୨୦୨୫ରେ ପୁଣି ଫେରୁଛି ଆଇସିସି ଚାମ୍ପିଅନ୍ସ ଟ୍ରଫି। ଏହାକୁ ଆୟୋଜିତ କରିବାର ଅଧିକାର ମିଳିଛି ପାକିସ୍ତାନକୁ। ତେବେ ଏହି ଚାମ୍ପିଅନ୍ସ ଟ୍ରଫି କ୍ୱାଲିଫାଏକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି।
ଟିମ୍ ଇଣ୍ଡିଆର ସବୁ ଖେଳାଳି ଏବେ ଫର୍ମରେ ଅଛନ୍ତି । ମହମ୍ମଦ ଶାମି କମବ୍ୟାକ୍ ମ୍ୟାଚ୍ରେ ଦମ୍ଦାର ପ୍ରଦର୍ଶନ କରିଥିବା ବେଳେ ସ୍ପିନ୍ ଡିପାର୍ଟମେଣ୍ଟରେ ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ମଧ୍ୟ ପ୍ରତିପକ୍ଷଙ୍କୁ ଅଡୁଆରେ ପକାଉଛନ୍ତି ।
୭ ରାଉଣ୍ଡର ଗେମ୍ରେ ୫ ରାଉଣ୍ଡରେ ବିଜୟ ସହ ମୋଟ ସାଢେ ୫ ପଏଣ୍ଟ ହାସଲ କରି ରୌପ୍ୟ ପଦକ ଆଣିଛନ୍ତି ସୌନ୍ଦର୍ଯ୍ୟ । ସେହିପରି ଟିମ୍ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ପାଇଛି ।
ନୂଆ ଅଧିନାୟକଙ୍କ ସହ ନୂଆ କୋଚ୍ଙ୍କୁ ନେଇ ମଧ୍ୟ ଅଷ୍ଟ୍ରେଲିଆ ସିରିଜ୍ ଖେଳିବ ଭାରତ। କାହିଁକି ନା ଦିନିକିଆ ବିଶ୍ୱକପ୍ ପରେ ବର୍ତ୍ତମାନର କୋଚ୍ ରାହୁଲ ଦ୍ରାବିଡ୍ଙ୍କ କାର୍ଯ୍ୟକାଳ ଶେଷ ହେବ।
ପାରା ଏସୀୟ କ୍ରୀଡାରେ ଓଡ଼ିଆ ପାରା ଆଥଲେଟ୍ ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୨୦୧୮ ପାରା ଏସୀୟ କ୍ରୀଡାରେ ବି ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।
ମୋଟ ୪୩ଟି ଇଭେଣ୍ଟରେ ଦେଶର ୧୦ ହଜାରରୁ ଅଧିକ କ୍ରୀଡ଼ାବିତ ସେମାନଙ୍କ ଶ୍ରେଷ୍ଠତା ପ୍ରଦର୍ଶନ କରିବେ।
କିଛି ନିର୍ଦ୍ଦିଷ୍ଟ ଫ୍ୟାନ୍ସଙ୍କୁ ନୁହେଁ ଷ୍ଟାଡିୟମରେ ଉପସ୍ଥିତ ପ୍ରତ୍ୟେକ ଦର୍ଶକଙ୍କୁ ମିଳିବ । ଏପରି ନିଷ୍ପତ୍ତି ନେଇଛି ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ । ମୁମ୍ବାଇର ଐତିହାସିକ ୱାଙ୍ଖେଡ଼େ ଷ୍ଟାଡିୟମରେ ଦର୍ଶକଙ୍କ ପାଇଁ ଏ ସୁବିଧା ଉପଲବ୍ଧ ହେବ ।
ଏସିଆନ ପାରା ଗେମ୍ସ ବ୍ୟାଡମିଣ୍ଟନରେ ଭାରତକୁ ପ୍ରଥମ ପଦକ । ମିଶ୍ରିତ ଯୁଗଳରେ କାଂସ୍ୟ ପଦକ ଜିତିଲେ ପ୍ରମୋଦ ଓ ମନୀଷା ଯୋଡ଼ି । ମିକ୍ସ ଡବଲ୍ସ କ୍ବାର୍ଟର ଫାଇନାଲରେ ଓଡ଼ିଆ ପାରା ଆଥଲେଟ୍ ପ୍ରମୋଦ ଭଗତ ଏବଂ ମନିଷା ରାମଦାସ ଯୋଡ଼ି ଜାପାନର ତାଇଓ ଇମାଇ ଓ ନୋରିକୋ ଇତୋଙ୍କୁ ୨୧-୧୦, ୨୨-୨୦ରେ ଜିତି ସେମିରେ ପ୍ରବେଶ କରିଥିଲେ ।
