• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Dcp Prateek Singh

Security Tight For Christmas
ରାଜଧାନୀରେ ବଡ଼ଦିନ ଓ ଜିରୋ ନାଇଟ୍ ପାଇଁ ସୁରକ୍ଷା କଡ଼ାକଡ଼ି, ସବୁ ଚର୍ଚ୍ଚ ଆଗରେ ମୁତୟନ ହେବେ ପୋଲିସ

ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ପାଇଁ ପୋଲିସ କଡ଼ାକଡ଼ି ଚେକିଂ କରିବ । ସବୁ ଥାନାକୁ ବ୍ରେଥ୍ ଆନାଲାଇଜର ଦିଆଯାଇଛି। ସେହିପରି ଆସନ୍ତା ୨୬ ତାରିଖରେ ଜିରୋ ନାଇଟ ସେଲିବ୍ରେସନ କରୁଥିବା ହୋଟେଲ ଏବଂ କ୍ଲବ ସହ ଏକ ବୈଠକ ବସିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ।

DCP Prateek Singh
ଭସାଣ ପାଇଁ ରାଜଧାନୀରେ ବ୍ୟାପକ ବ୍ୟବସ୍ଥା : ACP ରାଙ୍କର ୨୮, ଇନସ୍ପେକ୍ଟର ୪୨, SI ରାଙ୍କର ୧୧୫ ଅଧିକାରୀ ମୁତୟନ..

ସହରରେ ଟ୍ରାଫିକ ବ୍ୟବସ୍ଥା ସହ ଲୁଟେରାଙ୍କ ଉପରେ ନଜର ରହିବ...କୁଆଖାଇ ଓ ଦୟା ନଦୀରେ ଅସ୍ଥାୟୀ ପୋଖରୀରେ ହେବ ବିସର୍ଜନ...

DCP
ଲେଡି ବ୍ଲାକ୍‌ମେଲର ଗିରଫ ଘଟଣାରେ ନୂଆ ଫର୍ଦ୍ଦ, ଜଣାପଡ଼ିବ କାହାକୁ କରାଯାଇଛି ବ୍ଲାକ୍‌ମେଲ୍

ଅଭିଯୋଗ ଅନୁଯାୟୀ, ଅର୍ଚ୍ଚନା ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିଗତ ଫଟୋ ରଖି ବ୍ଲାକ୍‌ମେଲ କରୁଥିଲେ । ଅର୍ଚ୍ଚନାଙ୍କ ନାଁରେ ୪୯୬//୨୨ରେ କେସ୍ ରୁଜୁ ହୋଇଛି । ୩୮୭, ୪୨୦, ୫୦୬ ଓ IT ଆକ୍ଟରେ ମାମଲା ରୁଜୁ ହୋଇଛି । ଏହି ଘଟଣାର ତଦନ୍ତ ମଧ୍ୟ ଜୋରସୋରରେ ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି ଡିସିପି ।

Salia Sahi Raid
ଦେଶୀମଦ କାରବାର ଅଭିଯୋଗ ନେଇ ସାଲିଆସାହି ବସ୍ତିରେ ପୋଲିସର ବଡ଼ ଚଢାଉ

ବସ୍ତିରେ ପଶି କବାଟ ବାଡ଼େଇଲା ପୋଲିସ । ବ୍ୟାପକ ଦେଶୀମଦ କାରବାର ହେଉଥିବା ଅଭିଯୋଗକୁ ଭିତ୍ତି କରି ଭୁବନେଶ୍ୱର ସାଲିଆସାହି ବସ୍ତିରେ ପୋଲିସର ବଡ଼ ଚଢାଉ ।