• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: S Jaishankar

ଜୟଶଙ୍କରଙ୍କ ‘୩T’ ଫର୍ମୁଲା
Video: ଭୁବନେଶ୍ବରରେ ପ୍ରବାସୀ ଭାରତୀୟଙ୍କ ମହାକୁମ୍ଭ

ଅସୁମାରୀ ଉତ୍ସାହ, ଅଭୂତପୂର୍ବ ଉଦ୍ଦୀପନା । ଭୁବନେଶ୍ୱରରେ ପ୍ରବାସୀ ମହାକୁମ୍ଭର ଭବ୍ୟ ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସମ୍ମିଳନୀର ପ୍ରଥମ ଦିନରେ ଯୁବ ପ୍ରବାସୀ ଭାରତୀୟ ଦିବସର କରିଥିଲେ ଉଦଘାଟନ ।

ଜୟଶଙ୍କରଙ୍କ ‘୩T’ ଫର୍ମୁଲା
Pravasi Bharatiya Divas: ଭୁବନେଶ୍ବରରେ ପ୍ରବାସୀ ଭାରତୀୟଙ୍କ ମହାକୁମ୍ଭ, ଜନତା ମଇଦାନରେ ଏକାଠି ହେଲେ ଭାରତୀୟ ବଂଶୋଦ୍ଭବ

ଅସୁମାରୀ ଉତ୍ସାହ, ଅଭୂତପୂର୍ବ ଉଦ୍ଦୀପନା । ଭୁବନେଶ୍ୱରରେ ପ୍ରବାସୀ ମହାକୁମ୍ଭର ଭବ୍ୟ ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସମ୍ମିଳନୀର ପ୍ରଥମ ଦିନରେ ଯୁବ ପ୍ରବାସୀ ଭାରତୀୟ ଦିବସର କରିଥିଲେ ଉଦଘାଟନ ।

S Jaishankar
ମୋଦିଙ୍କ ବଦଳରେ ବିଦେଶ ମନ୍ତ୍ରୀ !! ପାକିସ୍ତାନ ଯିବେ ଏସ୍. ଜୟଶଙ୍କର

ପାକିସ୍ତାନ ଗସ୍ତରେ ଯିବେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ।

S Jaishankar
‘୧୯୮୪ରେ ଅପହୃତ ଏୟାର ଇଣ୍ଡିଆ ବିମାନରେ ଥିଲେ ମୋ ବାପା’

'ଯୁବ ଅଫିସର ଭାବେ ମୁଁ ବନ୍ଧକଙ୍କୁ ମୁକ୍ତ କରିବାକୁ ଡିଲ୍ କରୁଥିଲି ।’ ଜେନେଭାରେ ଭାରତୀୟ ସମୂହଙ୍କ ଆଗରେ ସ୍ମୃତି ବଖାଣିଲେ ବୈଦେଶିକ ମନ୍ତ୍ରୀ ।

S Jaishankar
ଓଡ଼ିଆ ଅସ୍ମିତାକୁ ନେଇ କେନ୍ଦ୍ରର ଶାଣିତ ସ୍ୱର, ଜଗନ୍ନାଥ ଭୂମିର ନେତୃତ୍ୱ ନେଉ ମାଟିର ପୁଅ

ଓଡ଼ିଶାର ନେତୃତ୍ୱ ନେବା ଦରକାର ଜଣେ ମାଟିର ପୁଅ । ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ମତ ରଖି ଏଭଳି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ।

Katchatheevu island
କାହିଁକି ଦେଇଥିଲେ ‘କଚାତିବୁ’ ? 

କଚାତିବୁକୁ ନେଇ ଆରୋପ ପ୍ରତ୍ୟାରୋପ ଥମିବାର ନାଁ ନେଇନି । ଆଜି ପ୍ରେସମିଟ୍ କରି ବିଗତ ଦିନର କଂଗ୍ରେସ ସରକାର ଉପରେ ବର୍ଷିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର । 

Katchatheevu island
କଂଗ୍ରେସକୁ ଧୋଇଲେ ଜୟଶଙ୍କର, କହିଲେ ନେହେରୁଙ୍କ ପାଇଁ ମୁଣ୍ଡ ବ୍ୟଥା ଥିଲା 'କଚାତିବୁ'

