ଦାଦନ ଶ୍ରମିକଙ୍କ ହାତ ପାପୁଲି ଓ ଗୋଟିଏ ଗୋଡ଼ କାଟି ଦେଲା ଦଲାଲ। ଏତିକି ମାତ୍ର ଦୋଷ, କାମ କରିବା ପରେ ମଜୁରି ମାଗିଥିଲେ ଶ୍ରମିକ ଜଣକ।
ନିଜ ଉଦ୍ୟମରେ କିଛି ଭିନ୍ନ ଓ ନିଆରା କାର୍ଯ୍ୟ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚନ୍ତି । ଆଉ ସୃଷ୍ଚି କରନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ । ଏମିତି କିଛି ଉତ୍ସାହି, ଉଦ୍ୟମୀ ଓ ସଫଳ ଯୁବ ଉଦ୍ୟୋଗୀଙ୍କ ବିଷୟରେ ଜାଣନ୍ତୁ..
ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଖାଲି ପଡ଼ିଥିବା ଧାମନଗର ବିଧାନସଭା ଆସନ ପାଇଁ ହେବ ଉପନିର୍ବାଚନ। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୩ ତାରିଖରେ ହେବ ମତଦାନ। ଅକ୍ଟୋବର ୭ ତାରିଖରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।
ଦୁର୍ଗାପୂଜା ଅବସରରେ ଗତକାଲି ସପ୍ତମୀ ପାଇଁ ସହରର ରାଜନଗର ଠାରେ କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ସମୟରେ କଣ୍ଠଶିଳ୍ପୀ ମୂରଲି ମହାପାତ୍ର ଗୀତ ଗାଇବା ପାଇଁ ଷ୍ଟେଜ୍ ଆସିଥିଲେ।
ସେହିପରି ଆସନ୍ତାକାଲି ୧୩ଟି ଜିଲ୍ଲା ପାଇଁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଗଜପତି, ଗଞ୍ଜାମ, ପୁରୀ ଏବଂ ଖୋର୍ଦ୍ଧାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।
ଦଶହରା ଓଡିଶାର ଏକ ପ୍ରମୁଖ ପର୍ବ। ଏନେଇ କଟକର ସ୍ଥାନ ସ୍ୱତନ୍ତ୍ର। ମା’ଙ୍କ ପୂଜା ବିଧିରେ ଭୋଗ ଏକ ନିଆରା ପରମ୍ପରା। କେତେକ ମଣ୍ଡପରେ ସାଧାରଣ ଭୋଗ ହେଉଥିବା ବେଳେ ଆଉ କେତେକ ମଣ୍ଡପର ଭୋଗକୁ ନେଇ ରହିଛି ସ୍ୱତନ୍ତ୍ରତା। ଆସନ୍ତୁ ନଜର ପକେଇବା…
ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ଆଜି ପରଲୋକ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଟ୍ୱିନସିଟିରେ ପୂଜା ବଜାର ଗରମ । ତେଣେ ରାସ୍ତାଘାଟରେ ଅସମ୍ଭାଳ ଟ୍ରାଫିକ୍ ଜାମ୍ । ସ୍ଥିତି ଏଭଳି ହେଉଛି ଯେ, ରାସ୍ତାରେ ଆମ୍ବୁଲାନ୍ସକୁ ବି ବାଟ ମିଳୁନି ।
ଆଶ୍ଚର୍ଯ୍ୟର କଥା ହେଉଛି, ୨୦୨୦ ଡିସେମ୍ବର ୫ରେ ଏଭଳି ଚୋରାଚାଲାଣ କରି ଗୋଷାଣୀ ନୂଆଁଗାଁ ପୋଲିସ ହାତରେ ଧରାପଡ଼ିଥିଲା ଏହି ଗ୍ୟାଙ୍ଗ୍।
ଭ୍ରଷ୍ଟାଚାରରେ ବୁଡି ରହିଥିବା ୨୨ ବର୍ଷର ବିଜେଡି ସରକାର ବିରୋଧରେ ଆରମ୍ଭ କରିଛି କ୍ୟାମ୍ପେନ୍।
ରାଜ୍ୟରେ ବଢି ଚାଲିଛି ବେକାରୀ । କର୍ମନିଯୁକ୍ତି ନପାଇଁ ହତାଶ ଲକ୍ଷ ଲକ୍ଷ ଶିକ୍ଷିତ ଯୁବକଯୁବତୀ । ପରୀକ୍ଷା ପରେ ପରୀକ୍ଷା, ଇଣ୍ଟରଭ୍ୟୁ ପରେ ଇଣ୍ଟରଭ୍ୟୁ, ହେଲେ ଚାକିରି ଖଣ୍ଡେ ମିଳୁନି । ଏଭଳି ସ୍ଥିତିରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁଣି ନିଯୁୂକ୍ତି ଦେବାକୁ ରାଜ୍ୟ ସରକାରଙ୍କ ଯୋଜନା ।
