ଏହି ପରିବର୍ତ୍ତିତ ନୂତନ ଆଇନରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଇଛି। ଏବେ ନ୍ୟାୟ ବ୍ୟବସ୍ଥା ସରଳ, ସୁଲଭ ଓ ତ୍ୱରିତ ହେବ।
କେବଳ ଗାଁ ନୁହେଁ, ଦୂର ସ୍ଥାନରୁ ଲୋକମାନେ ମଧ୍ୟ ଏଠାକୁ ବିରିୟାନୀ ଖାଇବାକୁ ଆସିଥାନ୍ତି । ଗାଁ ବ୍ୟତୀତ ଏହି ବିରିୟାନୀକୁ ମଧ୍ୟ ମଦୁରାଇରେ କ୍ୟାମ୍ପ ସ୍ଥାପନ କରି ଲୋକଙ୍କ ମଧ୍ୟରେ ବଣ୍ଟନ କରାଯାଇଥାଏ।
ସାଧାରଣ ନିର୍ବାଚନ ସହିତ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକିମ୍ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ହେବ।
୫ ଘଣ୍ଟା ଧରି ଅଟକି ରହିଲା ବିମାନ । ହନ୍ତସନ୍ତ ହେଲେ ଲୋକ । ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୫ ଘଣ୍ଟା ଅଟକି ରହିଲା ବିମାନ । ଯାତ୍ରୀଙ୍କୁ ନିଶ୍ୱାସ ନେବାରେ ହେଲା ଅସୁବିଧା...
ପିଲାମାନଙ୍କ ପରିବାର ଲୋକ ଏହାକୁ ନେଇ ତୁମ୍ବି ତୋଫାନ କରିଥିଲେ । ବାଙ୍କାର ରାଜାଉନ୍ ବ୍ଲକ ଅନ୍ତର୍ଗତ ଆସମାନିଚକ୍ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି ।
ବିବାହ କରିବା ପାଇଁ ଅପହରଣ । ଏପରି ଏକ ଘଟଣା ଘଟିଛି ହାଇଦ୍ରାବାଦରେ । ଜଣେ ମହିଳା ବ୍ୟବସାୟୀ, ମ୍ୟୁଜିକ ଚ୍ୟାନେଲ ଆଙ୍କରଙ୍କୁ ବିବାହ କରିବା ପାଇଁ ଅପହରଣ କରିଥିଲେ ।
ସମସ୍ତ ଶ୍ରଦ୍ଧାଳୁ ମାଘ ପୂର୍ଣ୍ଣିମା ପାଇଁ ଗଙ୍ଗାରେ ବୁଡ ପକାଇବା ପାଇଁ ଯାଉଥିଲେ। ଏହି ସମୟରେ ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇ ପୋଖରୀକୁ ଓଲଟି ପଡ଼ିଥିଲା ।
ବର୍ତ୍ତମାନ ଘଟଣାର ତଦନ୍ତ କରାଯାଉଛି। ସେଠାରେ ଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯାଉଥିବା ପୋଲିସ ସୂଚନା ଦେଇଛି।
ହୃଦଘାତରେ କ୍ରିକେଟର ମୃତ । ସାମ୍ନାକୁ ଆସିଥିବା ଏକ ଦୁର୍ଭାଗ୍ୟଜନକ ଘଟଣା କ୍ରମରେ କର୍ଣ୍ଣାଟକର ପୂର୍ବତନ କ୍ରିକେଟର କେ ହୋଏସାଲାଙ୍କର ହୃଦଘାତରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୪ ବର୍ଷ ବୟସ ହୋଇଥିଲା ।
୭୦ ପ୍ରତିଶତ ଘରେ ବିଶୁଦ୍ଧ ପାନୀୟ ଜଳ । ଅଯୋଧ୍ୟାରେ ତିଆରି ହୋଇଛି ରାମ ମନ୍ଦିର ।
ଏହି ଫର୍ମୁଲାରେ ଯଦି ଆପଣ ଟଙ୍କା ସଞ୍ଚୟ କରିବେ ତେବେ ରିଟାର୍ଡମେଣ୍ଟ ପରର ଜୀବନ ଆପଣଙ୍କୁ ଅତି ସହଜ ହେବ । ଯେତେ ଶୀଘ୍ର ଆପଣ ଏହି ଫର୍ମୁଲାରେ ସଞ୍ଚୟ ଆରମ୍ଭ କରିବେ, ସେତେ ବେଶି ଫାଇଦା ପାଇବେ ।
Rash Driving: ପଛୁଆ ପଛୁଆ ଚାଲୁଛି କାର୍ । ଭିଡ଼ିଓ ଦେଖିଲେ ହେବେ ଚକିତ । ୨ କିମି ପଛୁଆ ଯାଇ ପୋଲିସକୁ ଦେଲେ ଚକ୍ମା ...