କଚାତିବୁକୁ ନେଇ ଆରୋପ ପ୍ରତ୍ୟାରୋପ ଥମିବାର ନାଁ ନେଇନି । ଆଜି ପ୍ରେସମିଟ୍ କରି ବିଗତ ଦିନର କଂଗ୍ରେସ ସରକାର ଉପରେ ବର୍ଷିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର । ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁଙ୍କ ପାଇଁ ମୁଣ୍ଡ ବ୍ୟଥା ଥିଲା କଚାତିବୁ ।

s jaishankar says why australian pm called pm modi the boss
ନା କୌଣସି କାଗଜରେ ନା ଭାଷଣରେ ଲେଖାଥିଲା,କାହିଁକି ମୋଦିଙ୍କୁ ‘ଦ ବସ୍‌’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ?

୩ ଦେଶ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭାରତ ଫେରିଛନ୍ତି। ଏହି ଅବସରରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଥିଲେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏହି ବିଦେଶ ଗସ୍ତରେ ଯିବା ତାଙ୍କର ସୌଭାଗ୍ୟ ଥିଲା।

S. Jaishankar
ବିଲାୱଲଙ୍କୁ ଔକାତ୍ ଦେଖାଇଲେ ଜୟଶଙ୍କର । ନମସ୍କାର ତ କଲେ, ହେଲେ କଲେନି ହ୍ୟାଣ୍ଡସେକ୍

ଯାହା ଆଶା କରାଯାଉଥିଲା ସେଇୟା ହିଁ ହେଲା । ଭାରତ ବିଲାୱଲଙ୍କୁ ତାଙ୍କ ସ୍ଥାନ ଦେଖାଇ ଦେଇଛି । କିଛି ଦିନ ତଳେ ସମସ୍ତ କୂଟନୈତିକ ଶାଳୀନତା ଭୁଲି ଜାତିସଂଘରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂପର୍କରେ ଅପଶଦ୍ଦ ବ୍ୟବହାର କରିଥିଲେ ବିଲାୱଲ । ଆଉ ସେ ଭାରତ ଆସିବା ପରେ ବୈଦେଶିକମନ୍ତ୍ରୀ ଏସ. ଜୟଶଙ୍କର ବିଲାୱଲଙ୍କୁ ତାଙ୍କରି ଭାଷାରେ ଜବାବ ଦେଇଛନ୍ତି।

 S Jaishankar
SCO ବୈଠକରେ ପାକିସ୍ତାନକୁ କଡ଼ା ବାର୍ତ୍ତା : 'ସୀମା ପାର୍ ଆତଙ୍କବାଦ, ଟେରର ଫଣ୍ଡିଂ ବନ୍ଦ ହେଉ'

ଆତଙ୍କବାଦ ପ୍ରସଙ୍ଗକୁ ନେଇ ପରୋକ୍ଷରେ ଟାର୍ଗେଟ୍ । ଆତଙ୍କବାଦ ବିରୋଧରେ ଲଢ଼େଇ SCOର ମୂଳ ଉଦ୍ଦେଶ୍ୟ । ଯେକୌଣସି ପରିସ୍ଥିତିରେ ଆତଙ୍କବାଦକୁ ରୋକିବାକୁ ହେବ ।

S Jaishankar
ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି ପାକିସ୍ତାନ: ଏସ୍‌. ଜୟଶଙ୍କର

ପୁଣିଥରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ଉପରେ ବର୍ଷିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ପାକିସ୍ତାନ ଆତଙ୍କବାଦର କେନ୍ଦ୍ରସ୍ଥଳ ବୋଲି ପୂରା ବିଶ୍ୱ ଜାଣିଛି।

Foreign Minister S Jaishankar takes veiled jibe at Pakistan at UN
ପୁଣି ବିଶ୍ୱ ସମ୍ମୁଖରେ ପାକିସ୍ତାନକୁ ଶକ୍ତ ଚାପୁଡ଼ା, ମୁଖା ଖୋଲିଦେଲା ଭାରତ

 ଆତଙ୍କବାଦ ପ୍ରସଙ୍ଗରେ ଗତକାଲି ଜାତିସଂଘରେ ବୈଦେଶିକ ମନ୍ତ୍ରୀ ସ୍ତରୀୟ ଆଲୋଚନା ବେଳେ ପାକ୍‌ର ମୁଖା ଖୋଲିଥିଲେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର।