• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 09 October 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Behera
  • 2 years ago

ଓଡ଼ିଆରେ OAS ପରୀକ୍ଷା; ଷ୍ଟଡି ମାଟେରିଆଲ୍‌କୁ ନେଇ ଆଶଙ୍କାରେ ପରୀକ୍ଷାର୍ଥୀ

ଉଭୟ ଓଡିଆ ଏବଂ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ ଓଏଏସ୍‌ ପ୍ରଶ୍ନପତ୍ର । ଗଲା କ୍ୟାବିନେଟ୍‌ରେ ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତିକୁ ନେଇ ପରୀକ୍ଷାର୍ଥୀ ଉତ୍ସାହିତ ତ ଅଛନ୍ତି, ହେଲେ ଦ୍ୱନ୍ଦ୍ୱ ବି କମ୍ ନାହିଁ । More
  • Manoranjan Behera
  • 2 years ago

ଅଡ଼ୁଆରେ କଂଗ୍ରେସ ନେତା ଉଦିତ୍‌ ରାଜ୍‌; ଯୁଆଡ଼େ ଗଲେ ଅଣ୍ତାମାଡ଼-କଳାପତାକା

ଦେଶର ସମ୍ମାନନୀୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିବାକୁ ପଛାଇନାହାନ୍ତି ଏକାଧିକ କଂଗ୍ରେସ ନେତା । More
  • Satyendu Shekher Mishra
  • 2 years ago

ବିଜେପି ବାଛିଲା ପ୍ରାର୍ଥୀ, ଗୋଷ୍ଠିକନ୍ଦଳ ପାଇଁ ବିଜେଡିରେ ଛିଣ୍ଡୁନି ଅଙ୍କ ! କଂଗ୍ରେସ କଥା ନକହିବା ଭଲ..

ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅଙ୍କୁ ଧାମନଗର ଟିକେଟ୍ ସୂଯର୍ୟବଂଶୀଙ୍କୁ ଧାମନଗର ଯୋଦ୍ଧା ଘୋଷଣା କଲା ବିଜେପି । More
  • Manoranjan Behera
  • 2 years ago

ଗାଁର ଦଦରାଘରୁ ରାଜଧାନୀରେ ଆଲିସାନ୍ ବଙ୍ଗଳା; ଖୋଲୁଛି ଲେଡି ବ୍ଲାକମେଲର୍‌ଙ୍କ କଳାଧନ୍ଦାର ଗୁମର

ଛୋଟ ସହରରୁ ଆସି ରାଜଧାନୀରେ ନାଗ-ଚାନ୍ଦ ଦମ୍ପତି ଛିଡ଼ା କରାଇଥିଲେ ଆଲିସାନ କୋଠା । ଆଖି ତରାଟିଲା ଭଳି ଇଣ୍ଟେରିୟର୍ ଡିଜାଇନ୍ । ଘରେ ଏକ ମିନିବାର୍ ମଧ୍ୟ ଦେଖିବାକୁ ମିଳିଛି । ସତେ ଯେମିତି ସିନେ ପରଦାର ରାଜପ୍ରାସାଦ । More
  • Satyendu Shekher Mishra
  • 2 years ago

ଲେଡି ବ୍ଲାକ୍‌ମେଲର ଫାଶରେ ବଡ଼ ନେତା-କଣ୍ଟ୍ରାକ୍ଟର-ଅଫିସର ! ଖୋଲିବ ରହସ୍ୟ..

ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଫାଶରେ ମାଳ ମାଳ ନେତା । ସୋସିଆଲ୍ ମିଡିଆରେ ଭାଇରାଲ୍ ମନ୍ତ୍ରୀଙ୍କ ସହ ଫଟୋ । More
  • Satyendu Shekher Mishra
  • 2 years ago

ଶ୍ରୀମୟୀଙ୍କୁ ପୁଣି ଦାୟିତ୍ୱ, ପ୍ରଶନ୍ନଙ୍କୁ ଯୋଜନା ବୋର୍ଡ ସଦସ୍ୟ କରି ଥଇଥାନ କଲା ବିଜେଡି

 ମହିଳା କମିଶନ ଅଧ୍ୟକ୍ଷା ପଦ ବଜାୟ ରଖିଛନ୍ତି ମିନତୀ ବେହେରା । ଓଡ଼ିଶା ଖଦି ନିଗମର ଅଧ୍ୟକ୍ଷ ଦାୟିତ୍ୱ ନେଇଛନ୍ତି ସଂଗ୍ରାମ ପାଇକରାୟ । More
  • Satyendu Shekher Mishra
  • 2 years ago

ସମାଜ ପାଇଁ ଉଦାହରଣ; ଦୃଷ୍ଟି ଶକ୍ତି ନାହିଁ, ହେଲେ OAS ପରୀକ୍ଷାରେ ପାସ୍

୨୬୨ ରାଙ୍କ ରଖି ସଫଳତା ପାଇଥିବା ବାଣପୁରର ଅଲାଇଡିହ ଗ୍ରାମର ପ୍ରସନ୍ନ କୁମାର ପଣ୍ଡା । ପରୀକ୍ଷାରେ ସଫଳତା ପରେ ଏବେ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ । More
  • Satyendu Shekher Mishra
  • 2 years ago

ଜିଲ୍ଲାପାଳଙ୍କ ଆଗରେ ମୁଣ୍ଡ ପିଟି କାନ୍ଦିଲେ ମହିଳା, ହେଲେ ଫଳ କିନ୍ତୁ ଶୂନ ! ଦେଖନ୍ତୁ..

କୋହ ଭରା କଣ୍ଠରେ କାନ୍ଦି କାନ୍ଦି ଜିଲ୍ଲାପାଳଙ୍କୁ ଗୁହାରି କରୁଛନ୍ତି ମହିଳା । ସବୁ କଥା ଶୁଣିବା ପରେ ଜିଲ୍ଲାପାଳ କହିଛନ୍ତି, ‘ମାଉସୀ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ।’ More
  • Pramod Behera
  • 2 years ago

ଗୋପବନ୍ଧୁ ଦାସ କାହିଁକି ହେଲେ ଉତ୍କଳମଣି

ଆଜି ଜଣାଶୁଣା ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କ ଜନ୍ମଦିନ। ସେ ତାଙ୍କ ଫିଟ୍‌ନେସ୍‌ ପାଇଁ ମଧ୍ୟ ବେଶ ଜଣାଶୁଣା। ଦିନେ ପକେଟ୍ ମନୀ ପାଇଁ ସାଇନ୍ କରିଥିଲେ ପ୍ରଥମ ଫିଲ୍ମ। ଆସନ୍ତୁ ତାଙ୍କୁ ନେଇ ଜାଣିନେବା ଆଉ କିଛି ରୋଚକ ତଥ୍ୟ। More
  • Satyendu Shekher Mishra
  • 2 years ago

ଲେଡି ବ୍ଲାକ୍‌ମେଲର ଗିରଫ ଘଟଣାରେ ନୂଆ ଫର୍ଦ୍ଦ, ଜଣାପଡ଼ିବ କାହାକୁ କରାଯାଇଛି ବ୍ଲାକ୍‌ମେଲ୍

ଅଭିଯୋଗ ଅନୁଯାୟୀ, ଅର୍ଚ୍ଚନା ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିଗତ ଫଟୋ ରଖି ବ୍ଲାକ୍‌ମେଲ କରୁଥିଲେ । ଅର୍ଚ୍ଚନାଙ୍କ ନାଁରେ ୪୯୬//୨୨ରେ କେସ୍ ରୁଜୁ ହୋଇଛି । ୩୮୭, ୪୨୦, ୫୦୬ ଓ IT ଆକ୍ଟରେ ମାମଲା ରୁଜୁ ହୋଇଛି । ଏହି ଘଟଣାର ତଦନ୍ତ ମଧ୍ୟ ଜୋରସୋରରେ ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି ଡିସିପି । More
  • Prangyan Parimita
  • 2 years ago

ମୋ ବଗିଚା ନାଁରେ ଦୁର୍ନୀତି : ଆତ୍ମସାତ୍‌ ହେଉଛି ସରକାରୀ ଅର୍ଥ

ମହିଳାଙ୍କୁ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ କରିବା ପାଇଁ କରୋନା ମହାମାରୀ ବେଳେ ସରକାର ଆରମ୍ଭ କରିଥିବା ମୋ ଉପକାରୀ ବଗିଚା ଯୋଜନା ଏବେ ବାଟବଣା More
  • Rajalaxmi Sahoo
  • 2 years ago

କାହାର ଏ ମୃତଦେହ ? ଜଣେ ନଦୀରୁ ଉଦ୍ଧାର, ଆଉ ଜଣେ ଇଣ୍ଟରଭିୟୁ ଦେବାକୁ ଯାଇ ନିଖୋଜ

ଯୁବତୀଙ୍କର ପ୍ରକୃତ ପରିଚୟ ମିଳି ପାରିନଥିବା ବେଳେ ମୃତଦେହର ଡିଏନ୍‌ଏ ଟେଷ୍ଟ ପାଇଁ ଦାବି ଉଠିଛି।  More
  • Pramod Behera
  • 2 years ago

