• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Madhya Pradesh
ଚାହୁଁଥିଲେ ଝିଅ, ହେଲେ ଜନ୍ମନେଲା ପୁଅ; ଗଳାକାଟି ମାରିଦେଲା ବାପା

ନବଜାତ ପୁଅର ଗଳାକାଟି ହତ୍ୟା କରିଛି ନୃଶଂସ ବାପା । ସୂଚନା ଅନୁସାରେ ତାଙ୍କର ୨ ପୁଅଙ୍କ ମଧ୍ୟରୁ ଜଣେ ପୁଅର ବୟସ ୭ ବର୍ଷ ଓ ଅନ୍ୟ ଜଣେ ପୁଅ ୫ ବର୍ଷର ।

  • Tuesday, 16 January 2024
  • Death
Over 30 flights delayed and 17 cancelled due to bad weather conditions in Delhi
ଦିଲ୍ଲୀରେ ଘନ କୁହୁଡ଼ି; ଉଡ଼ି ପାରୁନି ବିମାନ, ଟ୍ରେନ ଚଳାଚଳ ପ୍ରଭାବିତ

ଘଣ୍ଟାଘଣ୍ଟା ଧରି ବିମାନ ବିଳମ୍ବିତ ହେଉଥିବାରୁ ଗନ୍ତବ୍ୟ ସ୍ଥଳକୁ ଯାଇନ ପାରି ଅଟକି ରହିଛନ୍ତି ଯାତ୍ରୀ । ପାଗ ଖରାପ ଥିବାରୁ ବିମାନ ଚଳାଚଳ ପ୍ରଭାବିତ ହୋଇଛି ।

 China Battery
ଆଉ ଚାର୍ଜ ହେବନି ଫୋନ୍‌; ବିନା ଚାର୍ଜିଂରେ ବ୍ୟବହାର କରିବେ ୫୦ ବର୍ଷ !

ଚାଇନାରେ ଏକ ଷ୍ଟାର୍ଟ ଅପ୍ ଏଭଳି ଗୋଟିଏ ନୂତନ ବ୍ୟାଟେରୀ ତିଆରି କରିଛି । ଯେଉଁଥିରେ ବିଦ୍ୟୁତ୍‌ ଉତ୍ପାଦନର କ୍ଷମତା ରହିଥିବା ଦାବି କରିଛି । ଆଉ ଏହି ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ୫୦ ବର୍ଷ ଯାଏ ରହିବ ବୋଲି କୁହାଯାଉଛି ।

  • Tuesday, 16 January 2024
  • China
Har Har Mausam, Har Ghar Mausam
ଏଣିକି ପ୍ରତି ଘରେ ପହଞ୍ଚିବ ପାଣିପାଗ ତଥ୍ୟ

ଗୌରବମୟ ୧୫୦ ବର୍ଷରେ ପାଦ ଥାପିଲା ଭାରତୀୟ ପାଣିପାଗ ବିଭାଗ । 'ହର୍ ହର୍ ମୌସମ୍, ହର୍ ଘର୍ ମୌସମ୍' ଲକ୍ଷ୍ୟ ହାସଲ ଦିଗରେ ଦେଲା ବଡ଼ ଉପହାର । ଏଣିକି ମୋବାଇଲ୍ ଆପ୍ ଜରିଆରେ ଘରେ ଘରେ ପହଞ୍ଚିବ ପ୍ରତିଟି ପାଣିପାଗ ଖବର ।

Ayodhya Ram Mandir
ରାତି ପାହିଲେ ଆରମ୍ଭ ହେବ ରାମଲାଲାଙ୍କ ରୀତିନୀତି; ୧୮ ରେ ଆସ୍ଥାନରେ ବସିବେ, ୨୨ ରେ ପ୍ରାଣ ପ୍ରତିଷ୍ଠା

୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ୫ ଦିନ ପୂର୍ବରୁ କାଲିଠୁ ଆରମ୍ଭ ହୋଇଯିବ ଧାର୍ମିକ ରୀତିନୀତି। ଏଥିପାଇଁ ଉଦ୍ଭାସିତ ଅଯୋଧ୍ୟା। ଉତ୍ସାହିତ ଦେଶ, ଉଲ୍ଲସିତ ପ୍ରତି ରାମପ୍ରେମୀଙ୍କ ପ୍ରାଣ।

Pilot Attacked
ପାଇଲଟଙ୍କୁ ଆକ୍ରମଣ ଘଟଣା: କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ମନ୍ତ୍ରୀ

ଘଟଣାକୁ ଗୁରୁତର ସହ ନେଲା ବେସାମରିକ ବିମାନ ଚଳାଚଳ ବିଭାଗ  ।

JOBS
ଭାରତ ଭିତରେ ଏହି ସବୁ ଚାକିରି କରନ୍ତୁ, ୭୦ରୁ ୮୦ ଲକ୍ଷ ଟଙ୍କା ଦରମା ପାଆନ୍ତୁ...

