• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Gopabandhu Das

Puri , Utkalmani
ଶ୍ରୀକ୍ଷେତ୍ର ମାଟିରେ ମହାପୁରୁଷଙ୍କୁ ଅପମାନ, ଭାଇରାଲ ହେଉଛି ଭିଡିଓ

ସିଂହଦ୍ୱାର ପାଖ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିକୁ ଅପମାନ କଲା ଭଳି ଦୃଶ୍ୟ । ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ଧଳାକପଡାରେ ସମ୍ପୂର୍ଣ୍ଣ ଆବଦ୍ଧ କରିଥିଲା କିଏ  ।

utkalmani gopabandhu das
ଉତ୍କଳମଣିଙ୍କୁ ଆଡ଼ମ୍ବରରେ ଶ୍ରଦ୍ଧାଞ୍ଜଳି, କିନ୍ତୁ ଦାୟଦଙ୍କୁ ଅଣଦେଖା

ଗୋପବନ୍ଧୁଙ୍କ ଭଳି ଯୁଗପୁରୁଷଙ୍କ ସ୍ମୃତି ରକ୍ଷା ଲାଗି ତାଙ୍କ ଜନ୍ମମାଟିରେ ସରକାର କୋଟି କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରୁଥିବା ବେଳେ ଏପଟେ ତାଙ୍କ ଉତ୍ତର ଦାୟାଦଙ୍କ ପ୍ରତି ଅସମ୍ମାନ ଭଳି ଅଭାବନୀୟ ପ୍ରସଙ୍ଗ ବି ସାମ୍ନାକୁ ଆସିଛି । ଆଜି ଭଳି ଦିନରେ ଗୋପବନ୍ଧୁଙ୍କ ଜନ୍ମମାଟିକୁ ଧାଇଁ ଆସିଥିଲେ ଗୋପବନ୍ଧୁଙ୍କ ନାତି ସତ୍ୟବାଦୀ ମିଶ୍ରଙ୍କ ପତ୍ନୀ ତଥା ଉତ୍କଳମଣୀଙ୍କ ନାତୁଣୀ ବୋହୁ ଲୀଳାବତୀ ମିଶ୍ର ଓ ତାଙ୍କ ପରିବାର ଲୋକ ।

suando
ଚମକୁଛି ସୁଆଣ୍ଡୋ; ଲୋକାର୍ପିତ ହେଲା ସଂଗ୍ରହାଳୟ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିଛନ୍ତି । ଏଥିରେ ଗୋପବନ୍ଧୁଙ୍କ ଏନ୍ତୁଡ଼ିଶାଳ ଷଠିଘର, ଘରର ଠାକୁର ରାଧା ବିନୋଦ ବିହାରୀଙ୍କ ନୂତନ ମନ୍ଦିର, ଶିଶୁମାନଙ୍କ ପାଇଁ ଶିଶୁ ବାଟିକା ଓ ନୂତନ ପାର୍କ ପର୍ଯ୍ୟଟକଙ୍କ ପାଇଁ ଗୃହ ରହିଛି ।

Why Gopabandhu called as Utkalmani
ଗୋପବନ୍ଧୁ ଦାସ କାହିଁକି ହେଲେ ଉତ୍କଳମଣି

ଆଜି ଦୀନ ଦରିଦ୍ରଙ୍କ ବନ୍ଧୁ ଗୋପବନ୍ଧୁଙ୍କ ଜନ୍ମ ଦିନ। ନିଜ ଜୀବନକୁ ଦରିଦ୍ରଙ୍କ ସେବାରେ ଉତ୍ସର୍ଗ କରି ସେ ହେଇଗଲେ ଉତ୍କଳମଣି। ତେବେ ତାଙ୍କୁ କିଏ ଏହି ଉପାଧିରେ ଭୂଷିତ କରିଥିଲେ ଜାଣିବା ପାଇଁ ପଢନ୍ତୁ।

Manoroma Mohapatra
ଦେହାନ୍ତ ପୂର୍ବରୁ ମନୋରମା ମହାପାତ୍ରଙ୍କ ସାକ୍ଷାତକାର

ବିଶିଷ୍ଟ ଲେଖିକା ତଥା ‘ସମାଜ’ ଖବର କାଗଜର ପୂର୍ବତନ କାର୍ଯ୍ଯନିର୍ବାହୀ ସମ୍ପାଦିକା ମନୋରମା ମହାପାତ୍ର ଆଉ ନାହାଁନ୍ତି। ଆଜି ହେଉଛି ତାଙ୍କର ଦ୍ୱାଦଶାହ। ତେବେ ତାଙ୍କ ଦେହାନ୍ତର ମାତ୍ର କିଛିଦିନ ଆଗରୁ, ଅଗଷ୍ଟ ୨୯ ତାରିଖରେ ତାଙ୍କୁ ଭେଟିଥିଲେ #OTVର ଡିଜିଟାଲ୍ ଏଡିଟର ଅମରେଶ ବିଶ୍ୱାଳ। ଏହି ସାକ୍ଷତାକର ସମୟରେ ମନୋରମା ତାଙ୍କ ବାପା ରାଧାନାଥ ରଥ, ନିଜର ପିଲାଦିନ ଓ ନାରୀଶିକ୍ଷା ସଂପର୍କରେ ତାଙ୍କର ମତ ପ୍ରଦାନ କରିଥିଲେ।