• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Supreme Court CJI
ନିଜ ରୋଷେୟାର ଝିଅକୁ ପ୍ରଶଂସା କଲେ CJI

ବାପା ତାଙ୍କର ସୁପ୍ରିମ କୋର୍ଟର ରୋଷେୟା। ସୁଖ ସ୍ୱାଚ୍ଛନ୍ଦ୍ୟର ପରିଧି ହୁଏତ ତାଙ୍କ ପାଇଁ ସ୍ୱଳ୍ପ। ତଥାପି ସେ ସ୍ୱପ୍ନ ଦେଖିଛନ୍ତି। ଆକାଶରେ ଉଡିବାର ଦମ୍ଭ ବାନ୍ଧିଛନ୍ତି। ପାଠ ପଢିଛନ୍ତି, ଭଲ ପଢିଛନ୍ତି। ଯେଉଁଥିପାଇଁ ଉଚ୍ଚ ଶିକ୍ଷା ଲାଗି ବିଦେଶରୁ ପାଇଛନ୍ତି ସ୍କଲାରସିପ୍। ଆଉ ଏ ଖୁସିକୁ ଦ୍ବିଗୁଣିତ କରିଛି ଦେଶର ପ୍ରମୁଖ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କ ଆଶିର୍ବାଦ। ଯାହା ଏବେ ଚର୍ଚ୍ଚାର ବିଷୟା ପାଲଟିଛି।

‘Lottery King’ Santiago Martin
ଇଲେକ୍ଟ୍ରୋରାଲ୍ ବଣ୍ଡର ରାଜା, ଯାହାଙ୍କ କମ୍ପାନୀ ଦେଇଛି ୧୩୬୮କୋଟିର ଚାନ୍ଦା

ସର୍ଭେ ପ୍ୟାନେଲ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, ମେଘା ଇଞ୍ଜିନିୟରିଂ ଏବଂ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ ୯୬୬କୋଟି ଟଙ୍କା ଦାନ କରିଛି। ହାଇଦ୍ରାବାଦର ଏହି କମ୍ପାନୀ ବର୍ତ୍ତମାନ ଅନେକ ଭିତ୍ତିଭୂମି ପ୍ରକଳ୍ପରେ କାର୍ଯ୍ୟ କରୁଛି।

SBI
ପୁଣି SBIକୁ ସୁପ୍ରିମ୍‌କୋର୍ଟଙ୍କ ତାଗିଦ୍‌, ଇଲେକ୍ଟୋରାଲ ବଣ୍ଡର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ନୋଟିସ

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏ ଉପରେ ଶୁଣାଣି କରିଥିଲେ।

Election Date 2024
Big Breaking: କାଲି ନିର୍ବାଚନ ତାରିଖ ଘୋଷଣା

କାଲି ଲୋକସଭା ଓ କିଛି ରାଜ୍ୟର ବିଧାନସଭା ତାରିଖ ଘୋଷଣା ହେବା ନେଇ ସୂଚନା ମିଳିଛି।

Electoral Bond
କେଉଁ କଂପାନୀ ନିର୍ବାଚନୀ ବଣ୍ଡ ଜରିଆରେ ଦେଇଛି ସବୁଠୁ ଅଧିକ ଅର୍ଥ ?

ଗତ ମଙ୍ଗଳବାର ଏହି ତଥ୍ୟ SBI ଦାଖଲ କରିବା ପରେ, ଏହାକୁ ୧୫ ତାରିଖ ସୁଦ୍ଧା ସାର୍ବଜନୀନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହାକୁ ଯେମିତି ମିଳିଥିଲା ସେମିତି ପ୍ରକାଶ କରାଯାଇଛି ବୋଲି ଦର୍ଶାଇଛି ECI । 

Mamata Banerjee
ମମତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି କହିଲା TMC

ପ୍ରଧାନମନ୍ତ୍ରୀ ମୋଦି ମମତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

new election commissioners
୨ IASଙ୍କୁ ନିର୍ବାଚନ କମିଶନର୍ ଭାବେ ମିଳିଲା ନିଯୁକ୍ତ

ନିଯୁକ୍ତ ହେଲେ ୨ ନିର୍ବାଚନ କମିଶନର  । ୨ IASଙ୍କୁ ନିର୍ବାଚନ କମିଶନର୍ ଭାବେ ମିଳିଲା ନିଯୁକ୍ତ। ସୁଖବୀର ସିଂହ ସାନ୍ଧୁ ଓ ଜ୍ଞାନେଶ କୁମାର ନୂଆ ନିର୍ବାଚନ କମିଶନର । 

Petrol, Diesel Prices
Petrol Diesel Prices: କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା; ଶସ୍ତା ହେଲା ପେଟ୍ରୋଲ୍ ଓ ଡିଜେଲ୍...