ଆମେ ଆପଣଙ୍କୁ ଆଜି ସେହି ରାସ୍ତା ଦେଖାଇବୁ, ଯେଉଁ ରାସ୍ତାରେ ଗଲେ ଆପଣ ଭଲ ଚାକିରି କରିପାରିବେ । ଆଉ ମୋଟା ଆଙ୍କର ବେତନ ପାଇପାରିବେ ।

Har Har Mausam, Har Ghar Mausam
ଘରେ ଘରେ ପହଞ୍ଚିବ ପାଣିପାଗ ଖବର; ଏହି ଆପ୍‌ ଯୋଗାଇବ ଟିକିନିକି ତଥ୍ୟ..

ଯବାନଙ୍କଠୁ କିଷାନ୍ ଯାଏଁ..ପାଣିପାଗ ସୂଚନା ଜରିଆରେ ପ୍ରତିଟି ଜୀବନକୁ ସୁରକ୍ଷିତ ଓ ସମୃଦ୍ଧ କରିଥିବା ଭାରତୀୟ ପାଣିପାଗ ବିଭାଗ ବା IMD, ଆଜି ପଦାର୍ପଣ କରିଛି ୧୫୦ ବର୍ଷରେ ।

ATM Loot
ଚୋରଙ୍କ ଦୁର୍ଭାଗ୍ୟ ! ଗ୍ୟାସ୍‌ କଟରରେ ATM କାଟୁ କାଟୁ ଜାଳିଦେଲେ ଟଙ୍କା

ଆମେ ଆଜି ଆପଣଙ୍କୁ ଯେଉଁ କାହାଣୀ କହିବୁ ତାହା କୌଣସି ଚୋରିର ନୁହେଁ, ବରଂ ଏଟିଏମ୍‌ ଚୋରମାନଙ୍କର ଏକ ଦୁର୍ଦ୍ଦଶାର କାହାଣୀ । 

Arun Yogiraj
କିଏ ସେ ଅରୁଣ ଯୋଗୀରାଜ ? ଯାହାଙ୍କ ହାତରେ ଗଢ଼ାଯାଇଛି ରାମଲାଲାଙ୍କ ପ୍ରତିମୂର୍ତ୍ତି ?

ଆଦିଶଙ୍କରାଚାର୍ଯ୍ୟ, ନେତାଜୀ ଆଉ ଏବେ ସ୍ୱଂୟ ଶ୍ରୀରାମ । ରାମଲାଲାଙ୍କ ବିଗ୍ରହ ନିର୍ମାଣ କରିଛନ୍ତି ଅରୁଣ ଯୋଗୀରାଜ । ୫ ପିଢ଼ି ମୂର୍ତ୍ତିରେ ଜୀବନ ଦେଇ ଆସୁଛନ୍ତି ଅରୁଣଙ୍କ ପରିବାର ।

Champat Ray
ଏମିତି ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା; ଜାଣନ୍ତୁ ସବୁ ରୀତିନୀତି..

ଆଉ ୭ ଦିନ ବାକି ରହିଲା, ସମସ୍ତ ମନ୍ଦିରରେ ସଫେଇ କରାଯାଉଛି । ସବୁ ମନ୍ଦିରରେ ଶଙ୍ଖଧ୍ୱନି, ଭଜନ କୀର୍ତ୍ତନ କରି ପ୍ରଚାର କରାଯାଉଛି ।

Sachin Tendulkar Deep Fake Video
ଡିପ୍‌ ଫେକ୍‌ର ଶିକାର ହେଲେ ସଚିନ୍, କହିଲେ ଖୁବ ଇରିଟେଡ୍‌ ଲାଗିଲାଣି...!