ସହର ଠାରୁ ବଳିଯାଉଛି ଗାଁ ଦଶହରା

ଦୁର୍ଗାପୂଜାର ଭସାଣି ଯାତ୍ରା କେବଳ ସହର ନୁହେଁ ଛୋଟ ବଡ ଗାଁରେ ମଧ୍ୟ ଧୂମଧାମରେ ପାଳନ ହୋଇଛି। ଓଡିଶାର ଏହି ଗାଁରେ ଦେଖିବାକୁ ମିଳିଥିଲା ୧୪ଟି ମେଢ ଭସାଣି ଯାତ୍ରାରେ ସାମିଲ୍ ହେବାର। ପ୍ରବଳ ବର୍ଷା ବି ସାଜି ନଥିଲା ବାଧକ। ଦେଖିବାକୁ ମିଳିଥିଲା ୫ ହଜାରରୁ ଅଧିକ ଲୋକ। More
  • Prangyan Parimita
  • 2 years ago

ବ୍ଲାକ୍ ମେଲର୍ ଲେଡିଙ୍କ ସହିତ ନେତାଙ୍କ ଫଟୋ

ଏବେ ରହସ୍ୟମୟୀଙ୍କ ନେତାମନ୍ତ୍ରୀ ଲିଙ୍କ୍‌ ଥିବା ଖବର ଆସିଛି । More
  • Rajalaxmi Sahoo
  • 2 years ago

ସାମ୍ନାକୁ ଆସିଲା ରହସ୍ୟମୟୀଙ୍କ WhatsApp ଚାଟ୍‌, ଖୋଲିଲା କଳାଧନ୍ଦାର ଡିଲ୍‌...

ବଡ଼ ବଡ଼ ବ୍ୟକ୍ତିଙ୍କ ଅଶ୍ଲୀଳ ଭିଡିଓ ତିଆରି କରି ବ୍ଲାକମେଲ୍‌ କରୁଥିବା ମହିଳାଙ୍କ କାରନାମାର ଆଉ ଏକ ତଥ୍ୟ ଓଟିଭି ହାତରେ ଲାଗିଛି। ତାଙ୍କର ଏକ ହ୍ୱାଟ୍ସଆପ୍‌ ଚାଟ୍ ଏବେ ସାମ୍ନାକୁ ଆସିଛି। More
  • Rajalaxmi Sahoo
  • 2 years ago

ଖାଦ୍ୟରେ ସାମିଲ କରନ୍ତୁ ଏହି ଚାଉଳ, ହେବନି କ୍ୟାନସର୍‌ ଓ ଡାଇବେଟିସ୍‌ !

କଳା ଚାଉଳରେ କ୍ୟାନସର୍‌ ଓ ମଧୁମେହ ଭଳି ରୋଗ ରୋକିବାର ଶକ୍ତି ରହିଛି। ଏହି ଚାଉଳରେ ପ୍ରଚୁର ପରିମାଣର ଆଣ୍ଟି ଅକ୍ସିଡେଣ୍ଟ ରହିଛି। More
  • Rajalaxmi Sahoo
  • 2 years ago

ମିଳୁନି ଲେଡି ବ୍ଳାକମେଲର୍‌ଙ୍କ ସ୍ୱାମୀଙ୍କ ପତ୍ତା, ଚାଲିଛି ମୋବାଇଲ୍ ଓ ଲାପ୍‌ଟପ୍‌ ଯାଞ୍ଚ...

ସମ୍ପୃକ୍ତ ଲେଡି ବ୍ଲାକମେଲର୍‌ଙ୍କ ଲିଙ୍କ୍‌ରେ କେଉଁ ହାଇପ୍ରୋଫାଇଲ୍ ବ୍ୟକ୍ତି ଅଛନ୍ତି ସେନେଇ ଖୋଳତାଡ଼ ଚାଲିଛି। ସେହିପରି ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଜଗବନ୍ଧୁ ଗଲେ କୁଆଡେ? ତାଙ୍କୁ ବି କମିଶନରେଟ୍ ପୋଲିସ ଖୋଜୁଛି। More
  • Prangyan Parimita
  • 2 years ago

କାଜୁ ଚାଷରେ କେଳେଙ୍କାରୀ ! କେବଳ ଫଳକରେ ସୀମିତ ବଗିଚା, ହେଲେ ଗଛର ଚିହ୍ନବର୍ଣ୍ଣ ନାହିଁ

କାଗଜ କଲମରେ କାଜୁ ଚାଷ । ୩୦୦ କାଜୁ ଗଛ ଚାଷ ପାଇଁ ମନରେଗା ଯୋଜନାରୁ ଟଙ୍କା ମଞ୍ଜୁର ହେଲା, ଫଳକ ଲାଗିଲା, ତେବେ ଗଛର ଚିହ୍ନ ବର୍ଣ୍ଣ ନାହିଁ । କିନ୍ତୁ ବିଲ୍ ହୋଇଛି ଲକ୍ଷାଧିକ ଟଙ୍କା । More
  • Rajalaxmi Sahoo
  • 2 years ago

ସତର୍କ କଲା ପାଣିପାଗ ବିଭାଗ- ଆଜି ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ !

ଉପକୂଳ ଓଡ଼ିଶାରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଆଜି ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। More
  • Rajalaxmi Sahoo
  • 2 years ago

ପ୍ରସବ ପରେ ଆଖି ବୁଜିଲେ ସପ୍ତମ ଶ୍ରେଣୀ ଛାତ୍ରୀ ଓ ନବଜାତ ଶିଶୁ, ୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌

ସପ୍ତମ ଶ୍ରେଣୀ ଛାତ୍ରୀର ପ୍ରସବ ପରେ ମୃତ୍ୟୁ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ବିଜେପି ମହିଳା ମୋର୍ଚ୍ଚା ଆଜି ପୀଡ଼ିତାଙ୍କ ପରିବାରକୁ ଭେଟିବ। More
  • Manoranjan Behera
  • 2 years ago

ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ଲଟ୍‌ ବୁକିଙ୍ଗ୍‌

ଆଜିଠୁ ଆସନ୍ତା ୧୫ ତାରିଖ ଦିନ ଯାଏ ଚାଲିବ ପଞ୍ଜିକରଣ । More
  • Manoranjan Behera
  • 2 years ago

ସାମାନ୍ୟ ଦୁଷ୍ଟାମି ପାଇଁ ମାଆଛେଉଣ୍ଡ ୯ବର୍ଷର ପୁତୁରାକୁ ଦାଦା-ଖୁଡ଼ିଙ୍କ ତତଲା ଚେଙ୍କ

ମର୍କତନଗର ଥାନା ସିଡିଏ ସେକ୍ଟର ୭ରେ ଅଭାବନୀୟ ଘଟଣା। ଅଝଟ ହେବାରୁ ୯ ବର୍ଷର ପୁଅକୁ ଚେଙ୍କ ସହ ବେଲ୍ଟରେ ମାଡ଼ ଦେଲେ ଦାଦା, ଖୁଡ଼ି। ସେମାନଙ୍କ ନାଁରେ ମର୍କତନଗର ଥାନାରେ ଏତଲା ଦେଲେ ଆଈ ଓ ଅଜା। ମା’ଙ୍କ ମୃତ୍ୟୁ ପରେ ପିଲାଟିକୁ ଅଜା, ଆଇଙ୍କ ପାଖରୁ ନେଇ ଜୋର କରି ରଖିଥିଲେ ଦାଦା, ଖୁଡ଼ି। More
  • Satyendu Shekher Mishra
  • 2 years ago

ଓଡ଼ିଶା ସିଟିଜେନ୍ ଆଓ୍ୱାର୍ଡ ୨୦୨୨: ରାଜନୀତି ବର୍ଗରେ ଭକ୍ତଚରଣ ଦାସ ପୁରସ୍କୃତ

ସମାଜସେବାରେ ଡାକ୍ତର ନାରାୟଣୀ ପଣ୍ଡା । କ୍ରୀଡ଼ାରେ ପାରା ଆଥ୍‌ଲେଟ୍ ଜୟନ୍ତୀ ବେହେରା ଏବଂ ସ୍ୱାସ୍ଥ୍ୟସେବାରେ ଡାକ୍ତର ପ୍ରଶାନ୍ତ କୁମାର ସାହୁ । More
  • Satyendu Shekher Mishra
  • 2 years ago

କଟକ-ସମ୍ବଲପୁର NH-୫୫ରେ ପାଦେ ପାଦେ ବିପଦ, ୩ ବର୍ଷରେ ଗଲାଣି ଅଢ଼େଇ ଶହରୁ ଅଧିକ ଜୀବନ

୪ବର୍ଷ ହେଲା ସରିପାରୁନି ସଂପ୍ରସାରଣ କାମ । ଅସହାୟତା ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । More
  • Manoranjan Behera
  • 2 years ago

ସ୍ୱପ୍ନ ସାକାରରେ ବାଧକ ସାଜି ପାରିଲାନି ଅନଟନ; ଜାଣନ୍ତୁ ନୂଆ OAS ଙ୍କ କାହାଣୀ..

ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟଙ୍କ କ୍ଷେତ୍ରରେ ଏମିତି କିଛି ଅଛନ୍ତି, କିଏ ଦୃଷ୍ଟିବାଧିତ ତ ପୁଣି କିଏ ଦିନ ମଜୁରିଆର ପୁଅ । More