ଶସ୍ତା ହେଲା ପେଟ୍ରୋଲ୍ ଓ ଡିଜେଲ୍ । ଲିଟର ପିଛା ୨ ଟଙ୍କା ଶସ୍ତା କଲେ କେନ୍ଦ୍ର ସରକାର । ସୋସିଆଲ୍ ମିଡ଼ିଆ Xରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀଙ୍କ ସୂଚନା ।

Electoral bonds data
ଇଲେକ୍ଟୋରାଲ ବଣ୍ଡ୍‌ ଡାଟା ପ୍ରକାଶ କଲେ ECI

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଇଲେକ୍ଟୋରାଲ୍ ବଣ୍ଡ ତଥ୍ୟକୁ ସାର୍ବଜନୀନ କଲା ଭାରତୀୟ ନିର୍ବାଚନ କମିଶନ। SBI ପକ୍ଷରୁ ଦାଖଲ ହୋଇଥିବା ଡାଟା ପ୍ରକାଶ କଲେ...

sadhvi guru maa ashutoshamvari
୪୫ ଦିନର ସମାଧି ପରେ ଜୀବିତ ଅଛନ୍ତି କି ସାଧ୍ୱୀ ଆଶୁତୋଷମ୍ବରୀ ? କଣ ରହିଛି ରହସ୍ୟ...

ପୁଣି ବଞ୍ଚିବେ କି ସାଧ୍ୱୀ ଆଶୁତୋଷମ୍ବରୀ ? ଜୀବନ୍ତ ଫେରିବା ନେଇ ଆଶା ରଖିଛନ୍ତି ଅନୁଗାମୀ...୪୫ ଦିନ ହେଲା ସମାଧି ନେଲେଣି ସାଧ୍ୱୀ ଆଶୁତୋଷମ୍ବରୀ...

  • Thursday, 14 March 2024
Stolen iPhone
ମଦ ନିଶା କରିଦେଲା ବାଉଳା...ପାଓଭାଜୀ ପ୍ଲେଟ ବଦଳରେ ଦେଇଦେଲେ ଚୋରି ଆଇଫୋନ

ଭାବନ୍ତୁ ତ, ଗୋଆ ଯାଇଥିବେ ବୁଲିବାକୁ । ଭରପୂର ମଜାମସ୍ତି କରୁଥିବେ । ଏହି ସମୟରେ କୌଣସି ଏକ କାରଣରୁ ଆପଣଙ୍କର ଆଇଫୋନଟି ଚୋରି ହୋଇଯିବ । ତେବେ ଆପଣ କ’ଣ କରିବେ କହିଲେ ।

Aadhaar Card Update
ବଢିଲା ଫ୍ରି ଆଧାର ଅପଡେଟ୍ ଅବଧି; ଜାଣନ୍ତୁ କେବେ ରହିଛି ଶେଷ ତାରିଖ

ଏହି ମାଗଣା ସେବା କେବଳ myAadhaar ପୋର୍ଟାଲରେ ଉପଲବ୍ଧ। UIDAI କହିଛି ଯେ ଏହା ଆଧାର ଡକ୍ୟୁମେଣ୍ଟ୍ ଅପଡେଟ୍ କରିବାକୁ ଲୋକଙ୍କୁ ଉତ୍ସାହିତ କରୁଛି ।

Election Commissioner
କେଉଁ ଦୁଇ ଜଣ ହେବେ ନିର୍ବାଚନ କମିଶନର, ମିଟିଂ ପରେ ନାଁ ଘୋଷଣା କଲେ ଅଧୀର ରଞ୍ଜନ ଚୌଧୁରୀ

