଙ୍କର ପ୍ରକୃତ ପରିଚୟ ମିଳି ପାରିନଥିବା ବେଳେ ମୃତଦେହର ଡିଏନ୍ଏ ଟେଷ୍ଟ ପାଇଁ ଦାବି ଉଠିଛି।
ଦୁର୍ଗାପୂଜାର ଭସାଣି ଯାତ୍ରା କେବଳ ସହର ନୁହେଁ ଛୋଟ ବଡ ଗାଁରେ ମଧ୍ୟ ଧୂମଧାମରେ ପାଳନ ହୋଇଛି। ଓଡିଶାର ଏହି ଗାଁରେ ଦେଖିବାକୁ ମିଳିଥିଲା ୧୪ଟି ମେଢ ଭସାଣି ଯାତ୍ରାରେ ସାମିଲ୍ ହେବାର। ପ୍ରବଳ ବର୍ଷା ବି ସାଜି ନଥିଲା ବାଧକ। ଦେଖିବାକୁ ମିଳିଥିଲା ୫ ହଜାରରୁ ଅଧିକ ଲୋକ।
ଏବେ ରହସ୍ୟମୟୀଙ୍କ ନେତାମନ୍ତ୍ରୀ ଲିଙ୍କ୍ ଥିବା ଖବର ଆସିଛି ।
ବଡ଼ ବଡ଼ ବ୍ୟକ୍ତିଙ୍କ ଅଶ୍ଲୀଳ ଭିଡିଓ ତିଆରି କରି ବ୍ଲାକମେଲ୍ କରୁଥିବା ମହିଳାଙ୍କ କାରନାମାର ଆଉ ଏକ ତଥ୍ୟ ଓଟିଭି ହାତରେ ଲାଗିଛି। ତାଙ୍କର ଏକ ହ୍ୱାଟ୍ସଆପ୍ ଚାଟ୍ ଏବେ ସାମ୍ନାକୁ ଆସିଛି।
ମଲା ଲୋକଙ୍କ ନାଁରେ କିଏ ଉଠାଉଛି ଭତ୍ତା ଟଙ୍କା ? ଟିପ ଚିହ୍ନ କାହାର ? ଟଙ୍କା ବାଣ୍ଟିବା ଦାୟିତ୍ୱ ପିଇଓଙ୍କର ଥିବା ବେଳେ ସେ ହିଁ ଉତ୍ତରଦାୟୀ ରହିବା କଥା । ତେବେ ଏଠି ପିଇଓ ତଦନ୍ତ ଚାଲିଥିବା କଥା କହି ପ୍ରଶ୍ନକୁ ଏଡ଼ାଇ ଯାଉଥିବାରୁ କିଛି ଗଡ଼ବଡ଼ ମନେ ହେଉଛି ।
କଳା ଚାଉଳରେ କ୍ୟାନସର୍ ଓ ମଧୁମେହ ଭଳି ରୋଗ ରୋକିବାର ଶକ୍ତି ରହିଛି। ଏହି ଚାଉଳରେ ପ୍ରଚୁର ପରିମାଣର ଆଣ୍ଟି ଅକ୍ସିଡେଣ୍ଟ ରହିଛି।
ନାବାଳକଙ୍କୁ ଘରକୁ ଡାକି ଦୋକାନୀ ଲଲିପପ୍ ଦେଇଥିବା ଅଭିଯୋଗ । ଏବେ ମୋହନା ପୋଲିସ ତଦନ୍ତ ଆରମ୍ଭ କରିଛି ।
ସମ୍ପୃକ୍ତ ଲେଡି ବ୍ଲାକମେଲର୍ଙ୍କ ଲିଙ୍କ୍ରେ କେଉଁ ହାଇପ୍ରୋଫାଇଲ୍ ବ୍ୟକ୍ତି ଅଛନ୍ତି ସେନେଇ ଖୋଳତାଡ଼ ଚାଲିଛି। ସେହିପରି ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଜଗବନ୍ଧୁ ଗଲେ କୁଆଡେ? ତାଙ୍କୁ ବି କମିଶନରେଟ୍ ପୋଲିସ ଖୋଜୁଛି।
କାଗଜ କଲମରେ କାଜୁ ଚାଷ । ୩୦୦ କାଜୁ ଗଛ ଚାଷ ପାଇଁ ମନରେଗା ଯୋଜନାରୁ ଟଙ୍କା ମଞ୍ଜୁର ହେଲା, ଫଳକ ଲାଗିଲା, ତେବେ ଗଛର ଚିହ୍ନ ବର୍ଣ୍ଣ ନାହିଁ । କିନ୍ତୁ ବିଲ୍ ହୋଇଛି ଲକ୍ଷାଧିକ ଟଙ୍କା ।
ଉପକୂଳ ଓଡ଼ିଶାରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଆଜି ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ସପ୍ତମ ଶ୍ରେଣୀ ଛାତ୍ରୀର ପ୍ରସବ ପରେ ମୃତ୍ୟୁ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ବିଜେପି ମହିଳା ମୋର୍ଚ୍ଚା ଆଜି ପୀଡ଼ିତାଙ୍କ ପରିବାରକୁ ଭେଟିବ।
ସ୍କୁଲ ବହିରେ କାର୍ଟୁନକୁ ନେଇ ମାତ୍ରାଧିକ ଉତ୍କ୍ଷିପ୍ତ ଚୀନ୍ ସରକାର। ଏହି ଖବର ପ୍ରଚାରିତ ହେବା ପରେ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଉପରେ ଏବେ ସମଗ୍ର ବିଶ୍ୱ ହସୁଛି। ଛପା ଯାଇଥିବା କାର୍ଟୁନ୍କୁ ନେଇ ଚୀନ୍ ସରକାର ଏତେ ମାତ୍ରାରେ ବ୍ୟସ୍ତ ବିବ୍ରତ ହେବାର କାରଣ କ’ଣ ଜାଣିବା ପାଇଁ ପଢନ୍ତୁ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଆଜିଠୁ ଆସନ୍ତା ୧୫ ତାରିଖ ଦିନ ଯାଏ ଚାଲିବ ପଞ୍ଜିକରଣ ।
ମର୍କତନଗର ଥାନା ସିଡିଏ ସେକ୍ଟର ୭ରେ ଅଭାବନୀୟ ଘଟଣା। ଅଝଟ ହେବାରୁ ୯ ବର୍ଷର ପୁଅକୁ ଚେଙ୍କ ସହ ବେଲ୍ଟରେ ମାଡ଼ ଦେଲେ ଦାଦା, ଖୁଡ଼ି। ସେମାନଙ୍କ ନାଁରେ ମର୍କତନଗର ଥାନାରେ ଏତଲା ଦେଲେ ଆଈ ଓ ଅଜା। ମା’ଙ୍କ ମୃତ୍ୟୁ ପରେ ପିଲାଟିକୁ ଅଜା, ଆଇଙ୍କ ପାଖରୁ ନେଇ ଜୋର କରି ରଖିଥିଲେ ଦାଦା, ଖୁଡ଼ି।