ଏବେ ଆହୁରି ପୁଷ୍ଟିସାର ଯୁକ୍ତ ହେବ ପିଲାଙ୍କ ମଧ୍ୟାହ୍ନ ଭୋଜନ। ସୋୟାବିନ୍ ଓ ଅଣ୍ଡା ସହ ନିଇତି ମିଳିବ କ୍ଷୀର। ଛାତ୍ରଛାତ୍ରୀଙ୍କ ମାନସିକ ଓ ଶାରୀରିକ ବିକାଶ ପାଇଁ ଭିଟାମିନ୍ A ଓ D ଯୁକ୍ତ ଦୁଗ୍ଧ ଦେବାକୁ ବ୍ୟବସ୍ଥା କରିଛନ୍ତି ସରକାର।
Self Doubt In Children:ଆପଣଙ୍କ ପିଲାର ଆତ୍ମବିଶ୍ୱାସ ବଢାଇବାକୁ ଚାହୁଁଛନ୍ତି କି ? ଆତ୍ମବିଶ୍ୱାସର ଅଭାବ ଯେକୌଣସି ବ୍ୟକ୍ତିଙ୍କୁ ଆଗକୁ ବଢିବାରେ ବାଧା ଆଣିପାରେ। ଏହା ଅଧିକାଂଶ ପିଲାଙ୍କ ମଧ୍ୟରେ ପରିଲକ୍ଷିତ ହୁଏ। ତେବେ ଆସନ୍ତୁ ଜାଣିବା କିପରି ପିଲାଙ୍କ ମଧ୍ୟରେ ବଢାଇବେ ଆତ୍ମବିଶ୍ୱାସ…
କେତେବେଳେ ଦୁର୍ଘଟଣାଜନିତ ତ ଆଉ କେତେବେଳେ ଆତ୍ମହତ୍ୟା ଜନିତ। NCRBର ତଥ୍ୟ କହୁଛି ଦେଶରେ ପ୍ରତିବର୍ଷ ଯେତିକି ଅସ୍ବାଭାବିକ ମୃତ୍ୟୁ ଘଟୁଛି ତା ଭିତରୁ କେବଳ ୮.୯ ପ୍ରତିଶତ ହେଉଛି ପାଣିରେ ବୁଡ଼ି ମୃତ୍ୟୁ।
ଦିଲ୍ଲୀ NCR ର ଏକାଧିକ ସ୍କୁଲକୁ ଆସିଲା ଧମକପୂର୍ଣ୍ଣ ଇମେଲ୍ । ସ୍କୁଲରେ ବୋମା ଥିବା ନେଇ ଇମେଲ ଆସିବା ପରେ ବିଭିନ୍ନ ସ୍କୁଲରେ ଆତଙ୍କ ଖେଳି ଯାଇଛି ।
ନର ରାକ୍ଷସର ବର୍ବର କାଣ୍ତ । ପ୍ରଥମେ ନିଜ ପତ୍ନୀକୁ ମାରିଲା । ଏତିକିରେ ମନ ଶାନ୍ତି ହେଲାନି ଯେ, ପରେ ହତ୍ୟାକାଣ୍ତ ଦେଖିଥିବା ଦୁଇ ଛୁଆଙ୍କୁ ମଧ୍ୟ ମାରିଦେଲା । ଏପରି କାର୍ଯ୍ୟ କରିବା ପରେ ମୃତଦେହ ସହ ୩ ରାତି ମଧ୍ୟ ବିତାଇଥିଲା ।
ନୃଶଂସ, ବର୍ବର, ଭୟଙ୍କର । ଯେତେ ଶବ୍ଦ ଲଗାଇଲେ ମଧ୍ୟ କମ୍ ପଡ଼ିବ । ଦୁଇ ପିଲାଙ୍କୁ ମାରିବା ପରେ ସେମାନଙ୍କର ରକ୍ତ ପିଇଲା ଜହ୍ଲାଦ ।
ସଞ୍ଜ ନଇଁଲେ ଥାନା ପରିସରରେ ରୁଣ୍ଡ ହେଉଛନ୍ତି ପିଲାଏ । କିଏ ଦୋଳି ଖେଳୁଛି ଆଉ କିଏ ସେଲ୍ଫି ନେଉଛି, ଆଉ କିଏ କେତେକ ଖସଡ଼ା, ଚକ୍ର ଘୁରିବାରେ ବ୍ୟସ୍ତ l
ଉନ୍ମୋଚିତ ହେଲା ଶିଶୁ ଗଳ୍ପ ସଂକଳନ ‘ଗଳ୍ପମାଳା’ । ବ୍ୟୋମକେଶ କରଙ୍କ ସ୍ମୃତି ଦିବସରେ ଉନ୍ମୋଚିତ ହେଲା ଶିଶୁ ଗଳ୍ପ ସଂକଳନ ‘ଗଳ୍ପମାଳା’ ।
ଅସମୟରେ ଓ ଅକାଳରେ ଝଡ଼ିଯାଉଛି କଅଁଳ ଜୀବନ। ଚପଳମତି ପିଲାଟିଏ କିଶୋର ବୟସରେ ଯେ ଜୀବନ ହାରିଦେବ, ଭାବିଲେ କେବଳ ଅଭିଭାବକ କାହିଁକି, ପ୍ରତ୍ୟେକଙ୍କ ମନ ଓ ପ୍ରାଣ ଚହଲିଯାଉଛି।
ନାନାବାୟା ଗୀତ ଶୁଣି ମାଆ କୋଳରେ ଅଝଟ ଶିଶୁଟି କେଡେ ଆରାମରେ ଶୋଇପଡିଛି । ଶୋଇବନି ବା କେମିତି, ଗୀତ ବି ବେଶ୍ ଶରଧାର ସହ ଗାଈ ପୁଅକୁ ତା ମାଆ ପରା ଶୁଆଉଛି, ପୁଅ ଆଉ କେତେ ଅଝଟ ହେବ ଯେ...