ସୋସିଆଲ ମିଡିଆରେ ଦେଖିବାକୁ ମିଳୁଥିବା ଭିଡିଓ ବା କଣ୍ଟେଣ୍ଟ ସବୁବେଳେ ସତ ହୋଇନଥାଏ । ଆମକୁ ଭାବି ଚିନ୍ତି କାମ କରିବାକୁ ପଡ଼ିବ ।

CRPF Constable Recruitment
କରିଛନ୍ତି କି ୧୦ମ ପାସ୍‌ ? ଆଜିଠୁ CRPFରେ କରିପାରିବେ ଆବେଦନ

କ୍ରୀଡ଼ା କୋଟା ଅନୁସାରେ କନଷ୍ଟେବଳ ଜେନେରାଲ ଡ୍ୟୁଟି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ CRPF ର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ ।

Exam Hall
ଗର୍ଲଫ୍ରେଣ୍ଡ ପାଇଁ ଝିଅ ବେଶରେ ଦେଉଥିଲେ ପରୀକ୍ଷା; ଯୁବକଙ୍କୁ ବାନ୍ଧିଲା ପୋଲିସ

ଜାଣି ଆଶ୍ଚର୍ଯ୍ୟ ହେବେ ଏଗୁଡ଼ିକୁ ପିନ୍ଧି ସଜେଇ ହୋଇଥିବା ଯୁବକ ଜଣକ ମହିଳା ନୁହଁନ୍ତି, ବରଂ ଜଣେ ପୁରୁଷ । ଆଉ ଘରେ ନୁହେଁ କି ଅନ୍ୟ କେଉଁ ସ୍ଥାନ ନୁହେଁ ବରଂ ଖୋଦ୍‌ ପରୀକ୍ଷା ହଲ୍‌ରେ ଏପରି ବେଶରେ ନଜର ଆସିଥିଲେ ଯୁବକ ଜଣକ ।

Ayodhya Ram Mandir
ସାମ୍ନାକୁ ଆସିଲା ରାମମନ୍ଦିରର ସମ୍ପୂର୍ଣ୍ଣ ଫଟୋ; ଝଲସୁଛି ସୁନା କବାଟ, କଥା କହୁଛି ନିଖୁଣ କାରୁକାର୍ଯ୍ୟ

ପାଖେଇ ଆସୁଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମନ୍ଦିର ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ଚିତ୍ର ଜାରି କଲା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ।

 Delhi airport
ଉତ୍ତର ଭାରତରେ ଘନକୁହୁଡି; ୧୬୦ ବିମାନ ବିଳମ୍ବିତ, ୮୪ ବାତିଲ

ଭୀଷଣ ଥଣ୍ଡା ପାଇଁ ସ୍କୁଲ ସମୟକୁ କମ କରାଯାଇଛି । ଦିଲ୍ଲୀ ବିମାନ ବନ୍ଦରରେ ଘନକୁହୁଡି ଦେଖିବାକୁ ମିଳିଛି । ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷ ସତର୍କ ସୂଚନା ଜାରି କରିଛି ।

Manja slits
ଯବାନଙ୍କ ବେକରେ ଲାଗିଗଲା ମାଞ୍ଜା ସୂତା; ଚାଲିଗଲା ଜୀବନ

୨୯ ବର୍ଷିୟ ଯବାନ ନାୟକ କେ. କୋଟେଶ୍ୱରା ରେଡ୍ଡୀ ସଂଧ୍ୟା ୬ଟା ସମୟରେ ହାଇଦ୍ରାବାଦ ଗୋଲକୋଣ୍ଡାର ମିଲିଟାରୀ ହସ୍ପିଟାଲକୁ ବାଇକ୍‌ ଯୋଗେ ଯାଉଥିଲେ ।

Viral Video
Viral Video: ବିଳମ୍ବରେ ଉଡ଼ିଲା ବିମାନ, ପାଇଲଟ୍‌ଙ୍କୁ ନିର୍ଧୂମ ମାଡ଼ ମାରିଲେ ଯାତ୍ରୀ

ବିମାନଟି ବିଳମ୍ୱରେ ଉଡାଣ କରିବା ନେଇ ଘୋଷଣା କରିଥିଲେ ପାଇଲଟ୍ । ହେଲେ ଏଥିରେ ଉତ୍ତକ୍ଷିପ୍ତ ହୋଇ ଜଣେ ଯାତ୍ରୀ ସିଧା ପାଇଲଟଙ୍କ ନିକଟକୁ ଯାଇ ତାଙ୍କୁ ଚାପୁଡା ମାରିଥିଲେ ।

ayodhya ram mandir
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ; ଅତିଥିଙ୍କୁ ସ୍ୱାଗତ ଜଣାଇଲା ମୁସଲିମ୍ ସମାଜ