ଆମେ ସମସ୍ତ ଭାରତୀୟ ନାଗରିକଙ୍କୁ ଅନୁରୋଧ କରୁଛି କି ସେମାନେ ସତର୍କତା ଅବଲମ୍ବନ କରନ୍ତୁ ଏବଂ ଯୁଦ୍ଧଠାରୁ ଦୂରେଇ ରୁହନ୍ତୁ ।
ବଞ୍ଜର ବାସିନ୍ଦା ସତ୍ୟେନ୍ଦ୍ର ନାଥ ଗତ ୨୨ବର୍ଷ ଧରି କୌଲନ୍ତକ ପୀଠ ଆଶ୍ରମରେ ଯୋଗ ଅଭ୍ୟାସ କରିଆସୁଛନ୍ତି। ସେ ଆଶ୍ରମରେ ଈଶପୁତ୍ର ଭାବରେ ଜଣାଶୁଣା।
ବର୍ତ୍ତମାନ ନିର୍ବାଚନ କମିଶନ ବିଭିନ୍ନ ରାଜ୍ୟ ବୁଲି ନିର୍ବାଚନ ସମୀକ୍ଷା କରୁଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ପରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ନିର୍ବାଚନ ଆୟୋଗ ସୂତ୍ରରୁ ଜଣାପଡ଼ିଛି।
ଆଦିତ୍ୟ ଗତବର୍ଷ ପରୀକ୍ଷାରେ ପାସ କରିପାରିନଥିଲେ। ଚଳିତବର୍ଷ ପୁଣି ଥରେ ପରୀକ୍ଷା ଦେଇଥିଲେ। ଗତକାଲି ଇଂରାଜୀ ପରୀକ୍ଷାରେ ଭଲ କରିନଥିବାରୁ ମାନସିକ ଚାପରେ ଥିଲେ।
NICUରେ ଶିଶୁଟି କାନ୍ଦିବାରୁ ତା’ର କାନ୍ଦ ବନ୍ଦ କରିବା ପାଇଁ ପାଟିରେ ଟେପ୍ ଲଗାଇ ଦେଇଥିଲେ। ଘଟଣା ସାମ୍ନାକୁ ଆସିବା ପରେ ନର୍ସଙ୍କୁ ନିଲମ୍ବିତ କରାଯିବା ସହ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।
ଗାଡିରେ ଥିବା BRS ବିଧାୟିକା ଜି ଲସ୍ୟା ନନ୍ଦିତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଲସ୍ୟା ତେଲଙ୍ଗାନାର ସିକନ୍ଦରାବାଦ କେଣ୍ଟ ସିଟ୍ରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ।
ମନୋହର ଜୋଶୀ ୧୯୯୫ରୁ ୧୯୯୯ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ।
ରାଜ୍ୟ ଆଇନ ବିଭାଗର ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ଯେ, ଉକ୍ତ ଅଭିଯୁକ୍ତ ଜଜ୍ଙ୍କୁ ହାଇକୋର୍ଟ ପକ୍ଷରୁ ବର୍ତ୍ତମାନ ପାଇଁ ବ୍ୟାନ୍ କରାଯାଇଛି । ଏହାସହ ଷ୍ଟେସନ୍ ଛାଡ଼ି ବିନା ଅନୁମତିରେ କୁଆଡ଼େ ନଯିବା ପାଇଁ ମଧ୍ୟ କୁହାଯାଇଛି ।
ଫ୍ୟାସନ୍ ଡିଜାଇନିଂର ଛାତ୍ରୀ ଥିଲେ ମଡେଲ୍ ତାନିଆ । ରବିବାର ରାତିରେ ନିଜ ଘରେ ଆତ୍ମହତ୍ୟା କରିଥିଲେ। ସୋମବାର ସକାଳୁ ପରିବାର ଲୋକ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ ।
ତେବେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ବିଦ୍ୟାଳୟରେ ଏହାକୁ ଗ୍ରହଣ କରିବେ କି ନାହିଁ ସେନେଇ CBSE ନିଷ୍ପତ୍ତି ନେବ। ସିବିଏସ୍ଇ ମଧ୍ୟ ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ଡିୟୁ) ସହିତ ପରାମର୍ଶ କରିବାକୁ ନିଷ୍ପତ୍ତି ନେଇଛି।
ସୋସିଆଲ୍ ମିଡିଆ Xରେ YSR କଂଗ୍ରେସ ପାର୍ଟି TDP କୁ ନିନ୍ଦା କରିବା ସହ ପାର୍ଟି ଆଉ କେତେ ତଳକୁ ଖସିବ ବୋଲି ପ୍ରଶ୍ନ କରିଛି। ପାର୍ଟି ନିଜର ପ୍ରଚାର ପାଇଁ ଲୋକଙ୍କୁ କଣ୍ଡୋମ ବଣ୍ଟନ କରିବା କେଉଁ ପ୍ରକାର ପ୍ରଚାର?
ଆସନ୍ତା ଫେବ୍ରୁଆରୀ ୨୬ରେ ହାଜର ହେବାକୁ ସମନରେ କୁହାଯାଇଛି। ପୂର୍ବରୁ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଇଡି ୬ଥର ସମନ ପଠାଇଛି । କିନ୍ତୁ ସେ ଥରେ ହେଲେ ବି ହାଜର ହୋଇ ନାହାନ୍ତି।
ଗୁରୁବାର ଦିନ ଶର୍ମିଲା କହିଛନ୍ତି, ସରକାର ତାଙ୍କୁ ଗିରଫ କରିବାକୁ ଚେଷ୍ଟା କରୁଚନ୍ତି । ତେଣୁ ସେ ଗିରଫରୁ ବର୍ତ୍ତିବାକୁ କଂଗ୍ରେସ କାର୍ଯ୍ୟାଳୟରେ ରହିଥିଲେ ।