ରାଜେନ୍ଦ୍ର ଓ ମୁକ୍ତିକାନ୍ତଙ୍କ ଭିତରେ ଶୀତଳ ଯୁଦ୍ଧ
କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାନ୍ଦି ଓ ସୁନାରେ ସୁସଜ୍ଜିତ ହୋଇଛି ମାଙ୍କ ପୂଜା ପେଣ୍ଡାଲ ଓ ଆଭୂଷଣ
ବିଷାକ୍ତ ସାପକୁ ଦେଖିଲେ ସମସ୍ତେ ଭୟ କରନ୍ତି । କିନ୍ତୁ ମାଲକାନଗିରି ଜିଲ୍ଲାର ନିଲିମାରି ଗ୍ରାମରେ ଏମିତି ଏକ ପରିବାର ଯେଉଁମାନେ ନିଜ ବାସ ଗୃହର ଅଧାରୁ ଅଧିକ ସ୍ଥାନ ସାପଙ୍କ ପାଇଁ ଛାଡି ଦେଇଛନ୍ତି ।
ଆଜିର ସମୟରେ ମହିଳାମାନେ ବି ପୁରୁଷଙ୍କ ସହ କାନ୍ଧ ମିଳେଇ ଚାଲିଲେଣି। ନାରୀ ପୁରୁଷଙ୍କ ତୁଳନାରେ କୌଣସି ଗୁଣରେ କମ ନାହିଁ। ତେବେ ଏଠାରେ ପ୍ରଶ୍ନ ଉଠେ ଆଜି ବି କ’ଣ ନାରୀ ସବୁ କ୍ଷେତ୍ରରେ ସମାନ ସୁବିଧା ପାଏ? ତାକୁ କ’ଣ ପାତରଅନ୍ତରର ଶିକାର ହେବାକୁ ପଡେନି। ଜାଣନ୍ତୁ କ’ଣ କହୁଛି ରିପୋର୍ଟ…
ଦର୍ଶକଙ୍କୁ ଦେଖି ଯାଯାବର ଗୀତ ଗାଉ ଗାଉ ପ୍ରାଣ ହରାଇଥିଲେ ମୁରଲୀ । ହଠାତ୍ କିଏ କିଛି ବୁଝିବା ପୂର୍ବରୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ମୁରଲୀ ।
ଆମେ କହୁଛୁ ଜାତୀୟ ରାଜପଥ ନମ୍ବର ୩୫୩ର କଥା । ନାଁ ବିଜୁ ଏକ୍ସପ୍ରେସ ୱେ । ହେଲେ ଏହି ରାସ୍ତାରେ ଗଲାବେଳେ କେତେବେଳେ କଣ ହେବ ସେନେଇ କାହା ପାଖରେ କିଛି ନିର୍ଦ୍ଧିଷ୍ଟ ସୂଚନା ନାହିଁ ।
ଲକ୍ଷାଧିକ ଟଙ୍କା ଠକେଇର ମାଷ୍ଟରମାଇଣ୍ଡ ସମେତ ୫ ଗିରଫ । ଗିରଫ ୫ ଜଣଙ୍କ ମଧ୍ୟରେ ଜଣେ ଯୁବତୀ ଥିବା ସୂଚନା ।
ସାରା ରାଜ୍ୟରେ ଲଗାଣ ବର୍ଷା ଜାରି, ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ
କଂଗ୍ରେସ କ’ଣ ଶୋଇ ପଡିଛି, ସେ ଆଉ ଉଠିବ ? ବିଜେପି କ’ଣ କଢ଼, ସେ ଆଉ ପୁଟିବ ?
