ସମ୍ବେଦନଶୀଳ ପୋଷ୍ଟ ପରେ ତଦନ୍ତ ଆରମ୍ଭ କରିଛି କର୍ଣ୍ଣାଟକ ପୋଲିସ୍। ବ୍ୟକ୍ତି ଜଣକ ହାଇଦ୍ରାବାଦର ହୋଇଥିବା ଜଣାପଡ଼ିଛି। ଏଣୁ ହାଇଦ୍ରାବାଦର ଏକାଧିକ ସ୍ଥାନରେ ଚଢ଼ାଉ ହୋଇଛି।
ସାଇବର ଠକେଇ ସନ୍ଦେହ ହେଲେ ସହଜରେ କରିହେବ ଅଭିଯୋଗ । 'ଚକ୍ଷୁ' ପୋର୍ଟାଲର ଲୋକାର୍ପଣ କଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
ଏହି କାର୍ଯ୍ୟକ୍ରମରେ ଏକ ଲକ୍ଷରୁ ଅଧିକ ମହିଳା କର୍ମୀ ଯୋଗ ଦେବେ। ଏହି ସମାବେଶ ପ୍ରସ୍ତୁତିର ତଦାରଖ କରିବାକୁ କୋଲକାତାରେ ପହଞ୍ଚିଛନ୍ତି ବୈଜୟନ୍ତ ପଣ୍ଡା।
ତ୍ରୁଟି ସଂଶୋଧନ ବା ଅପ୍ଡେଡ୍ କରିବାକୁ ହେଲେ ଆପଣଙ୍କୁ ଅନ୍ଲାଇନ୍ ଜରିଆରେ ନିଜର ଅସଲି ପରିଚୟ ପତ୍ର ଓ ଠିକଣା ପ୍ରମାଣ ପତ୍ର ଦେବାକୁ ପଡ଼ିବ ।
ପ୍ରଥମେ ଏକଥା ସେ କାହାରିକୁ ଜଣାଇ ଦୁଃଖିତ କରିବାକୁ ଚାହିଁନଥିଲେ । କିନ୍ତୁ ପରେ ଧିରେ ଧିରେ ତାଙ୍କ ସହକର୍ମୀମାନେ ଏହା ଜାଣିଥିଲେ ।
ଦେଶର ପ୍ରତ୍ୟେକଟି ଗରିବ ପରିବାର ହେଉଛି ‘ମୋ ପରିବାର’। ଏପରିକି ମେରା ଭାରତ’ ‘ମେରା ପରିବାର’ ବୋଲି କହି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ।
ଗତକାଲି ଲାଲୁ ଯାଦବଙ୍କ ଏହି ଆକ୍ଷେପ ପରେ ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ୧୪୦ କୋଟି ଜନତା ମୋ ପରିବାର ବୋଲି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ।
ବେଙ୍ଗାଲୁରୁରେ ରାମେଶ୍ୱରମ କାଫେ ବିସ୍ଫୋରଣ ଘଟଣାର ତନାଘନା କରିବ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ବା ଏନଆଇଏ । ଗୃହମନ୍ତ୍ରାଳୟ ପକ୍ଷରୁ ମାମଲାର ତଦନ୍ତ ଭାର ଏନଆଇଏକୁ ଦିଆଯାଇଛି ।
ଦିଲ୍ଲୀ ସରକାର ଆଜି ବଜେଟ ଉପସ୍ଥାପନ କରିଛନ୍ତି । ଉକ୍ତ ବଜେଟରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କ ପାଇଁ ୧୦୦୦ ଟଙ୍କା ଘୋଷଣା କରିଛନ୍ତି । ଦିଲ୍ଲୀ ଅର୍ଥମନ୍ତ୍ରୀ ଆତିଶି ଆଜି ୭୬,୦୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି ।
ରାସ୍ତାରେ ଗଲା ବେଳେ ଅଜଣା ଯୁବତୀଙ୍କୁ ଡାର୍ଲିଙ୍ଗ ଡାକିଲେ ଲାଗିବ କେସ୍। ଏକ ଯୌନ ଉତ୍ପୀଡ଼ନ ମାମଲାର ଶୁଣାଣି ବେଳେ କୋଲକାତା ହାଇକୋର୍ଟ ଏହି ରାୟ ଦେଇଛନ୍ତି । ଯଦି କୌଣସି ବ୍ୟକ୍ତି ଅଜଣା ଯୁବତୀଙ୍କୁ ଡାର୍ଲିଙ୍ଗ ବୋଲି ସମ୍ବୋଧନ କରେ, ତେବେ ସେ ଦୋଷୀ ସାବ୍ୟସ୍ତ ହେବେ। ଆଇପିସି ଧାରା ୩୫୪ A ଅନୁଯାୟୀ ତାଙ୍କୁ ଜେଲ ଯିବାକୁ ପଡ଼ିବ..
