ଗେଣ୍ଡାଳିଆଙ୍କୁ ବି ବେଶ୍ ଆକର୍ଷଣୀୟ ଢଙ୍ଗରେ ସ୍ୱାଗତ କରନ୍ତି ସ୍ଥାନୀୟ ଲୋକ । କାରଣ ବିଶ୍ୱାସ ରହିଛି ଏମାନେ ରହୁଥିବା ସ୍ଥାନରେ ଭଲ ବର୍ଷା ହେବ ।