କୋମଳମତି ଶିଶୁଙ୍କ ଖାଦ୍ୟରେ ସାଲୁବାଲୁ ହେଉଛନ୍ତି ପୋକ । ଆଉ ଛତୁଆରୁ ବାହାରୁଛି କୁଣ୍ଡା । କେନ୍ଦ୍ରାପଡ଼ା ରାଜନଗର ବ୍ଲକରୁ ଆସିଛି ଏହି ଛତୁଆ ଦୁର୍ନୀତି ଅଭିଯୋଗ । ଛତୁଆରେ ବୁଟ, ଚିନାବାଦାମ, ଚିନିର ଉପଯୁକ୍ତ ପରିମାଣ ମିଶୁନଥିବା ବେଳେ ସରକାରଙ୍କ ସୁଷମ ଖାଦ୍ୟ ବଣ୍ଟନରେ ବାଧକ ସାଜିଛି ଲାଭଖୋର ମନୋବୃତ୍ତି ।
୩୦ ବର୍ଷୀୟ ସକିଲ ଜଣେ ଗରିବ ହୋଇଥିବାରୁ ସେ ତାଙ୍କ ପତ୍ନୀ ଓ ୩ ପିଲାଙ୍କୁ ଧରି ଏକ କୁଡ଼ିଆରେ ରହିଆସୁଥିଲେ । ନିକଟରେ ସକିଲଙ୍କୁ ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଏକ ଘର ମଧ୍ୟ ମିଳିଥିଲା । ଘର କାମ ଶେଷ ହୋଇନଥିବାରୁ ସେମାନେ କୁଡ଼ିଆରେ ରହୁଥିଲେ ।
ମାହେଶ୍ୱରୀ ସମାଜ ପକ୍ଷରୁ କୁହାଯାଇଛି କି, ଯଦି କୌଣସି ଦମ୍ପତି ୨ରୁ ଅଧିକ ସନ୍ତାନ ଜନ୍ମଦିଅନ୍ତି ତାଙ୍କୁ ୫୦ ହଜାର ଟଙ୍କା ଫିକ୍ସଡ୍ ଡିପୋଜିଟ୍ ମିଳିବ ।
ବାପାଙ୍କ ମୃତ୍ୟୁ ପରେ ଇଚ୍ଛା ନଥାଇ ପାଠ ଛାଡ଼ିଦେଲା ବଡ଼ ଝିଅ । ସରକାର ଦେଉଥିବା ୨୦ କିଲୋ ଚାଉଳ ଏବେ ଏମାନଙ୍କ ପାଇଁ ସବୁକିଛି ।
ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ସେମାନଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାର ଏକ ଗାଇଡ୍ଲାଇନ୍ ପ୍ରସ୍ତୁତ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଡିରେକ୍ଟୋରେଟ ଜେନେରାଲ ଅପ୍ ହେଲ୍ଥ ସର୍ଭିସ ଦ୍ୱାରା ଜାରି…
ଭୁବନଶ୍ୱର: ମହାମାରୀ କରୋନା ଅନେକ ପରିବାରରେ ଆଣିଦେଇଛି ଦୁଃଖ । କାହାର କୋଳ ପୋଛି ଦେଇଛି ତ କାହାର ବାପା ମା’ଙ୍କୁ ଛଡ଼ାଇ ନେଇଛି । ପ୍ରତ୍ୟେକ ଦିନ ଦେଶରେ ଶହ ଶହ ଲୋକଙ୍କ ମୁଣ୍ଡ ନେଉଛି ଏହି କରୋନା ରାକ୍ଷଷ…