କମିଶନରେଟ ପୋଲିସର ନୋଟିସ ପରେ ଆଜି ଭୁବନେଶ୍ୱର ଡିସିପି ଅଫିସରେ ହାଜର ହୋଇଥିଲେ ସାମ୍ବାଦିକ ଅକ୍ଷୟ ନାୟକ । ଭାଇରାଲ ଅଡିଓକୁ ନେଇ ତାଙ୍କୁ ପଚରାଉଚରା କରାଯାଇଛି ।
ଭୁବନେଶ୍ୱର ଓ କଟକରେ ଦୁର୍ଗାପୂଜା(Durga Puja ) ଉପଲକ୍ଷେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
କୋଭିଡ୍ କଟକଣା ଯୋଗୁ ୨ବର୍ଷ ହେବ ଉତ୍ସବ ସଂପୂର୍ଣ୍ଣ ଫିକା ପଡ଼ି ଯାଇଥିବାରୁ ଏଥର ଧୁମ୍ଧାମ୍ରେ ସମସ୍ତେ ଦଶହରା ପାଳନ କରିବାକୁ ଭୁଲୁ ନାହାଁନ୍ତି। କିଏ ପରିବାର ସହ ତ ଆଉ କିଏ ସାଙ୍ଗସାଥୀଙ୍କ ସହ ମାତିଛନ୍ତି ସେଲିବ୍ରେସନରେ। ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ସମସ୍ତେ ଏବେ ସେଲିବ୍ରେସନ୍ ମୁଡ୍ରେ।
ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ବିରୋଧୀଙ୍କ ତମ୍ବିତୋଫାନ ପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ଅକ୍ଟୋବର ୧ରୁ ବଦଳି ଯାଇଛି କ୍ରେଡିଟ୍ କାର୍ଡ (Credit Card) ସମ୍ପର୍କୀତ ନିୟମ ।
ଆପଣ ହେୟାର ଷ୍ଟ୍ରେଟନିଙ୍ଗ କରିବାକୁ ମନସ୍ଥ କରିଛନ୍ତି କି? ତେବେ ଆପଣଙ୍କୁ କେତେକ ସମସ୍ୟା ଭୋଗିବାକୁ ପଡିପାରେ। ଜାଣନ୍ତୁ ଏହିସବୁ ସମସ୍ୟାଗୁଡିକ କ’ଣ।
ଗିରଫ ହେଲେ ବିଲ୍ଡର୍ ମନୋଜ ପଣ୍ଡା। ୨୦ କୋଟିରୁ ଅଧିକ ଟଙ୍କାର ଠକେଇ ମାମଲାରେ କ୍ରାଇବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ଗିରଫ କରିଛି।
ଦୀର୍ଘବର୍ଷ ଧରି ମରଣଯନ୍ତା ପାଲଟିଥିବା ରାସ୍ତା ଉପରେ ପିଚୁ କଂକ୍ରିଟ ତ ଦୂରର କଥା ମୋରମ ମୁଠେବି ପଡି ପାରିନାହିଁ l
ଆଜି ଜଗତ ଜନନୀ ଦେବୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଲାଗି ସଜେଇ ହୋଇଛି ପୂଜା ମଣ୍ଡପ। ପୂଜାକୁ ନେଇ ସବୁଠି ବ୍ୟାପକ ଆୟୋଜନ କରାଯାଇଛି।
ଯୁବତୀଙ୍କ ଅଭିଯୋଗ ଅନୁସାରେ, ଅକ୍ଷୟ ପରିଜା ତାଙ୍କୁ ଅଭିନେତ୍ରୀ କରାଇବା ଆଳ ଦେଖାଇ ବର୍ଷେ ଧରି ଜୋରଜବରଦସ୍ତ ଭାବେ ଶାରୀରିକ ସମ୍ପର୍କ ରଖିଥିଲେ। ତାଙ୍କ ଅଶ୍ଲୀଳ ଫଟୋ ରଖି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ।
ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ମୋକିମ୍ଙ୍କୁ ଦଣ୍ଡାଦେଶ ଦେଇଥିଲେ। ଫଳରେ ମୋକିମ୍ଙ୍କ ବିଧାୟକ ପଦ ରଦ୍ଦ ହେବାର ସମ୍ଭାବନା ରହିଛି।
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଶାଶୁ ଘର ଛାଡିଛନ୍ତି। ଅନ୍ୟପକ୍ଷେ, ପୋଲିସ୍ ଉପସ୍ଥିତିରେ ଘରେ ପ୍ରବେଶ କରିବା ପାଇଁ ଅନୁଭବ ପୁରୀଘାଟ ଥାନାରେ ଲିଖିତ ଭାବେ ଆବେଦନ କରିଛନ୍ତି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।