ଭାରତ ଏବଂ ଜାପାନ୍ ମଧ୍ୟରେ ଚାଲିଥିବା ‘ଧର୍ମା ଗାର୍ଡିୟନ’ ସମରାଭ୍ୟାସ ଶେଷ ହୋଇଛି । ଯୁଦ୍ଧାଭ୍ୟାସର ଅନ୍ତିମ ଦିନରେ ଆତଙ୍କବାଦୀଙ୍କୁ ଖୋଜିବା ସେମାନଙ୍କୁ ନିପାତ କରିବାର ଶୈଳୀ ପ୍ରଦର୍ଶନ କରିଥିଲେ..
ତେବେ କୋଟି କୋଟି ସ୍ମାର୍ଟ ଫୋନ୍ ୟୁଜର୍ସଙ୍କ ମୁଣ୍ତ ଉପରେ ବିପଦ ଘୂରି ବୁଲୁଛି। ସିକ୍ୟୁରିଟି ଏକ୍ସପର୍ଟ ଏକ ନୂଆ ଭାଇରସ୍ ବିଷୟରେ ଅବଗତ କରାଇଛନ୍ତି, ଯାହାର ନାମ ହେଲା Android XLoader
ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଆସନ୍ତା ଜୁଲାଇ ମାସରେ ରାଧିକା ମର୍ଚ୍ଚାଣ୍ଟଙ୍କୁ ବିବାହ କରିବେ । ଏହାପୂର୍ବରୁ ଗୁଜୁରାଟର ଜାମନଗରରେ ଆୟୋଜିତ ହେଉଛି ଅନେକ କାର୍ଯ୍ୟକ୍ରମ ।
ନିଜ ପୂର୍ବ ରାୟ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ। ନୋଟ୍ ନେଇ ଭୋଟ୍ କିମ୍ବା ଭାଷଣ ଦେଇପାରିବେନି। ଜନ ପ୍ରତିନିଧିଙ୍କ ଉପରେ ମାମଲା ହୋଇପାରିବ ବୋଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ୭ ଜଣିଆ ଖଣ୍ଡପୀଠ ରାୟ ଶୁଣାଇଛନ୍ତି।
ଏମିତି ପୁଅ ଥାଇ କେତେ, ନଥାଇ କେତେ ? ଜମି ଖଣ୍ତିକ ପାଇଁ ବାପାମାଆଙ୍କୁ ନୃଶଂସ ଭଳି ପିଟିଲା।
ଗତ ୭ଟି ନୋଟିସରେ ହାଜର ହୋଇନଥିବା କେଜ୍ରିୱାଲ୍ ଅଷ୍ଟମ ନୋଟିସରେ ବି ହାଜର ହେବେନି। କିନ୍ତୁ ମାର୍ଚ୍ଚ ୧୨ ତାରିଖ ପରେ ଭିଡିଓ କନଫରେନସିଂରେ ହାଜର ହୋଇ ଏନେଇ ଜବାବ ରଖିପାରିବେ ବୋଲି କହିଛନ୍ତି।
ବର୍ଷା ଯୋଗୁଁ ରାସ୍ତାରେ ଏକ ବଡ ଗର୍ତ୍ତ ସୃଷ୍ଟି ହୋଇଥିଲା। ରାସ୍ତାଟି ଧସିଯାଇ ଏକ ଗୁମ୍ଫାର ଭ୍ରମ ସୃଷ୍ଟି କରୁଥିଲା।
Lok Sabha Elections 2024: ୨୪ ଲଢ଼େଇ ପାଇଁ BJPର ବଡ଼ ଗୋଟି ଚାଳନା । ପ୍ରାୟ ୩୫% ଲୋକସଭା ସିଟରେ ଆଗୁଆ ପ୍ରାର୍ଥୀ ଘୋଷଣା । ୫୦ ପ୍ରତିଶତ ଯୁବ ଓ ମହିଳା ପ୍ରାର୍ଥୀଙ୍କୁ ମିଳିଛି ଟିକେଟ୍ ।
ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର । ଏଣିକି ସବୁ ସ୍କୁଲରେ ପଢାଯିବ କୋଡିଂ ଓ ଏଆଇ (AI)ର ବ୍ୟବହାର । ଯାହାଫଳରେ ସହଜରେ ପିଲା ପାଇପାରିବେ ଚାକିରି ।
ଆନ୍ଧ୍ର ଟ୍ରେନ୍ ଦୁର୍ଘଟଣା: କ୍ରିକେଟ ଖେଳ ହେଲା କାଳ । କ୍ରିକେଟ ମ୍ୟାଚ୍ ପାଇଁ ଚାଲିଗଲା ଜୀବନ । କ୍ରିକେଟ୍ ଦେଖି ଟ୍ରେନ ଚଳାଉଥିଲେ ଲୋକୋ ପାଇଲଟ୍...
କୋଲକାତା ହାଇକୋର୍ଟ ପୋର୍ଟ ବ୍ଲେୟାରର ବେଞ୍ଚର ବିଚାରପତି ଜୟ ସେନଗୁପ୍ତା ଏକ ମାମଲାର ଶୁଣାଣି ବେଳେ ଅଭିଯୁକ୍ତଙ୍କ ଦଣ୍ତିତ କରିବା ସହ କହିଛନ୍ତି ଯେ, ରାସ୍ତାରେ ଜଣେ ଅଜ୍ଞାତ ମହିଳାଙ୍କୁ ଡାର୍ଲିଙ୍ଗ ବୋଲି ସମ୍ବୋଧନ କରାଯାଇପାରିବ ନାହିଁ। ଏହା ଯୌନ ଉତ୍ପୀଡ଼ନ ସହିତ ସମାନ।
୨୦୦୫ ମସିହାରେ ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୬୫ରେ ସଂଶୋଧନ କରି ଝିଅମାନଙ୍କୁ ପୈତୃକ ସମ୍ପତ୍ତିରେ ସମାନ ଅଂଶ ପାଇବାକୁ ଆଇନଗତ ଅଧିକାର ଦିଆଯାଇଛି।
ବାଂଶୁରୀ ସ୍ୱରାଜ ୧୯୮୨ ମସିହାରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ବାଂଶୁରୀ ହେଉଛନ୍ତି ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସ୍ୱଗର୍ତ ସୁଷମା ସ୍ୱରାଜଙ୍କ ଝିଅ।
କୁହାଯାଏ ମାଆର ପଣତଠାରୁ ସୁରକ୍ଷିତ ଜାଗା ଅନ୍ୟ କେଉଁଠି ନାହିଁ । ନିଜ ଛୁଆ ପାଇଁ ଦରକାର ପଡ଼ିଲେ ମାଆ ଯୋଦ୍ଧା ପାଲଟିପାରେ । ଛୁଆକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇବାର ଅନେକ ନଜିର ରହିଛି । ମାଆ ଥିଲେ ବା ଭୟ କାହାକୁ ।
ବାରଣାସୀରୁ ପୁଣି ଥରେ ଲଢ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦର ମୋଦି। ବିଜେପି ମୁଖ୍ୟାଳୟରେ ପ୍ରେସମିଟରେ ଏନେଇ ଘୋଷଣା କରାଯାଇଛି।