କଳା ଚାଉଳରେ କ୍ୟାନସର୍ ଓ ମଧୁମେହ ଭଳି ରୋଗ ରୋକିବାର ଶକ୍ତି ରହିଛି। ଏହି ଚାଉଳରେ ପ୍ରଚୁର ପରିମାଣର ଆଣ୍ଟି ଅକ୍ସିଡେଣ୍ଟ ରହିଛି।