ପ୍ରବଳ ବର୍ଷା ଯୋଗୁ କେଉଁଠି ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି ତ ଆଉ କେଉଁଠି ଯାତାୟତ ବାଧାପ୍ରାପ୍ତ ହୋଇଛି। ଏଭଳି ସ୍ଥିତିରେ ପ୍ରବଳ ବର୍ଷାରେ ଭୁବନେଶ୍ୱରର ଡମଣା ପୂଜା ମଣ୍ଡପ ତୋରଣ ଭାଙ୍ଗି ଯାଇଛି।
କଟକ ଜଗତପୁର ଅଞ୍ଚଳରେ ମଣିଷମରା ହାତୀକୁ କାବୁ କରିବା ପରେ ଟ୍ରାଙ୍କୁଲାଇଜ କରାଯାଇ ଢେଙ୍କାନାଳ ଅଣାଯାଇଥିଲା । ଏଠାରେ ପହଞ୍ଚିବା ପରେ ଉଦ୍ଧାର ବଣୁଆ ମାଇ ହାତୀକୁ ନେଇ ଅନେକ ରୋଚକ କଥା ସାମ୍ନାକୁ ଆସିଛି ।
ଗତକାଲି ତୁଳନାରେ ଆଜି ରୂପା ଦରରେ ପରିବର୍ତ୍ତନ ହୋଇଛି।
ଗାଡ଼ିକୁ ହଡପ ପାଇଁ ରଚିଥିଲେ ମିଛ ଡକାୟତି। ହେଲେ ପରିସ୍ଥିତି ଏମିତି ହେଲା ଯେ, ନିଜେ ହିଁ ସବୁକିଛି ସତ ମାନିଲେ।
୧୧ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଦ୍ଵାପର ଯୁଗରେ ଦ୍ରୌପଦୀ ଭାଇ ଶ୍ରୀକୃଷ୍ଣଙ୍କ ପାଇଁ ଉପବାସ ରଖିଥିବା ପୁରାଣରେ ବର୍ଣ୍ଣିତ ରହିଛି।
ଗାଁ ଗଣ୍ଡା ବିଚରଣ କରୁଥିବା ସମୟରେ ଏକ ମୋଟା ପ୍ଲାଷ୍ଟିକ ଦୌଡ଼ି ବାମପଟ ଆଗ ଗୋଡ଼ରେ ଛନ୍ଦିହୋଇ ଯାଇଥିଲା।
ଅରୁଣ କର ନେଷ୍ଟ ଗ୍ରୁପ୍ର ସହ ପ୍ରତିଷ୍ଠାତା। ସେ ଜଣେ ଗିନିଜ୍ ଓ୍ୱାଲର୍ଡ ରେକର୍ଡଧାରୀ।
ସବୁ ବର୍ଷ ଭଳି ଏ ବର୍ଷ ବି ଟୁଇନ ସିଟିର ବିଭିନ୍ନ ପୂଜା ପେଣ୍ଡାଲରେ ତୋରଣକୁ ନେଇ ପ୍ରତିଯୋଗିତା ଓ ପରୀକ୍ଷା ନିରୀକ୍ଷା।
ମନରେ ସୀମାହୀନ ଆଶା ଥିଲା...ସଂଗୀତର ମଞ୍ଚ ଉପରେ ଯାଯାବର ସାଜି ସ୍ୱପ୍ନର ବାଲିଘର ଗଢୁଥିଲେ ସେ। ହେଲେ କିଏ ଜାଣିଥିଲା, ଜୀବନର ମଞ୍ଚରେ ଏହି ଗୀତ ଯେ ଶେଷ ଗୀତ ହୋଇଯିବ ବୋଲି...କିଏ ଭାବିଥିଲା ଏହି ମଞ୍ଚ, ଜୀବନର ଶେଷ ମଞ୍ଚ ହୋଇଯିବ ବୋଲି...।
ଅସହାୟ ଅବସ୍ଥାରେ ୪ ଦିନ ଧରି ପଡ଼ି ରହିଲେ, ଓଟିଭିରୁ ଖବର ଦେଖି ହସ୍ପିଟାଲ୍ ନେଲା ପ୍ରଶାସନ
ଧାମନଗର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ : ନଭେମ୍ବର ୩ରେ ଭୋଟ୍, ୬ରେ ଗଣତି ଓ ଫଳାଫଳ
ପୂଜା ବଜାରରେ ଧମାକା ଆଣିଛି ତରଙ୍ଗ ପ୍ଲସ। ଓଟିଟି ପ୍ଲାଟଫର୍ମ ତରଙ୍ଗ ପ୍ଲସରେ ପ୍ରସାରିତ ୱେବ ସିରିଜ ଏଥର ଦର୍ଶକଙ୍କ ମନ କିଣି ନେଇଛି। ଗୋଟିଏ ପରେ ଗୋଟିଏ ହିଟ୍ ସିରିଜ ଭେଟି ଦେଉଛି ତାହା ପୁଣି ସୁଲଭ ପ୍ରାଇସ୍ରେ। ୨ ବର୍ଷର କୋଭିଡ କଟକଣା ପରେ ଏଥର ପୂଜାରେ ସାହି ସାହିରେ ମେଢ ଦୁଲୁକିବ ତା ସହ ତରଙ୍ଗ ପ୍ଲସରେ ମନୋରଞ୍ଜନ ବି ଜମିବ।
ନିଜ ପ୍ରେମକୁ ପାଇବା ପାଇଁ ପ୍ରେମିକ ସହ ମିଶି ରାସ୍ତାର କଣ୍ଟା ସାଜିଥିବା ପୁଅକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଶେଷରେ ବାତ୍ସଲ୍ୟ ମମତା ଭୁଲି ଯାଇ ମହିଳା ଜଣକ ପ୍ରେମିକ ସହ ମିଶି ୩ ବର୍ଷର ପୁଅକୁ ହତ୍ୟା କରିବାକୁ ପଛାଇଲେ ନାହିଁ।
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।