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ଅତିଥିଙ୍କ ସମେତ ଶ୍ରଦ୍ଧାଳୁଙ୍କୁ ସ୍ୱାଗତ ଜଣାଇଛନ୍ତି ଅଯୋଧ୍ୟାର ମୁସଲିମ ସମାଜ ।

Makar Sankranti
ଆଜି ମକର ସଂକ୍ରାନ୍ତି; ଗଙ୍ଗାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ

ପଶ୍ଚିମବଙ୍ଗ ଗଙ୍ଗାସାଗର ଘାଟରେ ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ବୁଡ଼ ପକାଇବା ସହ ମଙ୍ଗଳ ମନାସୀ ଆରତୀ କରିଛନ୍ତି ଶ୍ରଦ୍ଧାଳୁ ।

Bharat Jodo Nyay Yatra
୨୪ ନିର୍ବାଚନ ପାଇଁ କଂଗ୍ରେସର କସରତ, ଆଜିଠୁ ଆରମ୍ଭ ହେଲା ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା

୬ ହଜାର ୭୦୦ କିଲୋମିଟର୍ ବିଶିଷ୍ଟ ଏହି ୬୭ ଦିନର ଯାତ୍ରା ଦେଶର ୧୧୦ଟି ଜିଲ୍ଲା ମଧ୍ୟ ଦେଇ ଯିବ ।

Milind Deora
ଶିବିର ଛାଡୁ ଛାଡୁ କଂଗ୍ରେସ ଉପରେ ବର୍ଷିଲେ ମିଲିନ୍ଦ; ମୋଦିଙ୍କର କଲେ ପ୍ରଶଂସା

ହାତ ଛାଡି ଏକନାଥ ସିନ୍ଦେଙ୍କ ଧନୁ ତୀର ଧରିଲେ ପୂର୍ବତନ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ମିଲିନ୍ଦ ଦେଓରା। ଆଜି ସକାଳୁ କଂଗ୍ରେସରୁ ଇସ୍ତଫା ଦେଇଥିବା ମିଲିନ୍ଦ ସିନ୍ଦେ ଗ୍ରୁପର ଶିବ ସେନାରେ ସାମିଲ ହୋଇଛନ୍ତି।

Reunion Stories
୧୩ ବର୍ଷ ପରେ ମିଳିଲେ ସ୍ତ୍ରୀ; ଯାତ୍ରାରେ ହଜିଥିଲେ, ଯାତ୍ରା ପୂର୍ବରୁ ପାଇଲେ..

୧୩ ବର୍ଷ ତଳେ ମେଳାରେ ସ୍ୱାମୀଠୁ ଅଲଗା ହୋଇଯାଇଥିଲେ ସ୍ତ୍ରୀ-ପିଲା । ଖୋଜି ଖୋଜି ପାଉନଥିଲେ ସ୍ୱାମୀ । ଶେଷରେ ଗଙ୍ଗାମାତା ଶୁଣିଏ ଡାକ । ଆଉ ତା’ପରେ..

Karnataka students
ପାଠପଢ଼ା ବେଳେ ହେଡ୍‌ମାଷ୍ଟରଙ୍କ ବଗିଚା ସଫା କଲେ ଛାତ୍ରଛାତ୍ରୀ !

ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ କାଲାବୁରାଗି ଅଞ୍ଚଳରେ ଥିବା ମୌଲାନା ଆଜାଦ ମଡେଲ ସ୍କୁଲରେ।

Milind Deora
ମହାରାଷ୍ଟ୍ର କଂଗ୍ରେସକୁ ପୁଣି ଏକ ବଡ଼ ଝଟ୍‌କା, ୫୫ ବର୍ଷର ସମ୍ପର୍କ ଭାଙ୍ଗିଲେ ମିଲିନ୍ଦ

ଏହି ଦଳ ସହିତ ମୋ ପରିବାରର ୫୫ ବର୍ଷର ସଂପର୍କ ଚ୍ଛିନ୍ନ ହୋଇଛି। ବର୍ଷ ବର୍ଷ ଧରି ସମସ୍ତ ନେତୃବୃନ୍ଦ, ସହକର୍ମୀ ଓ କର୍ମକର୍ତ୍ତାଙ୍କ ଠାରୁ ମିଳିଥିବା ଅବସ୍ମରଣୀୟ ସମର୍ଥନ ପାଇଁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ ବୋଲି ଲେଖିଛନ୍ତି ୪୭ ବର୍ଷିୟ ମିଲିନ୍ଦ ଦେଓରା।