ଏହି ଦୁଇ ନାଁରେ ଯଦି ମୋହର ଲାଗେ ତାହେଲେ ସୁଖବୀର ସାନ୍ଧୁ ଓ ଜ୍ଞାନେଶ କୁମାର ଦେଶର ପରବର୍ତ୍ତୀ ନିର୍ବାଚନ କମିଶନର ହେବେ।

Government bans 18 OTT platforms
ଅଶ୍ଳୀଳ କଣ୍ଟେଣ୍ଟକୁ ନା; ବ୍ୟାନ୍ ହେଲା ୧୮ ଓଟିଟି ପ୍ଲାଟଫର୍ମ ସହ ଏହି ସବୁ ଆପ୍

ଭାରତ ସରକାରଙ୍କ ଅନ୍ୟ ମନ୍ତ୍ରଣାଳୟ / ବିଭାଗ ଏବଂ ଗଣମାଧ୍ୟମ ଏବଂ ମନୋରଞ୍ଜନ, ମହିଳା ଅଧିକାର ଏବଂ ଶିଶୁ ଅଧିକାର ବିଶେଷଜ୍ଞଙ୍କ ସହ ପରାମର୍ଶ କରି ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, ୨୦୦୦ର ନିୟମ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି।

African Footballer
ମ୍ୟାଚ୍‌ ମଝିରେ ଆଫ୍ରିକୀୟ ଖେଳାଳିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଦର୍ଶକ..ଭିଡିଓ ଭାଇରାଲ

କେରଳ ମାଲାପୁରମ ଜିଲ୍ଲାରେ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟନ ଚାଲିଥିଲା। ଆଫ୍ରିକା ଇଭୋରୀ କୋଷ୍ଟର ଡାଏରାସୁବା ହାସେନ୍‌ ନାମକ ଜଣେ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ। ହଠାତ ମ୍ୟାଚ୍‌ ମଝିରେ ପଡ଼ିଆରେ ବସିଥିବା ଲୋକ ଖେଳାଳିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ।

Gold Price Today
Gold Price Today 14th March 2024: ବଢିଲା ସୁନାର ମୂଲ୍ୟ, ଜାଣନ୍ତୁ କେତେ ରହିଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୬,୧୧୦ ଟଙ୍କା ହୋଇଛି।

One Nation One Election
ଏକକ ନିର୍ବାଚନ: ରାଷ୍ଟ୍ରପତିଙ୍କୁ ୧୮ ହଜାର ପୃଷ୍ଠାର ରିପୋର୍ଟ ପ୍ରଦାନ କଲେ ରାମନାଥ କୋବିନ୍ଦ

୧୮ ହଜାର ୬୨୬ ପୃଷ୍ଠାର ବିଶିଷ୍ଟ ଦୀର୍ଘ ରିପୋର୍ଟ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି । କମିଟି ଗଠନର ୧୯୧ ଦିନ ପରେ ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କରିଛି ।

E-Bike Battery Explodes
ଚାର୍ଜ ବେଳେ ଫାଟିଗଲା ଇ-ବାଇକ୍ ବ୍ୟାଟେରୀ; ଦେଖନ୍ତୁ ଭାଇରାଲ୍ ଭିଡିଓ

ଏହି ଭଡିଓ ପୋଷ୍ଟ ହେବାପରେ ୟୁଜର୍ସ ଏହାକୁ ନେଇ ଅନେକ ପ୍ରତିକ୍ରୟା ରଖିଛନ୍ତି। ଘର ଭିତରେ ଏପରି ଚାର୍ଜ କରିବା ଅନୁଚିତ ବୋଲି କିଛି ୟୁଜର୍ସ କମେଣ୍ଟ କରିଛନ୍ତି।

SDM Kriti Raj
ନା ସିକ୍ୟୁରିଟି... ନା ଥିଲା କାରକେଡ୍‌... ମୁଣ୍ଡରେ ଓଢ଼ଣୀ ଟାଣି ହସ୍ପିଟାଲରେ ପହଞ୍ଚିଲେ SDM

