• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Newly Married Couple

Marriage
ବିବାହରେ ସମସ୍ୟା; କଲ କରନ୍ତୁ ଏହି ନମ୍ବରରେ, ସମାଧାନ କରିବ ଆମ ସଂସ୍ଥା ..

ଗୋଟିଏ ଫୋନକଲରେ ଜୀବନସାଥୀ! ଏପରି ଏକ ବିଜ୍ଞାପନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବର୍ତ୍ତମାନ ଗୋଟେ ଭଲ ଜୀବନସାଥୀ ପାଇବା କଷ୍ଟକର ବ୍ୟାପାର ହୋଇଗଲାଣି । ଆଜିକାଲିର ଦୁନିଆରେ କାହାକୁ ଭରସା କରିବା କଷ୍ଟ ।

contract papers signed  by grooms friends
ବିବାହ ପୂର୍ବରୁ ବର ସାଙ୍ଗ ରଖିଲେ ଅଜବ ଚୁକ୍ତି...ସ୍ୱାକ୍ଷର କରିବାକୁ ବାଧ୍ୟ ହେଲେ ନବବଧୂ

ତାମିଲନାଡୁର ଏହି ଦମ୍ପତି ହେଉଛନ୍ତି ହରିପ୍ରସାଦ ଓ ପୂଜା। ଗତ ରବିବାର ଥିଲା ବିବାହ । ବାହାଘରର ସବୁ ଆୟୋଜନ ସରିଥାଏ। ବିବାହ ମଣ୍ଡପକୁ ଆସିଲେ ବର-କନ୍ୟା।  ଏହି ସମୟରେ ହରିପ୍ରସାଦଙ୍କର ସାଙ୍ଗମାନେ ଏକ ଫାଇଲ ନେଇ ଆସିଲେ। ୨୦ ଟଙ୍କିଆ ଷ୍ଟାମ୍ପ ପେପର ଲାଗିଥିବା ଏକ କାଗଜରେ ଏକ ଚୁକ୍ତିନାମା ସ୍ୱାକ୍ଷର କରିବା ପାଇଁ ସେମାନେ ପୂଜାଙ୍କୁ କହିଥିଲେ। ଏପରିକି ବିବାହ ପୂର୍ବରୁ ସ୍ୱାକ୍ଷର କରିବାକୁ ପଡିବ ବୋଲି ପୂଜାଙ୍କୁ କହିଥିଲେ।

punjab cm
ନବବିବାହିତଙ୍କୁ ଦେଖି ହଠାତ ରାସ୍ତା ମଝିରେ ଗାଡ଼ି ଅଟକାଇଲେ ମୁଖ୍ୟମନ୍ତ୍ରୀ, ଆଉ ତାପରେ...

ଏମିତି ଏକ ମୁଖ୍ୟମନ୍ତ୍ରୀ, ଯାହାଙ୍କ ଚର୍ଚ୍ଚା ଏବେ ସାରା ଦେଶରେ। କେତେବେଳେ ଷ୍ଟେଜରେ ନାଚନ୍ତି ତ ଆଉ କେତେବେଳେ ରାସ୍ତା ମଝିରେ ହଠାତ ଗାଡ଼ିକୁ ରଖି ନବବିବାହିତଙ୍କୁ ଆଶୀର୍ବାଦ କରିବା ସହ ମିଠା ମାଗି ଖାଇଥାନ୍ତି। ସେହି ମୁଖ୍ୟମନ୍ତ୍ରୀ ଜଣଙ୍କ ହେଉଛନ୍ତି ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଚରଣ ସିଂ ଚନ୍ନୀ।