ଗୋଆ ନ୍ୟାସନାଲ ଗେମ୍ସରେ ଓଡ଼ିଶାକୁ ତିନି ତିନିଟି ପଦକ । ୩ଟି ପଦକ ଜିଣିଲେ ୩ ଓଡ଼ିଆ ଝିଅ । ଓଡ଼ିଶା ପାଇଁ ଗୋଲ୍ଡ ଆଣି ଚମକିଛନ୍ତି ଜିମ୍ନାଷ୍ଟ ପ୍ରଣତି ନାୟକ । ୱିମେନ୍ସ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ-ଅଲ୍ ରାଉଣ୍ଡ ଇଭେଣ୍ଟରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।
ଦିନିକିଆ ବିଶ୍ୱକପରେ ଦ୍ରୁତତମ ଶତକୀୟ ଇଂନିସର ସାକ୍ଷୀ ପାଲଟିଛନ୍ତି ଦିଲ୍ଲୀ ଦର୍ଶକ । ମାତ୍ର ୧୮ ଦିନରେ ଭାଙ୍ଗିଛି ବିଶ୍ୱକପରେ ଦ୍ରୁତତମ ଶତକ ରେକର୍ଡ । ୪୯ ବଲରେ ଶତକ ହାସଲ କରି ଦକ୍ଷିଣ ଆଫ୍ରିକାର ଆଡମ ମାକ୍ରମ ବନିଥିଲେ ଦିନିକିଆ ବିଶ୍ୱକପ ଇତିହାସର ଦ୍ରୁତତମ ଶତକ ହାସଲକାରୀ ବ୍ୟାଟର । ଚଳିତ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷରେ ମାକ୍ରମ ଖେଳିଥିଲେ ଏହି ବିସ୍ଫୋରକ ଇଂନିସ ।
ବିଶ୍ବକପର ଆଗାମୀ ଦୁଇଟି ମ୍ୟାଚରୁ ବାଦ ପଡ଼ି ପାରନ୍ତି ହାର୍ଦ୍ଦିକ । ଏନେଇ ଜୋର ଧରିଛି ଚର୍ଚ୍ଚା । ଗତ ଅକ୍ଟୋବର ୧୯ ରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ ହାର୍ଦ୍ଦିକ । ଗୋଇଠିରେ ଆଘାତ କାରଣରୁ ସେ ନିଜର ଓଭର ମଧ୍ୟ ଶେଷ କରି ପାରି ନଥିଲେ ।
ବାହାସ୍ଫୋଟ ମାରୁଥିଲେ । ଭାରତରେ ଭାରତକୁ ହରାଇବେ ପୁଣି ବିଶ୍ବକପ ଜିତିବେ । କିନ୍ତୁ ସବୁ ଫସର ଫାଟିଗଲା ।
ଆଘାତରୁ ସୁସ୍ଥ ହୋଇ ପ୍ରତ୍ୟାବର୍ତ୍ତନ ପରେ ନୂଆ ଅବତାରରେ ଭାରତୀୟ ୱିକେଟ୍କିପର୍-ବ୍ୟାଟର୍ ଲୋକେଶ ରାହୁଲ। ଏବେ ସେ ସାଜିଛନ୍ତି ମଧ୍ୟକ୍ରମର ମେରୁଦଣ୍ଡ। କେବଳ ବ୍ୟାଟର୍ ଭାବେ ନୁହନ୍ତି, ୱିକେଟ୍କିପର୍ ଭାବରେ ମଧ୍ୟ ତୁଲାଉଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା।
ପୂର୍ବତନ କ୍ରିକେଟ ଅଧିନାୟକ ତଥା କିମ୍ବଦନ୍ତୀ ବାମହାତୀ ସ୍ପିନର ବିଶନ ସିଂ ବେଦିଙ୍କ ପରଲୋକ । ୭୭ ବର୍ଷରେ ପରଲୋକ ଗମନ କରିଛନ୍ତି ବିଶନ ।
ଲଗାତାର ଭାବେ ବିଶ୍ବକପରେ ଖରାପ ପ୍ରଦର୍ଶନ, ପାକିସ୍ତାନକୁ କର ଅବା ମର ସ୍ଥିତିରେ ଆଣି ଛିଡ଼ା କରିଛି । ଆଜିର ମ୍ୟାଚରେ ପାକିସ୍ତାନ ପାଇଁ ଅଫଗାନିସ୍ତାନର ସ୍ପିନ ବୋଲିଂ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ।
ଏହି ବିଜୟ ସହ ଶେଷ ହେଲା ୨୦ ବର୍ଷର ଅପେକ୍ଷା। ୨୦୦୩ ମସିହା ପରେ ପ୍ରଥମ ଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ। ଏହି ବିଜୟ ସହ ବିଶ୍ୱକପ୍ ପଏଣ୍ଟ ଟେବୁଲେର ପ୍ରଥମ ସ୍ଥାନରେ ମଧ୍ୟ ପହଞ୍ଚିଛି ଟିମ୍ ଇଣ୍ଡିଆ।
ଭାରତ ପକ୍ଷରୁ ଚଳିତ ବିଶ୍ୱକପରେ ପ୍ରଥମ ମ୍ୟାଚ୍ ଖେଳୁଥିବା ମହମ୍ମଦ ସାମି ୫ଟି ୱିକେଟ ନେଇଥିବାବେଳେ କୁଲଦୀପ ଯାଦବ ୨ଟି ୱିକେଟ ଅକ୍ତିଆର କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଡିରେଲ ମିଚେଲ ୧୩୦ ରନ୍ କରିଥିବାବେଳେ ରଚିନ୍ ରବିନ୍ଦ୍ର ୭୫ ରନ୍ କରିଥିଲେ।
ଆଜିର ମ୍ୟାଚ ଜିତି ଉଭୟ ଦଳ ସେମିଫାଇନାଲ ନିକଟତର ହେବାକୁ ଚାହିଁବେ ନିଶ୍ଚୟ।
ବିରାଟ କମାଲ କୋହଲି .. ବିରାଟ ମାଇଲଷ୍ଟୋନ ମ୍ୟାନ କୋହଲି .. ବିରାଟ ରେକର୍ଡ ବ୍ରେକର କୋହଲି ..
ଛକାରେ ଶତକ, ଛକାରେ ବିଜୟ.. ସୁବମନ ଗିଲ, ରୋହିତ ଶର୍ମା ଓ କେଏଲ ରାହୁଲଙ୍କ କମାଲ..୪୧ତମ ଓଭରରେ ବିରାଟଙ୍କ ବିଶାଳ ଛକା ଦେଲା ବିଜୟ....
ଦୃଢ଼ ମନୋବଳ ଓ ନିଜର ଅଧ୍ୟବସାୟ ସଫଳତାର ପାଦ ଚୁମେ । ଗୁରୁଙ୍କ କ୍ଷେତ୍ରରେ ମଧ୍ୟ ତାହା ହିଁ ଘଟିଛି । ନିଜର ଏହି ସଫଳତା ପାଇଁ ସେ ମାଷ୍ଟର ମୁକେଶ କୁମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
କାର୍ର ବେଗ ଥିଲା ଘଣ୍ଟା ପ୍ରତି ୨୧୫ କିଲୋମିଟର । ମୁମ୍ବାଇ-ପୁଣେ ଏକ୍ସପ୍ରେସ ହାଇୱେରେ ଗଡ଼ୁଥିଲା ଗାଡ଼ି । ଟିମ ଇଣ୍ତିଆ କ୍ୟାପଟେନ ରୋହିତ ଶର୍ମା ଚଳାଉଥିଲେ ଗାଡ଼ି । ଏନେଇ ପ୍ରକାଶ ପାଇଛି ରିପୋର୍ଟ ।
ଭାରତ ୩ଟି ମ୍ୟାଚ ଖେଳି ଅପରାଜେୟ ରହିଛି ...ଭାରତୀୟ ବ୍ୟାଟର ଓ ବୋଲରଙ୍କ ଦମଦାର ପ୍ରଦର୍ଶନ
କିଶୋର କୁମାର ଜେନା ଓଡ଼ିଶା ପାଇଁ ଗୌରବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଏହି ଐତିହାସିକ ସଫଳତା ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି । ଏସିଆନ ଗେମ୍ସ ଜାଭେଲିନ୍ ଥ୍ରୋ ରୌପ୍ୟ ପଦକ ବିଜେତା ହେଉଛନ୍ତି କିଶୋର ଜେନା ।
ନେଦରଲ୍ୟାଣ୍ଡସଠୁ ହାରିଲା ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା । ଆଜି ଧର୍ମଶାଳାରେ ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୩୮ ରନରେ ହରାଇ ଦେଇଛି ନେଦରଲ୍ୟାଣ୍ଡସ ଟିମ୍ ।