ଫିରୋଜାବାଦ ସଦର SDM କୃତି ରାଜ ମାର୍ଚ୍ଚ ୧୨ରେ ଗୋପନୀୟ ଭାବେ ଏକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯାଞ୍ଚ କରିବା ପାଇଁ ପହଞ୍ଚିଥିଲେ। ସେ ତାଙ୍କ କାରକୁ ଡାକ୍ତରଖାନଠାରୁ ବହୁ ଦୂରରେ ରଖି ଏକ ରୋଗୀ ବେଶରେ ଆସିଥିଲେ।

Reliance Industries
ଭାୟାକମ ୧୮ରେ ଅର୍ଥ ବିନିଯୋଗ କରିବ ରିଲାଏନ୍ସ, କିଣିବ ୧୩ ପ୍ରତିଶତ ଅଂଶଧନ

ଭାୟାକମ୍ ୧୮ ମିଡିଆରେ ଅଂଶଧନ କିଣିବ ରିଲାଏନ୍ସ । ଏନେଇ ରିପୋର୍ଟ ପ୍ରକାଶ ପାଇଛି ।

  Delhi Fire
ବିଲ୍ଡିଂରେ ଲାଗିଲା ନିଆଁ; ଦମ୍ପତିଙ୍କ ସମେତ ଜିଅନ୍ତା ଜଳିଗଲେ ୨ଶିଶୁ

ଭୋର ପ୍ରାୟ ୫ଟା ୨୦ରେ ନିଆଁ ଲାଗିଥିବା ଖବର ମିଳିଥିଲା। ଗୀତା କଲେନୀ ନିକଟସ୍ଥ ଶାସ୍ତ୍ରୀ ନାଗରରେ ଏକ ବଡ଼ ଅଗ୍ନିକାଣ୍ଡ ସମ୍ପର୍କରେ ଫୋନ କଲ୍ ଆସିଥିଲା।

Amit Shah on CAA
ସାମ୍ନାକୁ ଆସନ୍ତୁ ରାହୁଲ ଗାନ୍ଧି.. CAA କୁ ବିରୋଧ କରିବାର କାରଣ ଦର୍ଶାନ୍ତୁ: ଅମିତ ଶାହ

୨୪ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ଼ ପଦକ୍ଷେପ। ସାରା ଦେଶରେ ଲାଗୁ ହୋଇଛି ନାଗରିକତା ସଂଶୋଧନ ଆଇନ। ଆଇନ୍‌ ଲାଗୁ ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ବୟାନ। କହିଲେ CAA ପ୍ରତ୍ୟାହାର ହେବନି।

Car hit several people on Wednesday
ସାମନାକୁ ଆସିଲା ଗାଜିପୁର ହିଟ୍ ଆଣ୍ଡ ରନ୍ ମାମଲାର ଭିଡିଓ; ହଠାତ୍ ଧକ୍କା ଦେଇ ଚମ୍ପଟ ମାରିଲା

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଲାଲ ବାହାଦୂର ଶାସ୍ତ୍ରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କାର୍ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।

SC Cooks Daughter
କମାଲ କଲେ ସୁପ୍ରିମକୋର୍ଟର ରାନ୍ଧୁଣିଆଙ୍କ ଝିଅ; ଆମେରିକାର ଦୁଇଟି ବିଶ୍ୱବିଦ୍ୟାଳୟରେ ପାଇବେ ସ୍କଲାରସିପ୍

ପ୍ରଜ୍ଞା ଆମେରିକାର ଦୁଇଟି ବିଶ୍ୱବିଦ୍ୟାଳୟରେ ଆଇନରେ ସ୍ନାତକୋତ୍ତର ଶିକ୍ଷା ପାଇଁ ସ୍କଲାରସିପ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

Centre recommends banning Pitbull, other dog breeds
କେନ୍ଦ୍ରର କଡ଼ା ନିର୍ଦ୍ଦେଶ; ଏଣିକି ଘରେ ପାଳିପାରିବେନି ଏହି ପ୍ରଜାତିର କୁକୁର

ବିଗତ କିଛି ଦିନରେ ଘରୋଇ ପୋଷା କୁକୁରଙ୍କ ଆକ୍ରମଣରେ ଅନେକ ଆହତ ହେବା ସହ କେତେଜଣଙ୍କ ଜୀବନ ଯାଇଥିବା ମାମଲା ସାମ୍ନାକୁ ଆସିଛି। ଯାହା ଏବେ ଚିନ୍ତାର କାରଣ ପାଲଟିଛି।